ରାୟଗଡା

ଗୈାରି ମିଶ୍ର ହତ୍ୟାକାଣ୍ଡ ଘଟଣା: ଜମି ବିବାଦକୁ କେନ୍ଦ୍ର କରି ଗୁଳିକରି ହତ୍ୟା

ଗୈାରି ମିଶ୍ର ହତ୍ୟାକାଣ୍ଡ ଘଟଣା: ଜମି ବିବାଦକୁ କେନ୍ଦ୍ର କରି ଗୁଳିକରି ହତ୍ୟା

Bartanews

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୈାରୀ ପ୍ରସାଦ ମିଶ୍ର ଓ ସୁପାରି କିଲର ରାଜେଶ ହତ୍ୟା ରହସ୍ୟର ପର୍ଦ୍ଦାଫାସ୍‌। ପର୍ଦ୍ଦାଫାସ କଲା ପୋଲିସ। ଜମି ବିବାଦକୁ କେନ୍ଦ୍ର କରି ଗୌରୀ ମିଶ୍ରଙ୍କୁ ହୋଇଥିଲା ଗୁଳିମାଡ଼। ପ୍ରମାଣ ନଷ୍ଟ ପାଇଁ ସୁପାରି କିଲର ରାଜେଶକୁ ବିଶାଖାପାଟଣାରେ ହତ୍ୟା କରି ପୋତି ଦେଇଥିଲେ ଦୁର୍ବୃତ୍ତ। ସୁପାରି ଦେଇଥିବା ଅଭିଯୁକ୍ତ ଓ ସହଯୋଗୀ ସମେତ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୨ଜଣଙ୍କୁ ପୋଲିସ ଖୋଜୁଛି। ଦୁଇଟି ବନ୍ଧୁକ, ଗୋଟିଏ ବାଇକ୍ […]

ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Bartanews

ରାୟଗଡ଼ା : ରାୟଗଡ଼ା ବନଖଣ୍ଡ ଅଧିକାରୀ(ଡିଏଫଓ) ବିଜୟ କୁମାର ପରିଡ଼ାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରିଛି ଭିଜିଲାନ୍ସ। ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଚଢ଼ାଉ ହୋଇଛି। ରାୟଗଡ଼ା ଠାରେ ଭିଜିଲାନ୍ସ ତରଫରୁ ୫ ଜଣିଆ ଟିମ୍ ଚଢାଉ କରୁଛନ୍ତି। ଭିଜିଲାନ୍ସ ଡିଏସପି ସନ୍ଧ୍ୟା ରାଣୀ ସାହୁଙ୍କ ନେତୃତ୍ୱରେ ଏହି ଚଢାଉ ଆଜି ସକାଳୁ ଆରମ୍ଭ ହୋଇଛି। ଚଢ଼ାଉ ସମୟରେ ବୀମା […]

ରାୟଗଡ଼ାରେ ମହାବଳ ଆତଙ୍କ: ବାଘକୁ ଠାବ ନେଇ ବନ ବିଭାଗ ନାକେଦମ୍

ରାୟଗଡ଼ାରେ ମହାବଳ ଆତଙ୍କ: ବାଘକୁ ଠାବ ନେଇ ବନ ବିଭାଗ ନାକେଦମ୍

Bartanews

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ମହାବଳ ବାଘର ଆତଙ୍କ ଏବେ ବି କମି ନାହିଁ। ଏବେ ବି ବାଘ ଚନ୍ଦ୍ରପୁର ଏବଂ ସିରିଗୁଡ଼ା ଅଂଚଳରେ ବାଘ ବୁଲୁଛି। ପ୍ରତି ତିନି/ଚାରି ଦିନରେ ଗାଈ କିମ୍ବା ମଇଁଷିକୁ ଟାର୍ଗେଟ କରୁଛି। ଏବେ ବି ସୀମାନ୍ତ ହାକୁଆପୁଙ୍ଗା ଓ ମେରିଆପୁଙ୍ଗା ଅଂଚଳରେ ବାଘ ରହିଥିବା ବନ ବିଭାଗ ଆଶଂକା କରୁଛି। ରାୟଗଡ ଜିଲ୍ଲାର ସୀମାନ୍ତ ଜଂଗଲରେ ହିଁ ବାଘ ବୁଲୁଛି। ରାୟଗଡା ଜିଲ୍ଲା ଛାଡି ନଥିବା କୁହାଯାଉଛି। ଏହି ଅଂଚଳରେ ଥିବା […]

ଚିପ୍‌ସ ବୋଝେଇ ହାଇୱାକୁ ଧକା ଦେଇ ବାଇକ୍‌ ଆରୋହୀ ଯୁବକ ମୃତ, ଦୁଇ ଗୁରୁତର

ଚିପ୍‌ସ ବୋଝେଇ ହାଇୱାକୁ ଧକା ଦେଇ ବାଇକ୍‌ ଆରୋହୀ ଯୁବକ ମୃତ, ଦୁଇ ଗୁରୁତର

Bartanews

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସିକରପାଇ ଲଷ୍ମୀନଗର ନିକଟରେ ଚିପ୍‌ସ ବୋଝେଇ ହାଇୱାକୁ ଧକ୍କା ଦେଇ ଜଣେ ବାଇକ୍‌ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ପଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ କାଲହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସାଇସରଣୀ ଗ୍ରାମର ତିନି ଜଣ ଯୁବକ ଗୋଟିଏ ବାଇକରେ ରାୟଗଡା ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଚିପ୍‌ସ ବୋଝେଇ ହାଇୱା (ଓଡ଼ି୧୮କେ୦୩୬୬)କୁ ଧକ୍କା […]

ସାମ୍ଭାବ୍ୟ ଅଦିନିଆ ବର୍ଷାକୁ ନେଇ ଜିଲ୍ଲା କୃଷି ବିଭାଗ ତତ୍ପର; ଚାଷୀଙ୍କ ଫସଲ ସୁରକ୍ଷା ନେଇ ଦେଲା ଚେତାବନୀ

ସାମ୍ଭାବ୍ୟ ଅଦିନିଆ ବର୍ଷାକୁ ନେଇ ଜିଲ୍ଲା କୃଷି ବିଭାଗ ତତ୍ପର; ଚାଷୀଙ୍କ ଫସଲ ସୁରକ୍ଷା ନେଇ ଦେଲା ଚେତାବନୀ

Bartanews

ରାୟଗଡା: ଭାରତୀୟ ପାଣିପାଗ ବିଭାଗର ସ୍ୱତନ୍ତ୍ର ବାର୍ତ୍ତା ଗତ ଡିସେମ୍ବର ୧ ତାରିଖ ଅନୁଯାୟୀ ଆସନ୍ତା ଡିସେମ୍ବର ୫ ତାରିଖରୁ ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ ଓ ଗଜପତି ଆଦି ଜିଲ୍ଳାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଳାଗୁଡିକୁ ଅରେଂଜ ଆଲର୍ଟ କରାଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ଭାବ୍ୟ ଅଦିନିଆ ବର୍ଷା ପରିପ୍ରେକ୍ଷୀରେ ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ରାୟଗଡା ଜିଲ୍ଳା କୃଷି ବିଭାଗ ପକ୍ଷରୁ ଡାକବାଜି […]

ବର୍ଷା ଯୋଗୁଁ ଫସଲ ପ୍ରଭାବିତ: ଜିଲ୍ଲାପାଳଙ୍କୁ ଭେଟିଲେ ୨୫ ଗ୍ରାମର ଜନତା

ବର୍ଷା ଯୋଗୁଁ ଫସଲ ପ୍ରଭାବିତ: ଜିଲ୍ଲାପାଳଙ୍କୁ ଭେଟିଲେ ୨୫ ଗ୍ରାମର ଜନତା

Bartanews

ରାୟଗଡା: ରାୟଗଡା ଜିଲ୍ଲାରେ ଚଳିତ ବର୍ଷା ଋତୁରେ ସ୍ବଳ୍ପ ବର୍ଷା ହୋଇଥିବାରୁ ବହୁ ଅଂଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ରାୟଗଡା ବ୍ଲକର ତାଡମା ପଞ୍ଚାୟତର ୨୫ ଖଣ୍ଡ ଗ୍ରାମରେ ବର୍ଷାର ଅଭାବ ଯୋଗୁଁ ଫସଲ ପ୍ରଭାବିତ ହୋଇଛି। ଏହି ପଞ୍ଚାୟତରେ ବସବାସ କରୁଥିବା ଆଧିବାସୀମାନେ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି। ବର୍ଷର ଖାଦ୍ୟ ଏହି ଚାଷ ଉପରେ ହିଁ ନିର୍ଭର। ଚଳିତ ବର୍ଷ ସ୍ବଳ୍ପ ବର୍ଷା ଯୋଗୁଁ ଏହି ଅଂଚଳରେ ଚାଷ […]

ଖୋଲୁଛି ସ୍କୁଲ, ଆସୁନାହାନ୍ତି ଶିକ୍ଷାକ; ମଧ୍ୟାହ୍ନ ଭୋଜନ ନାହିଁ, ଭିଡିଓ ଭାଇରାଲ କଲେ ଅଭିଭାବକ

ଖୋଲୁଛି ସ୍କୁଲ, ଆସୁନାହାନ୍ତି ଶିକ୍ଷାକ; ମଧ୍ୟାହ୍ନ ଭୋଜନ ନାହିଁ, ଭିଡିଓ ଭାଇରାଲ କଲେ ଅଭିଭାବକ

Bartanews

ରାୟଗଡ଼ା: ଜିଲ୍ଲାରେ କାଶୀପୁର ବ୍ଳକ ସର୍ବଦା ଚର୍ଚ୍ଚାରେ ରହି ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଛି। ଏହି ବ୍ଳକର ସ୍ଥିତି ସୁଧାରିବାର ନାଁ ନେଉ ନାହିଁ। ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ତଳକୁ ଖସି ଯାଇଥିବା ବେଳେ ଏନେଇ ଗୋଷ୍ଠୀ ଶିକ୍ଷାଧିକାରୀ କିମ୍ୱା ଜିଲ୍ଲା ଶିକ୍ଷାଧିକାରୀଙ୍କର ନିଘା ନଥିବା ଭଳି ମନେହୁଏ। କିଛିଦିନ ତଳେ ଗୋଡ଼ିବାଲି ପଞ୍ଚାୟତର ଦୁରୁପାଈ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ ଦେଖିବାକୁ ମିଳଥିଲା, ଯେଉଁଠି ୨୫ ଜଣ ଛାତ୍ରଛାତ୍ରୀକୁ ୩ ଜଣ ଶିକ୍ଷକ ଥିବା ବେଳେ […]

ରାୟଗଡ଼ାରୁ ଆନ୍ଧ୍ରକୁ ବେଆଇନ୍‌ ବାଲି ଚାଲାଣ; ୭ଟି ଟିପ୍ପର ଓ ଟ୍ରକ୍‌ ଜବତ, ୭ ଲକ୍ଷ ଜରିମାନା

ରାୟଗଡ଼ାରୁ ଆନ୍ଧ୍ରକୁ ବେଆଇନ୍‌ ବାଲି ଚାଲାଣ; ୭ଟି ଟିପ୍ପର ଓ ଟ୍ରକ୍‌ ଜବତ, ୭ ଲକ୍ଷ ଜରିମାନା

Bartanews

ରାୟଗଡ଼ା: ଜିଲ୍ଲାରୁ ବେଧଡ଼କ ଓ ବେଆଇନ ଭାବେ ପଡୋଶୀ ଆନ୍ଧ୍ରପ୍ରଦେଶକୁ ବାଲି ଚୋରା ଚାଲାଣ ହେଉଥିବା ନେଇ ଜଣାପଡ଼ିଛି। ତହସିଲ ଓ ମାଇନିଂ ବିବଭାଗ ପକ୍ଷରୁ ଚଢ଼ଉ କରାଯାଇ ୭ଟି ଟିପ୍ପର ଓ ଟ୍ରକ୍‌ ଜବତ କରିବା ସହ ୭ ଲକ୍ଷ ଟଂକା ଜରିମାନା ଆଦାୟ କରାଯାଇଛି। ରାୟଗଡା ତସହିଲ ଅନ୍ତର୍ଗତ ଶେଷଖାଲ ଥାନା ଅନ୍ତର୍ଗତ ଖିଲିମିସିଗୁଡା ବାଲିଘାଟରୁ ଲଗାତାର ଟିପ୍ପରଗୁଡ଼ିକ ସାହାଯ୍ୟରେ ବାଲି ଚୋରା ଚାଲାଣ ହେଉଥିଲା। ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ ବିନା ଅଗଚୋରରେ […]