ଖୋର୍ଦ୍ଧା

ଟିୟୁସନ ସାରି ଫେରୁଥିବା ବେଳେ ଦଶମ ଶ୍ରେଣୀର ଛାତ୍ରକୁ ଛୁରା ମାଡ଼

ଟିୟୁସନ ସାରି ଫେରୁଥିବା ବେଳେ ଦଶମ ଶ୍ରେଣୀର ଛାତ୍ରକୁ ଛୁରା ମାଡ଼

Bartanews

ଖୋର୍ଦ୍ଧା: ଖୋର୍ଦ୍ଧା ଅଣ୍ଡା ଗ୍ରାମରେ ଦଶମ ଶ୍ରେଣୀର ଛାତ୍ରଙ୍କୁ ଛୁରା ମାଡ଼। ଅଣ୍ଡା ଗ୍ରାମର ମହତପଲା ସାହିର ପଞ୍ଚାନନ ଜେନାଙ୍କ ପୁଅ ପ୍ରଭାତ ଜେନା ଟିୟୁସନ ସାରି ଫେରୁଥିବା ସମୟରେ ଦୁଇଜଣ ଦୁର୍ବୁତ୍ତ ଛୁରା ମାରି ଫେରାର ହୋଇଯାଇଛନ୍ତି। ଛାତ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଥି।। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀ ଘଟଣା ସ୍ଥଳରୁ ଫେରାର […]

ଅମାନୁଷିକ କାଣ୍ଡ: ଯୌତୁକ ପାଇଁ ପତ୍ନିଙ୍କୁ ପିଟିପିଟି ହତ୍ୟା

ଅମାନୁଷିକ କାଣ୍ଡ: ଯୌତୁକ ପାଇଁ ପତ୍ନିଙ୍କୁ ପିଟିପିଟି ହତ୍ୟା

Bartanews

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସିଙ୍ଗେଶ୍ୱରରେ ଅଭାବନୀୟ ଘଟଣା ଘଟିଛି। ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ବୋହୂକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତା ମହିଳା ଜଣଙ୍କ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ମୋରଡା ଗାଁର ସ୍ୱାଗତିକା ପଣ୍ଡା । ସୂଚନା ଅନୁଯାୟୀ, ସ୍ୱାଗତିକା ୨ ବର୍ଷ ପୂର୍ବେ ବାଲୁଗାଁ ସିଙ୍ଗେଶ୍ୱର ଗ୍ରାମର ଅରୁଣ ହୋତାଙ୍କ ପୁଅ ପ୍ରିତମ ହୋତାଙ୍କୁ ବିବାହ କରିଥିଲେ । ଉଭୟଙ୍କର ଏକ କନ୍ୟା ସନ୍ତାନ ଅଛି। […]

ନାତିର କଟୁରି ଚୋଟରେ ଆଈ ମୃତ, ୨ ମହିଳା ଆହତ

ପାରିବାରିକ କଳହର କରୁଣ ପରିଣତି: ମହିଳାଙ୍କୁ ହତ୍ୟା କଲେ ଦୁଇ ଦେଢଶୁର ଓ ଦିଅର

Bartanews

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନ ଗମ୍ଭାରୀମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପଙ୍କାଳ ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କର ଦୁଇ ଦେଢ଼ଶୁର ଓ ଜଣେ ଦିଅର ଘରୁ ଟାଣି ଆଣି ରାସ୍ତା ମଝିରେ ମାରଣାସ୍ତ୍ରରେ ବିଭତ୍ସ ହତ୍ୟା କରିଛନ୍ତି। ମୃତୁ ମହିଳା ଜଣଙ୍କ ହେଲେ ସୁବାଷ ରାଉତରାୟଙ୍କ ପତ୍ନୀ ମିନାକ୍ଷୀ ରାଉତରାୟ (୪୪)। ଖବର ନେବାରେ ଜଣାଯାଇଛି ଯେ, ସ୍ଵର୍ଗତ ହାଡୁ ରାଉତରାୟଙ୍କ ଚାରି ପୁଅ ମଧ୍ୟରୁ ଦୁଇ ଜଣ ଗ୍ରାମ […]

ଫାଣ୍ଡି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ: ଅଳ୍ପକେ ବର୍ତ୍ତିଲେ ପୁଲିସ ଏସଆଇ, ୫ ମହିଳା ଗିରଫ

ଫାଣ୍ଡି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ: ଅଳ୍ପକେ ବର୍ତ୍ତିଲେ ପୁଲିସ ଏସଆଇ, ୫ ମହିଳା ଗିରଫ

Bartanews

ଟାଙ୍ଗୀ: ଫାଣ୍ଡି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ । ଜମି ଜମା ବିବାଦକୁ କେନ୍ଦ୍ର କରି ଦୁଇ ପକ୍ଷଙ୍କ ମଧ୍ୟ୍ୟରେ ଗଣ୍ଡଗୋଳ ଲାଗିଥିବା ଖବର ପାଇ ଘଟଣା ସ୍ଥଳକୁ ଫାଣ୍ଡି ଅଧିକାରୀ ଯାଇଥିଲେ। ବିବାଦର ଅନୁଧ୍ୟ୍ୟାନ କରି ଫେରୁଥିବା ବେଳେ ଗୋଟିଏ ଗୋଷ୍ଠୀର ଲୋକେ ଠେଙ୍ଗାରେ ଆକ୍ରମଣ କରିଥିଲେ।  ବାଡି ଓ କଟୁରୀରେ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଫାଣ୍ଡି ଅଧିକାରୀ ପୋଲିସ୍ ଏସଆଇ ଆହତ ହୋଇଥିବା ବେଳେ ଅଳ୍ପକେ ଅନ୍ୟଜଣେ ଏସଆଇ ପ୍ରସନ୍ନ କୁମାର […]

ବଡ଼ ଧରଣର ଡକାୟତ୍ତି ପୂର୍ବରୁ ମାଡି ବସିଲା ପୋଲିସ; 4ଡକାୟତ ଗିରଫ, ଜଣେ ଫେରାର

ବଡ଼ ଧରଣର ଡକାୟତ୍ତି ପୂର୍ବରୁ ମାଡି ବସିଲା ପୋଲିସ; 4ଡକାୟତ ଗିରଫ, ଜଣେ ଫେରାର

Bartanews

ଭୁବନେଶ୍ବର : ଲିଙ୍ଗରାଜ ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ, ବଡ଼ ଧରଣର ଡକାୟତ୍ତି ପୂର୍ବରୁ ମାଡି ବସିଲା ପୋଲିସ । ଟାର୍ଗେଟରେ ଥିଲେ ମହିଳା, ରାଜଧାନୀରେ ବୁଲାଇଥାନ୍ତେ କଳାକନା । କଳା ପଲସରରେ ଆସି ଲଙ୍କା ଗୁଣ୍ଡ ପକାଇ ଲୁଟ କରିବାକୁ ରଚିଥିଲେ ଷଡ଼ଯନ୍ତ୍ର । ଡକାୟତି ଯୋଜନା ପଣ୍ଡ, 4ଡକାୟତ ଗିରଫ, ଜଣେ ଫେରାର । ବଡ଼ ଧରଣର ଡକାୟତ୍ତି ପୂର୍ବରୁ ମାଡି ବସିଲା ପୋଲିସ । ବଶିଷ୍ଟ ନଗର କ୍ୟାନେଲ ବନ୍ଧ ରୋଡ଼ରେ କରୁଥିଲେ […]

ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଗିରଫ

ପୁଣି ୨ କୋଟିର ବ୍ରାଉନସୁଗର ଜବତ କଲା ଏସଟିଏଫ୍, ୨ ଗିରଫ

Bartanews

ଭୁବନେଶ୍ବର: ଥମିବାର ନାଁ ନେଉ ନାହିଁ ବ୍ରାଉନସୁଗର କାରବାର। ହାତ ପାହାନ୍ତାରେ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ପୁଣି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି ଖେର୍ଦ୍ଧା କ୍ରାଇମ ବ୍ରାଞ୍ଚ ଏସଟିଏଫ୍ । ଜବତ ବ୍ରାଉନସୁଗରର ଆନୁମାନିକ ମୁଲ୍ୟ ୨ କୋଟି ହେବ ବୋଲି ଜଣାପଡ଼ିଛି। ଏଥିସହ ୨ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ । ଗିରଫଙ୍କ ମଧ୍ୟରୁ ଜଣେ ହତ୍ୟା ମାମଲାରେ ସଂପୃକ୍ତ ସୂଚନା ।

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡି ବସିଲା  STF: ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡି ବସିଲା STF: ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

Bartanews

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ଟାଙ୍ଗୀ ନିକଟସ୍ଥ ବ୍ରାହ୍ମଣ୍ଡି ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବଜ୍ରକାପ୍ତା ଚାଲାଣ କରାଯାଉଥିବା ନେଇ ଚଢାଉ କରିଥିଲା STF । ଏହି ଚଢାଉରେ ଏକ ଜୀବନ୍ତ ବଜ୍ର କାପ୍ତା ଉଦ୍ଧାର କରାଯାଇଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ୍। ଗିରଫ ଅଭିଯୁକ୍ତର ନାଁ ଜୟକ୍ରୁଷ୍ଣ ତରାଇ। ଘର ବାଲୁଗାଁ ଥାନା ଘିଅ ଖଲା ଘୁମୁସର ପଦର ବୋଲି ଜଣା ପଡିଛି । ଉଦ୍ଧାର ହୋଇଥିବା ଜୀବନ୍ତ ବଜ୍ରକାପ୍ତାର ଓଜନ ୯ […]

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରିବା ଘଟଣା, ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଦେଲେ ଦୌରା ଜଜ୍

ବାଘ ଛାଲ ଡିଲ ବେଳେ ଏସଟିଏଫର ଚଢ଼ାଉ, ଜଣେ ଗିରଫ

Bartanews

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ହଜ ଗାଁରେ ଏସଟିଏଫର ଚଢ଼ାଉ । ବାଘ ଛାଲ ଡିଲ ବେଳେ ଏସଟିଏଫ ଚଢ଼ାଉ କରିଛି । ଏହି ଚଢଉ ବେଳେ ଜଙ୍କିଆର ଉମେଶ ରଥଙ୍କୁ ଗିରଫ କରିଛ STF । ବନ୍ୟ ଜନ୍ତୁ ଆଇନ ଅଧୀନରେ STF କେସ ନମ୍ବର ୩୦ ରେ ମାମଲା ରୁଜୁ ହୋଇଛି।  ଡିଲ ସମ୍ପର୍କରେ ପୂର୍ବରୁ ସୂଚନା ପାଇଥିଲା ଟାସ୍କଫୋର୍ସ । ଯୋଜନା ଅନୁଯୟୀ ଛଦ୍ମ ବେଶରେ ଚଢ଼ାଉ କରିଥିଲେ STF ଅଧିକାରୀ । ସୂଚନା […]

ଜମିବାଡ଼ି ଟଙ୍କା ନେଣଦେଣକୁ ନେଇ ହତ୍ୟାକାଣ୍ଡ

ଜମିବାଡ଼ି ଟଙ୍କା ନେଣଦେଣକୁ ନେଇ ହତ୍ୟାକାଣ୍ଡ

Bartanews

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅଧିନ ନଈରୀ ଗ୍ରାମରେ ଜମିଜମା ବିବାଦକାୁ ନେଇ ହତ୍ୟାକାଣ୍ଡ ଘଟିଛି । ମୃତ ବ୍ଯକ୍ତଙ୍କ ହେଲେ ନଈରୀ ଗ୍ରାମର ସାରଥୀ ନାୟକ । ସୂଚନା ଅନୁଯାୟୀ, ସାରଥୀ ନାୟକ ନିଜର ଜମିବାଡ଼ି ଟଙ୍କା ଲେଣ ଦେଣକୁ ନେଇ ସେହି ଗ୍ରାମର କେଦାର ନାୟକଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ସାମାନ୍ୟ କଥାରୁ ଆରମ୍ଭ ହୋଇଥିବା କଳି ପରେ ଜଘନ୍ୟ ହତ୍ୟାକାଣ୍ଡର ରୂପ ନେଇଥିଲା। କେଦାର ନାୟକ ଉତ୍ୟକ୍ତ ହୋଇ […]

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତମଣ୍ଡୋ ଥାନା SI ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତମଣ୍ଡୋ ଥାନା SI ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ

Bartanews

ଭୁବନେଶ୍ୱର : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ତମଣ୍ଡୋ ଥାନା SI ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ । ଭୁବନେଶ୍ୱରର 3ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ । ପାଇକନଗରର ୪ତାଲା ବିଲଡିଂ, ନୟାଗଡ଼ ନଛିପୂରର ଏକ ମହଲା ଘର ସମେତ ତମଣ୍ଡୋ ଥାନାର SO ଅଫିସରେ ଏକକାଳିନ ରେଡ କରୁଛି ଭିଜିଲାନ୍ସ । ଏହି ରେଡରେ ସାମିଲ ଅଛନ୍ତି ୩ଜଣ ଡ଼ିଏସପି, ୧୧ଜଣ ଇନସିପେକ୍ଟର, 6ଜଣ ଏସ ଆଇ ।

123 Next