Leading

ଏନ୍‌ସିଆର୍‌ବି ରିପୋର୍ଟରେ ଓଡ଼ିଶା: ଶିଶୁ, ଅର୍ଥନୈତିକ ଅପରାଧ ଉପରମୁହାଁ

ଏନ୍‌ସିଆର୍‌ବି ରିପୋର୍ଟରେ ଓଡ଼ିଶା: ଶିଶୁ, ଅର୍ଥନୈତିକ ଅପରାଧ ଉପରମୁହାଁ

Bartanews

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅପରାଧିକ ମାମଲା ବଢ଼ିବାରେ ଲାଗିଛି। ଜାତୀୟ ଅପରାଧ ନଥି ସଂସ୍ଥା (ଏନ୍‌ସିଆର୍‌ବି)ର ତଥ୍ୟ ମୁତାବକ ୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ଟି ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ ଲକ୍ଷ ୭୮ ହଜାର ୧୯୦ରେ ପହଞ୍ଚିଛି। ଅର୍ଥାତ୍‌ ଅପରାଧ ପାଖାପାଖି ୧୫ ପ୍ରତିଶତ ବଢ଼ିଛି। ତେବେ ଏ ହିସାବରେ ଥିବା ଭଲଚିତ୍ରଟି ହେଉଛି, ପୂର୍ବ ବର୍ଷ ତୁଳନାରେ ରାଜ୍ୟରେ ମହିଳା ବିରୋଧୀ ଅପରାଧ […]

ମଣିପୁର ପୁଣି ଅଶାନ୍ତ: ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ, ୧୩ ମୃତ

ମଣିପୁର ପୁଣି ଅଶାନ୍ତ: ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ, ୧୩ ମୃତ

Bartanews

ଇମ୍ଫାଲ: ଅଳ୍ପ କିଛିଦିନର ବ୍ୟବଧାନ‌ ପରେ ଦେଶର ଉତ୍ତର ପୂର୍ବ ରାଜ୍ୟ ମଣିପୁର ପୁଣି ଅଶାନ୍ତ ହୋଇ ଉଠିଛି। ଦୁଇ ଗୋଷ୍ଠୀ ମଧ୍ୟରେ ସାନି ହିଂସା ଯୋଗୁ ଆଜି ରାଜ୍ୟର ତେଙ୍ଗନୌପଲ ଜିଲ୍ଲାରେ ଅତିକମ୍‌ରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ସୁରକ୍ଷା ଅଧିକାରୀଙ୍କ କହିବାନୁଯାୟୀ, ତେଙ୍ଗନୌପଲ ଜିଲ୍ଲାର ସାଇବୋଲ୍‌ ନିକଟ ଲିଥୁ ଗ୍ରାମରେ ଉଗ୍ରବାଦୀଙ୍କ ଦୁଇଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ ହୋଇଛି। ଏହି ସୂଚନା ମିଳିବା ପରେ ୧୦ କିମି ଦୂରରେ ଥିବା ସୁରକ୍ଷା କର୍ମୀମାନେ ଘଟଣା ସ୍ଥଳରେ […]

ମିଜୋରାମ ନିର୍ବାଚନ: ଭାଙ୍ଗିଲା ୩୬ ବର୍ଷର ଧାରା, ପ୍ରଥମ ପଦାର୍ପଣରେ ଜେଡ୍‌ପିଏମ୍‌ର ଧମାକା

ମିଜୋରାମ ନିର୍ବାଚନ: ଭାଙ୍ଗିଲା ୩୬ ବର୍ଷର ଧାରା, ପ୍ରଥମ ପଦାର୍ପଣରେ ଜେଡ୍‌ପିଏମ୍‌ର ଧମାକା

Bartanews

ଆଇଜଲ: ମିଜୋରାମରେ ଗତ ୩୬ ବର୍ଷର ଧାରାକୁ ଭାଙ୍ଗିଛି ନବାଗତ ଜେଡ୍‌ପିଏମ୍‌ ବା ଜୋରାମ୍‌ ପିପୁଲ୍‌ସ ମୁଭ୍‌ମେଣ୍ଟ। ଏହି ୩୬ ବର୍ଷ ଭିତରେ ରାଜ୍ୟ ରାଜନୀତିରେ ରହିଥିଲା କଂଗ୍ରେସ ଏବଂ ଏମ୍‌ଏନ୍‌ଏଫ୍‌ର ଦବଦବ‌ା। କେବେ କଂଗ୍ରେସ ସରକାର ଗଢ଼ୁଥିଲା, ତ କେବେ ଏମ୍‌ଏନ୍ଏଫ୍। ତୃତୀୟ ବିକଳ୍ପ ହିଁ ନଥିଲା। କିନ୍ତୁ ଏଥର ସେହି ଧାରାକୁ ଭାଙ୍ଗି ରାଜ୍ୟ ରାଜନୀତିରେ ଧମାକା ସୃଷ୍ଟି କରିଛି ଜେଡ୍‌ପିଏମ୍‌। ପ୍ରଥମ ପଦାର୍ପଣରେ ଏମ୍‌ଏନ୍‌ଏଫ୍‌କୁ ହରାଇ କ୍ଷମତା ଦଖଲ କରିବାରେ ଏହି ନବଗଠିତ […]

ବାତ୍ୟା ମିଗଜୋମ ପ୍ରଭାବ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଗଜପତିରେ କାଲି ସ୍କୁଲ ଛୁଟି

ବାତ୍ୟା ମିଗଜୋମ ପ୍ରଭାବ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଗଜପତିରେ କାଲି ସ୍କୁଲ ଛୁଟି

Bartanews

ଭୁବନେଶ୍ବର: ବାତ୍ୟା ମିଗଜୋମ ସଂପର୍କରେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାତ୍ୟା ମିଗଜୋମ ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୭ କିମି ପ୍ରତି ବେଗରେ ଉତ୍ତର ଆଡ଼କୁ ଗତି କରୁଛି। କାବାଲି ଠାରୁ ୨୦ କିମି ଦୂରରେ ରହିଛି ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ଯେଉଁ ରହୁଛି ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆନ୍ଧ୍ର ଉପକୂଳ ଅଞ୍ଚଳ ସମୁଦ୍ର ମଧ୍ୟରେ ଏହା ଅଗ୍ରସର ହେଉଛି। ଆଜି ପୂର୍ବାହ୍ନ ସୁଦ୍ଧା ମେଲୋର୍ ଓ […]

ଜୋର୍ ଧରିଲା ଜିଲ୍ଲା ଦାବି: ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ଜୋର୍ ଧରିଲା ଜିଲ୍ଲା ଦାବି: ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

Bartanews

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି। ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନକ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ତେବେ ଗାଡ଼ିମଟର ଚଳାଚଳ ସ୍ୱାଭାବିକ ରହିଛି। ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରସ୍ତା ଉପରେ ବିକ୍ଷୋଭ ପ୍ରଦଶନ କରିଛନ୍ତି। […]

‘ମିଗଜୋମ୍‌’ର ଲ୍ୟାଣ୍ଡଫଲ୍‌ ଆଜି: କୋରାପୁଟରେ ବର୍ଷା

‘ମିଗଜୋମ୍‌’ର ଲ୍ୟାଣ୍ଡଫଲ୍‌ ଆଜି: କୋରାପୁଟରେ ବର୍ଷା

Bartanews

ଭୁବନେଶ୍ବର: ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ତାମିଲନାଡ଼ୁ ଉପକୂଳରେ ସକ୍ରିୟ ଭୀଷଣ ବାତ୍ୟା ‘ମିଗଜୋମ୍‌’ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଅଗ୍ରସର ହେଉଛି। ପ୍ରଭାବରେ ତାମିଲନାଡ଼ୁରେ ଭୀଷଣ ବର୍ଷା ଲାଗିରହିଛି। ରାସ୍ତାଘାଟ ପାଣିରେ ବୁଡ଼ି ଯାଇଥିବା ବେଳେ ବିମାନ ଓ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ବିମାନବନ୍ଦରରେ ଆଣ୍ଡୁଏ ଉଚ୍ଚର ବର୍ଷା ପାଣି ଜମି ରହିଛି। ବର୍ଷା ଦ୍ବାରା ଟ୍ରେନ୍‌ ଟ୍ରାକ୍‌ ପ୍ରଭାବିତ ହେବାକୁ ଥିବାରୁ ରେଳ […]

ଅର୍ଚ୍ଚନା ନାଗଙ୍କୁ ଜାମିନ: ଜେଲ୍‌ରୁ ବାହାରିବା ବାଟ ସଫା

ଅର୍ଚ୍ଚନା ନାଗଙ୍କୁ ଜାମିନ: ଜେଲ୍‌ରୁ ବାହାରିବା ବାଟ ସଫା

Bartanews

କଟକ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ପୂର୍ବରୁ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାର ଦୁଇ ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳି ସାରିଥିବା ବେଳେ ଇଡି ମାମଲାରେ ଜାମିନ ମଞ୍ଜୁର ପରେ ଜେଲରୁ ବାହାରିବା ପାଇଁ ତାଙ୍କ ପଥ ପରିଷ୍କାର ହୋଇଛି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଇଡି ମାମଲାରେ ଅର୍ଚ୍ଚନା ଦାୟର କରିଥିବା ଜାମିନ ଆବେଦନର ନଭେମ୍ବର ୨୦ରେ ଶୁଣାଣି ଶେଷ କରି ରାୟ […]

ଜାନୁଆରି ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ; ଚୂଡାନ୍ତ ହେଲା ଯଜ୍ଞ ସ୍ଥାନ, ମାପଚୁପ କାର୍ଯ୍ୟ ଶେଷ

ଜାନୁଆରି ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ; ଚୂଡାନ୍ତ ହେଲା ଯଜ୍ଞ ସ୍ଥାନ, ମାପଚୁପ କାର୍ଯ୍ୟ ଶେଷ

Bartanews

ଭୁବନେଶ୍ବର/ପୁରୀ: ଆସନ୍ତା ଜାନୁଆରି ୧୭ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ ଆୟୋଜନ ହେବ। ସେଥିପାଇଁ ଜାନୁଆରି ୧୨ ତାରିଖ ଠାରୁ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ୧୫ ତାରିଖ ସକାଳ ସାଢ଼େ ୭ଟାରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ। କେଉଁ ଜାଗାରେ ଯଜ୍ଞ ଅନୁଷ୍ଠିତ ହେବ ସେନେଇ  ସୋମବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସମେତ ପରିଚାଳନା କମିଟିର ସଦସ୍ୟ, ଦେଉଳ ପୁରୋହିତ, ଓବିସିସି, ଟାଟା ଅଧିକାରୀମାନେ ପରିଦର୍ଶନ କରିଛନ୍ତି। […]

‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମ: ବାୟୋଟେକ୍ନୋଲୋଜିର ବିକାଶ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା

‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମ: ବାୟୋଟେକ୍ନୋଲୋଜିର ବିକାଶ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା

Bartanews

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ତିନିଦିନିଆ ‘ଗ୍ଲୋବାଲ ବାୟୋ ଇଣ୍ଡିଆ ୨୦୨୩’। ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରାଳୟ ଅଧୀନରେ ଥିବା ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ (ବିଆଇଆରଏସି) ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି। ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତକୁ ନେଇ ବୈଷୟିକ ସମ୍ମିଳନୀ ଓ ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଏଥିରେ ସାମିଲ ହୋଇ ଓଡ଼ିଶା, […]

ଛଅଥର ବିଧାୟକ ରହିଥିବା କଂଗ୍ରେସ ମନ୍ତ୍ରୀଙ୍କୁ ବିପୁଳ ଭୋଟରେ ହରାଇ ଦେଲେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିବା ଈଶ୍ବର ସାହୁ

ଛଅଥର ବିଧାୟକ ରହିଥିବା କଂଗ୍ରେସ ମନ୍ତ୍ରୀଙ୍କୁ ବିପୁଳ ଭୋଟରେ ହରାଇ ଦେଲେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିବା ଈଶ୍ବର ସାହୁ

Bartanews

ନୂଆଦିଲ୍ଲୀ: ରବିବାର ଚାରିଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଯାଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଜିତିଥିବା ବେଳେ ତେଲେଙ୍ଗାନାରେ  କଂଗ୍ରେସ ସାନ୍ତ୍ବନା ମୂଳକ ଭାବେ ବିଜୟୀ ହୋଇଛି। ଏହି ନିର୍ବାଚନ ଫଳାଫଳ ଘୋଷଣା ପରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ଗଲେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଅନେକ ନେତା ଏମିତି ଅଛନ୍ତି ଯେଉଁମାନେ ୫ଥର କିମ୍ବା ୫ରୁ ଅଧିକ ଥର ବିଧାୟକ ରହିଛନ୍ତି, କିନ୍ତୁ ଚଳିତ ନିର୍ବାଚନରେ   ସେମାନେ […]