ମାଲକାନଗିରି

ଗାଈ ଚରାଳିଙ୍କୁ ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ

ଶ୍ବଶୁର ଘର ଗାଁରୁ କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Bartanews

ମାଲକାନଗିରି: ଜିଲ୍ଲା ପୁଲିସ ବିଭାଗରେ କାର୍ଯ୍ଯରତ କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁଶାନ୍ତ ହାଲଦାର । ପୋଲିସ ROରେ କାର୍ଯ୍ଯରତ ଥିଲେ ସୁଶାନ୍ତ । ସଦର ମହକୁମା MV ୪୨ରେ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ମାଲକାନଗିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କନେଷ୍ଟବଳ ସୁଶାନ୍ତଙ୍କ ନିଜ ଘର ଉମରକୋଟ ହୋଇଥିବା ବେଳେ MV ୪୨ରେ ବିବାହ କରିବା ସହ ରହିଆସୁଥିଲେ। ସୁଶାନ୍ତ କାହିଁକି […]

ଭିଜିଲାନ୍ସ ଜାଲରେ ମୋଟୁ ସର୍କଲର ଆରଆଇ, ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ମୋଟୁ ସର୍କଲର ଆରଆଇ, ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ

Bartanews

ମାଲକାନାଗିରି: ଭିଜିଲାନ୍ସ ଜାଲରେ ଆରଆଇ ଅଫିସର । ମାଲକାନଗିରି ଜିଲ୍ଲା ମୋଟୁ ତହସିଲର ମୋଟୁ ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ସୂରଜଚନ୍ଦ୍ର ବଳଙ୍କୁ ଭିଜିଲାନ୍ସ ଗିରଫ କରିଛି।  ଏକ ଜବରଦଖଲ ମାମଲାରେ ନୋଟିସ୍ ଜାରି କରିବା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୂରଜଚନ୍ଦ୍ର ବଳ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଗିରଫ ଆରଆଇଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା […]