Leading

ମୁଁ ମୁଖ୍ୟମନ୍ତ୍ରୀ ପଦପାଇଁ ଦାବିଦାର ନୁହେଁ : ଶିବରାଜ ସିଂ ଚୌହାନ

ମୁଁ ମୁଖ୍ୟମନ୍ତ୍ରୀ ପଦପାଇଁ ଦାବିଦାର ନୁହେଁ : ଶିବରାଜ ସିଂ ଚୌହାନ

Bartanews

ଭୋପାଳ : ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ ବିପୁ​ଳ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏଥର ଏତେ ସଂଖ୍ୟକ ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀ ନିର୍ବାଚନରେ ଓହ୍ଲାଇଥିଲେ ଯେ ଏବେ ସମସ୍ତଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଶିବରାଜ ସିଂ ଚୌହାନଙ୍କୁ ପୁଣି ଥରେ ମଧ୍ୟପ୍ରଦେଶର ଶାସନ ମିଳିବ ନା ଆଉ କାହାକୁ ମିଳିବ ତାକୁ ନେଇ ସବୁଠାରୁ ବଡ ଚର୍ଚ୍ଚା ଚାଲିଛି । ଶିବରାଜ ସିଂହ […]

ଉତ୍ତର-ଭାରତୀୟ ରାଜ୍ୟକୁ ଗୋମୁତ୍ର ରାଜ୍ୟ କହିଲେ ଡିଏମକେ ସାଂସଦ

ଉତ୍ତର-ଭାରତୀୟ ରାଜ୍ୟକୁ ଗୋମୁତ୍ର ରାଜ୍ୟ କହିଲେ ଡିଏମକେ ସାଂସଦ

Bartanews

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପରେ କେତେକ ଗୋଷ୍ଠୀ ଦେଶରେ ଉତ୍ତର ଓ ଦକ୍ଷିଣ ଭାରତ ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ କରିଚାଲିଛନ୍ତି । ଉତ୍ତରଭାରତ ଲୋକେ ଶିକ୍ଷାଗତ ଦୃଷ୍ଟିକୋଣରୁ ଦୁର୍ବଳ ଏଣୁ ସବୁବେଳେ ବିଜେପିକୁ ଭୋଟ ଦେଉଛନ୍ତି ବୋଲି ପ୍ରଚାର କରାଯାଉଛି । ଏହି କ୍ରମରେ ଏକ ବିବାଦୀୟ ବୟାନ ଦେଇଛନ୍ତି ଡିଏମକେ ନେତା । ଡିଏମକେ ସାଂସଦ ଡିଏନଭି ସେନ୍ଥିଲକୁମାର ଏହି ବିବାଦୀୟ ବୟାନ ଦେଇଛନ୍ତି। ସେ ଭାରତୀୟ […]

ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ, ଏବେ ବାହା ହୋଇପାରିବେନି ବିଧାୟକ

ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ, ଏବେ ବାହା ହୋଇପାରିବେନି ବିଧାୟକ

Bartanews

କଟକ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ ହୋଇଛି। ବିଧାୟକ ଶ୍ରୀ ଦାସଙ୍କ ଆବଦେନକୁ କଟକ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟର ବିବାହ ପଞ୍ଜୀକରଣ ଅଧିକାରୀ ଖାରଜ କରିଥିବା ମଙ୍ଗଳବାର ଜଣାପଡ଼ିଛି। ବିବାହ ଆବେଦନରେ ତ୍ରୁଟି ଦର୍ଶାଇ ଅଧିକାରୀ ଏଭଳି ପଦକ୍ଷେପ ନେଇଛନ୍ତି। ଫଳରେ ବିଧାୟକ ବିଜୟ ଶଙ୍କର ଏବେ ବାନ୍ଧବୀ ପ୍ରତ୍ୟୁଷାଙ୍କୁ ବିବାହ କରିପାରିବେ ନାହିଁ। ସୂଚନା ଅନୁସାରେ ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ବିବାହ ପାଇଁ […]

ପୁଞ୍ଜିନିବେଶ ଦୁର୍ନୀତିକୁ ରୋକିବା ପାଇଁ ଚୀନ୍‌ ଦ୍ୱାରା ପରିଚାଳିତ ୧୦୦ରୁ ଅଧିକ ୱେବସାଇଟ୍‌କୁ ନିଷିଦ୍ଧ କରିବ ଭାରତ

ପୁଞ୍ଜିନିବେଶ ଦୁର୍ନୀତିକୁ ରୋକିବା ପାଇଁ ଚୀନ୍‌ ଦ୍ୱାରା ପରିଚାଳିତ ୧୦୦ରୁ ଅଧିକ ୱେବସାଇଟ୍‌କୁ ନିଷିଦ୍ଧ କରିବ ଭାରତ

Bartanews

ନୂଆଦିଲ୍ଲୀ: ପୁଞ୍ଜିନିବେଶ ସମ୍ବନ୍ଧୀୟ ଦୁର୍ନୀତି ପାଇଁ ଭାରତୀୟମାନଙ୍କୁ ଟାର୍ଗେଟ କରୁଥିବା ୧୦୦ରୁ ଅଧିକ ଚୀନ୍‌ ୱେବସାଇଟ୍‌କୁ ନିଷିଦ୍ଧ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଚୀନ୍‌ ଦ୍ୱାରା ପରିଚାଳିତ ଆର୍ଥିକ ଠକେଇ ଉପରେ ସଦ୍ୟତମ ପର୍ଦ୍ଦାଫାସ ପରେ ଭାରତ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୃହ ମନ୍ତ୍ରାଳୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟକୁ ଚିଠି ଲେଖି ସଂପୃକ୍ତ ୱେବସାଇଟ୍‌ ଗୁଡ଼ିକୁ ବ୍ଲକ୍‌ କରିବାକୁ ଅନୁରୋଧ କରିଛି। ଗତ କିଛି […]

ସ୍ଥଳଭାଗ ଅତିକ୍ରମ କଲା ଭୀଷଣ ସାମୁଦ୍ରିକ ବାତ୍ୟା ‘ମିଗ୍‌ଜୋମ୍’

ସ୍ଥଳଭାଗ ଅତିକ୍ରମ କଲା ଭୀଷଣ ସାମୁଦ୍ରିକ ବାତ୍ୟା ‘ମିଗ୍‌ଜୋମ୍’

Bartanews

ଭୁବନେଶ୍ୱର: ଭୀଷଣ ବାତ୍ୟା ମିଗଜୋମ୍‌ର ଲ୍ୟାଣ୍ଡଫଲ ପ୍ରକ୍ରିୟା ବା ସ୍ଥଳଭାଗକୁ ପ୍ରବେଶ ପ୍ରକ୍ରିୟା ଜାରି ରହିଛି। ଏହା ଦକ୍ଷିଣ, ଦକ୍ଷିଣ- ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି। ଏହାର ପ୍ରଭାବରେ ପବନ ଘଣ୍ଟାପ୍ରତି ୯୦ ରୁ ୧୧୦ କିମି ବେଗରେ ପ୍ରବାହିତ ହେଉଛି। ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ରାୟଗଡ଼ାର କିଛି ଅଞ୍ଚଳରେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ତ୍ତମାନ ଘଣ୍ଟା ପ୍ରତି ୨ରୁ ୩ ସେମି ବର୍ଷା ହୋଇଥିବା ସୂଚନା ରହିଛି। ତେବେ ମିଗଜୋମ୍‌ […]

‘ମୁଁ ମାରିଛି’ କର୍ଣ୍ଣିସେନା ସଭାପତି ସୁଖଦେବ ଗୋଗାମେଡ଼ି ହତ୍ୟା ପାଇଁ ନିଜକୁ ଦାୟୀ କଲା ଗ୍ୟାଙ୍ଗଷ୍ଟର୍ ରୋହିତ ଗୋଦାରା

‘ମୁଁ ମାରିଛି’ କର୍ଣ୍ଣିସେନା ସଭାପତି ସୁଖଦେବ ଗୋଗାମେଡ଼ି ହତ୍ୟା ପାଇଁ ନିଜକୁ ଦାୟୀ କଲା ଗ୍ୟାଙ୍ଗଷ୍ଟର୍ ରୋହିତ ଗୋଦାରା

Bartanews

ଜୟପୁର: ମଙ୍ଗଳବାର ହୋଇଥିବା ଶ୍ରୀ ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣି ସେନାର ରାଷ୍ଟ୍ରୀୟ ସଭାପତି ସୁଖଦେବ ସିଂ ଗୋଗାମେଡ଼ିଙ୍କ ହତ୍ୟାକୁ ନେଇ ଜୟପୁରରେ କେତେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେପଟେ ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସଦସ୍ୟ ରୋହିତ ଗାଦାରା । ଶତ୍ରୁମାନଙ୍କୁ ସହାୟତା କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛି । ରୋହିତ ତାଙ୍କ ପୋଷ୍ଟରେ […]

କୋଲକାତା ଭାରତର ସବୁଠାରୁ ସୁରକ୍ଷିତ ସହର: ଏନସିଆରବି

କୋଲକାତା ଭାରତର ସବୁଠାରୁ ସୁରକ୍ଷିତ ସହର: ଏନସିଆରବି

Bartanews

ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କୋଲକାତା କ୍ରମାଗତ ତୃତୀୟ ବର୍ଷ ପାଇଁ ଭାରତର ସବୁଠାରୁ ସୁରକ୍ଷିତ ସହର ଭାବେ ଉଭା ହୋଇଛି ଏବଂ ମହାନଗରଗୁଡ଼ିକ ମଧ୍ୟରେ ପ୍ରତି ଲକ୍ଷ ଜନସଂଖ୍ୟାରେ ସର୍ବନିମ୍ନ ସଂଖ୍ୟକ ଅପରାଧ ରେକର୍ଡ କରାଯାଇଛି। ଏନସିଆରବି ତଥ୍ୟ ଅନୁଯାୟୀ, ଦେଶର ଏହି ମହାନଗରରେ ୨୦୨୨ରେ ପ୍ରତି ଏକଲକ୍ଷ ଲୋକରେ ୮୬.୫ଟି ଧର୍ତ୍ତବ୍ୟ ଅପରାଧ ମାମଲା ସାମ୍ନାକୁ ଆସିଥିବା ବେଳେ ପୁଣେ (୨୮୦.୭) […]

ଡିସେମ୍ବର ୭ରେ ତେଲେଙ୍ଗାନାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ

ଡିସେମ୍ବର ୭ରେ ତେଲେଙ୍ଗାନାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ

Bartanews

ହାଇଦ୍ରାବାଦ/ ନୂଆଦିଲ୍ଲୀ: କଂଗ୍ରେସ ନେତା ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଡିସେମ୍ବର ୭ରେ ସେ ରାଜ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି ଏବଂ ତାଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ଶପଥ ନେବେ। ହାଇଦ୍ରାବାଦରେ ଅନୁଷ୍ଠିତ ସିଏଲପି ବୈଠକରେ ସର୍ବସମ୍ମତିକ୍ରମେ ଏକ ନିଷ୍ପତ୍ତି ନିଆଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାର ଚୂଡ଼ାନ୍ତ ନିଷ୍ପତ୍ତି ଦଳୀୟ ହାଇକମାଣ୍ଡଙ୍କ ଉପରେ ଛାଡ଼ି ଦିଆଯାଇଥିଲା। କଂଗ୍ରେସ ହାଇକମାଣ୍ଡ ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ […]

 ଷ୍ଟକ ବଜାରରେ ଉତ୍ସାହ, ପ୍ରଥମ ଥର ପାଇଁ ୬୯୦୦୦ ଉପରେ ବନ୍ଦ ହେଲା ସେନସେକ୍ସ

 ଷ୍ଟକ ବଜାରରେ ଉତ୍ସାହ, ପ୍ରଥମ ଥର ପାଇଁ ୬୯୦୦୦ ଉପରେ ବନ୍ଦ ହେଲା ସେନସେକ୍ସ

Bartanews

ମୁମ୍ବାଇ: ଗତ ରବିବାର ଘୋଷଣା ହୋଇଥିବା ୪ ରାଜ୍ୟର ନିର୍ବାଚନ ଫଳାଫଳ ପରେ ଗତ ୨ ଦିନ ହେଲା ଷ୍ଟକ ବଜାରରେ ଉତ୍ସାହ ଜାରି ରହିଛି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବି ବିଜେପିର ବିଜୟ ସମ୍ଭାବନା ମଧ୍ୟରେ ନିବେଶକମାନେ ଉତ୍ସାହିତ ହୋଇଯାଇଛନ୍ତି । ନିବେଶକଙ୍କ ପ୍ରବଳ କ୍ରୟ, ବିଶେଷ କରି ବ୍ୟାଙ୍କିଙ୍ଗ୍ ଓ ଏନର୍ଜି ଷ୍ଟକ୍ ଯୋଗୁଁ ମଙ୍ଗଳବାର ଭାରତୀୟ ବଜାରର ଉଭୟ ପ୍ରମୁଖ ସୂଚକାଙ୍କ-ସେନସେକ୍ସ ଓ ନିଫଟି ଐତିହାସିକ ଉଚ୍ଚସ୍ତରରେ ବନ୍ଦ ହୋଇଛି। […]

ବିଧାୟକ ହୋଇଥିବା ରିକ୍ସା ଚାଳକଙ୍କ କେତେ ସମ୍ପତ୍ତି ଅଛି ଜାଣନ୍ତୁ

ବିଧାୟକ ହୋଇଥିବା ରିକ୍ସା ଚାଳକଙ୍କ କେତେ ସମ୍ପତ୍ତି ଅଛି ଜାଣନ୍ତୁ

Bartanews

ନୂଆଦିଲ୍ଲୀ: ରବିବାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାପରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଜିତିଥିବା ବେଳେ ତେଲେଙ୍ଗାନାରେ  କଂଗ୍ରେସ ସାନ୍ତ୍ବନା ମୂଳକ ଭାବେ ବିଜୟୀ ହୋଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଅନେକ ନେତା ଏମିତି ଅଛନ୍ତି ଯେଉଁମାନେ ୫ଥର କିମ୍ବା ୫ରୁ ଅଧିକ ଥର ବିଧାୟକ ରହିଛନ୍ତି, କିନ୍ତୁ ଚଳିତ ନିର୍ବାଚନରେ  ସେମାନେ ନିଜର ଆସନ ହରାଇ ଦେଇଛନ୍ତି। ଏହି ବିଧାୟକମାନଙ୍କ ମଧ୍ୟରୁ ଜଣେ ହେଉଛି ଈଶ୍ବର ସାହୁ। ବେମେତରା ଜିଲ୍ଲାରେ ସାଜା […]