ରାଜନୀତି

ଯେଉଁ ମେସିନରେ ଚିପ ଲାଗିଛି, ତାହା ହ୍ୟାକ୍ ହୋଇପାରିବ: ଦିଗବିଜୟ

ଯେଉଁ ମେସିନରେ ଚିପ ଲାଗିଛି, ତାହା ହ୍ୟାକ୍ ହୋଇପାରିବ: ଦିଗବିଜୟ

Bartanews

ଭୋପାଳ: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଆଜି ଇଭିଏମ ଉପରେ ପୁଣି ଦୋଷ ଲଦିଛନ୍ତି | ରାଜ୍ୟର ମୋଟ ୨୩୦ଟି ଆସନ ମଧ୍ୟରୁ ବିଜେପି ୧୬୩ଟି ଆସନ ପାଇଥିବାବେଳେ କଂଗ୍ରେସକୁ ୬୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି | ଭାରତୀୟ ଜନତା ପାର୍ଟିର ଏହି ବିଶାଳ ବିଜୟ ପରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଇଭିଏମ୍ ଅର୍ଥାତ୍ ଇଲେକ୍ଟ୍ରୋନିକ୍ […]

୨ ଦଳ ମୁଖ୍ୟଙ୍କୁ ହରାଇଲେ କେ ଭେଙ୍କଟରମଣ ରେଡ୍ଡୀ

୨ ଦଳ ମୁଖ୍ୟଙ୍କୁ ହରାଇଲେ କେ ଭେଙ୍କଟରମଣ ରେଡ୍ଡୀ

Bartanews

ହାଇଦ୍ରାବାଦ: ତେଲେଙ୍ଗାନାର କାମାରେଡ୍ଡୀ ଆସନରେ ବିଜେପିର କେ ଭେଙ୍କଟ ରମଣ ରେଡ୍ଡୀ ୬୬,୬୫୨ ଭୋଟ ପାଇ ବିଆର୍‌ଏସ୍‌ର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ପରାସ୍ତ କରିଛନ୍ତି। ଏହି ଆସନରେ ତୃତୀୟ ସ୍ଥାନରେ କଂଗ୍ରେସର ରାଜ୍ୟ ମୁଖ୍ୟ ରେବାନ୍ତ ରେଡ୍ଡୀ ରହି ପରାଜିତ ହୋଇଛନ୍ତି। ଏହି ଆସନରୁ ଆଜିଯାଏ ଅଜଣାଅଶୁଣା ଥିବା ବିଜେପି ନେତା କେ ଭେଙ୍କଟ ରମଣ ରେଡ୍ଡୀ ୬୬,୬୫୨ ଓ ବିଆର୍‌ଏସ୍‌ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ୫୯,୯୧୧ଟି ଭୋଟ […]

ହାରିଲେ ଶିବରାଜଙ୍କ ୧୨ ମନ୍ତ୍ରୀ

ହାରିଲେ ଶିବରାଜଙ୍କ ୧୨ ମନ୍ତ୍ରୀ

Bartanews

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ରବିବାର ଭାରତୀୟ ଜନତା ପାର୍ଟି ଦମ୍‌ଦାର ବିଜୟ ହାସଲ କରିଥିବା ବେଳେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ସମେତ ଶିବରାଜ ସିଂହ ଚୌହାନ କ୍ୟାବିନେଟର ୧୨ ଜଣ ମନ୍ତ୍ରୀ ପରାଜିତ ହୋଇଛନ୍ତି। ଦତିଆ ଆସନରୁ କଂଗ୍ରେସ ପ୍ରାର୍ଥୀ ରାଜେନ୍ଦ୍ର ଭାରତୀଙ୍କଠାରୁ ଶ୍ରୀ ମିଶ୍ର ୭୭୪୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଅତେରରୁ ମନ୍ତ୍ରୀ ଅରବିନ୍ଦ ଭଦୋରିଆ, ହରଦାରୁ କମଲ ପଟେଲ ଓ ବାଲାଘାଟରୁ ଗୌରୀଶଙ୍କର ବିସେନ ପରାଜୟର ସମ୍ମୁଖୀନ ହୋଇଛନ୍ତି। ବଦୱାନୀରୁ […]

ଇଣ୍ଡିଆ ମେଣ୍ଟ ବୈଠକ ନେଇ ମୋ ପାଖରେ ଖବର ନାହିଁ: ମମତା

ଇଣ୍ଡିଆ ମେଣ୍ଟ ବୈଠକ ନେଇ ମୋ ପାଖରେ ଖବର ନାହିଁ: ମମତା

Bartanews

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ବଡ଼ ବିଜୟ ପରେ ଗତକାଲି କଂଗ୍ରେସ ପକ୍ଷରୁ ଡିସେମ୍ବର ୬ ତାରିଖ ବୁଧବାର ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ଡକାଯାଇଥିଲା । ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ, ଡିଏମ୍‌କେ ଓ ତୃଣମୂଳ କଂଗ୍ରେସ ସମେତ ମେଣ୍ଟ ସହଯୋଗୀମାନଙ୍କୁ ଫୋନ୍ କରି ବୈଠକ ବିଷୟରେ ଅବଗତ କରାଇଥିଲେ। ତେବେ ଆଜି ଯେତେବେଳେ ବୈଠକକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପଚରାଯାଇଥିଲା […]

ଛଅଥର ବିଧାୟକ ରହିଥିବା କଂଗ୍ରେସ ମନ୍ତ୍ରୀଙ୍କୁ ବିପୁଳ ଭୋଟରେ ହରାଇ ଦେଲେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିବା ଈଶ୍ବର ସାହୁ

ଛଅଥର ବିଧାୟକ ରହିଥିବା କଂଗ୍ରେସ ମନ୍ତ୍ରୀଙ୍କୁ ବିପୁଳ ଭୋଟରେ ହରାଇ ଦେଲେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିବା ଈଶ୍ବର ସାହୁ

Bartanews

ନୂଆଦିଲ୍ଲୀ: ରବିବାର ଚାରିଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଯାଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଜିତିଥିବା ବେଳେ ତେଲେଙ୍ଗାନାରେ  କଂଗ୍ରେସ ସାନ୍ତ୍ବନା ମୂଳକ ଭାବେ ବିଜୟୀ ହୋଇଛି। ଏହି ନିର୍ବାଚନ ଫଳାଫଳ ଘୋଷଣା ପରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ଗଲେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଅନେକ ନେତା ଏମିତି ଅଛନ୍ତି ଯେଉଁମାନେ ୫ଥର କିମ୍ବା ୫ରୁ ଅଧିକ ଥର ବିଧାୟକ ରହିଛନ୍ତି, କିନ୍ତୁ ଚଳିତ ନିର୍ବାଚନରେ   ସେମାନେ […]

କର୍ଣ୍ଣାଟକ ପରେ ତେଲେଙ୍ଗାନା: କଂଗ୍ରେସକୁ ବିଜୟ ଦେଉଛି ଏହି ଯୁବ ରଣନୀତିକାରଙ୍କ ଦକ୍ଷ ଗୋଟିଚାଳନା

କର୍ଣ୍ଣାଟକ ପରେ ତେଲେଙ୍ଗାନା: କଂଗ୍ରେସକୁ ବିଜୟ ଦେଉଛି ଏହି ଯୁବ ରଣନୀତିକାରଙ୍କ ଦକ୍ଷ ଗୋଟିଚାଳନା

Bartanews

ନୂଆଦିଲ୍ଲୀ: ତେଲଙ୍ଗାନାର ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚମକାଇ ଦେଲା ପରି ହୋଇଛି। ଅନ୍ୟ ତିନି ରାଜ୍ୟରେ ପରାଜୟର ସାମ୍ନା କରିଥିବା କଂଗ୍ରେସ ତେଲେଙ୍ଗାନାରେ ବିଜୟୀ ହୋଇଛି। ଗତ କିଛି ମାସ ପୂର୍ବରୁ ତେଲଙ୍ଗାନାରେ କଂଗ୍ରେସର ସେଭଳି ବିଶେଷ ସ୍ଥିତି ନଥିବା ବେଳେ ଦଳକୁ ସେଠାରେ ଏତେ ବଡ ବିଜୟ କେମିତି ମିଳିଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏଥିସହିତ ତେଲଙ୍ଗାନାରେ କଂଗ୍ରେସର ବିଜୟର ଶ୍ରେୟ ନିର୍ବାଚନ ରଣନୀତିକାର ସୁନୀଲ କାନୁଗୋଲୁଙ୍କୁ ଦିଆଯାଉଛି। ଏହା ପୂର୍ବରୁ […]

ଏମାନେ ଟଙ୍କା ନେଉଛନ୍ତି, ସେମାନେ ଟଙ୍କା ଦେଉଛନ୍ତି: ପ୍ରଶାନ୍ତ କିଶୋର

ଏମାନେ ଟଙ୍କା ନେଉଛନ୍ତି, ସେମାନେ ଟଙ୍କା ଦେଉଛନ୍ତି: ପ୍ରଶାନ୍ତ କିଶୋର

Bartanews

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲେଙ୍ଗାନାର ବିଧାନସଭା ନିର୍ବାଚନରେ ​​ବିଜେପିର ପ୍ରଦର୍ଶନକୁ ନେଇ ବିଭିନ୍ନ ବିବୃତ୍ତି ସାମ୍ନାକୁ ଆସିବାରେ ଲାଗିଛି | କେହି କେହି ଏହାକୁ ମୋଦୀଙ୍କ ଗ୍ୟାରେଣ୍ଟି ବୋଲି କହୁଥିବାବେଳେ କେହି କେହି ଏହାକୁ ଇଣ୍ଡିଆ ମେଣ୍ଟର ବିଫଳତା ବୋଲି କହୁଛନ୍ତି। ତେବେ ଏହି ପ୍ରସଙ୍ଗରେ ଜନସ୍ୱରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର କହିଛନ୍ତି ଯେ ଯଦି ବିରୋଧୀ ଦଳ ବିଜେପିକୁ ପରାସ୍ତ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ପ୍ରଥମେ ବୁଝିବାକୁ ପଡ଼ିବ ଯେ ଲୋକମାନେ […]

ପ୍ରଧାନମନ୍ତ୍ରୀ ମୋଦୀ ସବୁଠୁ ଭଲ ନେତା: ୩ ରାଜ୍ୟରେ ‘ବିଜେପି’ ଜିତିବା ପରେ କହିଲେ ଆମେରିକୀୟ ଗାୟିକା ମେରି ମିଲ୍‌ବେନ୍‌

ପ୍ରଧାନମନ୍ତ୍ରୀ ମୋଦୀ ସବୁଠୁ ଭଲ ନେତା: ୩ ରାଜ୍ୟରେ ‘ବିଜେପି’ ଜିତିବା ପରେ କହିଲେ ଆମେରିକୀୟ ଗାୟିକା ମେରି ମିଲ୍‌ବେନ୍‌

Bartanews

ନୂଆଦିଲ୍ଲୀ: ରବିବାର ଦିନ ‘ବିଜେପି’ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବା ଖୁସିରେ ପ୍ରଖ୍ୟାତ ଆଫ୍ରିକୀୟ-ଆମେରିକୀୟ ଗାୟିକା ତଥା ଅଭିନେତ୍ରୀ ମେରି ମିଲ୍‌ବେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ‘ଏକ୍ସ୍‌’ କରି ମେରି ମିଲ୍‌ବେନ୍‌ କହିଛନ୍ତି, ଆଜି ଭାରତରେ ଘୋଷଣା କରାଯାଇ ଥିବା ନିର୍ବାଚନ ଫଳାଫଳରେ ‘ବିଜେପି’ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ପ୍ରମୁଖ ରାଜ୍ୟରେ ବିଜୟ ହାସଲ କରିଛି। ଏହା ହେଉଛି ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ […]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଓଡ଼ିଶାରେ ମଧ୍ୟ ଆଗାମୀ ନିର୍ବାଚନରେ କାମ ଦେବ: ମନମୋହନ ସାମଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଓଡ଼ିଶାରେ ମଧ୍ୟ ଆଗାମୀ ନିର୍ବାଚନରେ କାମ ଦେବ: ମନମୋହନ ସାମଲ

Bartanews

ଭୁବନେଶ୍ବର: ଓଡ଼ିଶା ରାଜନୀତି ୨୦୨୪ରେ ୟୁ ଟର୍ଣ୍ଣ ନେବ। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଆଗ୍ରେସିଭ ମୁଡରେ ଲଢ଼ିବ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ରାଜ୍ୟ ସଭାପତି ମନମୋହନ ସାମଲ ଏପରି ଟିପ୍ପଣୀ କରିଛନ୍ତି। ଗତକାଲି ନିର୍ବାଚନ ଫଳାଫଳକୁ ନେଇ ରାଜ୍ୟ ବିଜେପି ଖୁସି ବ୍ୟକ୍ତ କରିଛି। ଅନ୍ୟ ରାଜ୍ୟର ଫଳ ଦେଖି ଓଡ଼ିଶା ରାଜନୀତି ୨୦୨୪ରେ ୟୁ ଟର୍ଣ୍ଣ ନେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି […]

କିଏ କେଉଁଠି ଜିତିଲେ, ଓଡ଼ିଶା ଉପରେ ତାର ପ୍ରଭାବ ପଡ଼ିବ ନାହିଁ: ବିଜେଡି

କିଏ କେଉଁଠି ଜିତିଲେ, ଓଡ଼ିଶା ଉପରେ ତାର ପ୍ରଭାବ ପଡ଼ିବ ନାହିଁ: ବିଜେଡି

Bartanews

ଭୁବନେଶ୍ବର: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ଓ ତେଲେଙ୍ଗାନାରେ କଂଗ୍ରେସର ବିପୁଳ ବିଜୟ ପରେ ପ୍ରତିକ୍ରିୟା ରଖିଛି ବିଜେଡି। ଏନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ୨୦୦୦ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ କେଉଁ ମଡେଲ କାମ କରିନି। ଓଡ଼ିଶାରେ କେବଳ ନବୀନ ମଡେଲ ହିଁ କାମ କରିଛି । ଆଗାମୀ ଦିନରେ ବି କରିବ । ନବୀନ ମଡେଲ ହେଉଛି ବିକାଶର ମଡେଲ। ଦିଲ୍ଲୀଠୁ ନେଇ ଦୌଲତାବାଦ ଯାଏଁ ଓଡ଼ିଶାର ମଡେଲକୁ […]