ପ୍ରେମିକ ସହ ମିଶି ନିଜ ଅଢ଼େଇ ବର୍ଷର ପୁଅକୁ କଚାଡି ମାରିଦେଲା ଜନ୍ମ କଲା ମା’

Bartanews

ପ୍ରେମିକ ସହ ମିଶି ନିଜ ଅଢ଼େଇ ବର୍ଷର ପୁଅକୁ କଚାଡି ମାରିଦେଲା ଜନ୍ମ କଲା ମା’

ପଟ୍ଟାମୁଣ୍ଡାଇ: ଜନ୍ମ କଲା ମାଆ ସାଜିଲା ପିଶାଚି। ପ୍ରେମିକ ସହିତ ମିଶି ନିଜର ଅଢ଼େଇ ବର୍ଷର ପୁଅକୁ କଚାଡି ମାରିଦେଲା ଜନ୍ମ କଲା ମାଆ।  ପଟ୍ଟାମୁଣ୍ଡାଇ ଚୁନିଢିଅ ପାଖରେ ଭଡାରେ ରହୁଥିଲା ସ୍ତ୍ରୀ। ସ୍ଵାମୀ ବାହାରେ ରହୁଥିବାର ସୁଯୋଗ ନେଇ ବର୍ଷେ ହେବ ଅନୈତିକ ସମ୍ପର୍କ ରଖିଥିଲେ ପ୍ରେମୀ ଯୁଗଳ। ନିଜ ଛୁଆକୁ ପ୍ରେମିକ ସହ ମଶି କଚାଡି ମାରିଦେଇଛି ପିସାଚି ମାଆ। ଉକ୍ତ ମହିଳାଙ୍କ ଘର ପଟ୍ଟାମୁଣ୍ଡାଇ ବ୍ଲକ ମାଟିଆ ପଡା ଗାଁରେ ହୋଇଥିବା ବେଳ ପ୍ରେମିକର ଘର ଗୋପ୍ତିରା ବୋଲି ଜଣାପଡ଼ିଛି।

Leave a Comment