ନୂଆପଡା

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଦୋଷୀକୁ ୧୫ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଦୋଷୀକୁ ୧୫ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା

Bartanews

ନୟାଗଡ: ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ନୟାଗଡ ଫାଷ୍ଟଟ୍ରାକ କୋର୍ଟ ଦୋଷୀ ଆସାମୀ ପ୍ରଶାନ୍ତ ବାରିକକୁ ୧୫ବର୍ଷ ସଶ୍ରମ କାରା ଦଣ୍ଡ ସହିତ ୧୦ହଜାର ଟଙ୍କା ଜୋରିମାନା କରିଛନ୍ତି। ଅଭିଯୋଗ ମୁତାବକ, ୨୦୧୭ମସିହାରେ ନୂଆଗାଁ ଥାନା ଅନ୍ତର୍ଗତ ଖାଲମଡା ଗ୍ରାମର ପ୍ରଶାନ୍ତ ବାରିକ ସେହି ଗ୍ରାମର ଦଶମ ଶ୍ରେଣୀ ନାବାଳିକା ଛାତ୍ରୀ ସ୍କୁଲ ଯିବା ସମୟରେ ଏକ ତରଫା ଭଲ ପାଉଥିବା ଅଭିଯୁକ୍ତ ପ୍ରଶାନ୍ତ ବାରିକ ନାବାଳିକାକୁ ବଳ ପୂର୍ବକ ଉଠାଇ ନେଇ ଭୁବନେଶ୍ୱରରେ […]

ବେନାମୀ ଚିଠିରୁ ଖୋଲିଲା ନିଖୋଜ ରହସ୍ୟ: ଦଶ ମାସ ପରେ ମାଟିତଳୁ ମିଳିଲା ମୃତଦେହ

ବେନାମୀ ଚିଠିରୁ ଖୋଲିଲା ନିଖୋଜ ରହସ୍ୟ: ଦଶ ମାସ ପରେ ମାଟିତଳୁ ମିଳିଲା ମୃତଦେହ

Bartanews

ନୂଆପଡା: ନୂଆପଡ଼ା ସଦର ଥାନା ଅଧୀନ ଝିଲମିଲା-ରତିପାଲି ଗାଁର ଏକ ହତ୍ୟାକାଣ୍ଡ ଘଟଣାର ୧୦ ମାସପରେ ପୁଲିସ ମୃତଦେହ ଉଦ୍ଧାର କରିଛି। ଶତିଶଗଡ଼ରୁ ଏକ ବେନାମୀ ଚିଠି ଆସିବାପରେ ହତ୍ୟାକାଣ୍ଡର ଗୁମର ଖୋଲିବା ସହ ମାଟିତଳୁ ମୃତଦେହ ଉଦ୍ଧାର କରି ହତ୍ୟାକାରୀଙ୍କୁ ପୁଲିସ ଠାବ କରିଛି। ରତିପାଲି ଗାଁର ଧନୀରାମ ନାଏକଙ୍କ ଝିଅ ହିତେଶ୍ୱରୀ ଗତ ଜାନୁୟାରୀ ୩ ତାରିଖ ରାତିରେ କୁଆଡ଼େ ଘରୁ ଚାଲି ଯାଇଥିବା ନେଇ ନୂଆପଡ଼ା ଥାନାରେ ମାମଲା ଦାଏର ହୋଇଥିଲା। ଏନେଇ […]

ସୁଧ ଟଙ୍କା ଭାଗବଣ୍ଟାକୁ ନେଇ ହତ୍ୟାକାଣ୍ଡ, ଭାଇର ଠେଙ୍ଗା ମାଡ଼ରେ ଭାଇ ମୃତ

ସୁଧ ଟଙ୍କା ଭାଗବଣ୍ଟାକୁ ନେଇ ହତ୍ୟାକାଣ୍ଡ, ଭାଇର ଠେଙ୍ଗା ମାଡ଼ରେ ଭାଇ ମୃତ

Bartanews

ଖଡ଼ିଆଳ: ନୂଆପଡ଼ା ଜିଲ୍ଳା ଖଡ଼ିଆଳ ଥାନା ଅନ୍ତର୍ଗତ ଭୋଜପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସୁଧ ଟଙ୍କାକୁ ନେଇ ଭାଇକୁ ହତ୍ୟା କରିଛି ଭାଇ। ସୂଚନା ଅନୁଯାୟୀ, ଗତ ଚାରି ବର୍ଷ ପୂର୍ବେ ଭୋଜପୁର ଗ୍ରାମର ବୁଡୁ ମହାନନ୍ଦ ଖଡ଼ିଆଳର ରାଜ ଗୋଏଲଙ୍କ ପାଖରେ ନିଜ ଜମି ବିକ୍ରି କରିଥିଲେ। ଏବାବଦରେ ଗତ ତାରିଖ ୧୩-୧୧-୨୨-ରେ ରାଜ ଗୋଏଲ ସୁମନ୍ତ ପାଣ୍ଡଙ୍କ ହାତରେ ବୁଡୁ ମହାନନ୍ଦଙ୍କ ସ୍ତ୍ରୀ ବାଳମତି ମହାନନ୍ଦଙ୍କୁ ସୁଦ୍ଧା ଆକାରରେ ୩୫୦୦ […]

ଲାଞ୍ଚ ନେଇ ଧରାପଡିଲେ ଜିଆରଏସ ଓ ତାଙ୍କ ସହଯୋଗୀ

ଲାଞ୍ଚ ନେଇ ଧରାପଡିଲେ ଜିଆରଏସ ଓ ତାଙ୍କ ସହଯୋଗୀ

Bartanews

ନୂଆପଡ଼ା: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ସୁନାରୀ ସିକୁଆଁ ପଞ୍ଚାୟତର ଜିଆରଏସ ଲାଞ୍ଚ ନେଇ ଧରାପଡିଛନ୍ତି। ଟଙ୍କା ନେଉଥିବା ସମୟରେ ତାଙ୍କ ସହ ଅନ୍ୟ ଜଣେ ସହଯୋଗୀଙ୍କୁ କୋରାପୁଟ ଭିଜିଲାନ୍ସ ଟିମ୍ ଗିରଫ କରିଛି । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଜିଆରଏସ ଓ ଅନ୍ୟ ଜଣେ ସହଯୋଗୀ । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ସୁନାରୀ ସିକୁଆଁ ପଞ୍ଚାୟତର ଜିଆରଏସ ପ୍ରାଣବନ୍ଧୁ ଦଣ୍ଡସେନା ଓ ଅନ୍ୟ […]

ଏଟିଏମ୍‌ରୁ  ୧୪.୮ ଲକ୍ଷ ଲୁଟ୍‌

ଏଟିଏମ୍‌ରୁ ୧୪.୮ ଲକ୍ଷ ଲୁଟ୍‌

Bartanews

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ମିସନ ଛକଠାରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ କାଟି ଦୁର୍ବୃତ୍ତମାନେ ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କା ଲୁଟି ନେଇଛନ୍ତି। ଖଡ଼ିଆଳ ଏସ୍‌ବିଆଇର ଶାଖା ପରିଚାଳକଙ୍କ ଏତଲା ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି। ରବିବାର ରାତିରେ ଖଡ଼ିଆଳ ଥାନା ମିସନ ଉକଠାରେ ଥିବା ଏସ୍‌ବିଆଇ ଏଟିଏମ୍‌ର ଟଙ୍କା ବାକ୍ସକୁ ଦୁର୍ବୃତ୍ତମାନେ ଗ୍ୟାସ୍‌ କଟର୍‌ରେ କାଟିଥିଲେ। ସେଥିରେ ଥିବା ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କାକୁ ଲୁଟି […]

ଏଟିଏମ୍‌ରୁ ୧୪. ୮୦ ଲକ୍ଷ ଲୁଟ୍‌

ଏଟିଏମ୍‌ରୁ ୧୪. ୮୦ ଲକ୍ଷ ଲୁଟ୍‌

Bartanews

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ମିସନଛକଠାରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ କାଟି ଦୁର୍ବୃତ୍ତମାନେ ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କା ଲୁଟି ନେଇଛନ୍ତି। ଖଡ଼ିଆଳ ଏସ୍‌ବିଆଇର ଶାଖା ପରିଚାଳକଙ୍କ ଏତଲା ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି। ରବିବାର ରାତିରେ ଖଡ଼ିଆଳ ଥାନା ମିସନଠାରେ ଥିବା ଏସ୍‌ବିଆଇ ଏଟିଏମ୍‌ର ଟଙ୍କା ବାକ୍ସକୁ ଦୁର୍ବୃତ୍ତମାନେ ଗ୍ୟାସ୍‌ କଟର୍‌ରେ କାଟିଥିଲେ। ସେଥିରେ ଥିବା ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କାକୁ ଲୁଟି ନେଇ ଫେରାର୍‌ […]

ପିଏଲଜିଏ ସପ୍ତାହରେ ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ମାଓବାଦୀ ସକ୍ରିୟ: କ୍ୟାଡରଙ୍କ ଗୁପ୍ତ ବୈଠକ

ପିଏଲଜିଏ ସପ୍ତାହରେ ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ମାଓବାଦୀ ସକ୍ରିୟ: କ୍ୟାଡରଙ୍କ ଗୁପ୍ତ ବୈଠକ

Bartanews

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଲାଲକରିଡର ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀମାନଙ୍କ କିଛି ଦିନ ନିରବତା ପରେ ଅଭୟାରଣ୍ୟ ମାଓବାଦୀଙ୍କ ଗତିବିଧି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଗତକାଲି ମାଓବାଦୀମାନେ ନୂଆପଡ଼ା ବ୍ଳକ ସାରାବଙ୍ଗ ଠାରେ ବ୍ୟାନର ଲଗାଇ ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି। ସେହିପରି  ଏହି ୭ ଦିନ ପାର୍ଯ୍ୟନ୍ତ ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ସୁନାବେଡ଼ା ଅଭୟାରଣ୍ୟରେ ଛତିଶଗଡ଼ ଓ ଆନ୍ଦ୍ର କ୍ୟାଡ଼ର ମାଓବାଦୀ ପାଣି ପୁଣି ସକ୍ରୟ ହୋଇଥିବା ଜଣାପଡିଛି। ମାଓବାଦୀମାନେ ସୀମାନ୍ତରେ ଥିବା […]