Leading

କର୍ପୋରେଟର ଓ ସାଂସଦଙ୍କ ପ୍ରତିନିଧି ମୁହାମୁହିଁ: ବିଏମ୍‌ସି ବିନାନୁମତିରେ ପାର୍କରେ ହାଇମାଷ୍ଟ ଲାଇଟ ଲଗାଇବାକୁ ନେଇ ଉତ୍ତେଜନା

୨ ଠିକା ସଂସ୍ଥା ବିରୋଧରେ ଏତଲା: ଧାର୍ଯ୍ୟ ସମୟରେ ସରିଲାନି ନିର୍ମାଣ, କଠୋର ହେଲା ବିଏମ୍‌ସି

Bartanews

ଭୁବନେଶ୍ୱର: ଜନସାଧାରଣଙ୍କ ସ୍ୱାର୍ଥ ସହ କୌଣସି ପରିସ୍ଥିତିରେ ବୁଝାମଣା ହେବନାହିଁ। ଏହି ଆଧାରରେ ବିଏମ୍‌ସି ଦୁଇଟି ଠିକା ସଂସ୍ଥା ବିରୋଧରେ ଥାନାରେ ଏତଲା ଦେଇଛି। ଧାର୍ଯ୍ୟ ସମୟ ଅବଧି‌ରେ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ଜନସ୍ବାର୍ଥରେ ଘୋର ବାଧା ଉପୁଜିଛି। ଏଣୁ ଏଭଳି କଠୋର ପଦକ୍ଷେପ ନିଆଯାଇଛି। କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଜେଡ୍‌ଡିସି(ଉତ୍ତର) ସ୍ବାଗତ ଦାସ ବ୍ରିଜ୍ ଆଣ୍ଡ ରୁଫ୍‌ କୋ (ଇଣ୍ଡିଆ) ଲିମିଟେଡ୍‌ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିବା ବେଳେ ବିଜ୍ଞାନ […]

ବଳ ଗୋଟାଉଛି ବାତ୍ୟା ‘ମିଗଜୋମ’: ପବନର ଘଣ୍ଟା ପ୍ରତି ବେଗ ୧୧୦ କିମି ରହିପାରେ

ବଳ ଗୋଟାଉଛି ବାତ୍ୟା ‘ମିଗଜୋମ’: ପବନର ଘଣ୍ଟା ପ୍ରତି ବେଗ ୧୧୦ କିମି ରହିପାରେ

Bartanews

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ ରବିବାର ବାତ୍ୟା ‘ମିଗଜୋମ’ ରୂପ ନେଇଛି। ରିପୋର୍ଟ ଲେଖା ହେବା ବେଳକୁ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଅଗ୍ରସର ହେଉଛି ଏବଂ ୧୨.୨ ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୮୨ ଡିଗ୍ରି ପୂର୍ବ ଦ୍ରାଘିମା ପାଖରେ ଅବସ୍ଥିତ ରହିଛି। ଆହୁରି ସରଳ ଭାବେ କହିଲେ, ପୁଡୁଚେରିଠାରୁ ପ୍ରାୟ ୨୪୦ କିମି ପୂର୍ବ, ଚେନ୍ନାଇର ୨୧୦ କିମି ପୂର୍ବ-ଦକ୍ଷିଣ ପୂର୍ବ, ନେଲୋରର ୩୩୦ କିମି […]

କଂଗ୍ରେସ ସଭାପତିଙ୍କୁ ଫୁଲତୋଡ଼ା ଦେଇ ଡିଜିପି ନିଲମ୍ବିତ

କଂଗ୍ରେସ ସଭାପତିଙ୍କୁ ଫୁଲତୋଡ଼ା ଦେଇ ଡିଜିପି ନିଲମ୍ବିତ

Bartanews

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଥିବା ବେଳେ ରାଜ୍ୟ କଂଗ୍ରେସ ମୁଖ୍ୟ ରେବାନ୍ତ ରେଡ୍ଡୀଙ୍କୁ ସାକ୍ଷାତ କରି ତାଙ୍କୁ ଫୁଲତୋଡ଼ା ଦେଇଥିବାରୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନିର୍ବାଚନ କମିସନ ନିଲମ୍ବିତ କରିଛନ୍ତି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ତେଲେଙ୍ଗାନା ଡିଜିପି ଅଞ୍ଜନି କୁମାର ଏବଂ ଅନ୍ୟ ଦୁଇ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସ୍ପଷ୍ଟୀକରଣ ମଗାଯାଇଛି। ସୂଚନାଯୋଗ୍ୟ, ଭୋଟ୍ ଗଣତି ଚାଲିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ଜିତିବା ଓ ସରକାର ଗଢ଼ିବା […]

‘ଚାଟଜିପିଟି’, ‘ବିଶ୍ବକପ’, ‘ପଠାନ’ ଓ ‘ଜଓ୍ବାନ’ ଚଳିତ ବର୍ଷର ‘ଉଇକିପିଡ଼ିଆ’ରେ ସର୍ବାଧିକ ପଠିତ ଲେଖା

‘ଚାଟଜିପିଟି’, ‘ବିଶ୍ବକପ’, ‘ପଠାନ’ ଓ ‘ଜଓ୍ବାନ’ ଚଳିତ ବର୍ଷର ‘ଉଇକିପିଡ଼ିଆ’ରେ ସର୍ବାଧିକ ପଠିତ ଲେଖା

Bartanews

ନୂଆଦିଲ୍ଲୀ: ପ୍ରତିଦିନ ସାରା ବିଶ୍ୱର ଲୋକଙ୍କ ମନରେ କିଛି ନା କିଛି ପ୍ରଶ୍ନ ଆସିଥାଏ। ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ପାଇଁ ଲୋକମାନେ ଇଣ୍ଟରନେଟରେ ଉଇକିପିଡ଼ିଆ ବ୍ୟବହାର କରନ୍ତି । କିନ୍ତୁ ଆପଣଙ୍କୁ ମନେ ଅଛି କି ଆପଣ ସାରା ବର୍ଷରେ ଇଣ୍ଟରନେଟରେ କଣ ସବୁଠାରୁ ଅଧିକ ସର୍ଚ୍ଚ କରିଥିଲେ? ନିଶ୍ଚିତ ଭାବରେ, ଏହା ଆମ ସମସ୍ତଙ୍କ ପାଇଁ ମନେ ରଖିବା କଷ୍ଟକର । କିନ୍ତୁ ଉଇକିପିଡ଼ିଆ କ୍ଷେତ୍ରରେ ଏହା ନୁହେଁ ।  ଉଇକିପିଡ଼ିଆ ପରିଚାଳନା କରୁଥିବା […]

ଚମକାଇଲା ବିଜେପି: ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବୃହତ ବିଜୟ

ଚମକାଇଲା ବିଜେପି: ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବୃହତ ବିଜୟ

Bartanews

ନୂଆଦିଲ୍ଲୀ: ୪ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ‌ରେ ବିଜେପି ୩-୧ରେ ବିଜୟୀ ହୋଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି ଚମତ୍କାର ବିଜୟ ହାସଲ କରିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ନିର୍ବାଚିତ ହୋଇଛି। ବିଜେପି ମଧ୍ୟ ପ୍ରଦେଶରେ କ୍ଷମତାସୀନ ଥିବା ବେଳେ କଂଗ୍ରେସ ହାତରୁ ରାଜସ୍ଥାନ ଏବଂ ଛତିଶଗଡ଼ ଛଡ଼ାଇ ନେଇଛି। ମଧ୍ୟପ୍ରଦେଶରେ ବିଜେପି ଠାରୁ କ୍ଷମତା ଛଡ଼ାଇବା ଲାଗି ସ୍ବପ୍ନ ଦେଖିଥିବା କଂଗ୍ରେସ ରାଜସ୍ଥାନ ଓ ଛତିଶଗଡ଼ ହରାଇ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। […]

ମଧ୍ୟପ୍ରଦେଶ : ବୋରଓ୍ବେଲରେ ଖସିପଡ଼ିଲା ଶିଶୁକନ୍ୟା, ଉଦ୍ଧାର ପାଇଁ ପହଞ୍ଚିଲା ଏନଡିଆରଏଫ

ମଧ୍ୟପ୍ରଦେଶ : ବୋରଓ୍ବେଲରେ ଖସିପଡ଼ିଲା ଶିଶୁକନ୍ୟା, ଉଦ୍ଧାର ପାଇଁ ପହଞ୍ଚିଲା ଏନଡିଆରଏଫ

Bartanews

ରାଜଗଡ଼: ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ଜଣେ ୫ ବର୍ଷର ଶିଶୁକନ୍ୟା ବୋରୱେଲକୁ ଖସି ପଡ଼ିଛି।  ଘଟଣାଟି ଘଟିଛି ବୋଡା ଥାନା ଅନ୍ତର୍ଗତ ପିପିଲିଆ ରସୋଡା ଗାଁର। ଶିଶୁକୁ ଉଦ୍ଧାର ପାଇଁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ନଳକୂପ ଭିତରକୁ ନାବାଳିକା ପଡ଼ିବା ଘଟଣାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏସଡିଆରଏଫ ଓ ଏନଡିଆରଏଫ ଟିମ୍ ପହଞ୍ଚିଛି । ଜିଲ୍ଲା ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀଙ୍କ […]

ଡିଏମକେ ହେଉଛି ରାବଣର ବଂଶଧର : କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍

ଡିଏମକେ ହେଉଛି ରାବଣର ବଂଶଧର : କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍

Bartanews

ନୂଆଦିଲ୍ଲୀ: ଡିଏମକେ ସାଂସଦ ଡିଏନଭି ସେନ୍ଥିଲ କୁମାର ଉତ୍ତର-ଭାରତ ରାଜ୍ୟଗୁଡ଼ିକୁ ଗୋମୁତ୍ର ରାଜ୍ୟ କହିବା ପରେ ଏକ ବଡ଼ ବିବାଦ ଦେଖାଦେଇଛି । ଡିଏମକେର ମେଣ୍ଟ ସହଯୋଗୀ ଦଳ କଂଗ୍ରେସ ପକ୍ଷରୁ ମଧ୍ୟ ଏହି ବୟାନଠାରୁ ନିଜକୁ ଦୂରେଇ ରଖାଯାଇଛି । ଏପରିକି କେତେକ କଂଗ୍ରେସ ନେତା ଏହାକୁ ନାପସନ୍ଦ କରିଛନ୍ତି । କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାମ୍ କହିଛନ୍ତି ଯେ ଯଦି ଡିଏମକେ ନେତାମାନେ ଏଭଳି କାର୍ଯ୍ୟ ଜାରି ରଖନ୍ତି ଏବଂ ସନାତନ ଧର୍ମ […]

କିଏ ହେବେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ? ଏପରି କଥା କହିଲେ ଅମିତ ଶାହା

କିଏ ହେବେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ? ଏପରି କଥା କହିଲେ ଅମିତ ଶାହା

Bartanews

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରଠାରୁ ଲଗାତାର ପ୍ରଶ୍ନ ଉଠୁଛି ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ତିନି ରାଜ୍ୟର ବିଜେପି ଶିବିରରେ ଅନେକଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ସାମ୍ବାଦିକମାନେ ମଙ୍ଗଳବାର ସଂସଦ ଭବନ ପରିସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଏହି ପ୍ରଶ୍ନ ପଚାରିଥିଲେ। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ସମ୍ପର୍କରେ ପଚରାଯିବାରୁ ଶାହ ହସି ହସି କହିଥିଲେ, ‘ଏପର୍ଯ୍ୟନ୍ତ କିଛି […]

‘ନନ୍‌-ଭେଜ୍‌’ ଫୁଡ୍‌ ଷ୍ଟଲ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ରାଜସ୍ଥାନର ନବ ନିର୍ବାଚିତ ବିଜେପି ବିଧାୟକ

‘ନନ୍‌-ଭେଜ୍‌’ ଫୁଡ୍‌ ଷ୍ଟଲ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ରାଜସ୍ଥାନର ନବ ନିର୍ବାଚିତ ବିଜେପି ବିଧାୟକ

Bartanews

ଜୟପୁର: ରାଜରାସ୍ତା କଡ଼ରେ ଥିବା ‘ନନ୍‌-ଭେଜ୍‌’ (ଆମିଷ) ଫୁଡ୍‌ ଷ୍ଟଲ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ ଚର୍ଚ୍ଚାରେ ଥିବା ରାଜସ୍ଥାନର ନବ ନିର୍ବାଚିତ ବିଜେପି ବିଧାୟକ ସ୍ୱାମୀ ବାଲମୁକୁନ୍ଦ ଆଚାର୍ଯ୍ୟ କହିଛନ୍ତି ଯେ ସେ ଯାହା କରିଛନ୍ତି ତାହା ଅଧିକାରୀଙ୍କୁ ଧମକ ନୁହେଁ। ରାଜରାସ୍ତା କଡ଼ରେ ଥିବା ‘ନନ୍‌-ଭେଜ୍‌’ (ଆମିଷ) ଫୁଡ୍‌ ଷ୍ଟଲ୍‌ ବନ୍ଦ କରିବାକୁ ଅଧିକାରୀମାନଙ୍କୁ ଧମକ ଦେଇଥିବା ଅଭିଯୋଗ ସମ୍ପର୍କରେ ପଚରାଯିବାରୁ ସେ ଏହା କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏକ ଭିଡିଓରେ ସେ ଜଣେ […]

ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ: ମୋଟର ଯାନ ବକେୟା ଟିକସ ଓ ଜରିମାନାର ହେବ ଏକକାଳୀନ ପରିଷୋଧ

ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ: ମୋଟର ଯାନ ବକେୟା ଟିକସ ଓ ଜରିମାନାର ହେବ ଏକକାଳୀନ ପରିଷୋଧ

Bartanews

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକରେ ମଙ୍ଗଳବାର ମୋଟର ଯାନ ବକେୟା ଟିକସ ଓ ଜରିମାନାର ଏକକାଳୀନ ପରିଷୋଧ ସମେତ ମୋଟ ୧୦ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଗୋପାଳପୁରରେ ଶିଳ୍ପ କରିଡର ପ୍ରତିଷ୍ଠା ଲାଗି ନିଷ୍ପତ୍ତି ହୋଇଛି। ଜଟଣୀ ଓ ଭୁବନେଶ୍ବର ତହସିଲ ଅଧିନରେ ଲିଜ୍ ସୂତ୍ରରେ ଜମି ନେଇଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ। ଭୁବନେଶ୍ବର ଓ ଜଟଣୀ ତହସିଲରେ ଥିବା […]