ନୟାଗଡ

ଜଙ୍ଗଲ ମଧ୍ୟରୁ ଗଛ କଟାକୁ ନେଇ ବିବାଦ: ଡିଏଫ୍ଓ, ରେଞ୍ଜରଙ୍କୁ ୩ କିମି ଚଲାଇଲେ ଗ୍ରାମବାସୀ

ଜଙ୍ଗଲ ମଧ୍ୟରୁ ଗଛ କଟାକୁ ନେଇ ବିବାଦ: ଡିଏଫ୍ଓ, ରେଞ୍ଜରଙ୍କୁ ୩ କିମି ଚଲାଇଲେ ଗ୍ରାମବାସୀ

Bartanews

ଦଶପଲ୍ଲା: ଗୋଷ୍ଠୀ ଜଙ୍ଗଲ ମଧ୍ୟରୁ ଗଛ କଟାକୁ ନେଇ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର କଳସାଖମଣ ପଂଚାୟତ କଣପାଜୁ ଗ୍ରାମରେ ବିବାଦ ଲାଗି ରହିଥିବା ବେଳେ ଆଜି ଏହାକୁ ନେଇ ଆକ୍ରୋଶର ଶିକାର ହୋଇଛନ୍ତି ବନଖଣ୍ତ ଅଧିକାରୀ କ୍ଷମା ଷଡଙ୍ଗୀ। ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟା ସମୟେର ବନଖଣ୍ତ ଅଧିକାରୀଙ୍କ ସେମତ ବନାଚଂଳ ଅଧିକାରୀ ସୁଦର୍ଶନ ଦେହୁରୀ, ବନ ଉନ୍ନୟନ ନିଗମ ଏସ୍‌ଡିଏମ୍ ଶିବାଶିଷ ଦାସ ଗାଁରେ ପହଁଚିଥିଲେ। ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସମୟରେ ଗ୍ରାମବାସୀ […]