ଗଞ୍ଜାମ

ଟିକସ ଫାଙ୍କିବା ପଡିଲା ମହାଙ୍ଗା: ୨ ଟ୍ରକକୁ ୨ କୋଟିରୁ ଉର୍ଦ୍ଧ୍ବ ଜୋରିମାନା

ଟିକସ ଫାଙ୍କିବା ପଡିଲା ମହାଙ୍ଗା: ୨ ଟ୍ରକକୁ ୨ କୋଟିରୁ ଉର୍ଦ୍ଧ୍ବ ଜୋରିମାନା

Bartanews

ବାରିପଦା: ଟିକସ ଫାଙ୍କିବା ଅଭିଯୋଗରେ ଦୁଇ ଗୋଟି ଟ୍ରକ୍‌କୁ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜୋରିମାନା କରିଛନ୍ତି ସେଣ୍ଟ୍ରାଲ ଏକ୍ସସାଇଜ ଓ ଜିଏସ୍‌ଟି ଟିମ। ସୂଚନା ଅନୁଯାୟୀ, ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଗୁଟକା ଓ ପାନ ମସଲା ଆଦି ବୋଝେଇ କରି ଯାଉଥିଲା ଉକ୍ତ ଟ୍ରକ ଦ୍ୱୟ। ବିଶ୍ୱସ୍ତସୂତ୍ରରୁ ଖବର ପାଇ ବାରିପଦା ଓ ରାଉରକେଲା ସେଣ୍ଟ୍ରାଲ ଏକ୍ସସାଇଜ ଓ ଜିଏସ୍‌ଟି ବିଭାଗର ଏକ ସତନ୍ତ୍ର ୧୦ଜଣିଆ ଟିମ ମାଡି ବସିଥିଲେ। ଉକ୍ତ ୨ ଟ୍ରକ୍‌କୁ ଅଟକ […]

ଯୁବ କଂଗ୍ରେସ ନେତାଙ୍କୁ ନିର୍ମମ ହତ୍ୟା: ଭଡ଼ାଘର ଭିତରୁ କ୍ଷତାକ୍ତ ଶବ ଉଦ୍ଧାର, ୨ ସହ‌ଯୋଗୀ ଫେରାର

ଯୁବ କଂଗ୍ରେସ ନେତାଙ୍କୁ ନିର୍ମମ ହତ୍ୟା: ଭଡ଼ାଘର ଭିତରୁ କ୍ଷତାକ୍ତ ଶବ ଉଦ୍ଧାର, ୨ ସହ‌ଯୋଗୀ ଫେରାର

Bartanews

ଗୋପାଳପୁର/ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ଗୋପାଳପୁର ସହର ରେଉ ସାହିରେ ଏକ ଭଡ଼ାଘରୁ ଆଜି ସୋରଡ଼ା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସର ପ୍ରାକ୍ତନ ସଭାପତି ଜଗନ୍ନାଥ ନାୟକ (୩୪)ଙ୍କ କ୍ଷତାକ୍ତ ଶବ ଉଦ୍ଧାର ହୋଇଛି। ବେଲଗୁଣ୍ଠା ବ୍ଲକ୍ ଓ ଗାଙ୍ଗପୁର ଥାନା ଅଧୀନ ଖଇରପୁଟି ଗ୍ରାମ ଭରତପୁର ସାହିର ମୂଳବାସିନ୍ଦା ଜଗନ୍ନାଥ ବେଲଗୁଣ୍ଠା ବ୍ଲକ୍‌ରେ ‘ସମୟ’ ଖବରକାଗଜର ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ। ଗତ କିଛିମାସ ହେଲା ଗୋପାଳପୁରର ମେଫେୟାର୍ ଛକ ନିକଟରେ ଏକ ଫାଷ୍ଟଫୁଡ୍ ଦୋକାନ କରିଥିଲେ। ସେଠାରୁ […]

‘ଶ୍ରଦ୍ଧା ସଂଜୀବନୀ’ରେ ୫୪ ଏଚ୍‌ଆଇଭି ଶିଶୁ: ଆତ୍ମନିର୍ଭରଶୀଳ ହୋଇ ସାରିଲେଣି ୪୦

‘ଶ୍ରଦ୍ଧା ସଂଜୀବନୀ’ରେ ୫୪ ଏଚ୍‌ଆଇଭି ଶିଶୁ: ଆତ୍ମନିର୍ଭରଶୀଳ ହୋଇ ସାରିଲେଣି ୪୦

Bartanews

ବ୍ରହ୍ମପୁର: ଏଚ୍‌ଆଇଭି ସଂକ୍ରମିତ ପିଲାଙ୍କୁ କୋଳେଇ ନେଇଛି ଗଞ୍ଜାମ ଜିଲ୍ଲା ଗୋପାଳପୁର ଏନ୍‌ଏସିରେ ଥିବା ଶିଶୁ ଯତ୍ନ ଗୃହ ‘ଶ୍ରଦ୍ଧା ସଂଜୀବନୀ’। ଏଚ୍ଆଇଭି ପଜିଟିଭ୍‌ ମାତା-ପିତାଙ୍କଠାରୁ ସଂକ୍ରମିତ ହୋଇ ଜନ୍ମିତ ଶିଶୁଙ୍କୁ ଏଠାରେ ଥଇଥାନ କରାଯାଉଛି। ରାଜ୍ୟ ସରକାର ସେହି ପିଲାଙ୍କ ସମସ୍ତ ଯତ୍ନ ନେଉଛନ୍ତି। ଏବେ ‘ଶ୍ରଦ୍ଧା ସଂଜୀବନୀ’ରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୫୪ଜଣ ଅନ୍ତେବାସୀ ରହିଛନ୍ତି। ଯେଉଁମାନେ କି ଏକ ନୂଆ ଓ ସୁରକ୍ଷିତ ଭବିଷ୍ୟତ ସନ୍ଧାନରେ ରହିଛନ୍ତି। ଏଚ୍ଆଇଭି ଅନାଥ ଶିଶୁଙ୍କୁ ସମାଜର […]

ଓଆଇସି ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତକୁ ଆଜୀବନ ଜେଲ୍‌

ଓଆଇସି ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତକୁ ଆଜୀବନ ଜେଲ୍‌

Bartanews

ଆସିକା: ୨୦୧୦ ନଭେମ୍ବର ୬ରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନାର ପ୍ରାକ୍ତନ ଓଆଇସି ମନୋରଞ୍ଜନ ମିଶ୍ରଙ୍କୁ ରାସ୍ତାରେ ଗୁଳି କରି ହତ୍ୟା ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସମୀର ପଣ୍ଡା ଧରାପଡ଼ିଛି। ବ୍ରହ୍ମପୁର ଟାଉନ୍ ଥାନା ପୁଲିସ ଗତକାଲି ତାକୁ ସ୍ଥାନୀୟ ଏକ ଲଜ୍‌ରୁ କାବୁ କରିବା ପରେ ଗଞ୍ଜାମ ଜିଲ୍ଲା ପୁଲିସକୁ ହସ୍ତାନ୍ତର କରିଥିଲା। ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ ଆଜି ସମୀରକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ […]

ଆଜି ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ଆଗାମୀକାଲି ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ‘ମିଗ୍‌ଜୌମ୍‌’

ଆଜି ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ଆଗାମୀକାଲି ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ‘ମିଗ୍‌ଜୌମ୍‌’

Bartanews

ନୂଆଦିଲ୍ଲୀ: ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୌମ୍‌’ ଆଜି ପୂର୍ବାହ୍ନ ସୁଦ୍ଧା ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଦକ୍ଷିଣ ଆନ୍ଧ୍ର ଉପୂକଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସୂଚନାରେ ଉଲ୍ଲେଖ ଅଛି, ଦକ୍ଷିଣପଶ୍ଚିମ ଓ ତତ୍‌ସଙ୍ଗଲଗ୍ନ  ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୌମ୍’ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୦ କିଲୋମିଟର୍‌ ବେଗରେ ଉତ୍ତରପଶ୍ଚିମ […]