ଝାରସୁଗୁଡା

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଏକକାଳୀନ ୮ଟି ସ୍ଥାନରେ ଚଢାଉ ଜାରି

ଭିଜିଲାନ୍ସ ଜାଲରେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ

Bartanews

ଝାରସୁଗୁଡ଼ା: ଝାରସୁଗୁଡ଼ା ସ୍ଥିତ ଏନଏଚ ଡିଭିଜନ କାର୍ଯ୍ଯାଳୟରେ ଭିଜିଲାନ୍ସ ବିଭାଗର ଚଢ଼ାଉ। ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ଯକରୁଥିବା ସଂଯୁକ୍ତା ସିଂହାଙ୍କୁ ଧରିଛି ଭିଜିଲାନ୍ସ ବିଭାଗ। ଜଣେ ଠିକାଦାରଙ୍କ ଠାରୁ ବିଲ ପାସ କରିବାପାଇଁ ୨୭ ହଜାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ଧରିଛି।

ମା’-ପୁଅଙ୍କୁ ମାରି ପୋଡ଼ିବା ଘଟଣା: ୮ ଦିନ ପରେ ଅଭିଯୁକ୍ତ ଗିରଫ

ମା’-ପୁଅଙ୍କୁ ମାରି ପୋଡ଼ିବା ଘଟଣା: ୮ ଦିନ ପରେ ଅଭିଯୁକ୍ତ ଗିରଫ

Bartanews

ଝାରସୁଗୁଡ଼ା: ଗତ ୨୬ ନଭେମ୍ବର ରାତିରେ ଓଡ଼ିଶା-ଛତିଶଗଡ଼ ସୀମା ରାୟଗଡ଼ ଜିଲ୍ଲା ଜୁଟମିଲ୍‌ ଥାନା ନେତନାଗର ଗ୍ରାମରେ ଜଣେ ମହିଳା ଓ ନାବାଳକଙ୍କ ଶବ କାର୍‌ରେ ଆଣି ପାଳଗଦାରେ ପୋଡ଼ିଦେବା ଘଟଣାର ଆଜି ପର୍ଦ୍ଦାଫାସ ହୋଇଛି। ମୃତ ମହିଳାଙ୍କ ପୁରୁଷ ବନ୍ଧୁ ବିଳାସପୁର ଶାନ୍ତିନଗରର ସୂରଜ ଗୁପ୍ତାକୁ ପୁଲିସ୍‌ ଗିରଫ କରିବା ବ୍ୟବହୃତ କାର୍‌ ଜବତ ହୋଇଛି। ମୃତକ ବିଳାସପୁରର ନିଧି ଔସରିଆ(୨୮) ଓ ତାଙ୍କ ପୁଅ ପାର୍ଥ (୫) ବୋଲି ଜଣାପଡ଼ିଛି। ବରିଷ୍ଠ ପୁଲିସ୍‌ ଅଧୀକ୍ଷକ […]