ମନୋରଞ୍ଜନ

ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ମେଲ୍

ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ମେଲ୍

Bartanews

ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କୁ ପୁଣିଥରେ ହତ୍ୟା ଧମକ ଦିଆଯାଇଛି। ବାନ୍ଦ୍ରା ଥାନାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ସଂପର୍କରେ ଉଲ୍ଲେଖ ରହିଛି। ଏହାସହ ସଲମାନଙ୍କ ଘର ଆଗରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁଶେ ୱାଲା ହତ୍ୟାକାଣ୍ଡ ମାମଲାରେ ପଞ୍ଜାବ ଜେଲ୍‌ରେ ଅଛି ଗ୍ୟାଙ୍ଗଷ୍ଟର ଲରେନ୍ସ । ଶନିବାର ଅପରାହ୍ନରେ ସଲମାନଙ୍କ ଅଫିସ ମେଲ୍‌କୁ ଆସିଥିଲା ଧମକପୂର୍ଣ୍ଣ ଇମେଲ୍ । ଲରେନ୍ସର ସହଯୋଗୀ କାନାଡ଼ା ବେସଡ୍‌ […]

‘ଦିୟା ଔର୍‌ ବାତି ହମ୍‌’ ପରି ଲୋକପ୍ରିୟ ସୋ’ରେ କାମ କରି ମଧ୍ୟ କାହିଁକି ଆଗକୁ ବଢ଼ି ପାରିଲେନି ସଂଧ୍ୟା

‘ଦିୟା ଔର୍‌ ବାତି ହମ୍‌’ ପରି ଲୋକପ୍ରିୟ ସୋ’ରେ କାମ କରି ମଧ୍ୟ କାହିଁକି ଆଗକୁ ବଢ଼ି ପାରିଲେନି ସଂଧ୍ୟା

Bartanews

ମୁମ୍ବାଇ: ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ‘ଦିୟା ଔର୍‌ ବାତି ହମ୍‌’ ଧାରାବାହିକ ଯଦି ଆପଣ ଦେଖିଥିବେ ତ ସଂଧ୍ୟା ବିନ୍ଧଣୀଙ୍କ ଚରିତ୍ରକୁ କେବେ ଭୁଲିପାରିବେ ନାହିଁ। ୨୦୧୧ରେ ପ୍ରସାରିତ ହୋଇଥିବା ଏହି ଧାରାବାହିକଟି ପରେ ଟେଲି ଅଭିନେତ୍ରୀ ଦୀପିକା ସିଂହଙ୍କ ନାମ ସଂଧ୍ୟା ହୋଇଗଲା। ଲୋକେ ତାଙ୍କୁ ସଂଧ୍ୟା ନାମରେ ଜାଣିବାକୁ ଲାଗିଲେ। କିନ୍ତୁ ଏହି ସୋ ପରେ ଅଭିନେତ୍ରୀ ଅଧିକ କାମ କରିନଥିଲେ। ତାହାର କାରଣ କ’ଣ ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିବ ନିଶ୍ଚୟ। […]

ଡିସେମ୍ବର ୯ରେ ‘ନମନ-୨୦୨୩‘, ଯୋଗଦେବେ ଓଲିଉଡ୍ ଓ ବଲିଉଡ୍ କଳାକାର

ଡିସେମ୍ବର ୯ରେ ‘ନମନ-୨୦୨୩‘, ଯୋଗଦେବେ ଓଲିଉଡ୍ ଓ ବଲିଉଡ୍ କଳାକାର

Bartanews

ଭୁବନେଶ୍ୱର: ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ନମନ ଫାଉଣ୍ଡେସନ ଆନୁକୂଲ୍ୟରେ ତଥା  ହ୍ୱାଇଟ କାନଭାସ, ପୋପା ଏବଂ ସ୍ମାଇଲ ପ୍ଲିଜ଼ ଟ୍ରଷ୍ଟ ସହଯୋଗରେ ଆଗାମୀ ଡିସେମ୍ବର ୯ ତାରିଖ ଶନିବାର ୭ମ ବାଟାଲିୟନ ପରିସରରେ ୨ୟ ନମନ-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନମନ ପୁଲିସ ଭାଇଭଉଣୀ ତଥା ସେମାନଙ୍କ ପରିବାର ପାଇଁ ଉତ୍ସର୍ଗୀକୃତ ଏକ ନିଆରା ଓ ଅନନ୍ୟ କାର୍ଯ୍ୟକ୍ରମ । ଆଇନ ଶୃଙ୍ଖଳା ରକ୍ଷା କରିବା ବ୍ୟତୀତ ପୁଲିସ ଅହରହ ନିଜ ଜୀବନକୁ ବାଜି […]

‘ତାରକ ମେହେତା କା ଉଲଟା ଚଷମା’ ବନ୍ଦ୍‌ ହେବା ପ୍ରସଂଗରେ ନୀରବତା ଭାଙ୍ଗି ଦୁଃଖ ପ୍ରକାଶ କଲେ ନିର୍ମାତା

‘ତାରକ ମେହେତା କା ଉଲଟା ଚଷମା’ ବନ୍ଦ୍‌ ହେବା ପ୍ରସଂଗରେ ନୀରବତା ଭାଙ୍ଗି ଦୁଃଖ ପ୍ରକାଶ କଲେ ନିର୍ମାତା

Bartanews

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ କମେଡି ସୋ’ ‘ତାରକ ମେହେତା କା ଉଲଟା ଚଷମା’ ଆଜିକାଲି ବିବାଦ ଭିତରେ ରହିଛି। ସୋ’ର ନିର୍ମାତା ଦୀପାବଳି ଭିତରେ ଦୟାବେନ୍‌ଙ୍କୁ ସୋ’କୁ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ, ଯାହା ସେ ପୂରଣ କରିପାରିନାହାନ୍ତି। ଏବେ ଏହି ଲୋକପ୍ରିୟ ଧାରାବାହିକଟି ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି ବୋଲି ଖବର ହସ୍ତଗତ ହୋଇଛି। ଯଦିଓ ଏହି ଖବର ଏଯାବତ୍‌ ନିଶ୍ଚିତ ହୋଇପାରି ନାହିଁ, ତେବେ ସୋ’ର ନିର୍ମାତା ଅସିତ ମୋଦୀ ନିଜେ […]

ସଲମାନ, ସୋନାକ୍ଷୀ ଓ ଅନିଲ୍ କପୁରଙ୍କ ସହ ପାଦରେ ପାଦ ମିଳାଇ ନାଚିଲେ ମୁଖ୍ୟମନ୍ତ୍ରୀ ମମତା

ସଲମାନ, ସୋନାକ୍ଷୀ ଓ ଅନିଲ୍ କପୁରଙ୍କ ସହ ପାଦରେ ପାଦ ମିଳାଇ ନାଚିଲେ ମୁଖ୍ୟମନ୍ତ୍ରୀ ମମତା

Bartanews

ନୂଆଦିଲ୍ଲୀ: ପ୍ରତିବର୍ଷ କୋଲକାତା ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲ (କିଫ୍)କୁ ଅପେକ୍ଷା କରିଥାଆନ୍ତି ସିନେପ୍ରେମୀ। ଏହାର ଶୁଭାରମ୍ଭ ଡିସେମ୍ବର ୫ ତାରିଖରେ ହୋଇଯାଇଛି। ଫିଲ୍ମ ଫେଷ୍ଟିଭାଲର ଉଦଘାଟନୀ କାର୍ଯ୍ୟକ୍ରମରେ ସଲମାନ ଖାନ, ମହେଶ ଭଟ୍ଟ, ଅନିଲ କପୁର, ସୋନାକ୍ଷୀ ସିହ୍ନା ଓ ଶତ୍ରୁଘ୍ନ ସିହ୍ନାଙ୍କ ଭଳି ଷ୍ଟାରମାନେ ଯୋଗ ଦେଇଛନ୍ତି। ଏହି ସମୟରେ ସଲମାନଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ନୃତ୍ୟ କରୁଥିବା ବି ଦେଖିବାକୁ ମିଳିଛି। ଉଦଘାଟନୀ କାର୍ଯ୍ୟକ୍ରମରେ ମମତା ବାନାର୍ଜୀଙ୍କ ଏକ ଭିଡିଓ ସାମ୍ନାକୁ […]

ମା’ଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଯାଇଥିବା ବେଳେ ଜଳବନ୍ଦୀ ହୋଇଥିଲେ ଆମୀର ଖାନ୍

ମା’ଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଯାଇଥିବା ବେଳେ ଜଳବନ୍ଦୀ ହୋଇଥିଲେ ଆମୀର ଖାନ୍

Bartanews

ଚେନ୍ନାଇ: ସାଇକ୍ଲୋନ୍‌ ‘ମିଗଜୋମ୍‌’ ଚେନ୍ନାଇରେ ହଇଚଇ ସୃଷ୍ଟି କରିଛି। ଗତ ଦୁଇ ଦିନ ହେବ ବାତ୍ୟା ପ୍ରଭାବରେ ହନ୍ତସନ୍ତ ‌ହେଉଛନ୍ତି ସହରବାସୀ। ନିକଟରେ କାରପକ୍କମ୍‌ରେ ଫଶି ରହିଥିବା ଅଭିନେତା ବିଷ୍ଣୁ ବିଶାଲଙ୍କୁ ଅଗ୍ନିଶମ ବିଭାଗୀୟ କର୍ମଚାରୀ ଉଦ୍ଧାର କରିଛନ୍ତି। ଏକ ଏକ୍ସ ପୋଷ୍ଟ୍‌ ଜରିଆରେ ଅଭିନେତ‌ା ଏହି ତଥ୍ୟ ସେୟ‌ାର୍‌ କରିଥିବା ବେଳେ ତାଙ୍କ ସହ ଫଟୋରେ ସୁପର୍‌ଷ୍ଟାର୍‌ ଆମୀର ଖାନ୍‌ ବି ନଜର ଆସିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ବନ୍ୟାରେ ଆମୀର ବି ଫଶି […]

ମୃତ୍ୟୁର କିଛିଦିନ ପୂର୍ବରୁ ଦୀନେଶ ଫଡନିସ କରିଥିବା ପୋଷ୍ଟକୁ ଦେଖି ଭାବବିହ୍ବଳ ହୋଇପଡ଼ୁଛନ୍ତି ପ୍ରଶଂସକ

ମୃତ୍ୟୁର କିଛିଦିନ ପୂର୍ବରୁ ଦୀନେଶ ଫଡନିସ କରିଥିବା ପୋଷ୍ଟକୁ ଦେଖି ଭାବବିହ୍ବଳ ହୋଇପଡ଼ୁଛନ୍ତି ପ୍ରଶଂସକ

Bartanews

ମୁମ୍ବାଇ: ସୋନି ଟିଭିର ଲୋକପ୍ରିୟ କ୍ରାଇମ ସୋ ‘ସିଆଇଡି’ର ସିଆଇଡି ଅଧିକାରୀ ଫ୍ରେଡରିକ୍ସ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଦୀନେଶ ଫଡନିସଙ୍କର ଡିସେମ୍ବର ୪ ତାରିଖରେ ଦେହାନ୍ତ ହୋଇଯାଇଛି । ମଲ୍ଟି ଅର୍ଗାନ ଫେଲ୍ୟୁୟର ହେତୁ ଦୀନେଶଙ୍କର ମୁମ୍ବାଇର କାନ୍ଦିଭାଲିର ତୁଙ୍ଗା ହସ୍ପିଟାଲରେ ଗତକାଲି ୧୨ ଟା.୦୮ରେ ପରଲୋକ ହୋଇଯାଇଛି। ଦୀନେଶଙ୍କ ଏଭଳି ଆକସ୍ମିକ ମୃତ୍ୟୁ ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି। ଗତ ନଭେମ୍ବର ୨୦ ତାରିଖରେ ଦୀନେଶଙ୍କ ବିବାହ ବାର୍ଷିକୀ […]

ମନେ ପକାଇଲେ ଦୀୟା, ଅତୀତର ଲଜ୍ଜାଜନକ ସୁଟିଂ ଅଭିଜ୍ଞତା

ମନେ ପକାଇଲେ ଦୀୟା, ଅତୀତର ଲଜ୍ଜାଜନକ ସୁଟିଂ ଅଭିଜ୍ଞତା

Bartanews

ଦୁଇ ଦଶନ୍ଧି ତଳେ ସୁଟିଂ ସେଟ୍‌ମାନଙ୍କରେ ଅଭିନେତ୍ରୀମାନେ ସମ୍ମୁଖୀନ ହେଉଥିବା ନାନା ଭେଦଭାବ ଓ ସମସ୍ୟା ସମ୍ପର୍କରେ ଅଭିନେତ୍ରୀ ଦୀୟା ମିର୍ଜା ମୁହଁ ଖୋଲିଛନ୍ତି। ସୁଟିଂ ସେଟ୍‌ରେ ମହିଳା କଳାକାରଙ୍କ ପାଇଁ ଶୌଚାଳୟ ପରି ମୌଳିକ ସୁବିଧା ନଥିଲା ବୋଲି ସେ କହିଛନ୍ତି। ଏପରିକି ଶୌଚାଳୟ ଖୋଜୁଥିବା ଅଭିନେତ୍ରୀମାନଙ୍କୁ ଅଣପେସାଦାର ବୋଲି ଅଭିହିତ କରାଯାଉଥିଲା। ସିନେମାରେ କାମ କରିବା ମହିଳାମାନଙ୍କ ପାଇଁ ଖୁବ୍ ଅସୁରକ୍ଷିତ ଥିଲା ବୋଲି ‘ବିବିସି ହିନ୍ଦୀ’କୁ ଏକ ସାକ୍ଷାତକାର ଦେଇ ଦୀୟା କ୍ଷୋଭ […]

ହୃଦଘାତ ନୁହେଁ, ଯକୃତରେ ରହିଛି ସମସ୍ୟା; ଅଭିନେତା ଦୀନେଶଙ୍କ ଅବସ୍ଥା ଗୁରୁତର ଥିବା କହିଲେ ଦୟା

ହୃଦଘାତ ନୁହେଁ, ଯକୃତରେ ରହିଛି ସମସ୍ୟା; ଅଭିନେତା ଦୀନେଶଙ୍କ ଅବସ୍ଥା ଗୁରୁତର ଥିବା କହିଲେ ଦୟା

Bartanews

ମୁମ୍ବାଇ: ବିଗିଡ଼ିଲା ଲୋକପ୍ରିୟ ଧାରାବାହିକ ‘ସିଆଇଡି’ରେ ଫ୍ରେଡି (ଫ୍ରେଡେରିକ୍ସ)ଙ୍କ ଚରିତ୍ରରେ ଅଭିନୟ କରୁଥିବା ଦୀନେଶ ଫଡନିସଙ୍କ ସ୍ୱାସ୍ଥ୍ୟାବସ୍ଥା। ତାଙ୍କର ହୃଦଘାତ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କର ବନ୍ଧୁ ତଥା ଅଭିନେତା ଦୟାନନ୍ଦ ସେଟ୍ଟୀ ସଠିକ୍ ସୂଚନା ଦେଇଛନ୍ତି। ଦୟା ସ୍ପଷ୍ଟ କରିଛନ୍ତି ଯେ ଦୀନେଶଙ୍କର ହୃଦଘାତ ହୋଇ ନାହିଁ। ତାଙ୍କର ଯକୃତରେ ସମସ୍ୟା ରହିଛି। ଏବେ ସେ ଗୁରୁତର ଅଛନ୍ତି। ପିଙ୍କଭିଲ୍ଲାକୁ ସାକ୍ଷାତକାର ଦେଇ ଦୟାନନ୍ଦ ସେଟ୍ଟୀ କହିଛନ୍ତି, ‘ସର୍ବପ୍ରଥମେ ଏହା ହୃଦଘାତ […]

୫୭ ବର୍ଷ ବୟସରେ ଆଖି ବୁଜିଲେ ସିଆଇଡି ଧାରାବାହିକରେ ଅଭିନୟ କରିଥିବା ‘ଫ୍ରେଡରିକ୍ସ’

୫୭ ବର୍ଷ ବୟସରେ ଆଖି ବୁଜିଲେ ସିଆଇଡି ଧାରାବାହିକରେ ଅଭିନୟ କରିଥିବା ‘ଫ୍ରେଡରିକ୍ସ’

Bartanews

ମୁମ୍ବାଇ: ସୋନି ଟିଭିର ଲୋକପ୍ରିୟ କ୍ରାଇମ ସୋ ‘ସିଆଇଡି’ର ସିଆଇଡି ଅଧିକାରୀ ଫ୍ରେଡରିକ୍ସ ଚରିତ୍ରରେ ଅଭିନୟ କରିଥିବା ଦୀନେଶ ଫଡନିସଙ୍କର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି | ମୁମ୍ବାଇର କାନ୍ଦିଭାଲିର ତୁଙ୍ଗା ହସ୍ପିଟାଲରେ ୧୨ ଟା.୦୮ରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ମଲ୍ଟି ଅର୍ଗନ ଫେଲ୍ୟୁୟର ପାଇଁ ୫୭ ବର୍ଷୀୟ ଦୀନେଶ ଫଡନିସଙ୍କର ମୃତ୍ୟୁ ହୋଇଛି। ସିଆଇଡିରେ ଦୟା ଚରିତ୍ରରେ ଅଭିନୟ କରିଥିବା ତଥା ଦୀନେଶ ଫଡନିସଙ୍କର ଅତି ଘନିଷ୍ଠ ବନ୍ଧୁ ଥିବା ଦୟାନନ୍ଦ ଶେଟ୍ଟୀ କହିଛନ୍ତି […]

12 Next