ଖୋର୍ଦ୍ଧା

ରାଜଧାନୀ ମହାବିଦ୍ୟାଳୟକୁ ରବି ରାୟଙ୍କ ନାମରେ ନାମିତ କରିବାକୁ ଦାବି

ରାଜଧାନୀ ମହାବିଦ୍ୟାଳୟକୁ ରବି ରାୟଙ୍କ ନାମରେ ନାମିତ କରିବାକୁ ଦାବି

Bartanews

ଖୋର୍ଦ୍ଧା: ଓଡ଼ିଶାର ଜଣାଶୁଣା ସମାଜବାଦୀ ନେତା, ପୂର୍ବତନ ଲୋକସଭା ବାଚସ୍ପତି, କେନ୍ଦ୍ରମନ୍ତ୍ରୀ ରବି ରାୟଙ୍କ ନାମରେ ରାଜଧାନୀ ଭୁବନେଶ୍ବରରେ ଥିବା ରାଜଧାନୀ ମହାବିଦ୍ୟାଳୟକୁ ନାମିତ କରିବାକୁ ଖୋର୍ଦ୍ଧାର ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ, ପ୍ରାଧ୍ୟାପକ ପ୍ରମୁଖ ଦାବି କରିଛନ୍ତି । ଏନେଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଏଥିରେ ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ଦେବ ପ୍ରସାଦ ମଜୁମଦାର, ପ୍ରମୋଦ ଚନ୍ଦ୍ର ଦାଶ, ଅବସରପ୍ରାପ୍ତ […]

ପାଚିଲା ଧାନ ଜଗିବାକୁ ଯାଇଥିଲେ ଦୁଇ ଚାଷୀ: ହାତୀ ଆକ୍ରମଣରେ ଚାଲିଗଲା ଜୀବନ

ପାଚିଲା ଧାନ ଜଗିବାକୁ ଯାଇଥିଲେ ଦୁଇ ଚାଷୀ: ହାତୀ ଆକ୍ରମଣରେ ଚାଲିଗଲା ଜୀବନ

Bartanews

ଖୋର୍ଦ୍ଧା: ବାତ୍ୟା ଆସୁଥିବାରୁ ଧାନକୁ ସୁରକ୍ଷା ଦେବା ପାଇଁ ଦୁଇ ଚାଷୀ ଯାଇଥିଲେ ଜମିକୁ। ହେଲେ ହାତୀ ନେଲା ଉଭୟଙ୍କ ଜୀବନ। ଦୁଇ ମୃତ ଚାଷୀ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ବରିକୋ ଗ୍ରାମର ଲକ୍ଷ୍ମୀଧର ବେହେରା (୭୦) ଓ  ପାରି ଓରଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ(୬୫)। ଗତକାଲି ରାତିରେ ଟାଙ୍ଗୀ ବନାଞ୍ଚଳ ବରିକୋ ଗ୍ରାମ ନିକଟରେ ୩ଟି ଜଙ୍ଗଲୀ ହାତୀ ଆତଙ୍କ ଭିଆଇଥିଲେ। ଏହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମନରେ […]