କୋରାପୁଟ

ପାୱାର ହାଉସ୍ କଲୋନି ୫ମ ଗଳିରେ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ, ନିର୍ମାଣରେ ବାଧକ

ପାୱାର ହାଉସ୍ କଲୋନି ୫ମ ଗଳିରେ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ, ନିର୍ମାଣରେ ବାଧକ

Bartanews

ଜୟପୁର: ପାୱାରହାଉସ୍ କଲୋନି ୫ମ ଗଳିରେ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ରହିଛି। ସଂପ୍ରତି ରାସ୍ତା ନିର୍ମାଣ କାମ ଚାଳିଥିବା ବେଳେ ଏହି ଖୁଣ୍ଟ ନିର୍ମାଣ କାମରେ ବାଧକ ସୃଷ୍ଟି କରୁଥିବା କଲୋନୀବାସିନ୍ଦା ଅଭିଯୋଗ କରିଛନ୍ତି। ଟାଟା ପାୱାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ନେଇ ସାହିବାସିନ୍ଦା ପୂର୍ବରୁ ଅବଗତ କରିବା ସହ ଅଭିଯୋଗ କରିଥିଲେ ହେଁ ଏ ଯାଏଁ ଏହାକୁ ସ୍ଥାନାନ୍ତର  ନ କରି ମନମୁଖୀ କାମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କଲୋନି ବାସିନ୍ଦା ଓ  […]

ଆନ୍ଧ୍ରମୁହାଁ କଳାହାଣ୍ଡି ତେନ୍ତୁଳି: ପ୍ରକ୍ରିୟାକରଣ ପାଇଁ ଭିତ୍ତିଭୂମିର ଅଭାବ

ଆନ୍ଧ୍ରମୁହାଁ କଳାହାଣ୍ଡି ତେନ୍ତୁଳି: ପ୍ରକ୍ରିୟାକରଣ ପାଇଁ ଭିତ୍ତିଭୂମିର ଅଭାବ

Bartanews

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ତେନ୍ତୁଳି ପ୍ରକ୍ରିୟାକରଣ ପାଇଁ ଆବଶ୍ୟକ ଭିତ୍ତିଭୂମି ନଥିବା ଯୋଗୁ ବେପାରୀମାନଙ୍କ ଜରିଆରେ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଛି। ତେନ୍ତୁଳିକୁ ନେଇ ଆନ୍ଧ୍ରପ୍ରଦେଶରେ ପ୍ରକ୍ରିୟାକରଣ କରି ବ୍ୟବସାୟୀମାନେ ମୋଟା ରକମର ମୁନାଫା କମାଉଥିବା ବେଳେ ତେନ୍ତୁଳି ସଂଗ୍ରହକାରୀ ଜଳକା ହୋଇ ରହିଛନ୍ତି। ବିଶେଷ କରି ଶୀତଳ ଭଣ୍ଡାର ସୁବିଧା ନଥିବା ଯୋଗୁଁ ତେନ୍ତୁଳି ବାହାର ରାଜ୍ୟକୁ ଚାଲିଯାଉଛି। କଳାହାଣ୍ଡି ଜିଲ୍ଲାରେ ଟିଡିସିସି ମାଧ୍ୟମରେ ୨୦୨୦–୨୧ ମସିହାରେ ୨୨୨୨.୮୮ କ୍ବିଣ୍ଟାଲ ତେନ୍ତୁଳି ସଂଗ୍ରହ କରାଯାଇ ୮୦ ଲକ୍ଷ […]