ଶ୍ବଶୁର ଘର ଗାଁରୁ କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Bartanews

ଗାଈ ଚରାଳିଙ୍କୁ ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ

ମାଲକାନଗିରି: ଜିଲ୍ଲା ପୁଲିସ ବିଭାଗରେ କାର୍ଯ୍ଯରତ କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁଶାନ୍ତ ହାଲଦାର । ପୋଲିସ ROରେ କାର୍ଯ୍ଯରତ ଥିଲେ ସୁଶାନ୍ତ । ସଦର ମହକୁମା MV ୪୨ରେ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ମାଲକାନଗିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କନେଷ୍ଟବଳ ସୁଶାନ୍ତଙ୍କ ନିଜ ଘର ଉମରକୋଟ ହୋଇଥିବା ବେଳେ MV ୪୨ରେ ବିବାହ କରିବା ସହ ରହିଆସୁଥିଲେ। ସୁଶାନ୍ତ କାହିଁକି ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Comment