ବିଶେଷ

ଆଣ୍ଡ୍ରଏଡ୍‌ ଫୋନ୍‌ ଚୋରାଇବାର କିଛି କ୍ଷଣ ମଧ୍ୟରେ ଫେରାଇଦେଲା ଚୋର, କାରଣ ଜାଣିଲେ ହସି ହସି ଗଡ଼ିଯିବେ

ଆଣ୍ଡ୍ରଏଡ୍‌ ଫୋନ୍‌ ଚୋରାଇବାର କିଛି କ୍ଷଣ ମଧ୍ୟରେ ଫେରାଇଦେଲା ଚୋର, କାରଣ ଜାଣିଲେ ହସି ହସି ଗଡ଼ିଯିବେ

Bartanews

ନୂଆଦିଲ୍ଲୀ: ଚୋର କେବେ ଚୋରି କରି ନେଇଥିବା କୌଣସି ଜିନିଷକୁ ଫେରସ୍ତ କରିଥିବାର ଶୁଣିଛନ୍ତି? ହଁ ଶୁଣିଥିବେ ନିଶ୍ଚୟ, ପୂର୍ବରୁ ବିଭିନ୍ନ କାରଣକୁ ନେଇ ଚୋର ଚୋରି କରିବା ପରେ ଜିନିଷ ଫେରାଇ ଦେବା ପରି ମମଲା ଆମ ସାମ୍ନାକୁ ଆସିଛି। ହେଲେ ଏଥର ଯାହା ଘଟିଛି, ତାହା ଏକଦମ ନିଆରା। ଜଣେ ଚୋର ଚୋରି ହୋଇଥିବା ଫୋନକୁ ଦେଖିବା ପରେ ତାହାକୁ ଫୋନ୍‌ର ମାଲିକଙ୍କୁ ଫେରସ୍ତ କରି ଦେଇଛନ୍ତି। ତାହାର କାରଣ କ’ଣ ଜାଣନ୍ତି? ତାହାର […]

ପତ୍ନୀ ଅଞ୍ଜୁଙ୍କୁ କ୍ଷମା କରିଦେଲେ ବୋଧେ ଅରବିନ୍ଦ ! ଭେଟିବାକୁ ରାଜି, ଗ୍ରହଣ କରିବାକୁ ବି…

ପତ୍ନୀ ଅଞ୍ଜୁଙ୍କୁ କ୍ଷମା କରିଦେଲେ ବୋଧେ ଅରବିନ୍ଦ ! ଭେଟିବାକୁ ରାଜି, ଗ୍ରହଣ କରିବାକୁ ବି…

Bartanews

ଇସଲାମାବାଦ: ରାଜସ୍ଥାନର ବିବାହିତା ମହିଳା ଅଞ୍ଜୁ ଫେସବୁକ ପ୍ରେମିକ ନସରୁଲ୍ଲାଙ୍କ ପାଇଁ ପାକିସ୍ତାନ ଚାଲି ଯାଇଥିବା କଥା ଆପଣ ଜାଣନ୍ତି। ପାକିସ୍ତାନରେ ପ୍ରାୟ ଚାରି ମାସ ବିତାଇବା ପରେ ସେ ପୁଣି ଥରେ ନିଜ ଦେଶକୁ ଫେରିଛନ୍ତି। ଅଞ୍ଜୁ କହିଛନ୍ତି ଯେ ସେ ତାଙ୍କ ପିଲାମାନଙ୍କ ପାଇଁ ଭାରତ ଆସିଛନ୍ତି। ଅଞ୍ଜୁଙ୍କ ବିରୋଧରେ ତାଙ୍କ ସ୍ୱାମୀ ଅରବିନ୍ଦ ପୂର୍ବରୁ ଏକ ମାମଲା ଦାୟର କରିଥିଲେ। ଏହାପୂର୍ବରୁ ଅରବିନ୍ଦ କହିଥିଲେ ଯେ ସେ ଅଞ୍ଜୁଙ୍କୁ ଗ୍ରହଣ କରିବେ ନାହିଁ। […]

ଭାରତୀୟ ଯୁବକଙ୍କୁ ବିବାହ ପାଇଁ ଅନେକ ବାଧା ସାମ୍ନା କରିବା ପରେ ଶେଷରେ ସୀମା ପାର କରିଛନ୍ତି ପାକିସ୍ତାନ ଯୁବତୀ

ଭାରତୀୟ ଯୁବକଙ୍କୁ ବିବାହ ପାଇଁ ଅନେକ ବାଧା ସାମ୍ନା କରିବା ପରେ ଶେଷରେ ସୀମା ପାର କରିଛନ୍ତି ପାକିସ୍ତାନ ଯୁବତୀ

Bartanews

ନୂଆଦିଲ୍ଲୀ: ପାକିସ୍ତାନ କନିଆ ଭାରତ ଆସି ବିବାହ କରିବାରର ଅନେକ ଘଟଣା ସାମ୍ନାକୁ ଆସିଛି। ନିକଟରେ ପାକିସ୍ତାନର ବିବାହିତ ମହିଳା ସୀମା ହାଇଦର ତାଙ୍କର ୪ଜଣ ପିଲାଙ୍କୁ ଧରି ଭାରତରେ ଆସି ତାଙ୍କ ପ୍ରେମିକଙ୍କୁ ବିବାହ କରି ଖୁସିରେ ଘର କରି ରହିଛନ୍ତି। ଏହି କ୍ରମରେ ପାକିସ୍ତାନର ଆଉ ଜଣେ କନିଆ ଭାରତ ଆସି ନିଜ ପସନ୍ଦର ସାଥୀଙ୍କୁ ବିବାହ କରିବେ । ଏହି କନ୍ୟା ଜଣକ ହେଉଛନ୍ତି କରାଚୀର ବାସିନ୍ଦା ଜାଭରିୟା ଖାନମ। ଜାଭରିୟା ଡିସେମ୍ବର […]

ମୃତ୍ୟୁର କିଛିଦିନ ପୂର୍ବରୁ ଦୀନେଶ ଫଡନିସ କରିଥିବା ପୋଷ୍ଟକୁ ଦେଖି ଭାବବିହ୍ବଳ ହୋଇପଡ଼ୁଛନ୍ତି ପ୍ରଶଂସକ

ମୃତ୍ୟୁର କିଛିଦିନ ପୂର୍ବରୁ ଦୀନେଶ ଫଡନିସ କରିଥିବା ପୋଷ୍ଟକୁ ଦେଖି ଭାବବିହ୍ବଳ ହୋଇପଡ଼ୁଛନ୍ତି ପ୍ରଶଂସକ

Bartanews

ମୁମ୍ବାଇ: ସୋନି ଟିଭିର ଲୋକପ୍ରିୟ କ୍ରାଇମ ସୋ ‘ସିଆଇଡି’ର ସିଆଇଡି ଅଧିକାରୀ ଫ୍ରେଡରିକ୍ସ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଦୀନେଶ ଫଡନିସଙ୍କର ଡିସେମ୍ବର ୪ ତାରିଖରେ ଦେହାନ୍ତ ହୋଇଯାଇଛି । ମଲ୍ଟି ଅର୍ଗାନ ଫେଲ୍ୟୁୟର ହେତୁ ଦୀନେଶଙ୍କର ମୁମ୍ବାଇର କାନ୍ଦିଭାଲିର ତୁଙ୍ଗା ହସ୍ପିଟାଲରେ ଗତକାଲି ୧୨ ଟା.୦୮ରେ ପରଲୋକ ହୋଇଯାଇଛି। ଦୀନେଶଙ୍କ ଏଭଳି ଆକସ୍ମିକ ମୃତ୍ୟୁ ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି। ଗତ ନଭେମ୍ବର ୨୦ ତାରିଖରେ ଦୀନେଶଙ୍କ ବିବାହ ବାର୍ଷିକୀ […]

‘ଗୁଗଲ୍‌’ରେ ଲକ୍ଷାଧିକ ଟଙ୍କା ଉପାର୍ଜନ କରି ମଧ୍ୟ ନଥିଲେ ସନ୍ତୁଷ୍ଟ; ବିଫଳ ପରେ ବିଫଳ ହୋଇ ବନିଗଲେ ଆଇଏଏସ୍‌

‘ଗୁଗଲ୍‌’ରେ ଲକ୍ଷାଧିକ ଟଙ୍କା ଉପାର୍ଜନ କରି ମଧ୍ୟ ନଥିଲେ ସନ୍ତୁଷ୍ଟ; ବିଫଳ ପରେ ବିଫଳ ହୋଇ ବନିଗଲେ ଆଇଏଏସ୍‌

Bartanews

ନୂଆଦିଲ୍ଲୀ: ୟୁପିଏସସି ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ଏବଂ ପ୍ରତିବର୍ଷ ଲକ୍ଷ ଲକ୍ଷ ଆଶାୟୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆଶାରେ ରୁହନ୍ତି। ଆମେ ଆଜି ଆପଣଙ୍କୁ କହିବୁ ଜଣେ ଆଇଏଏସ୍ ଅଧିକାରୀଙ୍କ ସଫଳତାର କାହାଣୀ। ଯାହାକି ଅନ୍ୟ ସମସ୍ତ ଆଶାୟୀଙ୍କ ପାଇଁ ଏକ ଉଦାହରଣ। ଆମେ କହୁଛୁ ଆଇଏଏସ୍ ଅଧିକାରୀ ଅନୁଦୀପ ଦୁରିସେଟ୍ଟୀଙ୍କ ବିଷୟରେ। ଯିଏକି ୨୦୧୭ ମସିହାରେ ସର୍ବଭାରତୀୟ ସ୍ତରରେ ୧ ନମ୍ବର ସ୍ଥାନ ଅଧିକାର କରି ଇତିହାସ ସୃଷ୍ଟି କରିଥିଲେ। ଏହି […]

ଚାଲିଚାଲି ଅଯୋଧ୍ୟା ଯିବା ପାଇଁ ପଶ୍ଚିମବଙ୍ଗରୁ ଯାତ୍ରା ଆରମ୍ଭ କରିଥିବା ବ୍ୟକ୍ତି କହୁଛନ୍ତି ଏଭଳି କଥା…

ଚାଲିଚାଲି ଅଯୋଧ୍ୟା ଯିବା ପାଇଁ ପଶ୍ଚିମବଙ୍ଗରୁ ଯାତ୍ରା ଆରମ୍ଭ କରିଥିବା ବ୍ୟକ୍ତି କହୁଛନ୍ତି ଏଭଳି କଥା…

Bartanews

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ତାରିଖ ପାଖେଇ ଆସିଲାଣି। ଏହାକୁ ଦୃଷ୍ଟିରେ ରଖି ଦେଶର କୋଣଅନୁକୋଣରୁ ଲୋକେ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରି ଦେଇଛନ୍ତି। ଏହି କ୍ରମ‌ରେ ଜଣେ ବ୍ୟକ୍ତି ପଶ୍ଚିମବଙ୍ଗରୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଚାଲିଚାଲି ଯିବାକୁ ନିଷ୍ପତ୍ତି ନେଇ ଯାତ୍ରା ଆରମ୍ଭ କରି ଦେଇଛନ୍ତି। ପଶ୍ଚିମବଙ୍ଗରୁ ଅଯୋଧ୍ୟା ପର୍ଯ୍ୟନ୍ତ ପାଦରେ ଚାଲିଚାଲି ଯାଉଥିବା ବ୍ୟକ୍ତିଙ୍କ ନାମ ବିଶ୍ବମ୍ଭର କନିକା ବୋଲି ଜଣାପଡ଼ିଛି। ବିଶ୍ବମ୍ଭର ଡିସେମ୍ବର ୪ ତାରିଖ ସକାଳେ ମୁର୍ସିଦାବାଦର ବହରାମପୁରରୁ ପାଦରେ […]

ଅଧିକ ବସିବା ମହିଳାମାନଙ୍କ ପାଇଁ ଧୂମପାନ ଭଳି କ୍ଷତିକାରକ : ଗବେଷଣା

ଅଧିକ ବସିବା ମହିଳାମାନଙ୍କ ପାଇଁ ଧୂମପାନ ଭଳି କ୍ଷତିକାରକ : ଗବେଷଣା

Bartanews

ଅଧିକ ସମୟ ବସିବା ଜନିତ କ୍ଷତିକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଧୂମପାନ ସହ ତୁଳନା କରିଛନ୍ତି। ମହିଳାମାନଙ୍କ ସ୍ବାସ୍ଥ୍ୟ ଉପରେ ପର୍ଯ୍ୟବସିତ ଏକ ନୂଆ ଗବେଷଣାରୁ ଏହି ଆଶ୍ଚର୍ଯ୍ୟଜନକ ଦିଗ ଉନ୍ମୋଚିତ ହୋଇଛି। ଯେଉଁମାନେ ଦୈନିକ ଛଅ ଘଣ୍ଟାରୁ ଅଧିକ ସମୟ ବସିଥା’ନ୍ତି, ଦୈନିକ ଦୁଇ ଘଣ୍ଟାରୁ କମ୍‌ ବସୁଥିବା ମହିଳାଙ୍କ ତୁଳନାରେ ସେମାନଙ୍କ ଗର୍ଭାଶୟରେ ଫାଇବ୍ରଏଡ୍‌ ରୋଗ ହେବାର ଆଶଙ୍କା ଦୁଇଗୁଣ ବଢ଼ିଥାଏ। ଉଲ୍ଲେଖଯୋଗ୍ୟ, ଫାଇବ୍ରଏଡ୍‌ ହେଉଛି ଗର୍ଭାଶୟର ମାଂସପେଶୀ ଓ ତନ୍ତୁର ଏକ ଅଣକର୍କଟ ବୃଦ୍ଧି […]

ବାଇଜୁ ସଂକଟ: କର୍ମଚାରୀଙ୍କୁ ଦରମା ଦେବାକୁ ମାଲିକଙ୍କୁ ଘର ବନ୍ଧକ ରଖିବାକୁ ପଡ଼ିଲା

ବାଇଜୁ ସଂକଟ: କର୍ମଚାରୀଙ୍କୁ ଦରମା ଦେବାକୁ ମାଲିକଙ୍କୁ ଘର ବନ୍ଧକ ରଖିବାକୁ ପଡ଼ିଲା

Bartanews

ନୂଆଦିଲ୍ଲୀ: ଏଡେଟେକ୍ କମ୍ପାନୀ ବାଇଜୁ ବର୍ତ୍ତମାନ କଷ୍ଟଦାୟକ ସମୟ ଦେଇ ଗତି କରୁଛି। କମ୍ପାନୀର ଆର୍ଥିକ ଅବସ୍ଥା ବିଗିଡି ଯାଇଛି। ପରିସ୍ଥିତି ଏପରି ଯେ କମ୍ପାନୀର କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ମଧ୍ୟ ମାଲିକଙ୍କ ନିକଟରେ ଅର୍ଥ ନାହିଁ। ଦେଶର ଏହି ଅଗ୍ରଣୀ ଏଡଟେକ୍ କମ୍ପାନୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ହଜାର ହଜାର କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନବ‌ାଚୀ। ତେବେ କମ୍ପାନୀକୁ ଏହି ସଙ୍କଟରୁ ମୁକ୍ତ କରିବା ପାଇଁ ବାଇଜୁଙ୍କ ପ୍ରତିଷ୍ଠାତା ଏକ ବଡ ପଦକ୍ଷେପ […]

ଶୀତଦିନର ଷ୍ଟାଇଲିସ୍‌ ଲୁକ୍‌ : ବଜାରକୁ ଆସିଲାଣି ଶୀତବସ୍ତ୍ର, ଟୋପି ଓ ଟ୍ରେଣ୍ଡି ଜୋତା

ଶୀତଦିନର ଷ୍ଟାଇଲିସ୍‌ ଲୁକ୍‌ : ବଜାରକୁ ଆସିଲାଣି ଶୀତବସ୍ତ୍ର, ଟୋପି ଓ ଟ୍ରେଣ୍ଡି ଜୋତା

Bartanews

ଶୀତଦିନେ କେଉଁଭଳି ନିଜକୁ ସଜାଇଲେ ଶୀତରୁ ରକ୍ଷା ପାଇବା ସହ ଷ୍ଟାଇଲିସ୍‌ ଲାଗିବେ, ସେନେଇ ଅନେକଙ୍କର ଚିନ୍ତା ରହିଥାଏ। ହେଲେ ଏବେ ତ ବଜାରକୁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଶୀତବସ୍ତ୍ର ସାଙ୍ଗକୁ ଭଳିକି ଭଳି ଟୋପି ଓ ଟ୍ରେଣ୍ଡି ଜୋତା ସବୁ ଆସିଗଲାଣି, ଯାହାକୁ ପିନ୍ଧି ଯେ କେହି ବି ସୁନ୍ଦର ଦିଶିବେ। ହୁଡେଡ୍‌ ଟି-ଶାର୍ଟ ଶୀତଦିନେ ଦିନବେଳା ହେଉଥିବା ହାଲ୍‌କା ଥଣ୍ଡାରେ ହୁଡେଡ୍‌ ଟି-ଶାର୍ଟ ପିନ୍ଧିଲେ ବେଶ୍‌ ଆରାମ ଲାଗିଥାଏ। ଏହାର ଉଭୟ ପ୍ଲେନ୍‌ ଓ […]

କେବଳ ମନୋରଞ୍ଜନ ପାଇଁ ନୁହେଁ; ଏଥର ଟଙ୍କା ରୋଜଗାର ପାଇଁ ଖୋଲନ୍ତୁ ଇନ୍‌ଷ୍ଟାଗ୍ରାମ୍‌

କେବଳ ମନୋରଞ୍ଜନ ପାଇଁ ନୁହେଁ; ଏଥର ଟଙ୍କା ରୋଜଗାର ପାଇଁ ଖୋଲନ୍ତୁ ଇନ୍‌ଷ୍ଟାଗ୍ରାମ୍‌

Bartanews

ମୁମ୍ବାଇ:  ଇନଷ୍ଟାଗ୍ରାମର ବ୍ୟବହାର ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି। ବୃଦ୍ଧମାନଙ୍କଠାରୁ ଆରମ୍ଭ କରି ପିଲାମାନେ ସମସ୍ତେ ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି। ଅର୍ଥାତ ଇନଷ୍ଟାଗ୍ରାମ ଏକ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରିଣତ ହୋଇଛି, ଯେଉଁଠାରେ ଲୋକମାନେ ଦିନକୁ ପ୍ରାୟ ୪ ରୁ ୫ ଘଣ୍ଟା ବିତାଉଛନ୍ତି। ଅନେକ ଲୋକ ଅଛନ୍ତି; ଯେଉଁମାନେ ଇନଷ୍ଟାଗ୍ରାମରୁ ପ୍ରଚୁର ଅର୍ଥ ରୋଜଗାର କରୁଛନ୍ତି। ହେଲେ ଅଧିକାଂଶ ଲୋକ ଅଛନ୍ତି, ଯେଉଁମାନେ ରିଲ୍ ତିଆରି କରିବା ପରେ ମଧ୍ୟ ଆଶାଜନକ ଲାଇକ୍‌ […]

12 Next