୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଘଟଗାଁ ତହସିଲର କନିଷ୍ଟ କିରାଣୀ

Bartanews

୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଘଟଗାଁ ତହସିଲର କନିଷ୍ଟ କିରାଣୀ

ଘଟଗାଁ: କେନ୍ଦୁଝର ଜିଲ୍ଲାରେ ଘଟଗାଁ ତହସିଲରେ କାର୍ଯ୍ୟରତ କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା ବନମାଳୀ ପଲେଇ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ମାଡି ବସିଛି। ବାଲେଶ୍ଵର ଭିଜିଲାନ୍ସ ଏସପି ଙ୍କ ନିର୍ଦେଶ କ୍ରମେ କେନ୍ଦୁଝର ଏବଂ ବାକେଶ୍ୱର ଭିଜିଲାନ୍ସର ଟିମ ଏଥିରେ ସାମିଲ ହୋଇଥିବା ବେଳେ ତାଙ୍କର ଅଫିସ ସମେତ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ମିଳିଛି।

Leave a Comment