ଖୋର୍ଦ୍ଧା

ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଗିରଫ

୪୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ

Bartanews

ଖୋର୍ଦ୍ଧା:  ଖୋର୍ଦ୍ଧାରେ ପୁଣି ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ପୁଲିସ ହଳଦିଆ ରାସ୍ତାରେ ଏକ ବୋଲେରୋକୁ ପିଛା କରିଥିଲା। ପରେ ଗାଡ଼ି ସହ ଦୁଇଜଣଙ୍କୁ ଅଟକ ରଖିଥିଲା ପୁଲିସ। ସେମାନଙ୍କ ଠାରୁ ୪୦୦ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ନଗଦ ୨୬୦୦୦ଟଙ୍କା ଜବତ କରାଯାଇଛି। ଜବତ ବ୍ରାଉନସୁଗରର ଆନୁମାନିଲ ମୂଲ୍ୟ ୪୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହା ବିହାରରୁ ଆସୁଥିଲା ବୋଲି ଖୋର୍ଦ୍ଧା ଅତିରିକ୍ତ ଏସପି ସୁରେନ୍ଦ୍ର […]

ଗାଈ ଚରାଳିଙ୍କୁ ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ

ଜମିବାଡ଼ି ବିବାଦରୁ ଦାଦାପୁଅ ଭାଇକୁ ଠେଙ୍ଗାରେ ପିଟି ହତ୍ୟା ଅଭିଯୋଗ

Bartanews

ଖୋର୍ଦ୍ଧା: ଜମିବାଡ଼ି ବିବାଦରୁ ଦାଦାପୁଅ ଭାଇକୁ ଠେଙ୍ଗାରେ ପିଟି ହତ୍ୟା । ନିରାକାରପୁର ନୂଆଗଡ଼ ପଞ୍ଚାୟତ ହରିପୁର ଗାଁରେ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ବଚାରୁ ଏହି  ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ପ୍ରାଥମିକ ତଦନ୍ତରୁ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ହୋଇଥିବା  ସନ୍ଦେହ କରାଯାଉଛି। ଘଟଣା ପରେ ହତ୍ୟା ଅଭିଯୁକ୍ତ ବଡ଼ବାପା ପୁଅ ଫେରାର ହୋଇଯାଇଛି।

ସୁଶାନ୍ତ ନାୟକ ହତ୍ୟା ଘଟଣାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ

ସୁଶାନ୍ତ ନାୟକ ହତ୍ୟା ଘଟଣାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ

Bartanews

ଭୁବନେଶ୍ବର: କ୍ୟାପିଟାଲ ଥାନା ସୁଶାନ୍ତ ନାୟକ ହତ୍ୟା ଘଟଣାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ଏହା ପୂର୍ବରୁ ଜଣେ ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ କରିଥିଲା। ମୁଖ୍ୟ ଅଭିଯୁକ୍ତ ବିଶାଲ ନାୟକ ମଧ୍ୟ ଗିରଫ ହୋଇଛି। ୪ ଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ କରିଥିଲେ ବିଭତ୍ସ ହତ୍ୟା। ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା ପୋଲିସ। ନାବାଳିକା ଅସାଦାଚରଣ ଘଟଣାରେ ଏତଲାକୁ କେନ୍ଦ୍ର କରି ହୋଇଥିଲା ମର୍ଡର। ୟୁନିଟ ୧ ହାଇସ୍କୁଲ ସମ୍ମୁଖ […]

ଗୁଳିମାଡରେ ପାକୁ ମୃତ୍ୟୁ ଘଟଣା: ପୂର୍ବଶତୃତାରୁ ହୋଇଥିଲା ହତ୍ୟା, ୨ ଗିରଫ

ଗୁଳିମାଡରେ ପାକୁ ମୃତ୍ୟୁ ଘଟଣା: ପୂର୍ବଶତୃତାରୁ ହୋଇଥିଲା ହତ୍ୟା, ୨ ଗିରଫ

Bartanews

ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଠେଙ୍ଗାହାଟ ହାଟ ଛକରେ ବ୍ରାଉନସୁଗର ମାଫିଆ ସୋମନାଥ ଭୁଜବଳ ଓରଫ ପାକୁ ଦୁବୃର୍ତଙ୍କ ଗୁଳିମାଡରେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ପାକୁ ମୃତ୍ୟୁର ୨୪ଦିନ ପରେ ପୁଲିସ ୨ଜଣଙ୍କୁ ଗିରଫ କରିଛି । ଜଣେ ହେଲେ ଫାଇରିଙ୍ଗ କରିଥିବା ମୁଖ୍ୟ ଅଭିଯୁକ୍ତ ମୁକୁନ୍ଦପ୍ରସାଦ ଜେନାସାହିର ସାହିତ୍ୟ ବେହେରା ଓରଫ କାହ୍ନା (୨୧) ଓ ଅନ୍ୟଜଣେ ତା ସହଯୋଗୀ ମୁକୁନ୍ଦପ୍ରସାଦ ମେନରୋଡ ପିଏନ କଲେଜ ଛକର ରାଜ […]

ଅସଲି ନାଁରେ ନକଲି ଜର୍ଦ୍ଦା ବିକ୍ରି ଅଭିଯୋଗ, ୨ ଗିରଫ

ଜୁଆ ଆଡ୍ଡା ଉପରେ ପୁଲିସର ଚଢାଉ, ୩ ଗିରଫ

Bartanews

ଟାଙ୍ଗୀ: ଚାନ୍ଦପୁର ପୁଲିସ ଆଜି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି । ଏହି ଚଢାଉରେ ୩ଜଣ ଜୁଆଡିକୁ ଗିରଫ କରିଛି ପୁଲିସ । ପୁଲିସ ଓସ୍ତପଡା କାଜୁ ଜଙ୍ଗଲରେ ଚଢ଼ାଉ କରି ଘୁଡୁଘୁଡ଼ିଆ ପାଲି, ଗେଟି ସହ ୬ଟି ମୋଟର ସାଇକେଲ , ୩ଟି ମୋବାଇଲ ଓ ୩୫ହଜାର ୬୭୦ଟଙ୍କା ଜବତ କରିଛି।  ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ପଲାହାଟ ଗ୍ରାମର ଉଚ୍ଚବ ପ୍ରଧାନ, ଭୁଷଣ୍ଡ ପୁର ଉରୁମୁଖୀ ସାହିର ବ୍ରଜ ବେହେରା […]

ଖଣ୍ଡଗିରି ପୁଲିସ୍ ହାତରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗ, ୨୩ ଦାମୀ ବାଇକ ଜବତ

ଖଣ୍ଡଗିରି ପୁଲିସ୍ ହାତରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗ, ୨୩ ଦାମୀ ବାଇକ ଜବତ

Bartanews

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ରୟାଲ ଏନଫିଲଡ଼ ବୁଲେଟ ଚୋର । ଭୁବନେଶ୍ୱର, କଟକ, ବୌଦ୍ଧ , ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ୨୩ ଦାମୀ ବାଇକ ଜବତ କରାଯାଇଛି । ୩ ଜଣ ଆନ୍ତଃରାଜ୍ୟ ବାଇକ ଲୁଟେରାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ୍ । ୨୩ ଦାମୀ ବାଇକ ମଧ୍ୟରୁ ୧୪ ଟି ବୁଲେଟ ମଟରସାଇକେଲ ରହିଛି । ଗତ ନଭେମ୍ବର ୪ ତାରିଖରେ ସିଜୁଆ ଅଞ୍ଚଳରୁ ଏକ ବୁଲେଟ ଚୋରି ନେଇ ଅଭିଯୋଗ […]

ଭାଷଣରେ ଭିନ୍ନକ୍ଷମ ସଶକ୍ତୀକରଣ, ସହାୟତା ଅପେକ୍ଷାରେ ଅର୍ଦ୍ଧାଧିକ ଭିନ୍ନକ୍ଷମ

ଭାଷଣରେ ଭିନ୍ନକ୍ଷମ ସଶକ୍ତୀକରଣ, ସହାୟତା ଅପେକ୍ଷାରେ ଅର୍ଦ୍ଧାଧିକ ଭିନ୍ନକ୍ଷମ

Bartanews

ଖୋର୍ଦ୍ଧା: ଜିଲ୍ଲାରେ ଆଜି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହ ବିଭିନ୍ନ ସମାଜିକ ଅନୁଷ୍ଠାନ ପକ୍ଷରୁ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ମଞ୍ଚରେ ବସି ଅତିଥିମାନେ ଭିନ୍ନକ୍ଷମଙ୍କ ସଶକ୍ତୀକରଣ ଓ ସାମାଜିକ ଅଧିକାର ପାଇଁଅନେକ ଭାଷଣ ଦେଇଛନ୍ତି, କିନ୍ତୁ ସ୍ଥଳ ବିଶେ‌ଷରେ ଭିନ୍ନକ୍ଷମଙ୍କ ସହଯୋଗ ପ୍ରତି ପ୍ରଶାସନର ଏହି ଆଗ୍ରହ ଦେଖିବାକୁ ମିଳୁନାହିଁ। ରାଜ୍ୟସରକାରଙ୍କ ତଥ୍ୟାନୁସାରେ ହିଁ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ ଚିହ୍ନଟହୋଇଥିବା ଭିନ୍ନକ୍ଷମଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚିବା ଦୂରରେ ଥାଉ ଅର୍ଦ୍ଧାଧିକଙ୍କୁ ଏଯାଏଁ […]

ବିନା ନମ୍ବରପ୍ଲେଟ୍‌ ଯାନଙ୍କ ଆତଙ୍କ: ବେଆଇନ ଖଣିଜ ଚାଲାଣରେ ନିୟୋଜିତ

ବିନା ନମ୍ବରପ୍ଲେଟ୍‌ ଯାନଙ୍କ ଆତଙ୍କ: ବେଆଇନ ଖଣିଜ ଚାଲାଣରେ ନିୟୋଜିତ

Bartanews

ଜଟଣୀ: ଜଟଣୀ ତହସିଲ ଅଞ୍ଚଳରୁ ପ୍ରତିଦିନ ବେଆଇନ ଭାବେ ଖଣିଜ ସମ୍ପଦ ଚାଲାଣ ହେଉଛି। ଏଥିପାଇଁ ଶହ ଶହ ହାଇୱା, ଟ୍ରକ୍, ଟ୍ରାକ୍ଟର ଭଳି ବଡ଼ଗାଡ଼ି ନିୟୋଜିତ ହେଉଛି। ମାଙ୍କଡ଼ା ପଥର, ମୋରମ ଆଦି ଲୁଟ୍ ହେଉଥିବା ବେଳେ ଅଧିକାଂଶ ଗାଡ଼ି ବିନା ନମ୍ବର ପ୍ଲେଟରେ ଚାଲିଥିବା ଦେଖା ଯାଉଛି। ବିଶେଷକରି ରାତିରେ ଏହା ଚାଲାଣ ହେଉଥିବା ବେଳେ ରାସ୍ତାରେ ଗାଡ଼ିଗୁଡ଼ିକ ଦ୍ରୁତଗତିରେ ବେପରୁଆ ଭାବେ ଯା’ଆସ କରୁଛି। ଧରା ପଡ଼ିବାର ଆଶଙ୍କା ଥିବାରୁ ମଧ୍ୟ ଚାଳକମାନେ […]

ଶୌଚାଳୟ ନିର୍ମାଣ ଲକ୍ଷ୍ୟ ପୂରଣରେ ବାଧକ ପାଲଟିଛି ‘ହାତଗୁଞ୍ଜା’

ଶୌଚାଳୟ ନିର୍ମାଣ ଲକ୍ଷ୍ୟ ପୂରଣରେ ବାଧକ ପାଲଟିଛି ‘ହାତଗୁଞ୍ଜା’

Bartanews

ଖୋର୍ଦ୍ଧା: ଘରେ ଶୌଚାଳୟ ରହିବା ଏକ ସଭ୍ୟ, ଶିକ୍ଷିତ ଓ ଆଭିଜାତ୍ୟର ପରିଚୟ ହେଲାଣି। ରାଜ୍ୟର ସବୁଠାରୁ ଶିକ୍ଷିତ ଜିଲ୍ଲା ଖୋର୍ଦ୍ଧାରେ କିନ୍ତୁ ଏହି ପରିଚୟ ୪୦ ହଜାର ପରିବାରଙ୍କ ନିକଟରେ ପହଞ୍ଚି ପାରିନାହିଁ। କିଛି ଦିନ ପୂର୍ବେ, ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଦୁର୍ନୀତି ଓ ଅପାରଗତା ଯୋଗୁଁ ଖୋର୍ଦ୍ଧା ଜିଲ୍ଳା କିଭଳି ସ୍ବଚ୍ଛଭାରତ ମିଶନ-ଗ୍ରାମୀଣ ଯୋଜନାରେ ପଛରେ ପଡ଼ିଛି ସେନେଇ ସମ୍ବାଦରେ ଖବର ପ୍ରକାଶିତ ହୋଇଥିଲା। ଆଜି ଏହାର ଆଉ ଏକ ପ୍ରମାଣ ମିଳିଛି, […]

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ; ୫ ଦିନ ଧରି ଚାଲିବ କୃଷି ପାଠଶାଳା

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ; ୫ ଦିନ ଧରି ଚାଲିବ କୃଷି ପାଠଶାଳା

Bartanews

ଖୋର୍ଦ୍ଧା, ୪।୧୨ (ଇମିସ): ଆଜି ଖୋର୍ଦ୍ଧା ସହରସ୍ଥ ହାବେଳୀ ପଡ଼ିଆ ଠାରେ ୫ ଦିନିଆ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଯାଇଛି। ସୋମବାର ସଂଧ୍ୟାରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇ ମେଳାର ଉଦ୍‌ଘାଟନ କରିଥିଲେ। ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲା ପରିଷଦ […]