କେନ୍ଦ୍ରାପଡା

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍ ଦଣ୍ଡାଦେଶ

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍ ଦଣ୍ଡାଦେଶ

Bartanews

କେନ୍ଦ୍ରାପଡ଼ା: ୧୨ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗର ମାମଲା ବିଚାର କରାଯାଇ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହିତ ଜରିମାନା କରାଯାଇଛି। କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ନାବାଳିକାଙ୍କ ଦୁଷ୍କର୍ମ ମାମଲାର ବିଚାର କରାଯାଇ ଅଭିଯୁକ୍ତକୁ ଦଣ୍ଡିତ କରାଯାଇଛି। କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ ଅତିରିକ୍ତ ଜିଲ୍ଲାଦୌରାଜଜ ତ୍ରିବିକ୍ରମ କେଶରୀ ଚିନାରା ଏହି ମାମଲାକୁ ବିଚାର କରି ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ଦଣ୍ଡିତ କରିଥିବା ଜାଣିବାକୁ ମିଳିଛି। ଘଟଣା […]

ପ୍ରେମିକ ସହ ମିଶି ନିଜ ଅଢ଼େଇ ବର୍ଷର ପୁଅକୁ କଚାଡି ମାରିଦେଲା ଜନ୍ମ କଲା ମା’

ପ୍ରେମିକ ସହ ମିଶି ନିଜ ଅଢ଼େଇ ବର୍ଷର ପୁଅକୁ କଚାଡି ମାରିଦେଲା ଜନ୍ମ କଲା ମା’

Bartanews

ପଟ୍ଟାମୁଣ୍ଡାଇ: ଜନ୍ମ କଲା ମାଆ ସାଜିଲା ପିଶାଚି। ପ୍ରେମିକ ସହିତ ମିଶି ନିଜର ଅଢ଼େଇ ବର୍ଷର ପୁଅକୁ କଚାଡି ମାରିଦେଲା ଜନ୍ମ କଲା ମାଆ।  ପଟ୍ଟାମୁଣ୍ଡାଇ ଚୁନିଢିଅ ପାଖରେ ଭଡାରେ ରହୁଥିଲା ସ୍ତ୍ରୀ। ସ୍ଵାମୀ ବାହାରେ ରହୁଥିବାର ସୁଯୋଗ ନେଇ ବର୍ଷେ ହେବ ଅନୈତିକ ସମ୍ପର୍କ ରଖିଥିଲେ ପ୍ରେମୀ ଯୁଗଳ। ନିଜ ଛୁଆକୁ ପ୍ରେମିକ ସହ ମଶି କଚାଡି ମାରିଦେଇଛି ପିସାଚି ମାଆ। ଉକ୍ତ ମହିଳାଙ୍କ ଘର ପଟ୍ଟାମୁଣ୍ଡାଇ ବ୍ଲକ ମାଟିଆ ପଡା ଗାଁରେ ହୋଇଥିବା ବେଳ […]

ଦିନରେ ରେକି, ରାତିରେ ଚୋରି: ଘରେ ପଶି ଲୁଟପାଟ କରୁଥିବା ଗ୍ୟାଙ୍ଗର ମୁଖ୍ୟକୁ ଧରିଲା ପୁଲିସ

ଦିନରେ ରେକି, ରାତିରେ ଚୋରି: ଘରେ ପଶି ଲୁଟପାଟ କରୁଥିବା ଗ୍ୟାଙ୍ଗର ମୁଖ୍ୟକୁ ଧରିଲା ପୁଲିସ

Bartanews

କେନ୍ଦ୍ରାପଡ଼ା: ଭିକ ମାଗିବାକୁ ଆସି ରେକି କରି ଲୁଟ୍ କରୁଥିବା ଗ୍ୟାଙ୍ଗର ମୁଖ୍ୟକୁ ପୁଲିସ ଗିରଫ କରିଛି। ପୁଲିସ ପଞ୍ଝାରେ ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗର ଏହି ମୁଖ୍ୟ ଗିରଫ ହେବା ପରେ ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ନେଇ ତଥ୍ୟ ମିଳିଛି। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ପୁଲିସ ଗିରଫ କରିଥିବା ବେଳେ ଚୋରିରେ ସମ୍ପୃକ୍ତ ଅଟୋ ଡ୍ରାଇଭର ଏବଂ ଅନ୍ୟ ତିନିଜଣ ବ୍ୟକ୍ତିଙ୍କୁ ଚୋରି ଜିନିଷ କିଣିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ […]

ସମୁଦ୍ରରେ ବୁଡ଼ିଲା ମାଛଧରା ବୋଟ୍: ଅଳ୍ପକେ ବର୍ତ୍ତିଲେ ୭ ମତ୍ସ୍ୟଜୀବୀ

ସମୁଦ୍ରରେ ବୁଡ଼ିଲା ମାଛଧରା ବୋଟ୍: ଅଳ୍ପକେ ବର୍ତ୍ତିଲେ ୭ ମତ୍ସ୍ୟଜୀବୀ

Bartanews

ମହାକାଳପଡ଼ା:  ଗଭୀର ସମୁଦ୍ରକୁ ମାଛ ଧରି ଯାଇଥିବା ବେଳେ ଘଟିଛି ଏକ ବଡ଼ ଅଘଟଣ। ପ୍ରବଳ ଜୁଆର ଓ ଲହଡ଼ି ମାଡ଼ରେ ଏକ ବୋଟ ଓଲଟି ପଡ଼ିଯାଇଥିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ୭ଜଣ ମତ୍ସ୍ୟଜୀବୀ। ବୁଡ଼ି ଯାଉଥିବା ମତ୍ସ୍ୟଜୀବୀମାନଙ୍କୁ  ଅନ୍ୟ ବୋଟରେ ଥିବା ମତ୍ସ୍ୟଜୀବୀ ଉଦ୍ଧାର କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରୀନାସି ଗ୍ରାମର ୭ ଜଣ ମତ୍ସ୍ୟଜୀବୀ ଗତ ୩ ତାରିଖ ସଂଧ୍ୟା ସମୟରେ ଖରୀନାସି ଜେଟୀରୁ ମା ରାମଚଣ୍ଡି ବୋଟ ସାହାଯ୍ୟରେ […]