ରାଜନୀତି

ଆଜିଠୁ ସଂସଦର ଶୀତ ଅଧିବେଶନ: ଓଡ଼ିଶାର ତିନି ଦଳର ସାଂସଦଙ୍କ ରଣନୀତି

ଆଜିଠୁ ସଂସଦର ଶୀତ ଅଧିବେଶନ: ଓଡ଼ିଶାର ତିନି ଦଳର ସାଂସଦଙ୍କ ରଣନୀତି

Bartanews

ନୂଆଦିଲ୍ଲୀ: କାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଏହା ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। ୧୯ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟଦିବସ ରହିବ। ଶୀତକାଳୀନ ଅଧିବେଶନରେ ବିଭିନ୍ନ ବିଲ୍‌ ପାସ୍ କରିବା ପାଇଁ ସରକାରଙ୍କ ମୁଖ୍ୟ ଏଜେଣ୍ଡା ରହିଥିବା ବେଳେ ଓଡ଼ିଶାର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ସାଂସଦମାନେ ବିଲ୍‌ ଉପରେ ଆଲୋଚନାରେ ଭାଗ ନେବା ସହିତ ରାଜ୍ୟ ସଂପର୍କିତ ଏକାଧିକ ପ୍ରସଙ୍ଗ ସଂପର୍କରେ […]

ଛତିଶଗଡ଼ରେ ଜିତିଲେ ଓଡ଼ିଆ ପୁଅ ପୁରନ୍ଦର

ଛତିଶଗଡ଼ରେ ଜିତିଲେ ଓଡ଼ିଆ ପୁଅ ପୁରନ୍ଦର

Bartanews

ଭୁବନେଶ୍ବର: ଛତିଶଗଡ଼ର ବୃହତ ଓଡ଼ିଆ ସମାଜର ସଭାପତି ପୁରନ୍ଦର ମିଶ୍ର ରାୟପୁର ନଗର ଉତ୍ତର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେପିରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ମିଶ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର କୁଳଦୀପ ସିଂହ ଜୁନେଜାଙ୍କୁ ୨୩୦୫୪ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଶ୍ରୀ ମିଶ୍ର ୫୪୨୭୯ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଶ୍ରୀ ଜୁନେଜା ୩୧୨୨୫ଖଣ୍ଡ ଭୋଟ୍‌ ପାଇଛନ୍ତି। ଛତିଶଗଡ଼ର ନବନିର୍ବାଚିତ ବିଧାନସଭାରେ ଶ୍ରୀ ମିଶ୍ର ଏକମାତ୍ର ଓଡ଼ିଆ ବିଧାୟକ ହେବେ ବୋଲି ଜଣାପଡ଼ିଛି। […]

ଚମକାଇଲା ବିଜେପି: ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବୃହତ ବିଜୟ

ଚମକାଇଲା ବିଜେପି: ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବୃହତ ବିଜୟ

Bartanews

ନୂଆଦିଲ୍ଲୀ: ୪ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ‌ରେ ବିଜେପି ୩-୧ରେ ବିଜୟୀ ହୋଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି ଚମତ୍କାର ବିଜୟ ହାସଲ କରିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ନିର୍ବାଚିତ ହୋଇଛି। ବିଜେପି ମଧ୍ୟ ପ୍ରଦେଶରେ କ୍ଷମତାସୀନ ଥିବା ବେଳେ କଂଗ୍ରେସ ହାତରୁ ରାଜସ୍ଥାନ ଏବଂ ଛତିଶଗଡ଼ ଛଡ଼ାଇ ନେଇଛି। ମଧ୍ୟପ୍ରଦେଶରେ ବିଜେପି ଠାରୁ କ୍ଷମତା ଛଡ଼ାଇବା ଲାଗି ସ୍ବପ୍ନ ଦେଖିଥିବା କଂଗ୍ରେସ ରାଜସ୍ଥାନ ଓ ଛତିଶଗଡ଼ ହରାଇ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। […]

ରାଜସ୍ଥାନରେ କଂଗ୍ରେସର ପରାଜୟ ପାଇଁ ‘ପାଇଲଟ ଫ୍ୟାକ୍ଟର’ କେତେ ଦାୟୀ?

ରାଜସ୍ଥାନରେ କଂଗ୍ରେସର ପରାଜୟ ପାଇଁ ‘ପାଇଲଟ ଫ୍ୟାକ୍ଟର’ କେତେ ଦାୟୀ?

Bartanews

ଜୟପୁର: ରାଜସ୍ଥାନରେ ବିଜେପି ଚମକପ୍ରଦ ବିଜୟ ହାସଲ କରିଥିବା ବେଳେ ବିଶେଷ କରି ସଚିନ ପାଇଲଟ୍ ଫ୍ୟାକ୍ଟରରେ ଆଭ୍ୟନ୍ତରୀଣ କଳହ ଯୋଗୁଁ କଂଗ୍ରେସ କ୍ଷତିଗ୍ରସ୍ତ ହୋଇଥିବା ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ହେବାପାଇଁ ସଚିନ ପାଇଲଟଙ୍କ ବ୍ୟଗ୍ରତା ଓ ଏହି କାରଣରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ତୀବ୍ର କନ୍ଦଳ ଗତ ୩ ବର୍ଷ ଧରି ଚର୍ଚ୍ଚାରେ ରହିଥିଲା। ଗୁଜ୍ଜର ସମ୍ପ୍ରଦାୟ-ବହୁଳ ପୂର୍ବ ରାଜସ୍ଥାନରେ ବିଜେପି ବିପୁଳ ସଫଳତା ହାସଲ କରିଥିବାରୁ ଏହାକୁ ନେଇ କେତେକ ଦଳୀୟ ନେତା […]

ମଧ୍ୟପ୍ରଦେଶରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ଅସ୍ପଷ୍ଟ: ‘ମାମା’ ଶିବରାଜ ନା ସିନ୍ଧିଆ ‘ମହାରାଜ’?

ମଧ୍ୟପ୍ରଦେଶରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ଅସ୍ପଷ୍ଟ: ‘ମାମା’ ଶିବରାଜ ନା ସିନ୍ଧିଆ ‘ମହାରାଜ’?

Bartanews

ଭୋପାଳ: ମଧ୍ୟପ୍ରଦେଶରେ ବିଜେପିର ବିଜୟ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। କଂଗ୍ରେସ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିଥିଲା। ବିଜେପି ନିର୍ବାଚନୀ ରାଲିରେ ଏହି ପ୍ରଶ୍ନକୁ ଏଡ଼ାଇ ମୋଦୀଙ୍କ ବ୍ରାଣ୍ଡ୍ ନାମରେ ନିର୍ବାଚନ ପ୍ରଚାର ହେବ ବୋଲି କହିଥିଲା। ତେବେ ମଧ୍ୟପ୍ରଦେଶରେ ପୁଣିଥରେ ବିଜେପି ସୁନାମି ଦେଖିବାକୁ ମିଳିଛି ଏବଂ ଶିବରାଜ ସିଂହ ଚୌହାନ ପୁନଶ୍ଚ ମୁଖ୍ୟମନ୍ତ୍ରୀ ଦୌଡ଼ରେ […]

ବିଧାନସଭା ନିର୍ବାଚନ ଫଳାଫଳ: ବିଭିନ୍ନ ଦଳର ପ୍ରତିକ୍ରିୟା

ବିଧାନସଭା ନିର୍ବାଚନ ଫଳାଫଳ: ବିଭିନ୍ନ ଦଳର ପ୍ରତିକ୍ରିୟା

Bartanews

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ସରକାର ଗଠନ କରିବାକୁ ଯାଉଥିବା ବେଳେ କଂଗ୍ରେସ ତେଲେଙ୍ଗାନାରେ ସରକାର ଗଠନ କରିବ। ଆଜି ପ୍ରକାଶ ପାଇଥିବା ୪ ରଜ୍ୟର ବିଧାନସଭା ଫଳାଫଳକୁ ନେଇ ନେତାମାନେ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଜୟର ସମସ୍ତ ଶ୍ରେୟ ଦେଇ କହିଛନ୍ତି, ଜାତିଭିତ୍ତିକ ରାଜନୀତିରେ ସୀମିତ ଥିବା କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି। ଲୋକେ ପ୍ରଧାନମନ୍ତ୍ରୀଙ୍କ ସୁଶାସନ […]

ଡିଏମକେ ହେଉଛି ରାବଣର ବଂଶଧର : କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍

ଡିଏମକେ ହେଉଛି ରାବଣର ବଂଶଧର : କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍

Bartanews

ନୂଆଦିଲ୍ଲୀ: ଡିଏମକେ ସାଂସଦ ଡିଏନଭି ସେନ୍ଥିଲ କୁମାର ଉତ୍ତର-ଭାରତ ରାଜ୍ୟଗୁଡ଼ିକୁ ଗୋମୁତ୍ର ରାଜ୍ୟ କହିବା ପରେ ଏକ ବଡ଼ ବିବାଦ ଦେଖାଦେଇଛି । ଡିଏମକେର ମେଣ୍ଟ ସହଯୋଗୀ ଦଳ କଂଗ୍ରେସ ପକ୍ଷରୁ ମଧ୍ୟ ଏହି ବୟାନଠାରୁ ନିଜକୁ ଦୂରେଇ ରଖାଯାଇଛି । ଏପରିକି କେତେକ କଂଗ୍ରେସ ନେତା ଏହାକୁ ନାପସନ୍ଦ କରିଛନ୍ତି । କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାମ୍ କହିଛନ୍ତି ଯେ ଯଦି ଡିଏମକେ ନେତାମାନେ ଏଭଳି କାର୍ଯ୍ୟ ଜାରି ରଖନ୍ତି ଏବଂ ସନାତନ ଧର୍ମ […]

କିଏ ହେବେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ? ଏପରି କଥା କହିଲେ ଅମିତ ଶାହା

କିଏ ହେବେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ? ଏପରି କଥା କହିଲେ ଅମିତ ଶାହା

Bartanews

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରଠାରୁ ଲଗାତାର ପ୍ରଶ୍ନ ଉଠୁଛି ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ତିନି ରାଜ୍ୟର ବିଜେପି ଶିବିରରେ ଅନେକଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ସାମ୍ବାଦିକମାନେ ମଙ୍ଗଳବାର ସଂସଦ ଭବନ ପରିସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଏହି ପ୍ରଶ୍ନ ପଚାରିଥିଲେ। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ସମ୍ପର୍କରେ ପଚରାଯିବାରୁ ଶାହ ହସି ହସି କହିଥିଲେ, ‘ଏପର୍ଯ୍ୟନ୍ତ କିଛି […]

‘ନନ୍‌-ଭେଜ୍‌’ ଫୁଡ୍‌ ଷ୍ଟଲ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ରାଜସ୍ଥାନର ନବ ନିର୍ବାଚିତ ବିଜେପି ବିଧାୟକ

‘ନନ୍‌-ଭେଜ୍‌’ ଫୁଡ୍‌ ଷ୍ଟଲ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ରାଜସ୍ଥାନର ନବ ନିର୍ବାଚିତ ବିଜେପି ବିଧାୟକ

Bartanews

ଜୟପୁର: ରାଜରାସ୍ତା କଡ଼ରେ ଥିବା ‘ନନ୍‌-ଭେଜ୍‌’ (ଆମିଷ) ଫୁଡ୍‌ ଷ୍ଟଲ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ ଚର୍ଚ୍ଚାରେ ଥିବା ରାଜସ୍ଥାନର ନବ ନିର୍ବାଚିତ ବିଜେପି ବିଧାୟକ ସ୍ୱାମୀ ବାଲମୁକୁନ୍ଦ ଆଚାର୍ଯ୍ୟ କହିଛନ୍ତି ଯେ ସେ ଯାହା କରିଛନ୍ତି ତାହା ଅଧିକାରୀଙ୍କୁ ଧମକ ନୁହେଁ। ରାଜରାସ୍ତା କଡ଼ରେ ଥିବା ‘ନନ୍‌-ଭେଜ୍‌’ (ଆମିଷ) ଫୁଡ୍‌ ଷ୍ଟଲ୍‌ ବନ୍ଦ କରିବାକୁ ଅଧିକାରୀମାନଙ୍କୁ ଧମକ ଦେଇଥିବା ଅଭିଯୋଗ ସମ୍ପର୍କରେ ପଚରାଯିବାରୁ ସେ ଏହା କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏକ ଭିଡିଓରେ ସେ ଜଣେ […]

ଛତିଶଗଡ଼ରେ ଫେଲ୍‌ ମାରିଲା ଏକ୍‌ଜିଟ୍‌ ପୋଲ୍‌

ଛତିଶଗଡ଼ରେ ଫେଲ୍‌ ମାରିଲା ଏକ୍‌ଜିଟ୍‌ ପୋଲ୍‌

Bartanews

ନୂଆଦିଲ୍ଲୀ: ଏକଜିଟ୍ ପୋଲ୍‌ରେ ଅଧିକାଂଶ ସଂସ୍ଥା ଆକଳନ କରିଥିଲେ ଯେ ଛତିଶଗଡ଼ରେ କଂଗ୍ରେସ ପୁଣି ଥରେ ବିଜୟୀ ହେବ। କିନ୍ତୁ ଏହି ଆକଳନ ଭୁଲ ପ୍ରମାଣିତ ହୋଇଛି। ପ୍ରାରମ୍ଭିକ ଗଣନାରେ କଂଗ୍ରେସଠାରୁ ପଛରେ ପଡ଼ିଥିବା ବିଜେପି ମଧ୍ୟାହ୍ନ ପରଠାରୁ ଆଗରେ ରହିଥିଲା। ଶେଷକୁ ବିଜେପି ୫୬ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୩୩ଟି ଆସନରେ ଜିତିଛି। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ସରକାର ଗଢ଼ିବା ପାଇଁ ୪୬ଟି ଆସନ ଦରକାର ଥିବାବେଳେ ବିଜେପି ସ୍ପଷ୍ଟ […]