କେନ୍ଦୁଝର

ଲାଞ୍ଚ ନେବା ବେଳେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀକୁ ମାଡିବସିଲା ଭିଜିଲାନ୍ସ

ଲାଞ୍ଚ ନେବା ବେଳେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀକୁ ମାଡିବସିଲା ଭିଜିଲାନ୍ସ

Bartanews

ଚମ୍ପୁଆ/ କେନ୍ଦୁଝର: ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର କୁମାର ସେଠୀ ଛୁଟି ଦରମା କରାଇଦେବା ପାଇଁ ଜଣେ ପଶୁ ଡାକ୍ତରଙ୍କ ଠାରୁ ୧୦ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସୂଚନା ଅନୁଯାୟୀ, ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର ସେଠୀ ଯୋଡ଼ାର ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ଶୁଭାଶିଷ ମହାପାତ୍ରଙ୍କର ୨୦୨୨ ଜାନୁଆରୀ ୧୭ ଠାରୁ […]

୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଘଟଗାଁ ତହସିଲର କନିଷ୍ଟ କିରାଣୀ

୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଘଟଗାଁ ତହସିଲର କନିଷ୍ଟ କିରାଣୀ

Bartanews

ଘଟଗାଁ: କେନ୍ଦୁଝର ଜିଲ୍ଲାରେ ଘଟଗାଁ ତହସିଲରେ କାର୍ଯ୍ୟରତ କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା ବନମାଳୀ ପଲେଇ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ମାଡି ବସିଛି। ବାଲେଶ୍ଵର ଭିଜିଲାନ୍ସ ଏସପି ଙ୍କ ନିର୍ଦେଶ କ୍ରମେ କେନ୍ଦୁଝର ଏବଂ ବାକେଶ୍ୱର ଭିଜିଲାନ୍ସର ଟିମ ଏଥିରେ ସାମିଲ ହୋଇଥିବା ବେଳେ ତାଙ୍କର ଅଫିସ ସମେତ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ମିଳିଛି।

ଯୋଡ଼ାରେ ଡକାୟତି: ୩ ରାଉଣ୍ଡ ଗୁଳି ଚାଳନା, ଜଣେ ଗୁରୁତର

ଯୋଡ଼ାରେ ଡକାୟତି: ୩ ରାଉଣ୍ଡ ଗୁଳି ଚାଳନା, ଜଣେ ଗୁରୁତର

Bartanews

କେନ୍ଦୁଝର/ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଦେଓଝର ପଞ୍ଚାୟ ସିଆଳିଯୋଡା ବଜାରରେ କେତେ ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ଡକାୟତି କରିଥିବା ଖବର ମିଳିଛି। ସେମାନେ ଏକ ଝାଡଖଣ୍ଡ ନମ୍ବର ଥିବା ଆପାଚି ବାଇକ (ଜେଏଚ୍୧୦ବିଏକ୍ସ ୨୩୬୦) ରେ ଆସି ଶନିବାର ସନ୍ଧ୍ୟାରେ ଏସବିଆଇର ମିନି ଏଟିଏମରୁ ଉଠାଇଥିବା ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଏବଂ ଏହି କେନ୍ଦ୍ରର ପରିଚାଳିକା କମଳିନି ମହାନ୍ତଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଡ୍ରରେ ଥିବା ଲକ୍ଷାଧିକ ଟଙ୍କା […]