ଗଜପତି

ଥାନାରେ ପଶି ପୁଲିସକୁ ମାଡମାରିଲେ ଗାଁ ଲୋକେ, ମିଥ୍ୟା ଗଞ୍ଜେଇ କେସରେ ପୁଲିସ ଗରିଫ କରିଥିବା ଅଭିଯୋଗ

ଥାନାରେ ପଶି ପୁଲିସକୁ ମାଡମାରିଲେ ଗାଁ ଲୋକେ, ମିଥ୍ୟା ଗଞ୍ଜେଇ କେସରେ ପୁଲିସ ଗରିଫ କରିଥିବା ଅଭିଯୋଗ

Bartanews

ମୋହନା: ଥାନାରେ ପଶି ପୁଲିସ୍‌କୁ ଆକ୍ରମଣ । ଅଡ଼ବା ଥାନାରେ ପଶି ପୁଲିସକୁ ମାଡମାରିଲେ ଧରଣପୁର ଗାଁଲୋକେ । ଗିରଫ ପ୍ରତିବାଦରେ ମାଡ଼ ମାରିଥିବା ସୂଚନା । ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଥିଲା ପୁଲିସ । ମିଥ୍ୟା ଗଞ୍ଜେଇ କେସରେ ଛନ୍ଦି ନିରୀହ ଆଦିବାସୀଙ୍କୁ ପୁଲିସ ଗିରଫ କରିଥିବା ଲୋକଙ୍କ ଅଭିଯୋଗ । ରାତିଅଧିଆ ଚଢ଼ାଉ କରି ପୁଲିସ୍ ଜଣଙ୍କୁ ଘରୁ ଉଠାଇ ନେବା ପ୍ରତିବାଦରେ ଥାନା ଘେରାଉ କରିଥିଲେ । ପରେ  ଲୋକେ […]

ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀର ଗଣ୍ଡି ଓ ମୁଣ୍ଡ ଅଲଗା କଲା ନୃଶଂସ ସ୍ବାମୀ

ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀର ଗଣ୍ଡି ଓ ମୁଣ୍ଡ ଅଲଗା କଲା ନୃଶଂସ ସ୍ବାମୀ

Bartanews

ଗଜପତି: ପାରିବାରିକ କଳହରୁ ଭୟଙ୍କର ସ୍ଥିତି। ଗଜପତି କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡଭା ପଞ୍ଚାୟତ ସାରା ଗ୍ରାମରେ ସ୍ତ୍ରୀ ଉର୍ମିଳା କାର୍ଜୀଙ୍କୁ ଗଳାକାଟି ହତ୍ୟା କରିଛି ସ୍ବାମୀ ଚନ୍ଦ୍ରଶେଖର କାର୍ଜୀ। ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆଜି ସକାଳେ ଦୁହେଁ ବିଲକୁ ଯାଇଥିଲେ। ଜମିବାଡ଼ି ଘଟଣାକୁ ନେଇ ସ୍ତ୍ରୀ ସହ ଚନ୍ଦ୍ରଶେଖରର ବଚସା ହୋଇଥିଲା। ତାପରେ ଉତକ୍ଷିପ୍ତ ହୋଇ ସେ ଏଭଳି କାଣ୍ଡ ଭିଆଇଥିବା ଜଣାଯାଇଛି। ନିଜ ବିଲରେ ସ୍ତ୍ରୀର […]