ବିଶେଷ

ମନେ ପକାଇଲେ ଦୀୟା, ଅତୀତର ଲଜ୍ଜାଜନକ ସୁଟିଂ ଅଭିଜ୍ଞତା

ମନେ ପକାଇଲେ ଦୀୟା, ଅତୀତର ଲଜ୍ଜାଜନକ ସୁଟିଂ ଅଭିଜ୍ଞତା

Bartanews

ଦୁଇ ଦଶନ୍ଧି ତଳେ ସୁଟିଂ ସେଟ୍‌ମାନଙ୍କରେ ଅଭିନେତ୍ରୀମାନେ ସମ୍ମୁଖୀନ ହେଉଥିବା ନାନା ଭେଦଭାବ ଓ ସମସ୍ୟା ସମ୍ପର୍କରେ ଅଭିନେତ୍ରୀ ଦୀୟା ମିର୍ଜା ମୁହଁ ଖୋଲିଛନ୍ତି। ସୁଟିଂ ସେଟ୍‌ରେ ମହିଳା କଳାକାରଙ୍କ ପାଇଁ ଶୌଚାଳୟ ପରି ମୌଳିକ ସୁବିଧା ନଥିଲା ବୋଲି ସେ କହିଛନ୍ତି। ଏପରିକି ଶୌଚାଳୟ ଖୋଜୁଥିବା ଅଭିନେତ୍ରୀମାନଙ୍କୁ ଅଣପେସାଦାର ବୋଲି ଅଭିହିତ କରାଯାଉଥିଲା। ସିନେମାରେ କାମ କରିବା ମହିଳାମାନଙ୍କ ପାଇଁ ଖୁବ୍ ଅସୁରକ୍ଷିତ ଥିଲା ବୋଲି ‘ବିବିସି ହିନ୍ଦୀ’କୁ ଏକ ସାକ୍ଷାତକାର ଦେଇ ଦୀୟା କ୍ଷୋଭ […]

ପରିବାରର ୬ଜଣଙ୍କୁ ହତ୍ୟା କରି ସୈତାନ ପାଲଟିଯାଇଥିଲେ ଜଲି

ପରିବାରର ୬ଜଣଙ୍କୁ ହତ୍ୟା କରି ସୈତାନ ପାଲଟିଯାଇଥିଲେ ଜଲି

Bartanews

ତିରୁବନନ୍ତପୁରମ: ପ୍ରଛଦ ଫଟୋରେ ଆପଣ ଦେଖୁଥିବା ମହିଳାଙ୍କ ହସ କେତେ ସୁନ୍ଦର କହିଲେ | କିନ୍ତୁ ଜାଣିଛନ୍ତି କି ଏହି ହସୁଥିବା ମଣିଷ ଭିତରେ ଏମିତି ଏକ ସୈତାନ ଲୁଚି ରହିଥିଲା | ଏହି ମହିଳାଜଣକ ସମ୍ପତ୍ତି ପାଇଁ ତାଙ୍କ ପରିବାରର ୬ ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲେ | ତେବେ ତାଙ୍କ ହତ୍ୟାକାଣ୍ଡର କାହାଣୀ ଦୀର୍ଘ ୧୪ ବର୍ଷ ପରେ ହିଁ ଜଣାପଡିଥିଲା | କବର ଖୋଳାଯାଇ ଯେତେବେଳେ ମୃତଦେହର ବ୍ୟବଛେଦ କରାଯାଇଥିଲା ସେତେବେଳେ ହିଁ […]

ଚାଷ ଜମିରୁ ଖାଇବା ଥାଳି ସଂଯୋଗ ହେଲେ ଚାଷୀ ଲାଭ ପାଇବେ

Bartanews

ଭୁବନେଶ୍ବର: କନକ ନ୍ୟୁଜ ପକ୍ଷରୁ ଆ‌ୟୋଜିତ ଓଡ଼ିଶା ନିର୍ମାଣ କନକ୍ଲେଭ୍‌ରେ  ‘ଚାଷୀଙ୍କୁ ମିଳୁନି କି ବଜାର?’ ଶୀର୍ଷକ ଆଲୋଚନା ଚକ୍ରରେ ଭାଗନେଇ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ କହିଲେ, ‘କୃଷି, ଗୋପାଳନ ଓ ମତ୍ସ୍ୟ ଚାଷ ପ୍ରତି ଲୋକଙ୍କ ଆଗ୍ରହ ଢେର ଗୁଣା ବଢ଼ିଛି। ମିଲେଟ୍ ମିସନରେ ଓଡ଼ିଶାର ପଦକ୍ଷେପ ବିଶ୍ୱସ୍ତରୀୟ। ଆମେ ଯେବେ କୃଷିକୁ ବ୍ୟବସାୟ ଭାବିବା ସେବେ ବଜାର ସମସ୍ୟାର ସମାଧାନ ହେବ। ଚଳିତ ବର୍ଷ ଶୀତଳଭଣ୍ଡାର ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ […]

କେଉଁ ବର୍ଗର ପର୍ଯ୍ୟଟକ ଓଡ଼ିଶା ଆସୁଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ

Bartanews

ଭୁବନେଶ୍ବର: ‘କନକ ନ୍ୟୁଜ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା ନିର୍ମାଣ କନକ୍ଲେଭ୍‌’ରେ  ‘ଓଡ଼ିଶା: ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହେବ କେମିତି?’ ଶୀର୍ଷକ ଆଲୋଚନାରେ ସାମିଲ ହୋଇ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଲେ, ‘ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ୩ଟି ଦିଗ ଉପରେ ଗୁରୁତ୍ବ ଦିଆଯାଉଛି। ପର୍ଯ୍ୟଟନ ନୀତି, ଭିତ୍ତିଭୂମିର ବିକାଶ ଏବଂ ଏହାର ବ୍ରାଣ୍ଡିଂ ଓ ପ୍ରମୋସନ। ଓଡ଼ିଶାରେ ଅନେକ ଅପହଞ୍ଚ ସ୍ଥାନ ରହିଛି ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। ଏଥିପାଇଁ ଓଡ଼ିଶାକୁ ଇଣ୍ଡିଆସ୍‌ ବେଷ୍ଟ […]

କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଓଡ଼ିଶାକୁ ନୂଆ ପରିଚୟ ଦେଇଛି

Bartanews

ଭୁବନେଶ୍ବର: ‘କନକ ନ୍ୟୁଜ’ ପକ୍ଷରୁ ଆୟୋଜିତ ଓଡ଼ିଶା ନିର୍ମାଣ କନକ୍ଲେଭ୍‌ରେ  ‘ଓଡ଼ିଶା: ଖେଳ ଦେଇଛି ନୂଆ ପରିଚୟ’ ଶୀର୍ଷକ ଆଲୋଚନାରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ କହିଲେ, ‘ଆମ ସମୟର ହକି ଆଉ ନାହିଁ। ୧୯୯୬ରେ ଭୁବନେଶ୍ବରରେ କ୍ରୀଡ଼ା ଭିତ୍ତିଭୂମି ଆଦୌ ଭଲ ନ ଥିଲା। ଗାଁରେ ଖେଳ ପଡ଼ିଆ ସାତସପନ ଥିଲା। ଅଭ୍ୟାସ ପାଇଁ କଲିକତା ଯିବାକୁ ପଡ଼ୁଥିଲା। ଏବେ ବହୁତ କିଛି ପରିବର୍ତ୍ତନ ଆସିଛି। ବିଶ୍ୱର ସବୁଠୁ ବଡ଼ ଷ୍ଟାଡିୟମ ଓଡ଼ିଶାରେ ରହିଛି। […]

ସାମାଜିକ ଗଣମାଧ୍ୟମର ବରଦାନ: ଜନ୍ମରୁ ବିଚ୍ଛିନ୍ନ, ୧୯ ବର୍ଷ ପରେ ପୁନର୍ମିଳନ

ସାମାଜିକ ଗଣମାଧ୍ୟମର ବରଦାନ: ଜନ୍ମରୁ ବିଚ୍ଛିନ୍ନ, ୧୯ ବର୍ଷ ପରେ ପୁନର୍ମିଳନ

Bartanews

ଅନେକ ନକାରାତ୍ମକତା ସତ୍ତ୍ବେ ସାମାଜିକ ଗଣମାଧ୍ୟମ ଯେ ଏକ ଆଶୀର୍ବାଦ, ତାହା ଅସ୍ବୀକାର କରିହେବ ନାହିଁ। ଏହା ପୃଥିବୀର ଯେ କୌଣସି ସ୍ଥାନରେ ଥାଇ ଅନ୍ୟମାନଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରିଥାଏ। କେବଳ ସେତିକି ନୁହେଁ, ସାମାଜିକ ଗଣମାଧ୍ୟମ ହଜିଯାଇଥିବା ସମ୍ପର୍କୀୟଙ୍କୁ ଖୋଜି ପାଇବାର ଏକ ଉତ୍କୃଷ୍ଟ ମଞ୍ଚ ବୋଲି ମଧ୍ୟ ପ୍ରମାଣିତ ହୋଇଛି। ପୃଥିବୀର ସବୁଠାରୁ ବିବାଦୀୟ ତଥା ଭାରତରେ ନିଷିଦ୍ଧ ସାମାଜିକ ଗଣମାଧ୍ୟମ ‘ଟିକ୍‌ଟକ୍‌’ କାରଣରୁ ଜନ୍ମରୁ ବିଚ୍ଛିନ୍ନ ହୋଇଯାଇଥିବା ଦୁଇ […]

ସାତ ଦଶନ୍ଧି ହେଲା ଲିଭିନି ଚୁଲି !  ୨୪ ଘଣ୍ଟା ପରଶୁଛି ଗରମ କ୍ଷୀର

ସାତ ଦଶନ୍ଧି ହେଲା ଲିଭିନି ଚୁଲି ! ୨୪ ଘଣ୍ଟା ପରଶୁଛି ଗରମ କ୍ଷୀର

Bartanews

ଆମ ଦେଶରେ ଏପରି ଅନେକ ଦୋକାନ ବା ବ୍ୟାବସାୟିକ ପ୍ରତିଷ୍ଠାନ ରହିଛି ଯାହା ଅନେକ ପିଢ଼ି ଧରି ସଫଳତାର ସ୍ଥାୟୀ ସ୍ତମ୍ଭ ଭାବରେ ଛିଡ଼ା ହୋଇ ରହିଛନ୍ତି ଏବଂ ସମୟ ସୁଅରେ ବାଣିଜ୍ୟର ପରମ୍ପରାକୁ ଆଗେଇ ନେଉଛନ୍ତି। ଏହି କ୍ରମରେ ରାଜସ୍ଥାନର ଯୋଧପୁର ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏକ କ୍ଷୀର ଦୋକାନ ପିଢ଼ି ପରେ ପିଢ଼ି ନିରନ୍ତରତାର ଏକ ଜୀବନ୍ତ ଉଦାହରଣ ଭାବେ ଦଣ୍ଡାୟମାନ। ତାହାର ମାଲିକ ବିପୁଲ ନିକୁବଙ୍କର ଏକ ଉଲ୍ଲେଖନୀୟ ଦାବି ତାଙ୍କ ଦୋକାନକୁ […]

ରେସ୍ତୋରାଁରେ ଆଣ୍ଡ୍ରଏଡ୍‌ ବେଶରେ ପରିଚାରିକା, ଚାହିଦାରେ କଳ୍ପନାତୀତ ବୃଦ୍ଧି

ରେସ୍ତୋରାଁରେ ଆଣ୍ଡ୍ରଏଡ୍‌ ବେଶରେ ପରିଚାରିକା, ଚାହିଦାରେ କଳ୍ପନାତୀତ ବୃଦ୍ଧି

Bartanews

ମଣିଷ ରୂପରେ ରୋବଟ୍‌ (ଆଣ୍ଡ୍ରଏଡ୍‌)ମାନେ ରେସ୍ତୋରାଁରେ ଖାଦ୍ୟ ପରଷିବା ଆଉ ନୂଆ କଥା ହୋଇ ନାହିଁ। ଏବେ ଜଣେ ରେସ୍ତୋରାଁ ମାଲିକ ଏହାର ଠିକ୍ ଓଲଟା ଉପାୟରେ ଗରାଖଙ୍କୁ ଆକୃଷ୍ଟ କରୁଛନ୍ତି। ଚୀନ୍‌ର ଚୋଙ୍ଗକିଙ୍ଗସ୍ଥିତ ଏକ ରେସ୍ତୋରାଁରେ ଆଣ୍ଡ୍ରଏଡ୍‌ ବେଶରେ ଜଣେ ପରିଚାରିକା ଅତିଥି ସତ୍କାର କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ରୋବଟ୍‌ ପରି ହାବଭାବ ଦେଖାଇ ଉକ୍ତ ପରିଚାରିକା ଅତିଥିମାନଙ୍କୁ ଭ୍ରମରେ ପକାଇ ପାରୁଛନ୍ତି। ପ୍ରଥମେ ଅନେକ ଦର୍ଶକ ଏହି ଆଣ୍ଡ୍ରଏଡ୍‌ର ମଣିଷ […]

ବିଶ୍ବ ମୃତ୍ତିକା ଦିବସ ଆଜି : ମାଟି ଆମ ଜୀବନର ଉତ୍ସ

ବିଶ୍ବ ମୃତ୍ତିକା ଦିବସ ଆଜି : ମାଟି ଆମ ଜୀବନର ଉତ୍ସ

Bartanews

ଆଜି ବିଶ୍ବ ମୃତ୍ତିକା ଦିବସ। ୨୦୦୨ରେ ‘ଅନ୍ତର୍ଜାତୀୟ ମୃତ୍ତିକା ବିଜ୍ଞାନ ସ˚ଗଠନ’ ଏହି ଆନ୍ତର୍ଜାତିକ ଦିବସ ପାଳନର ପ୍ରସ୍ତାବ ଦେଇଥିଲା। ଏହି ସଂଗଠନର ପ୍ରସ୍ତାବକ୍ରମେ ୨୦୧୩ରେ ଜାତିସ˚ଘର ସାଧାରଣ ପରିଷଦ ଏହାକୁ ଆନୁଷ୍ଠାନିକ ସ୍ବୀକୃତି ପ୍ରଦାନ କରିଥିଲା ଏବଂ ୨୦୧୪ ଡିସେମ୍ବର ୫ରେ ପ୍ରଥମ ମୃତ୍ତିକା ଦିବସ ପାଳନ କରାଯାଇଥିଲା। ଏ ବର୍ଷ ବିଶ୍ବ ମୃତ୍ତିକା ଦିବସର ପ୍ରସଙ୍ଗ ହେଉଛି- ‘ମୃତ୍ତିକା ଓ ଜଳ: ଜୀବନର ଉତ୍ସ’। ଜଳ ସମେତ ମୃତ୍ତିକା ହେଉଛି ଶସ୍ୟ ଉତ୍ପାଦନ, ଜୈବବ୍ୟବସ୍ଥା […]

ଛଅଥର ବିଧାୟକ ରହିଥିବା କଂଗ୍ରେସ ମନ୍ତ୍ରୀଙ୍କୁ ବିପୁଳ ଭୋଟରେ ହରାଇ ଦେଲେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିବା ଈଶ୍ବର ସାହୁ

ଛଅଥର ବିଧାୟକ ରହିଥିବା କଂଗ୍ରେସ ମନ୍ତ୍ରୀଙ୍କୁ ବିପୁଳ ଭୋଟରେ ହରାଇ ଦେଲେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିବା ଈଶ୍ବର ସାହୁ

Bartanews

ନୂଆଦିଲ୍ଲୀ: ରବିବାର ଚାରିଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଯାଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଜିତିଥିବା ବେଳେ ତେଲେଙ୍ଗାନାରେ  କଂଗ୍ରେସ ସାନ୍ତ୍ବନା ମୂଳକ ଭାବେ ବିଜୟୀ ହୋଇଛି। ଏହି ନିର୍ବାଚନ ଫଳାଫଳ ଘୋଷଣା ପରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ଗଲେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଅନେକ ନେତା ଏମିତି ଅଛନ୍ତି ଯେଉଁମାନେ ୫ଥର କିମ୍ବା ୫ରୁ ଅଧିକ ଥର ବିଧାୟକ ରହିଛନ୍ତି, କିନ୍ତୁ ଚଳିତ ନିର୍ବାଚନରେ   ସେମାନେ […]