ରାଜନୀତି

ମଧ୍ୟପ୍ରଦେଶରେ ପରାଜୟକୁ ନେଇ ଇଭିଏମ ଉପରେ ଦୋଷ ଲଦିଲେ ଅଖିଳେଶ

ମଧ୍ୟପ୍ରଦେଶରେ ପରାଜୟକୁ ନେଇ ଇଭିଏମ ଉପରେ ଦୋଷ ଲଦିଲେ ଅଖିଳେଶ

Bartanews

ଭୋପାଳ: ଗତକାଲି ୪ଟି ରାଜ୍ୟ ବିଧାନସଭା ନିର୍ବାଚନ‌ ଫଳାଫଳ ସାମ୍ନାକୁ ଆସିଥିଲା | ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି ଚମତ୍କାର ବିଜୟ ହାସଲ କରିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ନିର୍ବାଚିତ ହୋଇଥିଲା । ମଧ୍ୟପ୍ରଦେଶରେ ବିଜେପି ଠାରୁ କ୍ଷମତା ଛଡ଼ାଇବା ଲାଗି ସ୍ବପ୍ନ ଦେଖିଥିବା କଂଗ୍ରେସ ରାଜସ୍ଥାନ ଓ ଛତିଶଗଡ଼ ହରାଇ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅନ୍ୟପକ୍ଷରେ ବିଜେପି ନିଜ ଗଡ ମଧ୍ୟପ୍ରଦେଶରେ ସରକାର-ବିରୋଧୀ ହାୱାକୁ ଧୂଳିସାତ କରିବା ସହିତ ପୂର୍ବ […]

ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ: ଛତିଶଗଡ଼ରେ ଦଳକୁ ହରାଇବାକୁ ଟଙ୍କା ଲଗେଇଥିଲା ବିଜେଡି

ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ: ଛତିଶଗଡ଼ରେ ଦଳକୁ ହରାଇବାକୁ ଟଙ୍କା ଲଗେଇଥିଲା ବିଜେଡି

Bartanews

ଭୁବନେଶ୍ବର: ଛତିଶଗଡ଼ରେ ବିଜେପିକୁ ହରାଇବାକୁ ବିଜେଡି ଟଙ୍କା ଲଗେଇଥିଲା ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ନେତା ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ। ସେ କହିଛନ୍ତି, ପଶ୍ଚିମ ଓଡ଼ିଶାର ବିଜେଡି ନେତା ଓ ମନ୍ତ୍ରୀମାନେ ପ୍ରାଣପଣେ ଚେଷ୍ଟା କରିଥିଲେ। ଛତିଶଗଡ଼ ଗସ୍ତ କରି ଲୋକଙ୍କୁ କହୁଥିଲେ ବିଜେପି ବିରୋଧରେ ଭୋଟ ଦିଅ। ବିଜେଡି ନେତା, ମନ୍ତ୍ରୀମାନେ ବିଧାନସଭା ନିର୍ବାଚନରେ ବି ଟଙ୍କା ଲଗାଇଥିଲେ। କଂଗ୍ରେସ ଜିତିବାରୁ ବିଜେଡି ଖୁସି ଥିଲା। ବିଜେଡି ପଇସା […]