ମନୋରଞ୍ଜନ

ସିଲି ପଏଣ୍ଟ୍‌: ଲଣ୍ଡନ୍‌ରେ ଛୁଟି କାଟୁଛନ୍ତି ବୀରୁଷ୍କା

ସିଲି ପଏଣ୍ଟ୍‌: ଲଣ୍ଡନ୍‌ରେ ଛୁଟି କାଟୁଛନ୍ତି ବୀରୁଷ୍କା

Bartanews

ବିଶ୍ବକପ୍‌ ପରେ ତୁରନ୍ତ ଲଣ୍ଡନ୍ ପଳାଇଛନ୍ତି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିରାଟ କୋହଲି। ପତ୍ନୀ ଅନୁଷ୍କା ଶର୍ମା ଓ କନ୍ୟା ବାମିକାଙ୍କ ସହ ଏବେ ଲଣ୍ଡନ୍‌ରେ ଛୁଟି କାଟୁଛନ୍ତି ସେ। ବମ୍ବେ ବଷ୍ଟଲ୍‌ ରେସ୍ତୋରାଁର ମୁଖ୍ୟ ସେଫ୍‌ ସୁରେନ୍ଦର ମୋହନଙ୍କ ସହ ଏକ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଘୁରୁ ବୁଲୁଛି। ଇନଷ୍ଟାଗ୍ରାମରେ ବୀରୁଷ୍କାଙ୍କ ସହ ମିଳିତ ଫଟୋ ଛାଡ଼ି ମୋହନ ଲେଖିଛନ୍ତି ‘ମୋର ଦୁଇ ପ୍ରିୟଙ୍କୁ ସ୍ବାଗତ କରିବା ଆନନ୍ଦିତ କରିଛି, ରାତ୍ରିଭୋଜନ ପାଇଁ ଆସିଥିବାରୁ […]

ଓଡ଼ିଆ ସିନେମା ବାଟରେ କଣ୍ଟା କିଏ?

ଓଡ଼ିଆ ସିନେମା ବାଟରେ କଣ୍ଟା କିଏ?

Bartanews

ଭୁବନେଶ୍ବର: ‘କନକ ନ୍ୟୁଜ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା ନିର୍ମାଣ କନକ୍ଲେଭ୍‌’ରେ ‘ଓଡ଼ିଆ ସିନେମା ବାଟରେ କଣ୍ଟା କିଏ?’ ଶୀର୍ଷକ ଆଲୋଚନାରେ ଭାଗନେଇ  ପ୍ରଯୋଜକ ଅନୁପମ ପଟ୍ଟନାୟକ କହିଲେ, ‘ଓଡ଼ିଆ ସିନେମାର ଆଜି ଏଭଳି ଅବସ୍ଥା ପାଇଁ ପ୍ରେକ୍ଷାଳୟ, ଡିଷ୍ଟ୍ରିବ୍ୟୁସନ ବ୍ୟବସ୍ଥା, ମାକେର୍ଟିଂ ଭଳି ଅନେକ ଛୋଟମୋଟ କଣ୍ଟା ରହିଛି। ଓଲିଉଡ଼ ଏକ ଛୋଟିଆ ଇଣ୍ଡଷ୍ଟ୍ରି। ମୁଁ ଏଠାକୁ ଭଲ ସିନେମା କରିବାକୁ ଆସିଛି। ଫିଲ୍ମରୁ ଲାଭ ମିଳିବ ଏବଂ ରାଷ୍ଟ୍ରପତି ପୁରସ୍କାର ଦେବେ, ଏହି ଦୁଇଟି ଜିନିଷ […]

ବାହାଘର ମୁଦିକୁ ନେଇ ଚର୍ଚ୍ଚାରେ ଐଶ୍ବର୍ଯ୍ୟା-ଅଭିଷେକ

ବାହାଘର ମୁଦିକୁ ନେଇ ଚର୍ଚ୍ଚାରେ ଐଶ୍ବର୍ଯ୍ୟା-ଅଭିଷେକ

Bartanews

ମୁମ୍ବ‌ାଇ:  ଅଭିନେତା ଅଭିଷେକ ବଚ୍ଚନ ଏବଂ ତାଙ୍କର ଅଭି‌ନେତ୍ରୀ ପତ୍ନୀ ଐଶ୍ବର୍ଯ୍ୟା ବଚ୍ଚନଙ୍କୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ସରଗରମ ଚର୍ଚ୍ଚା। ସେମାନଙ୍କର ୧୬ ବର୍ଷର ବୈବାହିକ ଜୀବନରେ କେବେହେଲେ ବିବାଦ ଦେଖାଦେଇନି। ସେମାନଙ୍କର ଗୋଟିଏ ମାତ୍ର ଝିଅ ଆରାଧ୍ୟା। ବଲିଉଡ୍‌ରେ ସବୁଠାରୁ ନିର୍ବିବାଦୀୟ ଓ ଲୋକପ୍ରିୟ ଦଂପତି ରୂପେ ସେମାନେ ପରିଚିତ। ସେମାନଙ୍କର ବ୍ୟକ୍ତିଗତ ସଂପର୍କକୁ ନେଇ କେବେହେଲେ ବାହାରେ ଆଲୋଚନା ହୋଇନାହିଁ। ତେବେ ସାମାଜିକ ଗଣମାଧ୍ୟମରେ ସେମାନଙ୍କୁ ନେଇ ଏବେ ଝଡ଼ କାହିଁକି? କିଛି […]

ଅଭିନେତାଙ୍କ ପତ୍ନୀଙ୍କ ସଂଗୀନ ଅଭିଯୋଗ : ମୋ ସ୍ବାମୀଙ୍କ ପିଲାର ମା’ ହେବାକୁ ଯାଉଥିଲେ ଅକ୍ଷରା

ଅଭିନେତାଙ୍କ ପତ୍ନୀଙ୍କ ସଂଗୀନ ଅଭିଯୋଗ : ମୋ ସ୍ବାମୀଙ୍କ ପିଲାର ମା’ ହେବାକୁ ଯାଉଥିଲେ ଅକ୍ଷରା

Bartanews

ନୂଆଦିଲ୍ଲୀ: ଭୋଜପୁରୀ ସିନେମାର ସୁପରଷ୍ଟାର ପବନ ସିଂହ ସିନେମା ସହିତ ନିଜର ଆଫେୟାର୍ସ ଓ ବିବାଦୀୟ ବୈବାହିକ ଜୀବନକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ପବନ ସିଂହଙ୍କ ପ୍ରଥମ ସ୍ତ୍ରୀ ଫାଶୀ ଦେଇ ଜୀବନ ହାରି ଦେଇଥିଲେ। ଏହାପରେ ୨୦୧୮ରେ ଅଭିନେତା ଉତ୍ତରପ୍ରଦେଶର ବାଲିଆରେ ରହୁଥିବା ଜ୍ୟୋତି ସିଂହଙ୍କ ସହିତ ଦ୍ବିତୀୟ ବିବାହ କରିଥିଲେ। ଏହି ସମ୍ପର୍କରେ ବି ପବନ ସିଂହଙ୍କ ଫାଟ ସୃଷ୍ଟି ହୋଇଛି। ଜ୍ୟୋତି ଓ ପବନଙ୍କ ମଧ୍ୟ‌ରେ ବିବାହ ବିଚ୍ଛେଦ ହୋଇଯିବ ବୋଲି ବି […]

ଏହି କାମ କରିବାରେ ପ୍ରଥମ ଭାରତୀୟ ଅଭିନେତ୍ରୀ ‌ହେଲେ ଦୀପିକା ପାଦୁକୋନ

ଏହି କାମ କରିବାରେ ପ୍ରଥମ ଭାରତୀୟ ଅଭିନେତ୍ରୀ ‌ହେଲେ ଦୀପିକା ପାଦୁକୋନ

Bartanews

ମୁମ୍ବାଇ: ଭାରତର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ତାଲିକାରେ ଦୀପିକା ପାଦୁକୋନ ଶୀର୍ଷରେ ଅଛନ୍ତି। ସେ ବଲିଉଡର ଅନେକ ହିଟ୍ ଫିଲ୍ମରେ କାମ କରିବା ସହ ହଲିଉଡରେ ମଧ୍ୟ ନିଜର ଯାଦୁ ଦେଖାଇ ସାରିଛନ୍ତି। ଏଥି ସହିତ ଅଭିନେତ୍ରୀଙ୍କ ଅନେକ କାମ ଦେଶ ପାଇଁ ଗୌରବ ଆଣିଛି। ପୂର୍ବରୁ, ଦୀପିକା ପାଦୁକୋନ୍ ଓସ୍କାରରେ ଏକ ଭାରତୀୟ ଗୀତ ଉପସ୍ଥାପନ କରିବାକୁ ମଞ୍ଚରେ ପାଦ ଦେଇ ଇତିହାସ ରଚିଥିଲେ। କିନ୍ତୁ ବର୍ତ୍ତମାନ ୨୦୨୩ବର୍ଷ ଶେଷରେ ସେ ଏପରି କିଛି କରିଛନ୍ତି ଯାହା […]

ସହଜ ନଥିଲା ରଣବୀରଙ୍କ ରାସ୍ତା, ‘ଆନିମଲ’ ପାଇଁ ବୁହାଇଥିଲେ ଝାଳ

ସହଜ ନଥିଲା ରଣବୀରଙ୍କ ରାସ୍ତା, ‘ଆନିମଲ’ ପାଇଁ ବୁହାଇଥିଲେ ଝାଳ

Bartanews

ମୁମ୍ବାଇ:  ଡିସେମ୍ବର ୧ରେ ରିଲିଜ ହୋଇଥିଲା ଫିଲ୍ମ ‘ଆନିମଲ’। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ରଣବୀର କପୁର ଅଭିନୟ କରିଥିବା ବେଳେ ବକ୍ସ ଅଫିସରେ ଏହା ଧମାଲ ମଚାଇଛି। ରିଲିଜ୍ ପୂର୍ବରୁ ଫିଲ୍ମଟି ବକ୍ସ ଅଫିସ କିଙ୍ଗ ପାଲଟିବ ବୋଲି କୁହାଯାଉଥିଲା। ରିଲିଜ ପରେ ଏହା ସତ ହେବ ବୋଲି ଦର୍ଶକ କହିବା ଆରମ୍ଭ କରିଛନ୍ତି। ଦର୍ଶକଙ୍କଠାରୁ ଆରମ୍ଭ କରି ଫିଲ୍ମ ନିର୍ମାତାଙ୍କ ପର୍ଯ୍ୟନ୍ତ ସମସ୍ତେ ଫିଲ୍ମକୁ ପସନ୍ଦ କରିଛନ୍ତି। ଫିଲ୍ମଟି ୨ଦିନରେ ହିଁ ୨୦୦କୋଟି ଟଙ୍କା […]

ବିକିଙ୍କୁ ଏହି ୩ଟି ନାମରେ ଡାକନ୍ତି କଟ୍ରିନା, କରଣଙ୍କୁ ଜଣାଇଲେ ଅଭିନେତା

ବିକିଙ୍କୁ ଏହି ୩ଟି ନାମରେ ଡାକନ୍ତି କଟ୍ରିନା, କରଣଙ୍କୁ ଜଣାଇଲେ ଅଭିନେତା

Bartanews

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଲୋକପ୍ରିୟ ସୋ’ ‘କଫି ଉଇଥ୍ କରଣ-୮’ର ନୂଆ ଅଧ୍ୟାୟର ପ୍ରୋମୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥର ‘ସାମ୍ ବାହାଦୂର’ ଅଭିନେତା ବିକି କୌଶଲ, ଅଭିନେତ୍ରୀ କିଆରା ଆଡଭାନୀଙ୍କ ସହ କରଣ ଜୋହରଙ୍କ ସୋ’ରେ ପହଞ୍ଚିଥିବା ଭିଡିଓରେ ଦେଖାଯାଇଛି। ଭିଡିଓରେ ଅଭିନେତା ତାଙ୍କ ବୃତ୍ତିଗତ ଜୀବନ ସହିତ ସୋ’ରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଅଜଣା କଥା ପ୍ରକାଶ କରିଛନ୍ତି। ଏହି ସମୟରେ ସେ ପତ୍ନୀ […]