ଓଡ଼ିଶା
ଅନ୍ୟ ରାଜ୍ୟରେ ଅପରାଧ ଘଟାଇ ଭୁବନେଶ୍ୱରରେ ଆତ୍ମଗୋପନ କରୁଛନ୍ତି ଅପରାଧୀ
ଭୁବନେଶ୍ୱର: ବାହାର ରାଜ୍ୟର ଅପରାଧୀମାନେ ଏବେ ଭୁବନେଶ୍ୱରକୁ ସୁରକ୍ଷିତ ଅଞ୍ଚଳ ଭାବେ ବାଛି ନେଇଛନ୍ତି। ଅନ୍ୟ ରାଜ୍ୟରେ ଅପରାଧ ଘଟାଇ ଭୁବନେଶ୍ୱରରେ ଆତ୍ମଗୋପନ କରୁଛନ୍ତି ଅପରାଧୀ। ସହରରେ ଡେରା ପକାଇବା ସହ ସେମାନେ ପରିଚୟକୁ ଗୋପନ ରଖି ହୋଟେଲ୍ ଓ ବସ୍ତିରେ ରହୁଛନ୍ତି। ଆଉ ଚଳିବା ଲାଗି କିଏ ଫେରିବାଲା ପାଲଟିଗଲାଣି ତ ଆଉ କିଏ ଦୋକାନରେ ସେଲ୍ସମ୍ୟାନ୍ ଭାବେ ରହୁଛନ୍ତି। ଅନ୍ୟ ରାଜ୍ୟରେ ହତ୍ୟା, ଡକାୟତି, ଲୁଟ୍ପାଟ୍ ଓ ଠକେଇ ଭଳି ମାମଲାରେ ସମ୍ପୃକ୍ତ ରହୁଛନ୍ତି। […]
ଗୁଗଲରୁ ହେଲ୍ପଲାଇନ୍ ନମ୍ବର ଖୋଜୁଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ; ହରାଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା
ଭୁବନେଶ୍ୱର: ଗୁଗଲରୁ ଫୋନ୍ ନମ୍ବର ଖୋଜି ଠକଙ୍କ ହାବୁଡ଼ରେ ପଡ଼ିଛନ୍ତି ରାଜଧାନୀର ୪ଜଣ ବ୍ୟକ୍ତି। ସେମାନଙ୍କ ଠାରୁ ସାଇବର୍ ଠକ ୧୧ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ସାଇବର୍ ଥାନାରେ ଅଭିଯୋଗ ହେବା ପରେ ୪ଟି ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ବାଇକ୍ ଡିଲର ଦେବା ଆଳରେ ୮ଲକ୍ଷ ଠକେଇ ଓଲା ଡିଲରସିପ୍ ପାଇବା ଆଶାରେ ଜଣେ ବ୍ୟକ୍ତି ୮ଲକ୍ଷ ସାଇବର ଠକାମିର ଶିକାର ହୋଇଛନ୍ତି। ଠକାମିର ଶିକାର ହୋଇଥିବା ବ୍ୟକ୍ତି ହେଲେ ସହିଦନଗରରେ […]
ଓଟିପି ସେୟାରିଂ ମାମଲା: ଅଭିଯୁକ୍ତ ପଠାଣିସାମନ୍ତକୁ ୫ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ ପଶ୍ଚିମବଙ୍ଗ ଏସ୍ଟିଏଫ
ଭୁବନେଶ୍ୱର: ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଗିରଫ ଅଭିଯୁକ୍ତ ପଠାଣିସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF । ଆସନ୍ତା କାଲିଠାରୁ ୫ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ ପଶ୍ଚିମବଙ୍ଗ ଏସ୍ଟିଏଫ । ପଠାଣିର ସିଲିଗୁଡ଼ି ଥାନାରେ ଥିବା ମାମଲା ସମ୍ପର୍କରେ ଖୋଳତାଡ଼ କରାଯିବା ସହ ଗୁଡୁ ମୁସ୍ଲିମ୍ ଲିଙ୍କ୍ ନେଇ ମଧ୍ୟ ପଚରାଉଚରା କରାଯିବ। ଆହୁରି ମଧ୍ୟ ପଠାଣିସାମନ୍ତଙ୍କୁ ପଶ୍ଚିମବଙ୍ଗରେ ସିମ୍ ଦେଉଥିବା ଅନ୍ୟ ଜଣେ ଅଭିଯୁକ୍ତି ଧରାପଡ଼ିଛି। ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି […]
ଟ୍ରେଡିଂ ଆପ୍ରେ ଟଙ୍କା ନିବେଶ କରି ଫସିଲେ ଇଞ୍ଜିନିୟର, ହରାଇଲେ ୩ ଲକ୍ଷ ଟଙ୍କା
ଭୁବନେଶ୍ୱର: ବଦଳୁଛି ସମୟ; ତାଳଦେଇ ବଦଳୁଛି ସାଇବର ଠକଙ୍କ ଠକେଇର ତରିକା। ଏଥର ଟ୍ରେଡିଂ ଆପ୍ ଜରିଆରେ ଲୋଭନୀୟ ଅଫର ଦେଇ ଟଙ୍କା ଲୁଟିବା ଏକ ନୂଆ ଧାରା ପାଲଟି ଯାଇଛି। ଫେସ୍ବୁକ୍ ଓ ଟେଲିଗ୍ରାମ୍ରେ ବନ୍ଧୁତା କରି ଆକାଉଣ୍ଟରୁ ଟଙ୍କା ଗାଏବ୍ କରୁଛନ୍ତି ମାୟାବିନି ସୁନ୍ଦରୀ। ଟ୍ରେଡିଂ ଆପ୍ରେ ଟଙ୍କା ନିବେଶ କରି ଦୁଇଗୁଣା ଟଙ୍କା ଫେରିବାର ପ୍ରଲୋଭନ ଦେଖାଉଛନ୍ତି ଅଦୃଶ୍ୟ ବିଦେଶିନୀ। ଏଥିର ସୁନ୍ଦରୀ ମାୟାବିନିଙ୍କ ମାୟାଜାଲରେ ଜଣେ ଇଞ୍ଜିନିୟରି ଫସିଯାଇଛନ୍ତି। ଠକେଇ ଶିକାର […]