Dakabala Re Dakabala Odia Song Lyrics In Odia Font

Bartanews

ODIA SONG LYRICS

ଡାକଵାଲା ରେ ଡାକଵାଲା
ମୋ ପ୍ରିୟାର ଚିଠି କୁଆଡେ ଗଲା

Dakabala Re Dakabala Odia Song Lyrics In Odia Language

ଡାକଵାଲା ରେ….
ଡାକଵାଲା…..ଡାକଵାଲା…..


ଡାକଵାଲା ରେ ଡାକଵାଲା
ଡାକଵାଲା ରେ ଡାକଵାଲା
ଡାକଵାଲା ରେ ଡାକଵାଲା
ଡାକଵାଲା ରେ ଡାକଵାଲା
ମୋ ପ୍ରିୟାର ଚିଠି….କୁଆଡେ ଗଲା
ପବନ କି ନେଇ ଗଲା
ବରଷା କି ଧୋଇ ଦେଲା
ପବନ କି ନେଇ ଗଲା
ବରଷା କି ଧୋଇ ଦେଲା
ଅବା କେଉଁ ଦୁଷ୍ଟ ପିଲା ଚୋରି କଲା
ଡାକଵାଲା ରେ ଡାକଵାଲା
ଡାକଵାଲା ରେ ଡାକଵାଲା



ଜୀବନରେ ଥରେ ଜଦି ପ୍ରେମ କରିଥିବୁ
ବିରହର ଗଭୀରତା ମାପି ତୁ ପାରିବୁ
ଜୀବନରେ ଥରେ ଜଦି ପ୍ରେମ କରିଥିବୁ
ବିରହର ଗଭୀରତା ମାପି ତୁ ପାରିବୁ
ନୂଆ ନୂଆ ପ୍ରେମ ମୋର
ଭାଙ୍ଗି ଯାଏ ମନ ମୋର
ନୂଆ ନୂଆ ପ୍ରେମ ମୋର
ଭାଙ୍ଗି ଯାଏ ମନ ମୋର
ଅବା କେଉଁ ଠିକଣାରେ ଚିଠି ରହିଲା
ଡାକଵାଲା ରେ ଡାକଵାଲା
ଡାକଵାଲା ରେ ଡାକଵାଲା



ତୋ ମନରେ ଜଦି କେବେ ନିଆଁ ଲାଗିଥାଏ
ଜଳିଥିଲେ ବୁଝିବୁ ତୁ କେତେ କଷ୍ଟ ହାଏ
ତୋ ମନରେ ଜଦି କେବେ ନିଆଁ ଲାଗିଥାଏ
ଜଳିଥିଲେ ବୁଝିବୁ ତୁ କେତେ କଷ୍ଟ ହାଏ
ମନ ଜମା ମାନୁନାହିଁ
ଭଲ ଜମା ଲାଗୁନାହିଁ
ମନ ଜମା ମାନୁନାହିଁ
ଭଲ ଜମା ଲାଗୁନାହିଁ
ଚିଠି ତାର ଖୋଜୁ ଖୋଜୁ ସଞ୍ଜ ନଇଁଲା
ଡାକଵାଲା ରେ ଡାକଵାଲା
ଡାକଵାଲା ରେ ଡାକଵାଲା

ଡାକଵାଲା ରେ ଡାକଵାଲା
ଡାକଵାଲା ରେ ଡାକଵାଲା
ମୋ ପ୍ରିୟାର ଚିଠି….କୁଆଡେ ଗଲା
ପବନ କି ନେଇ ଗଲା
ବରଷା କି ଧୋଇ ଦେଲା
ପବନ କି ନେଇ ଗଲା
ବରଷା କି ଧୋଇ ଦେଲା
ଅବା କେଉଁ ଦୁଷ୍ଟ ପିଲା ଚୋରି କଲା
ହାଏ ଚୋରି କଲା
ହାଏ ଚୋରି କଲା
ହାଏ ଚୋରି କଲା
 

Dakabala Re Dakabala Odia Song Lyrics In Odia Font

Thank You

Leave a Comment