କନ୍ଧମାଳ

ରାଜଧାନୀରେ ଦୁଇଟି ଆତ୍ମହତ୍ୟା ଘଟଣା, ପୁଲିସର ତଦନ୍ତ ଆରମ୍ଭ

କାର୍ଯ୍ଯରତ ମହିଳା ଏସ.ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Bartanews

ଫୁଲବାଣୀ: ଜି ଉଦୟଗିରି ଥାନାରେ କାର୍ଯ୍ଯରତ ମହିଳା ଏସ.ଆଇ ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସରକାରୀ ବାସଭବନରୁ ଜି ଉଦୟଗିରି ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ଏ ନେଇ ଥାନା ଅଧିକାରୀ କିମ୍ବା ଅନ୍ୟ କୌଣସି ପଦାଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସ୍ୱାଗତିକାଙ୍କ ପରିବାର ଲୋକ ଆସି ଘଟଣାସ୍ଥଳରେ ପହଞ୍ଚିବା ପରେ ଶବବ୍ୟବଚ୍ଛେଦ କରାଯିବ। ପରେ ପରିବାର ସଦସ୍ୟଙ୍କୁ ତାଙ୍କ ମୃତଦେହ ହସ୍ତାନ୍ତର […]

କନ୍ଧମାଳରେ ପୁଣି ଲଜ୍ଜା: ମାନସିକ ବିକଳାଙ୍ଗ ମହିଳାଙ୍କୁ ଟେକିନେଇ ଦୁଷ୍କର୍ମ କରି ଫିଙ୍ଗିଦେଲେ ଦୁର୍ବୃତ୍ତ

କନ୍ଧମାଳରେ ପୁଣି ଲଜ୍ଜା: ମାନସିକ ବିକଳାଙ୍ଗ ମହିଳାଙ୍କୁ ଟେକିନେଇ ଦୁଷ୍କର୍ମ କରି ଫିଙ୍ଗିଦେଲେ ଦୁର୍ବୃତ୍ତ

Bartanews

ରାଇକିଆ: କନ୍ଧମାଳରେ ପୁଣି ଲଜ୍ଜା। ଜଣେ ସାମାନ୍ୟ ମସ୍ତିସ୍କ ବିକଳାଙ୍ଗ ବିବାହିତା ମହିଳାଙ୍କୁ ଟେକିନେଇ ଦୁଷ୍କର୍ମ କରିଛନ୍ତି ଅଜ୍ଞାତ ଦୁର୍ବୃତ୍ତ। ତା’ପରେ ରାସ୍ତାକଡ଼େ ଅଚେତ ଅବସ୍ଥାରେ ଫିଙ୍ଗି ଚାଲି ଯାଇଛନ୍ତି। ଘୁ.ଉଦୟଗିରି ଥାନା କଳିଙ୍ଗା ଘାଟିର ଅନ୍ଧାରକୋଟ ମନ୍ଦିର ନିକଟରେ ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି। ମୁମୂର୍ଷୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଏ ନେଇ ପୀଡ଼ତାଙ୍କ ସ୍ବାମୀ ଘୁ.ଉଦୟଗିରି ଥାନାରେ ଏତଲା ଦେଇଛନ୍ତି। ପୁଲିସ କେସ୍‌ ନଂ ୧୩୯/୨୨ ରେ ଏକ ମାମଲା ରୁଜୁ […]

ନାବାଳିକା ଅପହରଣ ମାମଲାରେ ୪ ଗିରଫ

ନାବାଳିକା ଅପହରଣ ମାମଲାରେ ୪ ଗିରଫ

Bartanews

ଫୁଲବାଣୀ: ଜନୈକା ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ଗୋଚ୍ଛାପଡା ପୁଲିସ ୪ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବାଲିଗୁଡା ଥାନା ସିକେଲ ଗ୍ରାମର ଦାମ ମଲିକ, ପ୍ରଫୁଲ୍ଲ ମଲିକ ରବି ମଲିକ ଓ ସହଦେବ ମଲିକ । ସୂଚନା ଅନୁସାରେ, ଗୋଚ୍ଛାପଡା ଥାନା ଅଞ୍ଚଳର ନାବାଳିକା ଜଣକ ବୁଧବାର ଅପରାହ୍ନରେ ନିଜ ମାଙ୍କ ସହିତ କୌଣସି କାମରେ ଯାଉଥିବା ବେଳେ ପାହିରାଜୁ ଛକ ନିକଟରେ ୪ ଜଣ ଯୁବକ ଆସି ତାଙ୍କୁ […]

ଘଣ୍ଟାପଡ଼ା ଜିଆର୍‌ଏସ୍‌ଙ୍କୁ ୩ବର୍ଷ ଜେଲ

ଘଣ୍ଟାପଡ଼ା ଜିଆର୍‌ଏସ୍‌ଙ୍କୁ ୩ବର୍ଷ ଜେଲ

Bartanews

କଣ୍ଟାମାଳ: ଫୁଲବାଣୀ ଭିଜିଲାନ୍ସ କୋର୍ଟ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ାର ପୂର୍ବତନ ଜିଆରଏସ ପାଣ୍ଡବ ମହଲାଙ୍କୁ ଆଜି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାନୁସାରେ ୨୦୧୯ ମସିହାରେ ଘଣ୍ଟାପଡ଼ା ପଞ୍ଚାୟତର ତତ୍କାଳୀନ ଜିଆର୍‌ଏସ୍‌ ପାଣ୍ଡବ ମହଲା ଇନ୍ଦିରା ଆବାସ ଘର ଯୋଗାଇ ଦେବାକୁ ଜଣେ ହିତାଧିକାରୀଙ୍କୁ ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସଂପର୍କରେ ସଂପୃକ୍ତ ହିତାଧୀକାରୀ ବୌଦ୍ଧ ଭିଜିଲାନ୍ସ ଡିଏସ୍‌ପି ଏବଂ ଫୁଲବାଣୀ ଏସ୍‌ପିଙ୍କୁ ଜଣାଇଥିଲେ। ଯୋଜନା ମୁତାବକ ୨୧.୧୦.୨୦୧୯ ଦିନ ସଂପୃକ୍ତ […]