ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତମଣ୍ଡୋ ଥାନା SI ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ

Bartanews

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତମଣ୍ଡୋ ଥାନା SI ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ତମଣ୍ଡୋ ଥାନା SI ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ । ଭୁବନେଶ୍ୱରର 3ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ । ପାଇକନଗରର ୪ତାଲା ବିଲଡିଂ, ନୟାଗଡ଼ ନଛିପୂରର ଏକ ମହଲା ଘର ସମେତ ତମଣ୍ଡୋ ଥାନାର SO ଅଫିସରେ ଏକକାଳିନ ରେଡ କରୁଛି ଭିଜିଲାନ୍ସ । ଏହି ରେଡରେ ସାମିଲ ଅଛନ୍ତି ୩ଜଣ ଡ଼ିଏସପି, ୧୧ଜଣ ଇନସିପେକ୍ଟର, 6ଜଣ ଏସ ଆଇ ।

Leave a Comment