ସୁବର୍ଣ୍ଣପୁର

ବଜ୍ରକାପ୍ତା ଚୋରାଚାଲାଣ ବେଳେ ମାଡିବସିଲା STF, ୧୦ କେଜି ଓଜନର ୨ଟି ବଜ୍ରକାପ୍ତା ଉଦ୍ଧାର

ବଜ୍ରକାପ୍ତା ଚୋରାଚାଲାଣ ବେଳେ ମାଡିବସିଲା STF, ୧୦ କେଜି ଓଜନର ୨ଟି ବଜ୍ରକାପ୍ତା ଉଦ୍ଧାର

Bartanews

ସୋନପୁର: ବଜ୍ରକାପ୍ତା ଚୋରାଚାଲାଣ ବେଳେ ମାଡିବସିଲା STF। ୧୦କେଜି ଓଜନର ୨ଟି ବଜ୍ରକାପ୍ତା ଉଦ୍ଧାର। ଗୋଟିଏର ଓଜନ ୭କେଜି ଓ ଅନ୍ୟଟିର ୩କେଜି। ସୋନପୁର ଫରେଷ୍ଟ ଡିଭିଜନ ଭିତରେ ଚାଲିଥିଲା ଡିଲ। ୨ଭାଇ ଡିଲ କରୁଥିବା ନେଇ ଖବର ପାଇଥିଲା STF। ୨ଅଭିଯୁକ୍ତ ହେଲେ ବେଦବ୍ୟାସ ଧାରୁଆ ଓ ନବଦୀପ ଧାରୁଆ। ଉଭୟଙ୍କ ଘର ସୋନପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝଙ୍କାରପଲ୍ଲୀ। (Wild life protection act) ଅଧୀନରେ ଗିରଫ ହେଲେ ଦୁଇ ଅଭିଯୁକ୍ତ। ଗୋଟିଏ […]