ଦେଶବିଦେଶ

ଏଭଳି ଭାବେ ଆପଣ ବି ଘରେ ବସି ଗ୍ୟାସ ମୂଲ୍ୟ ଉପରେ ପାଇପାରିବେ ୫୦ ଟଙ୍କାର ରିହାତି

ଏଭଳି ଭାବେ ଆପଣ ବି ଘରେ ବସି ଗ୍ୟାସ ମୂଲ୍ୟ ଉପରେ ପାଇପାରିବେ ୫୦ ଟଙ୍କାର ରିହାତି

Bartanews

ନୂଆଦିଲ୍ଲୀ: ମହଙ୍ଗା ଏଲପିଜି ସିଲିଣ୍ଡରକୁ ନେଇ ମଧ୍ୟବିତ୍ତଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପକେଟକୁ ଏହା ବେଶ ବାଧୁଛି | ଡିସେମ୍ବର ୧ରୁ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୧ ଟଙ୍କା ବୃଦ୍ଧି କରାଯାଇଥିଲା। ଯଦିଓ ଘରେ ବ୍ୟବହାର ହେଉଥିବା ଏଲପିଜି ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ କିନ୍ତୁ ଲୋକମାନେ ଉଚ୍ଚ ଦର ପାଇଁ ଚିନ୍ତିତ ଅଛନ୍ତି | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବାବଦରେ କହିବୁ, ଯାହାଦ୍ୱାରା ଘରେ ବସି ଆପଣ […]

ଆଜି ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ଆଗାମୀକାଲି ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ‘ମିଗ୍‌ଜୌମ୍‌’

ଆଜି ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ଆଗାମୀକାଲି ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ‘ମିଗ୍‌ଜୌମ୍‌’

Bartanews

ନୂଆଦିଲ୍ଲୀ: ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୌମ୍‌’ ଆଜି ପୂର୍ବାହ୍ନ ସୁଦ୍ଧା ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଦକ୍ଷିଣ ଆନ୍ଧ୍ର ଉପୂକଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସୂଚନାରେ ଉଲ୍ଲେଖ ଅଛି, ଦକ୍ଷିଣପଶ୍ଚିମ ଓ ତତ୍‌ସଙ୍ଗଲଗ୍ନ  ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୌମ୍’ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୦ କିଲୋମିଟର୍‌ ବେଗରେ ଉତ୍ତରପଶ୍ଚିମ […]

ପ୍ରଧାନମନ୍ତ୍ରୀ ମୋଦୀ ସବୁଠୁ ଭଲ ନେତା: ୩ ରାଜ୍ୟରେ ‘ବିଜେପି’ ଜିତିବା ପରେ କହିଲେ ଆମେରିକୀୟ ଗାୟିକା ମେରି ମିଲ୍‌ବେନ୍‌

ପ୍ରଧାନମନ୍ତ୍ରୀ ମୋଦୀ ସବୁଠୁ ଭଲ ନେତା: ୩ ରାଜ୍ୟରେ ‘ବିଜେପି’ ଜିତିବା ପରେ କହିଲେ ଆମେରିକୀୟ ଗାୟିକା ମେରି ମିଲ୍‌ବେନ୍‌

Bartanews

ନୂଆଦିଲ୍ଲୀ: ରବିବାର ଦିନ ‘ବିଜେପି’ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବା ଖୁସିରେ ପ୍ରଖ୍ୟାତ ଆଫ୍ରିକୀୟ-ଆମେରିକୀୟ ଗାୟିକା ତଥା ଅଭିନେତ୍ରୀ ମେରି ମିଲ୍‌ବେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ‘ଏକ୍ସ୍‌’ କରି ମେରି ମିଲ୍‌ବେନ୍‌ କହିଛନ୍ତି, ଆଜି ଭାରତରେ ଘୋଷଣା କରାଯାଇ ଥିବା ନିର୍ବାଚନ ଫଳାଫଳରେ ‘ବିଜେପି’ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ପ୍ରମୁଖ ରାଜ୍ୟରେ ବିଜୟ ହାସଲ କରିଛି। ଏହା ହେଉଛି ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ […]

କୁକୁର କାମୁଡ଼ି ଥିବା ପୋଷା ବିରାଡ଼ି କାମୁଡ଼ି ଦେବାରୁ ବାପପୁଅ ମୃତ

କୁକୁର କାମୁଡ଼ି ଥିବା ପୋଷା ବିରାଡ଼ି କାମୁଡ଼ି ଦେବାରୁ ବାପପୁଅ ମୃତ

Bartanews

କାନପୁର: ଉତ୍ତର ପ୍ରଦେଶର କାନପୁର ଦେହାତ୍‌ ଜିଲ୍ଲାର ଆକବରପୁର ସହରରେ ପୋଷା ବିରାଡ଼ି କାମୁଡ଼ିବାର ଏକ ସପ୍ତାହ ଭିତରେ ସରକାରୀ ବେସିକ୍‌ ସ୍କୁଲ୍‌ର ଜଣେ ଶିକ୍ଷକ ଓ ତାଙ୍କ ୨୪ ବର୍ଷିୟ ପୁଅର ମୃତ୍ୟୁ ଘଟିଥିବା କଥା ଜିଲ୍ଲା ସରକାରୀ ଅଧିକାରୀମାନେ କହିଛନ୍ତି। ଜଣେ ବରିଷ୍ଠ ଜିଲ୍ଲା ଅଧିକାରୀ କହିଛନ୍ତି ଯେ, ସେପ୍ଟେମ୍ବର ମାସରେ ସେ ପୋଷା ବିରାଡ଼ିକୁ ଜଳାତଙ୍କ ରୋଗାକ୍ରାନ୍ତ ଗୋଟାଏ ବୁଲା କୁକୁର କାମୁଡ଼ିଥିଲା। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୋଷା […]