କୋରାପୁଟ

ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ନାଁରେ ଲାଗିଲା ପୋଷ୍ଟର, ସୂଚନା ଦେଲେ ମିଳିବ ପୁରସ୍କାର

ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ନାଁରେ ଲାଗିଲା ପୋଷ୍ଟର, ସୂଚନା ଦେଲେ ମିଳିବ ପୁରସ୍କାର

Bartanews

କୋରାପୁଟ: କୋରାପୁଟ ସହରର ବିଭିନ୍ନ ସ୍ଥାନରେ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି ଦ୍ଵାରା ୪ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ନାମରେ ପୋଷ୍ଟର ମରା ଯାଇଛି । ମୋଷ୍ଟ ୱାଣ୍ଟେଡ ମାଓବାଦୀ ଜାଲାମୁରି ଶ୍ରିନୁ ଓରଫ ସୁନିଲ, ଜଗା ରାଓ ଓରଫ ଶଙ୍କର, ଖିଲ୍ଲୋ ରଞ୍ଜୁ ଓରଫ ଚାନଟି ଓ ଗଜର୍ଲା ରବି ଓରଫ ଗଣେଶ ପ୍ରମୁଖଙ୍କ ନା ତାଲିକାରେ ରହିଛି । ମାଓବାଦୀ ସୁନିଲ ନାଁରେ ୫ ଲକ୍ଷ, ଶଙ୍କର ନାଁରେ ୫ ଲକ୍ଷ, ଓ ଚାନଟି ନାଁରେ ୩ […]

ଟ୍ରକରୁ ଜବତ ହେଲା ୫୦ଲକ୍ଷ ଟଙ୍କାର ଗଞ୍ଜେଇ, ମାଫିଆ ଫେରାର

ଟ୍ରକରୁ ଜବତ ହେଲା ୫୦ଲକ୍ଷ ଟଙ୍କାର ଗଞ୍ଜେଇ, ମାଫିଆ ଫେରାର

Bartanews

ଲମତାପୁଟ: କୋରାପୁଟ ଜିଲ୍ଲା ନୁଆଁପୁଟ ଗ୍ରାମ ନିକଟରୁ ୫୦ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଟ୍ରକ ଜବତ କରିଛି ପୁଲିସ। ତେବେ ଘଟଣା ସ୍ଥଳରୁ ମାଫିଆ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ନୁଆଁପୁଟ ଗ୍ରାମ ନିକଟରେ ବାହାର ରାଜ୍ୟରୁ ଏକ ଟ୍ରକରେ ଗଞ୍ଜେଇ ଲୋଡ଼ ହେଉଥିବା ଖବର ପାଇଥିଲା ମାଛକୁଣ୍ଡ ପୁଲିସ। ଘଟଣା ସ୍ଥଳକୁ ମାଛକୁଣ୍ଡ, ଯୋଲାପୁଟ, ଲମତାପୁଟ ପୁଲିସ ମିଳିତ ଟିମ ଗଠନ କରି ଚଢାଉ କରିଥିଲେ। ଅନ୍ଧାରର ସୁଯଗ ନେଇ ମାଫିଆ ଫେରାର ହୋଇଯାଇଥିବା […]

ନିଜକୁ ପୁଲିସ ପରିଚୟ ଦେଇ ଡକାୟତି କରୁଥିଲେ CRPF ଯବାନ, ଗିରଫ କଲା ପୁଲିସ

ନିଜକୁ ପୁଲିସ ପରିଚୟ ଦେଇ ଡକାୟତି କରୁଥିଲେ CRPF ଯବାନ, ଗିରଫ କଲା ପୁଲିସ

Bartanews

ଲମତାପୁଟ: CRPF ଯବାନଙ୍କ ଖାକିରେ ଲାଗିଲା ଦାଗ । ଡକାୟତି କରୁଥିଲେ ଜଣେ CRPF ଯବାନ । ପାଡୁଆ ପୁଲିସ ଡକାୟତି କରୁଥିବା ଯବାନ ଓ ସହଯୋଗୀକୁ ଗିରଫ କରିବାରେ ସଫଳତା ପାଇଛି । ଆନ୍ଧ୍ରପ୍ରଦେଶର ରାଜମେଣ୍ଡ୍ରିରେ କାର୍ଯ୍ୟରତ ଥିବା ୪୨ ବାଟାଲିୟନର CRPF ଯବାନ ରାଜକୁମାର ଜୈନ ଏବଂ ଜଣେ ସହଯୋଗୀଙ୍କ ସହ ମିଶି ଡକାୟତି କରୁଥିଲେ। ଓଡିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ରରୁ ଆସୁଥିବା କିଛି ପର୍ଯ୍ୟଟକଙ୍କ ଠାରୁ ସ୍ଥାନୀୟ ପୁଲିସର ପରିଚୟ ଦେଇ ଟଙ୍କା […]

‘ମିଗଜୋମ୍‌’ ତାଣ୍ଡବ: କୋରାପୁଟ, ଗଜପତି ବେହାଲ

‘ମିଗଜୋମ୍‌’ ତାଣ୍ଡବ: କୋରାପୁଟ, ଗଜପତି ବେହାଲ

Bartanews

ଜୟପୁର/ପାରଳାଖେମୁଣ୍ଡି: ବାତ୍ୟା ‘ମିଗଜୋମ’ର ବିଶେଷ ପ୍ରଭାବ ଅବିଭକ୍ତ କୋରାପୁଟ ଓ ଗଜପତି ଜିଲ୍ଲାରେ ପଡ଼ିଛି। କୋରାପୁଟ ଜିଲ୍ଲାରେ ଆଜି ସଂଧ୍ୟା ୫ଟାରୁ ସୁଦ୍ଧା ୧୨ ଘଣ୍ଟା ମଧ୍ୟରେ ୧୭୩.୮ ମିମି ବର୍ଷା ହୋଇଥିବା ବେଳେ ଗଜପତି ଜିଲ୍ଲାରେ ଆଜି ସଂଧ୍ୟା ସୁଦ୍ଧା ୬୮ ମିମି ବର୍ଷା ରେକର୍ଡ କରାଯାଇଛି। ଗତକାଲି ରାତିରୁ କୋରାପୁଟ ଜିଲ୍ଲାରେ ବର୍ଷା ଲାଗି ରହିଛି। ଏହା ସହ ଆଜି ଅପରାହ୍ନ ଠାରୁ ମାଲକାନଗିରି ଜିଲ୍ଲାରେ ବର୍ଷା ପରିମାଣ ବଢ଼ିଛି। ପ୍ରାଥମିକ ଆକଳନରୁ କୋରାପୁଟ […]

ବାତ୍ୟା ପାଇଁ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଗୋଟିଏ ଗେଟ୍ ଖୋଲିଲା

ବାତ୍ୟା ପାଇଁ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଗୋଟିଏ ଗେଟ୍ ଖୋଲିଲା

Bartanews

ଜୟପୁର: ସାମୁଦ୍ରିକ ବାତ୍ୟା ‘ମିଗଜୋମ’ର ପ୍ରଭାବକୁ ଦୃଷ୍ଟିରେ ରଖି ଜୟପୁର ବ୍ଲକର ରାଣୀଗଡ ନିକଟରେ ଥିବା ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପର ଗୋଟିଏ ଗେଟକୁ ଖୋଲିଥିବା କହିଛନ୍ତି ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରଦୀପ କୁମାର ସେନାପତି ଓ ମୁଖ୍ୟନିର୍ମାଣ ଯନ୍ତ୍ରୀ ଇଂ. ଶତ୍ରୁଘ୍ନ ମହାରାଣା। ଏ ନେଇ ଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜୟପୁର ତହସିଲଦାର ଡ.ମୋନଲିସା ଆଚାର୍ଜୀ, ବରିଷ୍ଠ ପରିଦର୍ଶକ ହରିହର ଶତପଥୀ ପ୍ରକଳ୍ପ ନିକଟକୁ ଯାଇ ଅନୁଧ୍ୟାନ କରିଥିଲେ। ତଳ […]

ଡିସେମ୍ବର ୧୬ରେ ଶ୍ରମିକ ସମାବେଶ: ଏଆଇଟିୟୁସି ପ୍ରସ୍ତୁତି ବୈଠକ

ଡିସେମ୍ବର ୧୬ରେ ଶ୍ରମିକ ସମାବେଶ: ଏଆଇଟିୟୁସି ପ୍ରସ୍ତୁତି ବୈଠକ

Bartanews

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ଏଆଇଟିୟୁସି ସହବନ୍ଧିତ ଶ୍ରମିକ ସଂଗଠନମାନଙ୍କୁ ନେଇ ଆସନ୍ତା ଡିସେମ୍ବର–୧୬ତାରିଖ ଦିନ ଭୁବନେଶ୍ୱର ଶ୍ରମିକ ସମାବେଶ ସଫଳ କରିବା ପାଇଁ ଉତ୍ତମ ମଲ୍ଲିକଙ୍କ ସଭାପତିତ୍ବରେ ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲା ମିଳିତ କମିଟିର ଆବାହକ ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି ରାଜ୍ୟସ୍ତରୀୟ ଶ୍ରମିକ ସମାବେଶର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ଏଆଇଟିୟୁସି ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ଯୋଗ ଦେଇ ରାଜ୍ୟରେ […]

୧୫ରୁ କୋରାପୁଟ ଜିଲ୍ଲାରେ ଚାଳିବ ଲକ୍ଷ୍ମୀ ବସ୍‌: ଜୟପୁର ବ୍ଲକରେ ୩ଟି ରୁଟରେ ଗଡ଼ିବ

୧୫ରୁ କୋରାପୁଟ ଜିଲ୍ଲାରେ ଚାଳିବ ଲକ୍ଷ୍ମୀ ବସ୍‌: ଜୟପୁର ବ୍ଲକରେ ୩ଟି ରୁଟରେ ଗଡ଼ିବ

Bartanews

ଜୟପୁର: ପଂଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲାସଦରମହକୁମା, ଜିଲ୍ଲାସଦରମହକୁମାରୁ ଭୁବନେଶ୍ବର ଓ ପୁରୀକୁ ରାଜ୍ୟସରକାରଙ୍କ ସହଯୋଗରେ ଚାଳିବ ଲକ୍ଷ୍ମୀ ବସ୍‌। ମାଲାକାନଗିରୀ, ଗଜପତି, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଏହି ସେବା ଲୋକାର୍ପଣ ହୋଇସାରିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର କୋରାପୁଟ ଜିଲ୍ଲାରେ ଆସନ୍ତା ୧୫ତାରିଖରେ ଏହାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଏଥି ପାଇଁ ପ୍ରାରମ୍ଭିକ ଭାବେ ୨୦ଟି ନୂଆ ବସ ଆସିବା ସହ ଷ୍ଟିକରିଂ ଚାଳିଥିବା ସୂଚନା ମିଳିଛି। ୧୪ଟି […]

ମିଗଜୋମ୍ ପାଇଁ ଜୟପୁରରେ ଓହ୍ଲାଇ ପାରିଲାନି ବିମାନ; ଯାତ୍ରୀଙ୍କ ସହ ବିଧାୟକ, ପୂର୍ବତନ ମନ୍ତ୍ରୀ ହେଲେ ହନ୍ତସନ୍ତ

ମିଗଜୋମ୍ ପାଇଁ ଜୟପୁରରେ ଓହ୍ଲାଇ ପାରିଲାନି ବିମାନ; ଯାତ୍ରୀଙ୍କ ସହ ବିଧାୟକ, ପୂର୍ବତନ ମନ୍ତ୍ରୀ ହେଲେ ହନ୍ତସନ୍ତ

Bartanews

ଜୟପୁର: ବାତ୍ୟା ମିଗଜୋମର ପ୍ରଭାବ ଜୟପୁରରେ ଦେଖିବାକୁ ମିଳିଛି। ପାଗ କୋହଳା ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ଫଳରେ ଆଜି ଭୁବନେଶ୍ବର-ଜୟପୁର ଚାଳୁଥିବା ଇଣ୍ଡିଆ ୱାନ ଏୟାରର  ଦ୍ବିତୀୟ ବିମାନ ଜୟପୁର ବିମାନବନ୍ଦରରେ ଓହ୍ଲାଇ ପାରିନଥିଲା। କୋହଳା ପାଗ ସାଙ୍ଗକୁ ଝିପିଝିପି ବର୍ଷା, ମେଘୁଆ ପାଗ ରହିଥିବାରୁ ବିମାନବନ୍ଦରର ଚାରି ଛକ୍କର ମାରି ବିଶାଖାପାଟଣା ବିମାନବନ୍ଦରକୁ ଯାଇ ସେଠାରେ ଯାତ୍ରୀ ଓହ୍ଲାଇ ଭୁବନେଶ୍ବର ଫେରି ଯାଇଥିଲା। ତେବେ ଭୁବନେଶ୍ବରରୁ ପୁଣି ଜୟପୁର ଆସି ଜୟପୁରରୁ ବିଶାଖାପାଟଣା […]

ଗୁପ୍ତେଶ୍ବର ହୁଣ୍ଡିରୁ ବାହାରିଲା ୩୨ହଜାର ୨୩ଟଙ୍କା

ଗୁପ୍ତେଶ୍ବର ହୁଣ୍ଡିରୁ ବାହାରିଲା ୩୨ହଜାର ୨୩ଟଙ୍କା

Bartanews

ଜୟପୁର: ରାଜ୍ୟ ପ୍ରମୁଖ ଶୌବପୀଠ ଗୁପ୍ତେଶ୍ବରରେ ଥିବା ହୁଣ୍ଡିରେ ଶ୍ରଦ୍ଧାଳୁ ଭକ୍ତ ମାନେ ପକାଉଥିବା ଟଙ୍କାକୁ ଆଜି ଜୟପୁର ଦେବୋତ୍ତର କାର୍ଯ୍ୟାଳୟ ପରିସରରେ ଗଣାଯାଇଥିଲା।  ଏଥିରୁ ୩୨ହଜାର ୨୩ଟଙ୍କା ବାହାରିଥିଲା। ଦେବୋତ୍ତର ଅଧିକାରୀ ତଥା ଜୟପୁର ତହସିଲଦାର ଡ.ମନୋଲିସା ଅଚାର୍ଜୀ, ବରିଷ୍ଟ ରାଜସ୍ବ ପରିଦର୍ଶକ ହରିହର ଶତପଥୀ, ଦେବୋତ୍ତର କାର୍ଯ୍ୟାଳୟର କୃଷ୍ଣଚନ୍ଦ୍ର ଦାଶ, ଶୁଭମ୍ ମିଶ୍ରଙ୍କ ସହ ଶ୍ରୀଗୁପ୍ତେଶ୍ବର ଯୁବକସଂଘର ସଭ୍ୟ ଓକର୍ମକର୍ତ୍ତାଙ୍କ ଉପସ୍ଥିତିରେ ଟଙ୍କା ଗଣାଯାଇଥିଲା। ଏହି ଟଙ୍କା ଦେବୋତ୍ତର ତହବିଲରେ ଜମା କରାଯାଇଥିବା ସୂଚନା […]

ରେଲଧାରଣା ଉପରେ ପଥର; କିରଣ୍ଡୁଲ-ଆରୁକୁ-ବିଶାଖାପାଟଣାକୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ରେଲଧାରଣା ଉପରେ ପଥର; କିରଣ୍ଡୁଲ-ଆରୁକୁ-ବିଶାଖାପାଟଣାକୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

Bartanews

କୋରାପୁଟ: ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ ଅନ୍ତର୍ଗତ ଆନ୍ଧ୍ରପ୍ରଦେଶର ଶିବଲିଙ୍ଗପୁରମ୍‌ ନିକଟରେ ଟ୍ରେନ୍‌ଲାଇନ୍‌ରେ ପଥର ପଡ଼ିଛି। ଫଳରେ କିରଣ୍ଡୁଲ-ଆରୁକୁ-ବିଶାଖାପାଟଣାକୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆରୁକୁ-କୋଟାୱ୍ବାଲସା ମଧ୍ୟରେ ଶିବଲିଙ୍ଗପୁରମ ନିକଟରେ ରେଳଧାରଣାରେ ପଥର ପଡ଼ିଥିବା ନେଇ ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଉଦ୍ଧାରକାରୀ ଟିମ୍‌ ଟ୍ରେନ୍‌ ଘଟଣାସ୍ଥଳକୁ ଯାଉଛନ୍ତି। ରେଳଧାରଣା ଉପରେ ପଥର ଖସିବା କାରଣରୁ ୪ଟି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି। କିରଣ୍ଡୁଲ-ଆରୁକୁ-ବିଶାଖାପାଟଣା ରେଳଲାଇନ୍‌ରେ ରାତ୍ରି ଏକ୍ସପ୍ରେସ ଓ କିରୁଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର୍ ଟ୍ରେନ ଉଭୟ ପଟୁ […]

12 Next