ଅନୁଗୁଳ

ଭିଜିଲାନ୍ସ ଜାଲରେ ଗ୍ରାମ ରୋଜଗାର ସେବକ, ଆବାସ ପାଇଁ ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ଜାଲରେ ଗ୍ରାମ ରୋଜଗାର ସେବକ, ଆବାସ ପାଇଁ ନେଉଥିଲେ ଲାଞ୍ଚ

Bartanews

ଅନୁଗୁଳ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ( GRS )। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ ପିଏମ୍ ଆବାସ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡିବସିଛି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ଫାଇନାଲ ବିଲ୍‌ ସହ ବୋନସ ଅର୍ଥ ଦେବା ପାଇଁ ପୋଡ଼ପୋଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କଠାରୁ GRS ଯଦୁମଣି ମାଝୀ ୪ ହଜାର ଟଙ୍କା ଲାଞ୍ଚ […]

ଅଯୋଧ୍ୟାରେ ଆଦର, ଅନୁଗୁଳରେ ନାହିଁ: ମିଠା କନ୍ଦମୂଳରୁ ମୁହଁ ଫେରାଇବେ ଚାଷୀ!

ଅଯୋଧ୍ୟାରେ ଆଦର, ଅନୁଗୁଳରେ ନାହିଁ: ମିଠା କନ୍ଦମୂଳରୁ ମୁହଁ ଫେରାଇବେ ଚାଷୀ!

Bartanews

ବନ୍ତଳା: ମିଠା କନ୍ଦମୂଳ ପାଇଁ ଅନୁଗୁଳର ଟାଇଁସି ଓ କୋଠଭୂଇଁ ପଞ୍ଚାୟତର ସ୍ୱତନ୍ତ୍ର ପରିଚୟ ରହିଛି। ଏଠାରୁ ଉତ୍ପାଦିତ କନ୍ଦମୂଳର ଚାହିଦା ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ସହିତ ଶ୍ରୀକ୍ଷେତ୍ର ପୁରୀରେ ରହିଛି। ସାତକୋଶିଆ ଅଭୟାରଣ୍ୟକୁ ଲାଗି ରହିଥିବା ଏହି ଅଞ୍ଚଳର ଥଣ୍ଡା ଜଳବାୟୁ ଓ ଅନୁକୂଳ ମାଟି କନ୍ଦମୂଳ ଚାଷ ପାଇଁ ବେଶ ଉପଯୋଗୀ। ଯାହାକୁ ନେଇ ଗଲା ପାଞ୍ଚ ଦଶନ୍ଧି ଧରି ଚାଷୀମାନେ ଏଠାରେ କନ୍ଦମୂଳ ଚାଷ କରି ଆସୁଛନ୍ତି। କିନ୍ତୁ ଏହାକୁ ଯେତିକି ପ୍ରୋତ୍ସାହନ […]

ଲାଞ୍ଚ ନେଇ ଧରାପଡ଼ିଲେ କିରାଣି

ଲାଞ୍ଚ ନେଇ ଧରାପଡ଼ିଲେ କିରାଣି

Bartanews

ଅନୁଗୁଳ/କି‌ଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ର ବରିଷ୍ଠ ସହାୟକ ନିତ୍ୟାନନ୍ଦ ଗାଇଗରିଆ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଛି। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ପରେ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ଉ କରାଯାଇଛି। ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ପୂର୍ବରୁ ପିଅନ ଥିବା ପୂର୍ଣ୍ଣଚନ୍ଦ୍ର ଭୁକ୍ତା ଏବେ ପଦୋନ୍ନତି ପାଇ ଅନୁଗୁଳ ଜିଲ୍ଲା କ୍ରୀଡ଼ା ବିଭାଗରେ କନିଷ୍ଠ ସହାୟକ ଭାବେ କାମ କରୁଛନ୍ତି। ୨୦୨୧ରୁ […]

ଶିକାରୀଙ୍କ ଅଭୟାରଣ୍ୟ ସାତକୋଶିଆ: ଧଳାହରିଣ ଉଭାନ୍‌

ଶିକାରୀଙ୍କ ଅଭୟାରଣ୍ୟ ସାତକୋଶିଆ: ଧଳାହରିଣ ଉଭାନ୍‌

Bartanews

ବନ୍ତଳା: ୧୫ବର୍ଷ ତଳେ ସାତକୋଶିଆ ଅଭୟାରଣ୍ୟରେ ଦେଖିବାକୁ ମିଳିଥିଲା ବିରଳ ଧଳା ହରିଣ ବା ଆଲ୍‌ବିନୋ। ଧଳା ହରିଣର ଫଟୋ ଜାତୀୟ ଗଣମାଧ୍ୟମରେ ପ୍ରମୁଖ ଶିରୋନାମା ବି ପାଲଟିଲା। ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବହୁ ପଶୁପ୍ରେମୀ ସେତେବେଳେ ଏହାକୁ ନେଇ ଖୁସିବ୍ୟକ୍ତ କରିବା ସହ ସାତକୋଶିଆକୁ ଶୁଭେଚ୍ଛା ଜଣାଇଥିଲେ। ଏ ନେଇ ୨୦୨୩ ମାର୍ଚ୍ଚ ମାସରେ ବର୍ତ୍ତମାନର ପିସିସିଏଫ୍‌ ବରିଷ୍ଠ ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦ ସୋସିଆଲ୍‌ ମିଡିଆରେ ସୂଚନା ବି ଦେଇଥିଲେ। ତେବେ ୨୦୧୪ରେ ପୁଣିଥରେ କିଛି […]

ନେହରୁ ଶତାବ୍ଦୀ ହସ୍‌ପିଟାଲ ହେଲା ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା, ହାତକୁ ନେଲେ ରାଜ୍ୟ ସରକାର

ନେହରୁ ଶତାବ୍ଦୀ ହସ୍‌ପିଟାଲ ହେଲା ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା, ହାତକୁ ନେଲେ ରାଜ୍ୟ ସରକାର

Bartanews

ଭୁବନେଶ୍ବର/ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ନେହରୁ ଶତାବ୍ଦୀ ହସ୍‌ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ମହାନଦୀ କୋଲଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ପରିଚାଳିତ ଏହି ହସ୍‌ପିଟାଲକୁ ରାଜ୍ୟ ସରକାର ହାତକୁ ନେବା ସହ ଏହାର ନାମ ‘ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍‌ପିଟାଲ’କୁ ପରିବର୍ତ୍ତନ କରାଯାଇଛି ।  ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୋମବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦିଆଯାଇଛି। ଏଥି ସହିତ କୁହାଯାଇଛି ଯେ, ତାଳଚେରରେ ଆରମ୍ଭ ହେବାକୁ ଯାଉଥିବା  ‘ପବିତ୍ର […]