ନବରଙ୍ଗପୁର

ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ

ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ

Bartanews

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ରିମାଣ୍ଡରେ ନେଲା ଭିଜିଲାନ୍ସ। ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ। ରିମାଣ୍ଡ ସମୟରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସମ୍ପର୍କରେ ଅଧିକ ଖୋଳତାଡ଼ କରିବ ଭିଜିଲାନ୍ସ। ପୂର୍ବରୁ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବାଧ୍ୟତାମୁଳକ ଅବସର ଦିଆଯାଇଥିଲା। ପ୍ରଶାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଟି […]

ଭଲ ପାଉଥିଲା, ସ୍ତ୍ରୀର ଅଧିକାର ମାଗିଲା ବୋଲି ମାରିଦେଲା ପ୍ରେମିକ, ପ୍ରମାଣ ନଷ୍ଟ କରିବାକୁ ୩୨ ଖଣ୍ଡ କରି ପୋତିଦେଲା

ଭଲ ପାଉଥିଲା, ସ୍ତ୍ରୀର ଅଧିକାର ମାଗିଲା ବୋଲି ମାରିଦେଲା ପ୍ରେମିକ, ପ୍ରମାଣ ନଷ୍ଟ କରିବାକୁ ୩୨ ଖଣ୍ଡ କରି ପୋତିଦେଲା

Bartanews

ଉମରକୋଟ : ନବରଙ୍ଗପୁର ଜିଲ୍ଲାରେ ଚାଞ୍ଚଲ୍ୟ। ଜଣେ ଯୁବତୀଙ୍କୁ ମାରିଦେବା ପରେ ପ୍ରମାଣ ନଷ୍ଟ କରିବାକୁ ୩୨ ଖଣ୍ଡ କରି କାଟି ପୋତିଦେଇଛି ଅଭିଯୁକ୍ତ। ଏପରି ଏକ ଅଭାବନୀୟ ଘଟଣା ଘଟିଛି । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ । ମାଟି ତଳେ ଯୁବତୀଙ୍କ ମୃତଦେହ ଠାବ ହେବା ପରେ ପୁଲିସ ଜୋରଦାର ତଦନ୍ତ ଚଳାଇଛି । ଏହି ଘଟଣା ରେ ସମ୍ପୂର୍କ୍ତି ଥିବା ସନ୍ଦେହରେ ମୁରମଡିହି ଗ୍ରାମର ଚନ୍ଦ୍ର ରାଉତ ଓ ତାଙ୍କ ପତ୍ନୀଙ୍କୁ […]

ବିବାହ ପାଇଁ ଜିଦ୍‌ ଧରିବାରୁ ପ୍ରେମିକାକୁ ୩୧ ଖଣ୍ଡ ଘଟଣା, ଦମ୍ପତିଙ୍କୁ ଗିରଫ ପୁଲିସ

ବିବାହ ପାଇଁ ଜିଦ୍‌ ଧରିବାରୁ ପ୍ରେମିକାକୁ ୩୧ ଖଣ୍ଡ ଘଟଣା, ଦମ୍ପତିଙ୍କୁ ଗିରଫ ପୁଲିସ

Bartanews

ରାଇଘର: ବିବାହ ପାଇଁ ଜିଦ୍‌ କରିବାରୁ ପତ୍ନୀ ସହ ମିଶି ପ୍ରେମିକାକୁ ୩୧ ଖଣ୍ଡ ହାଣି ପୋତି ଦେଇଥିଲା ପ୍ରେମିକ। ଏଭଳି ଏକ ବୀଭତ୍ସ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ଗୋନା ପଞ୍ଚାୟତର ମୁରୁମଡିହ ଗ୍ରାମରେ। ଶନିବାର କିଛି ଗ୍ରାମବାସୀ ସ୍ଥାନୀୟ ମୁରମଡ଼ିହି ଜଙ୍ଗଲ‌ରେ ମାଟି ତଳୁ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ଗତ ଗୁରୁବାର ଏହି ଆପରାଧିକ ଘଟଣା ଘଟିଥିବା କୁହାଯାଉଛି। ରାଇଘର […]