ସୁନ୍ଦରଗଡ

ପାନପୋଷ ମାର୍କେଟ କମ୍ପ୍ଲେକ୍ସ: ଆବଣ୍ଟନ ପରେ ଖୋଲିବାକୁ ଦିଆଯାଉନି!

ପାନପୋଷ ମାର୍କେଟ କମ୍ପ୍ଲେକ୍ସ: ଆବଣ୍ଟନ ପରେ ଖୋଲିବାକୁ ଦିଆଯାଉନି!

Bartanews

ରାଉରକେଲା: ଦୋକାନ ଆବଣ୍ଟନ ସରିଲା। ବ୍ୟବସାୟୀଙ୍କୁ ଚାବିକାଠି ଦିଆଗଲା। ହେଲେ ଆଜି ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଦିଆଯାଉନି। ଦୋକାନ ପାଇଥିବା ବ୍ୟବସାୟୀମାନେ ଥରେ କି ଦୁଇ ଥର ନୁହେଁ ଅନେକବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଏଯାଏଁ ଆର୍‌ଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଦୋକାନ ପାଇଥିବା ପ୍ରାୟ ୧୫୦ ବ୍ୟବସାୟୀ ଚିନ୍ତା‌ରେ ପଡ଼ିଛି। ୪ ବର୍ଷ ଅପେକ୍ଷା କରିବା ପରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେଲା। ବହୁ ବାଦବିବାଦ ମଧ୍ୟରେ […]

ସୁନ୍ଦରଗଡ଼ ପୋକ୍ସୋ କୋର୍ଟର ଐତିହାସିକ ରାୟ, ନାବାଳିକା ଦୁଷ୍କର୍ମକାରୀକୁ ଦେଲେ ଫାଶୀ ଦଣ୍ଡାଦେଶ

ସୁନ୍ଦରଗଡ଼ ପୋକ୍ସୋ କୋର୍ଟର ଐତିହାସିକ ରାୟ, ନାବାଳିକା ଦୁଷ୍କର୍ମକାରୀକୁ ଦେଲେ ଫାଶୀ ଦଣ୍ଡାଦେଶ

Bartanews

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୋକ୍ସୋ କୋର୍ଟର ଐତିହାସିକ ରାୟ । ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୧୬ ମସିହା ଅକ୍ଟୋବର ମାସର ସୁନ୍ଦରଗଡ଼ ଟାଉନ ଥାନା ଅଞ୍ଚଳର ଜଣେ ୪ ବର୍ଷୀୟ ଶିଶୁ କନ୍ୟାକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଜା ଶୁଣାଇଛନ୍ତି ପୋକ୍ସୋ କୋର୍ଟ ଜଜ ମହେନ୍ଦ୍ର କୁମାର ସୂତ୍ରଧାର। ସୂଚନା ଅନୁଯାୟୀ, ଶିଶୁ କନ୍ୟାଟି ମାଆ ସହିତ ଶୋଇଥିବା ବେଳେ ଅଭିଯୁକ୍ତ […]

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

Bartanews

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ।  ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଅଭିଯୁକ୍ତ ହେଲେ ଟାଙ୍ଗରପାଲି ତହସିଲର ତସଲାଡିହି ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ। ସୂଚନା ଅନୁଯାୟୀ, ଟାଙ୍ଗରପାଲି ତହସିଲର ତସଲାଡିହି ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ ଜଣେ ବ୍ୟକ୍ତିଙ୍କୁ ଚାଷଜମିକୁ ବାସୋପଯୋଗୀ ଜମିରେ ରୂପାନ୍ତରିତ କରିବା ନେଇ ରିପୋର୍ଟ ଦେବା ଲାଗି ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ଅଭିଯୋଗକାରୀ ଏନେଇ ଅକ୍ଷମତା ପ୍ରକାଶ କରିଥିଲେ। ଅଭିଯୋଗକାରୀ ଭିଜିଲାନ୍ସର […]

ବାପାଙ୍କ ସ୍ବପ୍ନ ସାକାର ଲକ୍ଷ୍ୟରେ ଜ୍ୟୋତି: ପ୍ରଥମ ଅଣଅନୁସୂଚିତ ବର୍ଗର ଅନ୍ତର୍ଜାତୀୟ ହକି ଖେଳାଳି

ବାପାଙ୍କ ସ୍ବପ୍ନ ସାକାର ଲକ୍ଷ୍ୟରେ ଜ୍ୟୋତି: ପ୍ରଥମ ଅଣଅନୁସୂଚିତ ବର୍ଗର ଅନ୍ତର୍ଜାତୀୟ ହକି ଖେଳାଳି

Bartanews

ରାଉରକେଲା: ଦଶମ କନିଷ୍ଠ ମହିଳା ହକି ବିଶ୍ବକପ୍‌ ଚିଲିର ସାଣ୍ଟିଆଗୋରେ ଚାଲିଛି। ଏଥିରେ ପ୍ରତିନିଧିତ୍ବ କରିଥିବା ୧୮ ଜଣିଆ ଭାରତୀୟ ଦଳରେ ଓଡ଼ିଶାରୁ ପାଞ୍ଚଜଣ ଖେଳାଳି ସ୍ଥାନ ପାଇଛନ୍ତି। ଓଡ଼ିଶାର ହକି ଖେଳାଳିଙ୍କ ସଂପର୍କରେ ଏକ ସାଧାରଣ ଧାରଣା ଯେ ସମସ୍ତ ଖେଳାଳି ସୁନ୍ଦରଗଡ଼ ଜିଲ୍ଲାର ଓ ଆଦିବାସୀ ସଂପ୍ରଦାୟର ହୋଇଥିବେ। ହେଲେ ଏଥିରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସମସ୍ତ ଖେଳାଳି ସୁନ୍ଦରଗଡ଼ ଜିଲ୍ଲାର ହୋଇଥିଲେ ବି ସମସ୍ତେ ଆଦିବାସୀ ନୁହନ୍ତି। ଏହି ଦଳରେ ପ୍ରତିନିଧିତ୍ବ […]

ଯନ୍ତ୍ରଣା ଦେଉଛି ୧୪୩ ନମ୍ବର ଜାତୀୟ ରାଜପଥ; ୬ ବର୍ଷ ପରେ ବି ୩୦% କାମ ବାକି, ବଢ଼ୁଛି ଦୁର୍ଘଟଣା ଓ ପ୍ରଦୂଷଣ

ଯନ୍ତ୍ରଣା ଦେଉଛି ୧୪୩ ନମ୍ବର ଜାତୀୟ ରାଜପଥ; ୬ ବର୍ଷ ପରେ ବି ୩୦% କାମ ବାକି, ବଢ଼ୁଛି ଦୁର୍ଘଟଣା ଓ ପ୍ରଦୂଷଣ

Bartanews

ରାଉରକେଲା:୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁରରୁ ବାରକୋଟ ପର୍ଯ୍ୟନ୍ତ କାମ କାମ ଶେଷ ହେବାର ନାଁ ନଉନି। ୬ ବର୍ଷ ବିତିଯାଇଥିଲେ ହେଁ, କାମ କଚ୍ଛପ ଗତିରେ ଚାଲିଛି। ଏକାଧିକ ଠିକାସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ତଥାପି ସମ୍ପ୍ରସାରଣ କାମର ଅଗ୍ରଗତି ହେଉନି। ବିଭାଗୀୟ ଅଧିକାରୀ ବିଭିନ୍ନ ଆଳ ଦେଖାଇ କେବଳ ଅବଧି ବଢ଼ାଇ ଚାଲିଛନ୍ତି। ଅଦ୍ୟାବଧି ବଣାଇ ନରେନ୍ଦ୍ର ଛକରୁ କେନ୍ଦୁଝର ଜିଲ୍ଲାର ‌ବାରକୋଟ ପର୍ଯ୍ୟନ୍ତ ପ୍ରାୟ ୩୦% କାମ ବାକିପଡ଼ିଛି। ପୂର୍ବରୁ ଏହି କାମ ଗାୟତ୍ରୀ […]

ଘଣ୍ଟାପଡ଼ା ଜିଆର୍‌ଏସ୍‌ଙ୍କୁ ୩ବର୍ଷ ଜେଲ

କାଠଫାଳିଆରେ ଜେଜେଙ୍କୁ ହତ୍ୟା, ନାତିକୁ ଆଜୀବନ

Bartanews

ସୁନ୍ଦରଗଡ଼: ୨୦୧୬‌ରେ କାଠଫାଳିଆରେ ଜେଜେଙ୍କୁ ହତ୍ୟା କରିଥିବା ନାତି ଲେଫ୍ରିପଡ଼ା ଥାନା ସିପୋକଛାର ଗାଁର ପଦ୍ମଲୋଚନ ପ୍ରଧାନ (୩୨)କୁ ସୋମବାର ସୁନ୍ଦରଗଡ଼ ଅତିରିକ୍ତ ଦୌରା ଜଜ୍ ‌ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ସହ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟରେ ଜେଲ୍‌ ଦଣ୍ଡ ୩ ମାସ ବୃଦ୍ଧି କରିବାକୁ ରାୟରେ କୋର୍ଟ ଉଲ୍ଲେଖ କରିଛନ୍ତି। ମାମଲାରୁ ଜଣାଯାଇଛି ଯେ, ଲୋମହର୍ଷକ ହତ୍ୟାକାଣ୍ଡଟି ଘଟିଥିଲା ୨୦୧୬ ଏପ୍ରିଲ ୨ ତାରିଖରେ। ସିପୋକଛାର ଗାଁର […]

ଟିସିଆଇ ଛକରେ ଦୋକାନ ଉଚ୍ଛେଦର ପ୍ରତିବାଦ; ଥଇଥାନ ଦାବିରେ ଏଡ଼ିଏମ୍‌ ଅଫିସ୍‌ ଘେରାଉ

ଟିସିଆଇ ଛକରେ ଦୋକାନ ଉଚ୍ଛେଦର ପ୍ରତିବାଦ; ଥଇଥାନ ଦାବିରେ ଏଡ଼ିଏମ୍‌ ଅଫିସ୍‌ ଘେରାଉ

Bartanews

ରାଉରକେଲା: ବେଦବ୍ୟାସ ଟିସିଆଇ ସ’ମିଲ୍‌ ଛକଠାରୁ ସେକ୍ଟର- ବି, ଆର୍‌ଆଇଟି କଲେଜ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ବରେ ଦୋକାନ ଉଚ୍ଛେଦକୁ କଡ଼ା ବିରୋଧ କରାଯାଇଛି। ଥଇଥାନ ଦାବିରେ ପ୍ରାୟ ୧୨୦ ଦୋକାନୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିଥିଲେ। ଉଚ୍ଛେଦ ପୂର୍ବରୁ ଉପଯୁକ୍ତ ସ୍ଥାନରେ ଥଇଥାନ କରିବାକୁ ଦାବି କରିଥିଲେ। ଯେ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଥଇଥାନ ପ୍ରତିଶ୍ରୁତି ନ ମିଳିଛି ସେ ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖିବାକୁ ବ୍ୟବସାୟୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। […]

ଦୋକାନରୁ ଲୁଟିନେଲେ ୨୨ ଲକ୍ଷର ମୋବାଇଲ; ସିସି କ୍ୟାମେରାରେ ୨ ଚୋର କଏଦ

ଦୋକାନରୁ ଲୁଟିନେଲେ ୨୨ ଲକ୍ଷର ମୋବାଇଲ; ସିସି କ୍ୟାମେରାରେ ୨ ଚୋର କଏଦ

Bartanews

ରାଉରକେଲା: କୋଏଲନଗର ଝିରପାଣି ମାର୍କେଟସ୍ଥ ଏକ ମୋବାଇଲ ଦୋକାନରୁ ବଡଧରଣର ଚୋରି ହୋଇଛି। ଦୁଇ ଚୋର ଭେଣ୍ଟିଲେଟର ଭାଙ୍ଗି ଦୋକାନରୁ ୧୦ଟି କି ୨୦ ଟି ମୋବାଇଲ ନୁ‌ହେଁ ନାମୀଦାମୀ କମ୍ପାନିର ୯୭ଟି ମୋବାଇଲ ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଦୁଇ ଚୋରଙ୍କ ଚୋରିର ଦୃଶ୍ୟ ଦୋକାନରେ ଲାଗିଥିବା ସିସି କ୍ୟାମେରାରେ କଏଦ ହୋଇଛି। ରାତି ପ୍ରାୟ ୧ ଟାରୁ ୨ଟା ପର୍ଯ୍ୟନ୍ତ ଦୁଇ ଚୋର ଦୋକାନ ଭିତରେ ରହିଥିଲେ। ଏତେ ସମୟ ଚୋରି କରିଥିଲେ ହେଁ, […]

ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର

ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର

Bartanews

ବିଶ୍ରା: ରବିବାର ବିଳମ୍ବିତ ରାତିରେ ଓଡ଼ିଶା ସୀମାବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ସନୁଆ ଅଞ୍ଚଳରେ ସିପିଆଇ ମାଓବାଦୀଙ୍କ ଦ୍ଵାରା ବ୍ୟାନର ଏବଂ ପୋଷ୍ଟର ଲଗା ଯାଇଛି। ଏହି ଘଟଣା ପରେ ସୋମବାର ସକାଳେ ଝାଡ଼ଖଣ୍ଡ ସମେତ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ନକ୍ସଲମାନେ ରବିବାର ରାତିରେ ସୋନୁଆ-ଲୋଞ୍ଜୋ ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ବ୍ୟାନର ଏବଂ ପୋଷ୍ଟର ଲଗାଇଥିଲେ। ଉଲ୍ଲେଖନୀୟ ଯେ ୨ ରୁ ୮ ଡିସେମ୍ବର ମଧ୍ୟରେ […]