ଅପରାଧ

ପୂଜା ପୂର୍ବରୁ ଜେଲ୍‍ର ଚାରି କାନ୍ଥ ଦେଖିବେ ଅପରାଧୀ: ସବୁ ଥାନା ଅଧିକାରୀଙ୍କୁ ଅପରାଧୀଙ୍କ ତାଲିକା ମାଗିଲେ ଡିସିପି

ପୂଜା ପୂର୍ବରୁ ଜେଲ୍‍ର ଚାରି କାନ୍ଥ ଦେଖିବେ ଅପରାଧୀ: ସବୁ ଥାନା ଅଧିକାରୀଙ୍କୁ ଅପରାଧୀଙ୍କ ତାଲିକା ମାଗିଲେ ଡିସିପି

Bartanews

ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ ଋତୁ। ଏହାକୁ ନଜରରେ ରଖି ଅପରାଧୀ ସହରରେ ଲୁଟ୍‍ପାଟ୍‍ ଛିନ୍‍ତାଇ, ଦାଦାବଟି ମାଗିବା ଆଦି କାର୍ଯ୍ୟ କରିବେ। ତେଣୁ ପୁଲିସ ସହରରୁ ଅପରାଧୀ ପରିଷ୍କାର କରିବା ପାଇଁ ଯୋଜନା କରିବେ। ପାର୍ବଣ ପୂର୍ବରୁ ଏହି ଅପରାଧୀମାନେ ଜେଲ୍‍ର ଚାରିକାନ୍ଥ ଦେଖିବେ। ତେଣୁ ଡିସିପି ପ୍ରତୀକ ସିଂ ଏନେଇ ଏକ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ସମସ୍ତ ଥାନା ଅଧିକାରୀଙ୍କୁ ସେମାନଙ୍କ ଥାନା ଅଞ୍ଚଳରେ ଥିବା ପେଶାଦାର ଅପରାଧୀଙ୍କ ତାଲିକା ଦେବାକୁ କୁହାଯାଇଛି। ତେଣୁ ୧୫ […]

ରାଜଧାନୀରେ ଦୁଇଟି ଆତ୍ମହତ୍ୟା ଘଟଣା, ପୁଲିସର ତଦନ୍ତ ଆରମ୍ଭ

କାର୍ଯ୍ଯରତ ମହିଳା ଏସ.ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Bartanews

ଫୁଲବାଣୀ: ଜି ଉଦୟଗିରି ଥାନାରେ କାର୍ଯ୍ଯରତ ମହିଳା ଏସ.ଆଇ ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସରକାରୀ ବାସଭବନରୁ ଜି ଉଦୟଗିରି ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ଏ ନେଇ ଥାନା ଅଧିକାରୀ କିମ୍ବା ଅନ୍ୟ କୌଣସି ପଦାଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସ୍ୱାଗତିକାଙ୍କ ପରିବାର ଲୋକ ଆସି ଘଟଣାସ୍ଥଳରେ ପହଞ୍ଚିବା ପରେ ଶବବ୍ୟବଚ୍ଛେଦ କରାଯିବ। ପରେ ପରିବାର ସଦସ୍ୟଙ୍କୁ ତାଙ୍କ ମୃତଦେହ ହସ୍ତାନ୍ତର […]

ରାଜଧାନୀରେ ଚାଞ୍ଚଲ୍ୟ: ପୁଅର ମୁଣ୍ଡ ଜାମିନ ରଖି ଅପହରଣ ଅଭିଯୋଗ ଆଣିଲେ ବାପା

ରାଜଧାନୀରେ ଚାଞ୍ଚଲ୍ୟ: ପୁଅର ମୁଣ୍ଡ ଜାମିନ ରଖି ଅପହରଣ ଅଭିଯୋଗ ଆଣିଲେ ବାପା

Bartanews

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ପୁଅର ମୁଣ୍ଡ ଜାମିନ ରଖି ଅପହରଣ ଅଭିଯୋଗ ଆଣିଲୋ ବାପା। ସ୍କୁଲରେ ମାତ୍ରାଧିକ ରାଗିଂ ନେଇ ଗତ କାଲି ସକାଳୁ  ଅଭିଯୋଗ ଆସିଥିଲା। ପରେ ଗତକାଲି ରାତିରେ ଅପହରଣ ନେଇ ମିଳିଥିଲା ସୂଚନା ।ଛାତ୍ରର ନାମ ହୃଦଏସ ପଣ୍ଡା। ବୟସ ୧୬। ସେ ପଟିଆ ସ୍ଥିତ ଏକ ଘରୋଇ ସ୍କୁଲରେ +୨ ରେ ପଢ଼ନ୍ତି । ଅପହରଣ ସୂଚନା ପାଇବା ପରେ ଆଇନର ଆଶ୍ରୟ ନେଇଛନ୍ତି ବାପା ରାମକୃଷ୍ଣ ପଣ୍ଡା । ଘଟଣାରେ […]

ଶ୍ୱେତା ଆତ୍ମହତ୍ୟା ମାମଲା : ଭଲ ପାଇବାର ନାଟକ କରି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ପ୍ରେମିକ ସୌମ୍ୟଜିତ୍‍

ଶ୍ୱେତା ଆତ୍ମହତ୍ୟା ମାମଲା : ଭଲ ପାଇବାର ନାଟକ କରି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ପ୍ରେମିକ ସୌମ୍ୟଜିତ୍‍

Bartanews

ଭୁବନେଶ୍ବର : ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ଘଟଣାରେ ଦିନକୁ ଦିନ ନୂଆ କଥା ସାମ୍ନାକୁ ଆସୁଛି। ଭଲ ପାଇବାର ନାଟକ କରି ପ୍ରେମିକ ସୌମ୍ୟଜିତ୍‍ ଶ୍ୱେତାଙ୍କଠାରୁ ଟଙ୍କା ଲୁଟୁଥିଲେ। ଆଉ ଯେତେବେଳେ କାମ ସରିଗଲା ସେତେବେଳେ ଜାତକ ମେଳ ଖାଉ ନ ଥିବା କହି ବିବାହକୁ ଟାଳିଦେଇଥିଲେ। ଶ୍ୱେତାଙ୍କ ନମ୍ବରକୁ ବ୍ଲକ କରିଦେଇଥିଲେ। ଶ୍ୱେତାଙ୍କ ସାଙ୍ଗ ଓ ପରିବାର ସଦସ୍ୟଙ୍କୁ ଜେରା କରିବା ପରେ ଏମିତି ସବୁ ଅଭିଯୋଗ ଆସିଛି। ଡାଏରୀରେ ଶ୍ୱେତାଙ୍କ ଅଭିବ୍ୟକ୍ତି, ସାଙ୍ଗସାଥୀ, […]

ପୁଲିସ ଓ ବନବିଭାଗର ମିଳିତ ଚଢାଉ: ରାଜଧାନୀରେ ବହୁରୂପୀ ଏଣ୍ଡୁଅ ଡିଲ ବେଳେ ଧରାପଡ଼ିଲେ ଜେଜେ ଓ ନାତି

ପୁଲିସ ଓ ବନବିଭାଗର ମିଳିତ ଚଢାଉ: ରାଜଧାନୀରେ ବହୁରୂପୀ ଏଣ୍ଡୁଅ ଡିଲ ବେଳେ ଧରାପଡ଼ିଲେ ଜେଜେ ଓ ନାତି

Bartanews

ଭୁବନେଶ୍ବର: ବହୁରୂପୀ ଏଣ୍ଡୁଅ ଡିଲ ବେଳେ ମାଡି ବସିଲା ବନ ବିଭାଗ। ରାଜଧାନୀ ଭୁବନେଶ୍ୱରରେ ଏହି ରାକେଟ୍ ଠାବ ହୋଇଥିବା ବେଳେ  ୨ ଜଣ ଅଭିଯୁକ୍ତ ଗିରଫ ହେଉଛନ୍ତି । ଦୁଇ ଗିରଫ ଅଭିଯୁକ୍ତ ସମ୍ପର୍କରେ ଜେଜେ ଓ ନାତି ବୋଲି ଜଣାପଡ଼ିଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ରଶ୍ମି ରଞ୍ଜନ ଦାସ ଓ କ୍ଷୀରୋଦ ମହାନ୍ତି । ଜଟଣିର ଜଣେ ବ୍ୟକ୍ତିଙ୍କଠୁ ଏଭଳି ଏଣ୍ଡୁଅ ଚାଲାଣ ବେଳେ ଧରାପଡିଛନ୍ତି ଏହି ଜେଜେ ଓ ନାତି । ଦୁହିଁଙ୍କୁ  […]

ପାର୍ବଣ ପୂର୍ବରୁ କମିଶନରେଟ୍ ପୁଲିସର ଧରପଗଡ: ଗିରଫ ହେଲେ ୩ କୁଖ୍ୟାତ ଡକାୟତ, ୨ଟି ବନ୍ଧୁକ ସହ ୭ ରାଉଣ୍ଡ ଗୁଳି ଜବତ

ପାର୍ବଣ ପୂର୍ବରୁ କମିଶନରେଟ୍ ପୁଲିସର ଧରପଗଡ: ଗିରଫ ହେଲେ ୩ କୁଖ୍ୟାତ ଡକାୟତ, ୨ଟି ବନ୍ଧୁକ ସହ ୭ ରାଉଣ୍ଡ ଗୁଳି ଜବତ

Bartanews

ଭୁବନେଶ୍ବର: ଆଗକୁ ଆସୁଛି ପାର୍ବଣ ଋତୁ। ପାର୍ବଣ ପୂର୍ବରୁ କମିଶନରେଟ୍ ପୁଲିସର ଧରପଗଡ।  ୩ କୁଖ୍ୟାତ ଡକାୟତଙ୍କୁ ଗିରଫ କଲା ସହିଦନଗର ଥାନା ପୁଲିସ । ଅଭିଯୁକ୍ତ ହେଲେ ଗଞ୍ଜାମର ରଞ୍ଜନ କୁମାର ନାୟକ, ନୟାଗଡ଼ ଓଡଗାଁର ମୁକେଶ ସାହୁ ଓ ଲିଙ୍ଗରାଜ ଥାନା ଅଞ୍ଚଳର ଅରୁଣଜିତ୍ ନାୟକ । ସେମାନଙ୍କ ଠାରୁ ୨ ବନ୍ଧୁକ, ବୁଲେଟ , ସ୍କୁଟି , ୭ ରାଉଣ୍ଡ ଗୁଳି ଜବତ୍ ହୋଇଛି। ସହିଦନଗର ଅଞ୍ଚଳରେ ଅପରାଧ ଘଟାଇବା ପାଇଁ ଯୋଜନା […]

ଦେଶରେ ବଢୁଛି ଆତ୍ମହତ୍ୟା ମାମଲା:  ୨୦୨୦ ମସିହା ତୁଳନାରେ ୨୦୨୧ରେ ୭.୨ ପ୍ରତିଶତ ବୃଦ୍ଧି, ମହାରାଷ୍ଟ୍ରରେ ସର୍ବାଧିକ

ଦେଶରେ ବଢୁଛି ଆତ୍ମହତ୍ୟା ମାମଲା: ୨୦୨୦ ମସିହା ତୁଳନାରେ ୨୦୨୧ରେ ୭.୨ ପ୍ରତିଶତ ବୃଦ୍ଧି, ମହାରାଷ୍ଟ୍ରରେ ସର୍ବାଧିକ

Bartanews

ନୂଆଦିଲ୍ଲୀ: ଦିନକୁ ଦିନ ଆତ୍ମହତ୍ୟା ଘଟଣା ବଢିବାରେ ଲାଗିଛି। ଏହାରି ମଧ୍ଯରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB  ) ୨୦୨୧ ମସିହାର ଡାଟା ପ୍ରକାଶ କରିଛି।  ଯେଉଁଥିରେ ମହାରାଷ୍ଟ୍ର , ତାମିଲନାଡ଼ୁ, ମଧ୍ଯପ୍ରଦେଶ ଆଦି ରାଜ୍ଯ ଆତ୍ମହତ୍ୟା ଘଟଣାରେ ଆଗରେ ରହିଛନ୍ତି।  ମହାରାଷ୍ଟ୍ରରେ ୨୨ ହଜାରରୁ ଉର୍ଦ୍ଧ୍ବ ଆତ୍ମହତ୍ୟା ମାମାଲ ହୋଇଥିବା ବେଳେ ତାମିଲନାଡୁରେ ୧୫ ହଜାର ଓ ମଧ୍ଯପ୍ରଦେଶରେ ୧୩ ହଜାର ୫୦୦ ଆତ୍ମହତ୍ୟା ମାମଲା ପଞ୍ଜୀକୃତ ହୋଇଛି। ତେବେ ଭାରତ ବର୍ଷରେ ଗତବର୍ଷ […]

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଦୋଷୀକୁ ୧୫ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଦୋଷୀକୁ ୧୫ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା

Bartanews

ନୟାଗଡ: ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ନୟାଗଡ ଫାଷ୍ଟଟ୍ରାକ କୋର୍ଟ ଦୋଷୀ ଆସାମୀ ପ୍ରଶାନ୍ତ ବାରିକକୁ ୧୫ବର୍ଷ ସଶ୍ରମ କାରା ଦଣ୍ଡ ସହିତ ୧୦ହଜାର ଟଙ୍କା ଜୋରିମାନା କରିଛନ୍ତି। ଅଭିଯୋଗ ମୁତାବକ, ୨୦୧୭ମସିହାରେ ନୂଆଗାଁ ଥାନା ଅନ୍ତର୍ଗତ ଖାଲମଡା ଗ୍ରାମର ପ୍ରଶାନ୍ତ ବାରିକ ସେହି ଗ୍ରାମର ଦଶମ ଶ୍ରେଣୀ ନାବାଳିକା ଛାତ୍ରୀ ସ୍କୁଲ ଯିବା ସମୟରେ ଏକ ତରଫା ଭଲ ପାଉଥିବା ଅଭିଯୁକ୍ତ ପ୍ରଶାନ୍ତ ବାରିକ ନାବାଳିକାକୁ ବଳ ପୂର୍ବକ ଉଠାଇ ନେଇ ଭୁବନେଶ୍ୱରରେ […]

ବ୍ରହ୍ମପୁରରୁ ପୁଣି ୩କୋଟିର ଗୁଟ୍‌ଖା ଓ ସରଞ୍ଜାମ ଜବତ, ପରସ୍ପରଙ୍କୁ ଧରାଉଛନ୍ତି ନକଲି ଗୁଟ୍‌ଖା ବ୍ୟବସାୟୀ

ବ୍ରହ୍ମପୁରରୁ ପୁଣି ୩କୋଟିର ଗୁଟ୍‌ଖା ଓ ସରଞ୍ଜାମ ଜବତ, ପରସ୍ପରଙ୍କୁ ଧରାଉଛନ୍ତି ନକଲି ଗୁଟ୍‌ଖା ବ୍ୟବସାୟୀ

Bartanews

ବ୍ରହ୍ମପୁର: ବ୍ରହ୍ମପୁର ସହର ଓ ଉପକଣ୍ଠରେ ଚାଲିଥିବା ନକଲି ଗୁଟ୍‌ଖା ଫ୍ୟକ୍‌ଟ୍ରି ଉପରେ ପୁଲିସର ନଜର ପଡିଛି । ଫଳରେ ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ଗୁଟ୍‌ଖା ଚଢଉ ଜାରି ରହିଛି । କେବଳ ଅଗଷ୍ଟ ମାସରେ ହିଁ ପୁଲିସ ୩ଟି ଫ୍ୟାକ୍‌ଟ୍ରିିରେ ଚଢଉ କରିଛି । ମେ ମାସ ୭ ତାରିଖରେ ବଡବଜାର ଥାନା ପୁଲିସ କାଳୁପାତ୍ର ସାହିରେ ଚଢଉ କରିଥିବା ବେଳେ ୨୩ ତାରିଖରେ ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଶ୍ରୀମାନଗରରେ ଚଢଉ […]

ଅମାନୁଷିକ କାଣ୍ଡ: ଯୌତୁକ ପାଇଁ ପତ୍ନିଙ୍କୁ ପିଟିପିଟି ହତ୍ୟା

ଅମାନୁଷିକ କାଣ୍ଡ: ଯୌତୁକ ପାଇଁ ପତ୍ନିଙ୍କୁ ପିଟିପିଟି ହତ୍ୟା

Bartanews

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସିଙ୍ଗେଶ୍ୱରରେ ଅଭାବନୀୟ ଘଟଣା ଘଟିଛି। ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ବୋହୂକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତା ମହିଳା ଜଣଙ୍କ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ମୋରଡା ଗାଁର ସ୍ୱାଗତିକା ପଣ୍ଡା । ସୂଚନା ଅନୁଯାୟୀ, ସ୍ୱାଗତିକା ୨ ବର୍ଷ ପୂର୍ବେ ବାଲୁଗାଁ ସିଙ୍ଗେଶ୍ୱର ଗ୍ରାମର ଅରୁଣ ହୋତାଙ୍କ ପୁଅ ପ୍ରିତମ ହୋତାଙ୍କୁ ବିବାହ କରିଥିଲେ । ଉଭୟଙ୍କର ଏକ କନ୍ୟା ସନ୍ତାନ ଅଛି। […]