ବାଲେଶ୍ଵର

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ଯନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ଯନିର୍ବାହୀ ଯନ୍ତ୍ରୀ

Bartanews

ବାଲେଶ୍ୱର: ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ଯନିର୍ବାହୀ ଯନ୍ତ୍ରୀ । ବାଲେଶ୍ଵର କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ଵର ସ୍ଥିତ ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି। ସୂଚନା ଅନୁଯାୟୀ, ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ଵରସ୍ଥିତ ଅଫିସ, ରାୟଗଡା କସ୍ତୁରିନଗର ସ୍ଥିତ […]

ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଗିରଫ

ପୁଣି ଜବତ ହେଲା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ବ୍ରାଉନସୁଗର, ଜଣେ ଗିରଫ

Bartanews

ବାଲେଶ୍ୱର: ପୁଣି ଜବତ ହେଲା ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର। ବାଲେଶ୍ୱର ରେଲୱେ ପ୍ଲାଟଫର୍ମ ନିକଟରୁ ୧ କେଜି ଓଜନର ବ୍ରାଉନସୁଗର କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଜବତ କରିବା ସହ ଜଣକୁ ଗିରଫ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ସଟିଏଫ ଟିମ ଗିରଫ ଅଭିଯୁକ୍ତକୁ ଜେରା ପାଇଁ କଟକ ନେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଗତ ସୋମବାର ରାତି ଠାରୁ […]

ପାକିସ୍ତାନକୁ ତଥ୍ୟ ଦେଇ ଜଣେ ଗିରଫ, ହନିଟ୍ରାପ ଜରିଆରେ ତଥ୍ୟ ହାସଲ କରୁଥିଲେ ପାକିସ୍ତାନୀ ଏଜେଣ୍ଟ

ପାକିସ୍ତାନକୁ ତଥ୍ୟ ଦେଇ ଜଣେ ଗିରଫ, ହନିଟ୍ରାପ ଜରିଆରେ ତଥ୍ୟ ହାସଲ କରୁଥିଲେ ପାକିସ୍ତାନୀ ଏଜେଣ୍ଟ

Bartanews

ଭୁବନେଶ୍ବର: ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୁଲିସ। ଆଇଟିଆର ତଥ୍ୟ ଲିକ୍ ଅଭିଯୋଗରେ ଗିରଫ କରିଛି ବାଲେଶ୍ୱର ପୁଲିସ । ଏ ନେଇ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଏସପି ସାଗରିକା ନାଥ ପ୍ରସମିଟ୍ କରି ସୂଚନା ଦେଇଛନ୍ତି। ବାଲେଶ୍ୱର ପୁଲିସ ଏବଂ ସେଣ୍ଟରାଲ ଏଜେନ୍ସି ମିଳିତ ଭାବେ ତଦନ୍ତ କରି ଜଣକୁ ଗିରଫ କରିଛନ୍ତି । ପ୍ରେସମିଟରେ ଦିଆଯାଇଥିବା ସୂଚନା ଅନୁଯାୟୀ,  ଯାହାକୁ ଗିରଫ କରାଯାଇଛି ତା’ପାଖରେ ତଥ୍ୟ […]

ଲାଞ୍ଚୁଆ ପୁଲିସକୁ ମାଡ଼ିବସିଲା ଭିଜିଲାନ୍ସ: ଲାଞ୍ଚ ନେଇ ଧରାପଡ଼ିଲେ ଏଏସ୍‌ଆଇ ଓ ହୋମ୍‌ଗାର୍ଡ

ଲାଞ୍ଚୁଆ ପୁଲିସକୁ ମାଡ଼ିବସିଲା ଭିଜିଲାନ୍ସ: ଲାଞ୍ଚ ନେଇ ଧରାପଡ଼ିଲେ ଏଏସ୍‌ଆଇ ଓ ହୋମ୍‌ଗାର୍ଡ

Bartanews

ବାଲେଶ୍ବର: ଭିଜିଲାନ୍ସ ଜାଲରେ ଦୁଇ ପୁଲିସ କର୍ମଚାରୀ । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଏଏସଆଇ ଏବଂ ହୋମ୍‌ଗାର୍ଡଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଉଭୟ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନାରେ ଭିଜିଲାନ୍ସ ଚଢାଉ କରି ଥାନାର  ଏଏସଆଇ ରତିକାନ୍ତ ରାଉତ ଓ ହୋମଗାର୍ଡ ଶଶୀକାନ୍ତ ମହାପାତ୍ରଙ୍କୁ ଗିରଫ କରିଛି । ରେମୁଣା ମେଣ୍ଡ୍ରା ଗାଁର ଗୌରାଙ୍ଗ ମହାରଣାଙ୍କ ମେଟାଲ ଟ୍ରକ୍ ଛାଡ଼ିବା ପାଇଁ ଉଭୟ […]

ମଦ୍ୟପ ସ୍ବାମୀର ଉନ୍ମତ୍ତକାଣ୍ଡ: ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି କଲା ହତ୍ୟା

ମଦ୍ୟପ ସ୍ବାମୀର ଉନ୍ମତ୍ତକାଣ୍ଡ: ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି କଲା ହତ୍ୟା

Bartanews

ଜଳେଶ୍ଵର : ମଦ୍ୟପ ସ୍ୱାମୀର ଉନ୍ମତ୍ତକାଣ୍ଡ ।ମଦପିଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ବାମୀ। ଏଭଳି ଅଭାବନିୟ ଘଟଣା ଘଟିଛି ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଂଚାୟତ ଗହିରାବନ୍ଧ ଗ୍ରାମରେ। ଗତ କାଲି ବିଳମ୍ବିତ ରାତିରେ ଘରୋଇ କଳହକୁ ନେଇ ସ୍ତ୍ରୀ ମଞ୍ଜୁଲତାକୁ ସ୍ବାମୀ ଦୁର୍ଗା ମୁର୍ମୁ ଠେଙ୍ଗାରେ ପିଟି ପିଟି ପ୍ରଥମେ ହାତ ଗୋଡ଼ ଭାଙ୍ଗିଲା ପରେ ମାରିଦେଇଥିବା ଜଣାପଡିଛି। ଏକଥା ଜାଣିବା ପରେ ସ୍ଥାନୀୟ ଲୋକେ ସ୍ବାମୀକୁ ଦଉଡ଼ିରେ ବାନ୍ଧି ଦେଇଥିଲେ। […]

ଗାଈ ଚରାଳିଙ୍କୁ ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ

ଭଉଣୀ ଘରେ ଭାଇର ସନ୍ଦେହଜନକ ମୃତ୍ୟୁ

Bartanews

ସୋର: ଭଉଣୀ ଘରେ ଭାଇର ସନ୍ଦେହଜନକ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଭାଇ ପ୍ରଭାକର ପ୍ରଧାନଙ୍କର ଭଉଣୀ ଘରେ ସନ୍ଦେହଜନକ ମୃତଦେହ ପୁଲିସ ଉଦ୍ଧାର କରିଛି। ପୂର୍ବରୁ ଜମିବାଡ଼ି ବିବାଦ ଥିବାରୁ ହତ୍ୟା ଅଭିଯୋଗ କରିଛନ୍ତି ଭାଉଜ । ସୂଚନା ଅନୁଯାୟୀ, ପୌରପାଳିକା ନଛିପୁର ଗଞ୍ଜ ଗ୍ରାମର ପ୍ରଭାକର ପ୍ରଧାନ (୬୦)। ଗତ ମାର୍ଚ୍ଚ ୨୭ ତାରିଖ ମୁବାରକପୁ ଗ୍ରାମର ଭଉଣୀ ଖେତ୍ରମଣି ନାୟକଙ୍କ ଘରକୁ ଆସିଥିଲେ। ଆଜି ଅପରାହ୍ନରେ ତାଙ୍କର ମୃତଦେହ ଉଦ୍ଧାର କରିଛି ପୁଲିସ […]

ବାଲେଶ୍ଵରରେ ପୁଣି ରୋଷ୍ଟିଂ ମାମଲା, ସାଇବର ଥାନାରେ ଅଭିଯୋଗ କଲେ ମହିଳା

ବାଲେଶ୍ଵରରେ ପୁଣି ରୋଷ୍ଟିଂ ମାମଲା, ସାଇବର ଥାନାରେ ଅଭିଯୋଗ କଲେ ମହିଳା

Bartanews

ବାଲେଶ୍ୱର: ବାଲେଶ୍ୱରରେ ପୁଣି ରୋଷ୍ଟିଂ ମାମାଲାକୁ ନେଇ ମହିଳାଙ୍କ ଅଭିଯୋଗ। ସମ୍ପୃକ୍ତ ମହିଳାଙ୍କୁ ସୋସିଆଲ ମିଡ଼ିଆରେ ରୋଷ୍ଟିଂ କରାଯାଉଥିବା ଅଭିଯୋଗରେ ମହିଳା ଜଣକ ବାଲେଶ୍ଵର ସାଇବର ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ରେମୁଣା ଜାନୁଗଞ୍ଜ ଗୋଲାଇର ବାସିନ୍ଦା ଦେବାଶିଷ ମାସନ୍ତଙ୍କ ପତ୍ନୀ ଦିପ୍ତିରାଣି ବେହେରା(୨୫) ସୋସିଆଲ ମିଡିଆରେ ନିଜର ଛୋଟ ଛୋଟ ଭଡିଓ ପୋଷ୍ଟ କରିଥାନ୍ତି। ତାଙ୍କର ଭିଡିଓ ଇନଷ୍ଟୋଗ୍ରାମରୁ ନେଇ ମିଷ୍ଟର ଗଜପତି ନାମରେ ଜଣେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ରୋଷ୍ଟ କରୁଥିବା ଜଣାଯାଇଛି। […]

ପରୀକ୍ଷା ପୂର୍ବରୁ CGL ପ୍ରଶ୍ନପତ୍ର ଡିଲ ବେଳେ ପୁଲିସର ଚଢ଼ାଉ, ୧୦ ଦଲାଲ ଗିରଫ

ପରୀକ୍ଷା ପୂର୍ବରୁ CGL ପ୍ରଶ୍ନପତ୍ର ଡିଲ ବେଳେ ପୁଲିସର ଚଢ଼ାଉ, ୧୦ ଦଲାଲ ଗିରଫ

Bartanews

ବାଲେଶ୍ୱର: ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ଆୟୋଜିତ କମ୍ବାଇନ ଗ୍ରାଜୁଏଟ ଲେଭଲ ପ୍ରଶ୍ନପତ୍ର ଡିଲ ବେଳେ ଚଢ଼ାଉ। ସାଇବର ପୁଲିସ ଓ ତାଳସୀରରେ ମେରାଇନ ପୁଲିସର ୨୦ ଜଣିଆ ଟିମ ଦୀଘାର ଏକ ଘରୋଇ ହୋଟେଲରେ ଚଢାଉ କରିଥିଲା। ଚଢାଉ ବେଳେ ଜଣେ ମହିଳାଙ୍କ ସମେତ ୧୦ ଜଣ ଦଲାଲଙ୍କୁ ଅଟକ ରଖାଯାଇଛି। ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱର ଅଞ୍ଚଳରେ ବୋଲି ଜଣାପଡିଛି। ଖବର ଅନୁଯାୟୀ, ଦୀଘାର ଏକ ଘରୋଇ ହୋଟେଲରେ ୧୦ଲକ୍ଷ ଟଙ୍କାରେ ପ୍ରଶ୍ନ ପତ୍ର ବିକ୍ରି […]

ସାପ ବିଷ ରାକେଟ୍‌ର ପର୍ଦ୍ଦାଫାସ୍‌: ୨୬ ନାଗ ସାପ ଉଦ୍ଧାର, ୩ ଗିରଫ

ସାପ ବିଷ ରାକେଟ୍‌ର ପର୍ଦ୍ଦାଫାସ୍‌: ୨୬ ନାଗ ସାପ ଉଦ୍ଧାର, ୩ ଗିରଫ

Bartanews

ବାଲେଶ୍ୱର: ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୬ଟି ନାଗ ସାପ ।  ବାଲେଶ୍ୱର ବାଲିଆପାଳ ପଞ୍ଚୁପଳିରେ ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନର ମିଳିତ ଉଦ୍ୟମରେ ଚଢ଼ାଉ କରଯାଇ୨୬ଟି ନାଗ ସାପ ଉଦ୍ଧାର କରାଯାଇଛି। ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ନାଗ ସାପଙ୍କଠାରୁ ବିଷ ବାହାର କରାଯାଇ ଏହାକୁ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏହି ସବୁ ସାପକୁ ସଂଗ୍ରହ କରାଯାଉଥିଲା। ତେବେ ଏଥିରେ ଆଉ […]

ପୁଲିସ କବଜାରୁ ଅଭିଯୁକ୍ତକୁ ଛଡାଇନେଲେ ଦୁର୍ବୃତ୍ତ

ପୁଲିସ କବଜାରୁ ଅଭିଯୁକ୍ତକୁ ଛଡାଇନେଲେ ଦୁର୍ବୃତ୍ତ

Bartanews

ସୋର: ଅଭିଯୁକ୍ତକୁ ଛଡ଼ାଇ ପୋଲିସକୁ ଆକ୍ରମଣ କଲେ ଦୁର୍ବୃତ୍ତ। ସୋର ଥାନା ଅନନ୍ତପୁର ଫାଣ୍ଡି ପୁଲିସ ଘାଟ ଅଞ୍ଚଳରେ ଘଟିଯାଇଛି ଏପରି ଅଭାବନୀୟ ଘଟଣା। ପୁଲିସ ବାଲିଛନ୍ଦା ଘାଟରୁ ବଂଶୀଧର ମଲ୍ଲିକ ୱାରେଣ୍ଟିକୁ ଧରି ଅଟୋ ଯୋଗେ ଫେରିଲା ବେଳେ ଦୁର୍ବୃତ୍ତମାନେ ପୁଲିସକୁ ଆକ୍ରମଣ କରି ଅଭିଯୁକ୍ତକୁ ଛଡ଼ାଇ ନେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀଙ୍କ ହାତ ଭାଙ୍ଗିଥିବା ବେଳେ ସବ୍ ଇନ୍ସପକ୍ଟରଙ୍କ ମୋବାଇଲ ଛଡାଇ ନେଇଥିବା ସୂଚନା।

12 Next