ପୁଣି ୨ କୋଟିର ବ୍ରାଉନସୁଗର ଜବତ କଲା ଏସଟିଏଫ୍, ୨ ଗିରଫ

Bartanews

ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଗିରଫ

ଭୁବନେଶ୍ବର: ଥମିବାର ନାଁ ନେଉ ନାହିଁ ବ୍ରାଉନସୁଗର କାରବାର। ହାତ ପାହାନ୍ତାରେ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ପୁଣି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି ଖେର୍ଦ୍ଧା କ୍ରାଇମ ବ୍ରାଞ୍ଚ ଏସଟିଏଫ୍ । ଜବତ ବ୍ରାଉନସୁଗରର ଆନୁମାନିକ ମୁଲ୍ୟ ୨ କୋଟି ହେବ ବୋଲି ଜଣାପଡ଼ିଛି। ଏଥିସହ ୨ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ । ଗିରଫଙ୍କ ମଧ୍ୟରୁ ଜଣେ ହତ୍ୟା ମାମଲାରେ ସଂପୃକ୍ତ ସୂଚନା ।

Leave a Comment