ଜଗତସିଂହପୁର

ଦିନରେ ଘୁଷୁରୀ ଚରାଳି, ରାତିରେ ଚୋରି: ଦୁଇ ମାଷ୍ଟର ମାଇଣ୍ଡଙ୍କ ସମେତ ୭ ଗିରଫ

ଦିନରେ ଘୁଷୁରୀ ଚରାଳି, ରାତିରେ ଚୋରି: ଦୁଇ ମାଷ୍ଟର ମାଇଣ୍ଡଙ୍କ ସମେତ ୭ ଗିରଫ

Bartanews

ଜଗତସିଂହପୁର: ଗତ ୬ମାସ ଧରି ଜଗତସିଂହପୁର ଓ ତିର୍ତୋଲ ପୁଲିସ ଆଖିରୁ ନିଦ ହଜାଇଦେଇଥିବା ଏକ ଦୁର୍ଦ୍ଦାନ୍ତ ଚୋର ଗ୍ୟାଙ୍ଗକୁ ଜଗତସିଂହପୁର ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ପ୍ରାୟ ୧୦୦ ଗ୍ରାମ ଓଜନର ସୁନା ଅଳଙ୍କାର, ୭ଟି ମୋବାଇଲ , ଗୋଟିଏ ବାଇକ ଓ ସ୍କୁଟି ଜବତ ହୋଇଛି । ଗିରଫ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ଚୋର ଓ ଦୁଇଜଣ ଚୋରୀ ଜିନିଷର ଜମାକାରୀ ତଥା ଘଟଣାର ମାଷ୍ଟର ମାଇଣ୍ଡ […]

ନାତିର କଟୁରି ଚୋଟରେ ଆଈ ମୃତ, ୨ ମହିଳା ଆହତ

ନାତିର କଟୁରି ଚୋଟରେ ଆଈ ମୃତ, ୨ ମହିଳା ଆହତ

Bartanews

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧିନ ଗଦେଇଗିରି ଗ୍ରାମରେ ଅଘଟଣ ଘଟିଛି। ନିଜ ଆଈକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କଲା ନାତି । ମୃତ ଆଈଙ୍କ ନାଁ ସଖି ଲତା ସାହୁ । ଆଇ ସହ ନାବାଳିକା ଓ ତା ମାଆକୁ ମଧ୍ୟ କଟୁରୀରେ ଆକ୍ରମଣ କରିଛି ଅଭିଯୁକ୍ତ। ଆକ୍ରମଣରେ ଗୁରୁତର ମାନଙ୍କୁ ବାଲିକୁଦା ମେଡିକଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ସମୀର ସାହୁ ବାଲିକୁଦା ଥାନାରେ ଅଟକ ରଖିଛି ପୁଲିସ। ଖବର ଅନୁଯାୟୀ, ଅଭିଯୁକ୍ତ […]

କୋଟିପତି ପବ୍ଲିକ ହେଲ୍‌ଥ ଅଫିସରଙ୍କ ଘରେ ସିବିଆଇ ରେଡ୍ ଘଟଣା, ଜବତ ହେଲାଣି ପୁଳା ପୁଳା ଟଙ୍କା ସହ ଫରେନ କରେନ୍ସି

କୋଟିପତି ପବ୍ଲିକ ହେଲ୍‌ଥ ଅଫିସରଙ୍କ ଘରେ ସିବିଆଇ ରେଡ୍ ଘଟଣା, ଜବତ ହେଲାଣି ପୁଳା ପୁଳା ଟଙ୍କା ସହ ଫରେନ କରେନ୍ସି

Bartanews

ପାରାଦୀପ: କୋଟିପତି ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ବିଭିନ୍ନସ୍ଥାନରେ ଗତକାଲିଠୁ ସିବିଆଇ ଚଢଉ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିବା ସହ ଫରେନ କରେନ୍ସି ଜବତ କରାଯାଇଛି। ଏହାସହ ରାଜେନ୍ଦ୍ରଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ସିବିଆଇକୁ ମିଳିଛି। ଆଜିବି ରାଜେନ୍ଦ୍ରଙ୍କୁ ମରାଥନ୍‌ ଜେରା କରୁଛି ସିବିଆଇ। ପାରାଦୀପ ବ୍ୟତୀତ ବାଲେଶ୍ୱର ଓ କଟକରେ ଥିବା ଘରେ ମଧ୍ୟ ସିବିଆଇ ଚଢ଼ାଉ […]