ନୟାଗଡ

ପାର୍ବଣ ପୂର୍ବରୁ କମିଶନରେଟ୍ ପୁଲିସର ଧରପଗଡ: ଗିରଫ ହେଲେ ୩ କୁଖ୍ୟାତ ଡକାୟତ, ୨ଟି ବନ୍ଧୁକ ସହ ୭ ରାଉଣ୍ଡ ଗୁଳି ଜବତ

ପାର୍ବଣ ପୂର୍ବରୁ କମିଶନରେଟ୍ ପୁଲିସର ଧରପଗଡ: ଗିରଫ ହେଲେ ୩ କୁଖ୍ୟାତ ଡକାୟତ, ୨ଟି ବନ୍ଧୁକ ସହ ୭ ରାଉଣ୍ଡ ଗୁଳି ଜବତ

Bartanews

ଭୁବନେଶ୍ବର: ଆଗକୁ ଆସୁଛି ପାର୍ବଣ ଋତୁ। ପାର୍ବଣ ପୂର୍ବରୁ କମିଶନରେଟ୍ ପୁଲିସର ଧରପଗଡ।  ୩ କୁଖ୍ୟାତ ଡକାୟତଙ୍କୁ ଗିରଫ କଲା ସହିଦନଗର ଥାନା ପୁଲିସ । ଅଭିଯୁକ୍ତ ହେଲେ ଗଞ୍ଜାମର ରଞ୍ଜନ କୁମାର ନାୟକ, ନୟାଗଡ଼ ଓଡଗାଁର ମୁକେଶ ସାହୁ ଓ ଲିଙ୍ଗରାଜ ଥାନା ଅଞ୍ଚଳର ଅରୁଣଜିତ୍ ନାୟକ । ସେମାନଙ୍କ ଠାରୁ ୨ ବନ୍ଧୁକ, ବୁଲେଟ , ସ୍କୁଟି , ୭ ରାଉଣ୍ଡ ଗୁଳି ଜବତ୍ ହୋଇଛି। ସହିଦନଗର ଅଞ୍ଚଳରେ ଅପରାଧ ଘଟାଇବା ପାଇଁ ଯୋଜନା […]

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଦୋଷୀକୁ ୧୫ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଦୋଷୀକୁ ୧୫ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା

Bartanews

ନୟାଗଡ: ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ନୟାଗଡ ଫାଷ୍ଟଟ୍ରାକ କୋର୍ଟ ଦୋଷୀ ଆସାମୀ ପ୍ରଶାନ୍ତ ବାରିକକୁ ୧୫ବର୍ଷ ସଶ୍ରମ କାରା ଦଣ୍ଡ ସହିତ ୧୦ହଜାର ଟଙ୍କା ଜୋରିମାନା କରିଛନ୍ତି। ଅଭିଯୋଗ ମୁତାବକ, ୨୦୧୭ମସିହାରେ ନୂଆଗାଁ ଥାନା ଅନ୍ତର୍ଗତ ଖାଲମଡା ଗ୍ରାମର ପ୍ରଶାନ୍ତ ବାରିକ ସେହି ଗ୍ରାମର ଦଶମ ଶ୍ରେଣୀ ନାବାଳିକା ଛାତ୍ରୀ ସ୍କୁଲ ଯିବା ସମୟରେ ଏକ ତରଫା ଭଲ ପାଉଥିବା ଅଭିଯୁକ୍ତ ପ୍ରଶାନ୍ତ ବାରିକ ନାବାଳିକାକୁ ବଳ ପୂର୍ବକ ଉଠାଇ ନେଇ ଭୁବନେଶ୍ୱରରେ […]

ଘର ଭିତରୁ ଶୁଭଶ୍ରୀଙ୍କ ମୃତଦେହ ମିଳିବା ଘଟଣା : ମୃତ୍ୟୁ ପଛରେ ପୁରୁଷ ବନ୍ଧୁଙ୍କ ହାତ,ଖୋର୍ଦ୍ଧାରୁ ମିଳିଲା ଶୁଭଶ୍ରୀଙ୍କ ଓଢଣୀ

ଘର ଭିତରୁ ଶୁଭଶ୍ରୀଙ୍କ ମୃତଦେହ ମିଳିବା ଘଟଣା : ମୃତ୍ୟୁ ପଛରେ ପୁରୁଷ ବନ୍ଧୁଙ୍କ ହାତ,ଖୋର୍ଦ୍ଧାରୁ ମିଳିଲା ଶୁଭଶ୍ରୀଙ୍କ ଓଢଣୀ

Bartanews

ଭୁବନେଶ୍ବର : ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲାରେ ପୁଲିସ ହାତରେ ଲଗିଛି ବଡ଼ ପ୍ରମାଣ। ସେହି ଆଧାରରେ ପୁଲିସ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁଙ୍କ ଅଟକ ରଖି ଘଟଣାର ଛାନଭିନ୍‌ କରୁଛି। ମୃତ ଶୁଭଶ୍ରୀ ମହାପାତ୍ରଙ୍କ ପୁରୁଷବନ୍ଧୁ ଚିତ୍ତରଞ୍ଜନ ଜେନାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଥ୍ୟ ପ୍ରମାଣ ପାଇଁ ପୁରୁଷ ବନ୍ଧୁଙ୍କୁ ବିଭିନ୍ନ ଜାଗାକୁ ନେଇ ତଦନ୍ତ କରୁଛି ପୁଲିସ। ମୃତ ଶୁଭଶ୍ରୀଙ୍କ ଗାଁରେ ଚିତ୍ତରଞ୍ଜନଙ୍କ ଘର ହୋଇଥିବା ଜଣାପଡ଼ିଛି। ହତ୍ୟାଦିନ ଚିତ୍ତରଞ୍ଜନ ଏକାଧିକ […]

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତମଣ୍ଡୋ ଥାନା SI ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତମଣ୍ଡୋ ଥାନା SI ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ

Bartanews

ଭୁବନେଶ୍ୱର : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ତମଣ୍ଡୋ ଥାନା SI ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ । ଭୁବନେଶ୍ୱରର 3ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ । ପାଇକନଗରର ୪ତାଲା ବିଲଡିଂ, ନୟାଗଡ଼ ନଛିପୂରର ଏକ ମହଲା ଘର ସମେତ ତମଣ୍ଡୋ ଥାନାର SO ଅଫିସରେ ଏକକାଳିନ ରେଡ କରୁଛି ଭିଜିଲାନ୍ସ । ଏହି ରେଡରେ ସାମିଲ ଅଛନ୍ତି ୩ଜଣ ଡ଼ିଏସପି, ୧୧ଜଣ ଇନସିପେକ୍ଟର, 6ଜଣ ଏସ ଆଇ ।

ଶୈଳେନ୍ଦ୍ରନାଥ ଜେନାଙ୍କ ନିର୍ମମ ହତ୍ୟା ଘଟଣା: ୨ ମୁଖ୍ୟ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଶୈଳେନ୍ଦ୍ରନାଥ ଜେନାଙ୍କ ନିର୍ମମ ହତ୍ୟା ଘଟଣା: ୨ ମୁଖ୍ୟ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

Bartanews

ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ମହିପପୁର ପାଟୁଳିସାହି ଗାଁ ନିକଟରେ କଟକର LIC ଏଜେଣ୍ଟ ଶୈଳେନ୍ଦ୍ର ନାଥ ଜେନାଙ୍କୁ ହତ୍ୟା କରି ପୋଡି ଦେବା ଘଟଣା। ପୋଲିସର ଚାରିଆଡେ ଛାନ୍ନ ଭିନ୍ନ ପରେ ମୁଖ୍ୟ ଅଭିଯୁକ୍ତ ଦିପୁ ସାହୁ ଓ ତାର ବାପା ଭାବ ସାହୁ ଦୁହେଁ ବାହାଡାଝୋଲା ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି। ଏହି ଘଟଣାରେ ପୃର୍ବରୁ ଦିପୁର ସ୍ତ୍ରୀ ଏବଂ ଅନ୍ୟ ଜଣେ ସହଯୋଗୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। […]

ପୁଲିସ ପାଇଁ ଚିନ୍ତା ବଢ଼ାଉଛି ‘ବନ୍ଧୁକ’, ଚାହିଦାରେ ଆମେରିକାନ୍‌‌ ବନ୍ଧୁକ

ପୁଲିସ ପାଇଁ ଚିନ୍ତା ବଢ଼ାଉଛି ‘ବନ୍ଧୁକ’, ଚାହିଦାରେ ଆମେରିକାନ୍‌‌ ବନ୍ଧୁକ

Bartanews

ଭୁବନେଶ୍ୱର: ଅପରାଧୀଙ୍କ ଅପରାଧ ଘଟାଇବା ପଛରେ ‘ବନ୍ଧୁକ’। ରାଜଧାନୀରେ କୁଖ୍ୟାତ ଓ ଦାଗୀ ଅପରାଧୀ ବନ୍ଧୁକ ମୁନରେ ଖେଳାଇଛନ୍ତି ଆତଙ୍କରାଜ୍‌‌। ଚୋରି, ଛିନ୍‌‌ତାଇ, ରାହାଜାନୀ, ଡକାୟତି ଓ ନିଶା କାରବାର ଆଦି କରୁଥିବା ସିନ୍ଧିଚୋର ବନ୍ଧୁକ ମୁନରେ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ବନ୍ଧୁକ ଜବତ କରିବାରେ ୨୦୨୨ ମସିହା ରେକର୍ଡ ଭାଙ୍ଗିଛି। ବର୍ଷକ ମଧ୍ୟରେ ୩୦ଟି ବନ୍ଧୁକ ଜବତ ହୋଇଛି। କମିସନରେଟ୍‌‌ ପୁଲିସ ଓ ସ୍ପେଶାଲ ଟାସ୍କ ଫୋର୍ସ ଚଢ଼ଉ କରି ଏହି […]

ପୁଲିସ ପଞ୍ଝାରେ ୨୩ବର୍ଷ ତଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

ପୁଲିସ ପଞ୍ଝାରେ ୨୩ବର୍ଷ ତଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

Bartanews

ନୟାଗଡ: ଫତେଗଡ଼ ପୁଲିସ ପଞ୍ଝାରେ ଦୀର୍ଘ ୨୩ବର୍ଷ ତଳର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କିଶୋର ଦଳେଇ। ହତ୍ୟାକାଣ୍ଡ ଘଟଣା ଦିନ ଠାରୁ କଳପଙ୍ଗୀ ଗାଁରୁ ଫେରାର ହୋଇ ବୌଦ୍ଧ ଜିଲ୍ଲାରେ ଆତ୍ମଗୋପନ କରିଥିଲା ଅଭିଯୁକ୍ତ କିଶୋର ଦଳେଇ, ବୌଦ୍ଧରୁ ଅଭିଯୁକ୍ତ କିଶୋର ଦଳେଇକୁ ଗିରଫ କରିଛି ଫତେଗଡ଼ ପୁଲିସ। ଅଭିଯୁକ୍ତ କିଶୋର ନିଜର ନାମ ଆଧାର କାର୍ଡ ଓ ଭୋଟର ପରିଚୟପତ୍ରରେ ପରିବର୍ତ୍ତନ କରି ସେ ଏତେ ଦିନ ଧରି ଲୁଚି ରହିବାରେ ସକ୍ଷମ ହୋଇଥିଲା । […]

ପ୍ରେମିକାକୁ ଭିଡିଓ କଲ କରି ଝୁଲିପଡିଲା ପ୍ରେମିକ

ପ୍ରେମିକାକୁ ଭିଡିଓ କଲ କରି ଝୁଲିପଡିଲା ପ୍ରେମିକ

Bartanews

ଭୁବନେଶ୍ବ : ତ୍ରିକୋଣୀୟ ପ୍ରେମକୁ ନେଇ ଜୀବନ ହାରିଲେ ଯୁବକ। ପ୍ରେମିକାକୁ ଭିଡିଓ କଲ କରି ଝୁଲିପଡିଲେ ଯୁବକ । ମୃତକ ଜଣଙ୍କ ନୟାଗଡ଼ର ସର୍ବେଶ୍ୱର ପରିଡ଼ା ବୋଲି ଜଣାପଡିଛି । ଖବର ପାଇ ଲିଙ୍ଗରାଜ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ,  ସର୍ବେଶ୍ୱର ପୁରୁଣା ଭୁବନେଶ୍ୱରରେ ରହୁଥିଲେ । ସେ ଏଠାର ଏକେ ଗାଡି ସର୍ଭିସ ସେଣ୍ଟରରେ କାମ କରୁଥିଲେ । ହେଲେ ପ୍ରେମରେ ବିଫଳ […]

ବଧୂ ହତ୍ୟା ଅଭିଯୋଗ : ଫାଣ୍ଡି ଆଗରେ ମୃତଦେହ ରଖି ଧାରଣାରେ ପରିବାର

ବଧୂ ହତ୍ୟା ଅଭିଯୋଗ : ଫାଣ୍ଡି ଆଗରେ ମୃତଦେହ ରଖି ଧାରଣାରେ ପରିବାର

Bartanews

ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ ଅଧିନ ଜଗନ୍ନାଥ ପ୍ରସାଦ ଗ୍ରାମରେ ବଧୁ ହତ୍ୟା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ପରିବାର ଲୋକେ ଜଗନ୍ନାଥପ୍ରସାଦ ଫାଣ୍ଡି ଆଗରେ ଶବ ରଖି ଧାରଣା ଦେଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଫତେଗଡ଼ ଥାନା ଅଧିନ କେଶରସିଂ ଗ୍ରାମର ରାଜକିଶୋର ଜେନାଙ୍କ ଝିଅ ପୂଜା ଜୁଝାରସିଂହ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ଅଧିନ କାଦୁଆ ଗ୍ରାମର ଫକୀର ପ୍ରଧାନଙ୍କ ପୁଅ ଜିତେନ୍ଦ୍ର ଜୁଝାରସିଂହକୁ ୪ବର୍ଷ ତଳେ ବିବାହ କରିଥିଲେ। […]

ଗିରଫ ହେଲେ କୁବେର ବାହୁବଳୀ ବ୍ରଜେନ୍ଦ୍ର ନାୟକ

ଗିରଫ ହେଲେ କୁବେର ବାହୁବଳୀ ବ୍ରଜେନ୍ଦ୍ର ନାୟକ

Bartanews

ନୟାଗଡ଼ : ଗିରଫ ହେଲେ କୁବେର ବାହୁବଳୀ ବ୍ରଜେନ୍ଦ୍ର ନାୟକ। ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ମିଳିଛି କୋଟି କୋଟି ଟଙ୍କାର ସମ୍ପତି, ଆଜି ଖୋଲିବ ବ୍ୟାଙ୍କ ଲକର। କୁବେର କୋଟିପତି ଅଫିସରଙ୍କ ଘରେ ଦୁଇଦିନ ଧରି ଅମାପ ସମ୍ପତ୍ତିର ମାପଚୁପ କରୁଛି ଭିଜିଲାନ୍ସ ଟିମ। ବର୍ତ୍ତମାନ ସୁଦ୍ଧା ଖୋଳତାଡ଼ ବେଳେ ଦେଢ଼ କୋଟି ଟଙ୍କାର ବ୍ୟାଙ୍କ ଓ ବୀମା ଥିବା ବେଳେ 5 କୋଟିରୁ ଅଧିକ ଟଙ୍କାର ଘର, ଜମି, ଦୋକାନ […]

12 Next