ବରଗଡ଼

ବରଗଡ଼ରେ ଚାଞ୍ଚଲ୍ୟ: ଘର ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

ବରଗଡ଼ରେ ଚାଞ୍ଚଲ୍ୟ: ଘର ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

Bartanews

ବରଗଡ: ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଆଖିଫୁଟା ଗାଁରେ ବନ୍ଦ ଘର ଭିତରୁ ୩ ଜଣଙ୍କ ମୃତଦେହ ଠାବ ହୋଇଛି। ଘରେ ସ୍ବାମୀ ଓ ୨ ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି। ୩ ଜଣଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଥିବା ସୂଚନା । ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟା ସନ୍ଦେହ କରାଯାଉଛି। ତେବେ କିଏ ଓ କାହିଁକି ହତ୍ୟାକାଣ୍ଡ ଘଟାଇଲା ତାହା ଜଣାପଡି ନାହିଁ। ଖବର ପାଇ ଘଟଣା ସ୍ଥଳରେ ଭେଡେନ ପୁଲିସ ପହଞ୍ଚି […]

ବରଗଡ଼ରେ ନକଲି ଔଷଧ କାରବାରର ପର୍ଦ୍ଦାଫାସ; ଉତ୍ତରପ୍ରଦେଶରୁ ୫ ବ୍ୟବସାୟୀଙ୍କୁ ଗିରଫ କଲା ବରଗଡ଼ ପୁଲିସ

ବରଗଡ଼ରେ ନକଲି ଔଷଧ କାରବାରର ପର୍ଦ୍ଦାଫାସ; ଉତ୍ତରପ୍ରଦେଶରୁ ୫ ବ୍ୟବସାୟୀଙ୍କୁ ଗିରଫ କଲା ବରଗଡ଼ ପୁଲିସ

Bartanews

ବରଗଡ଼: ବରଗଡରେ ନକଲି ଔଷଧ ବିକ୍ରି କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରିବା ପରେ ପୁଲିସ ବିଭାଗର ଅଧିକ ତଦନ୍ତ ପରେ ନକଲି ଔଷଧ ସବୁ ଉତ୍ତରପ୍ରଦେଶ ରାଜ୍ୟରୁ ଆସୁଥିବା ଜାଣିବାକୁ ପାଇଥିଲା । ପରେ ବରଗଡ ଏସପିଙ୍କ ନିର୍ଦ୍ଦଶ କ୍ରମେ ଏକ ଟିମ ଉତ୍ତରପ୍ରଦେଶ ରାଜ୍ୟକୁ ଯାଇ ସେଠାକାର STF ର ସହାୟତାରେ ୫ ଜଣ ଅପରାଧୀକୁ ଗିରଫ କରିଛି। ସମସ୍ତ ୫ ଜଣ ଅପରାଧୀ ଦେଶର ବିଭିନ୍ନ ରାଜ୍ୟକୁ ନକଲି ଔଷଧ ସପ୍ଲାଇ କରୁଥିଲେ। […]

ଜମିଜମା ବିବାଦରୁ ବୀଭତ୍ସ ହତ୍ୟାକାଣ୍ଡ: ଗୋଟିଏ ପରିବାରର ୪ ଜଣଙ୍କୁ  ହତ୍ୟା କଲା କାକା

ଜମିଜମା ବିବାଦରୁ ବୀଭତ୍ସ ହତ୍ୟାକାଣ୍ଡ: ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କଲା କାକା

Bartanews

ବରଗଡ଼: ଗୋଟିଏ ପରିବାରର ୪ ଜଣଙ୍କୁ ବୀଭତ୍ସ ହତ୍ୟା । ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗଚ ଝିକିଝିକି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ବାପା, ମା’ ସହ ପୁଅ ଓ ଝିଅଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ଜମିଜମା ବିବାଦରୁ କକା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ କକାକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଅଧିକ ତଥ୍ୟପ୍ରମାଣ ସଂଗ୍ରହ ପାଇଁ ପୁଲିସ […]

ବିଷ ପିଇ ସାମୁହିକ ଆତ୍ମହତ୍ୟା ଉଦ୍ୟମ, ପୁଅ- ଝିଅ ମୃତ ଓ ମାଆ ଗୁରୁତର

ବିଷ ପିଇ ସାମୁହିକ ଆତ୍ମହତ୍ୟା ଉଦ୍ୟମ, ପୁଅ- ଝିଅ ମୃତ ଓ ମାଆ ଗୁରୁତର

Bartanews

ବରଗଡ଼: ଗୋଟିଏ ପରିବାରର ୩ ଜଣ ସଦସ୍ୟ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ସୋହେଲା ଠାରେ। ଉକ୍ତ ପରିବାରର ୩ ଜଣ ହେଲେ ମାଆ, ପୁଅ ଓ ବିବାହିତା ଝିଅ। ସମସ୍ତେ କୀଟନାଶକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ପୁଅ ଓ ଝିଅର ମୃତ୍ୟୁ ଘଟିଛି। ମାଆଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।  ତେବେ ଗତ ଚାରି ଦିନ ତଳେ ଏହି ପରିବାରର ମୁଖ୍ୟଙ୍କ […]

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ: ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ଭାବ୍ୟ ସ୍ଥାନ ପରିଦର୍ଶନ କଲେ ଆରଡିସି

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ: ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ଭାବ୍ୟ ସ୍ଥାନ ପରିଦର୍ଶନ କଲେ ଆରଡିସି

Bartanews

ଭୁବନେଶ୍ବର/ବରଗଡ଼/ପଦ୍ମପୁର: ପଦ୍ମପୁରବାସୀଙ୍କ ସ୍ବପ୍ନ ସାକାର ହେବ। ଖୁବଶୀଘ୍ର ଜିଲ୍ଲା ମାନ୍ୟତା ପାଇବ। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବାବେଳେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୁପଣ ପାଇଁ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ବ କମିସନର ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ଆଜି ପଦ୍ମପୁର ପରିଦର୍ଶନ କରିଛନ୍ତି। ଶ୍ରୀ ଦଳାଇ ଚିରୋଲି କାର୍ଯ୍ୟାଳୟ, ଅନ୍ବେଷା ହଷ୍ଟେଲ ପଡ଼ିଆ ଓ ବରିକେଲ ଚିହ୍ନଟ ସହ ସମୀକ୍ଷା ମଧ୍ୟ କରିଛନ୍ତି। ଜିଲ୍ଲାପାଳ […]

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ: ଆର୍‌ଡିସିଙ୍କ ଗସ୍ତ, ଭିତ୍ତିଭୂମି ସମୀକ୍ଷା

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ: ଆର୍‌ଡିସିଙ୍କ ଗସ୍ତ, ଭିତ୍ତିଭୂମି ସମୀକ୍ଷା

Bartanews

ବରଗଡ଼/ପଦ୍ମପୁର: ଚଳିତ ଡିସେମ୍ବର ଶେଷ ସୁଦ୍ଧା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପନିର୍ବାଚନ ବେଳେ ଘୋଷଣା କରିଥିଲେ। ଏହି ଘୋଷଣାକୁ ଏକ ବର୍ଷ ଦୁଇ ଦିନ ବିତିଛି। କିନ୍ତୁ ଘୋଷଣାକୁ କାର୍ଯ୍ୟକାରୀ କରିବା ସକାଶେ ସରକାରୀ ସ୍ତରରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଶଙ୍କା ଲାଗି ରହିଛି। ଏଭଳି ସ୍ଥିତିରେ କ୍ରିୟାନୁଷ୍ଠାନ କମିଟି ପୂର୍ବରୁ ଭୋଟ୍‌ ବର୍ଜନ ଚେତାବନୀ ଦେଇଛି। ତେବେ ସୋମବାର […]

ବରଗଡ଼ରେ ବ୍ୟବସ୍ଥିତ ପାର୍କିଂ କେବେ ?

ବରଗଡ଼ରେ ବ୍ୟବସ୍ଥିତ ପାର୍କିଂ କେବେ ?

Bartanews

ବରଗଡ଼: ବରଗଡ଼ ସହରରେ ବେଆଇନ ପାର୍କି˚ ଅନ୍ୟତମ ମୁଖ୍ୟ ସମସ୍ୟା। ଅବାଧ ପାର୍କି˚ ଯୋଗୁଁ ଓସାରିଆ ରାସ୍ତା ସ˚କୁଚିତ ହୋଇଯାଉଛି। ଏଥିପାଇଁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଦେଖା ଦେଇଛି। ପୂର୍ବରୁ ବେପରୁଆ ପାର୍କି˚ ରୋକିବାକୁ ପୁଲିସ୍‌ ଜୋର୍‌ଦାର୍‌ ଅଭିଯାନ ଚଳାଇଥିଲା। ଅଭ୍ୟାସଗତ ଭାବରେ ଏଣେତେଣେ ରାସ୍ତା ଉପରେ ଗାଡ଼ି ରଖୁଥିବା ଲୋକେ ସାମାନ୍ୟ ସଜାଗ ହୋଇଥିଲେ। କିନ୍ତୁ ଏବେ ଆଗଭଳି ସମସ୍ୟା ମୁଣ୍ଡ ଟେକିଛି। ସହରର ବିଭିନ୍ନ ମୁଖ୍ୟରାସ୍ତାରେ ଧଳାଗାର ଦିଆଯାଇଛି। ଧଳା ଗାର ବାହାରେ […]