ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡି ବସିଲା STF: ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

Bartanews

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡି ବସିଲା  STF: ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ଟାଙ୍ଗୀ ନିକଟସ୍ଥ ବ୍ରାହ୍ମଣ୍ଡି ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବଜ୍ରକାପ୍ତା ଚାଲାଣ କରାଯାଉଥିବା ନେଇ ଚଢାଉ କରିଥିଲା STF । ଏହି ଚଢାଉରେ ଏକ ଜୀବନ୍ତ ବଜ୍ର କାପ୍ତା ଉଦ୍ଧାର କରାଯାଇଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ୍। ଗିରଫ ଅଭିଯୁକ୍ତର ନାଁ ଜୟକ୍ରୁଷ୍ଣ ତରାଇ। ଘର ବାଲୁଗାଁ ଥାନା ଘିଅ ଖଲା ଘୁମୁସର ପଦର ବୋଲି ଜଣା ପଡିଛି । ଉଦ୍ଧାର ହୋଇଥିବା ଜୀବନ୍ତ ବଜ୍ରକାପ୍ତାର ଓଜନ ୯ କେଜି ୨୦୦ ଗ୍ରାମ୍ ରହିଛି। ଏହାକୁ ନନ୍ଦନକାନନରେ ଛଡାଯାଇଛି।

Leave a Comment