ଅପରାଧ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ‘ମୋ ଗୁହାଳ’ର ବିଲ୍ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ‘ମୋ ଗୁହାଳ’ର ବିଲ୍ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ

Bartanews

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଗଞ୍ଜାମ ଜିଲାର ବେଗୁନିଆପଡ଼ା ବ୍ଲକରେ କାର୍ଯ୍ଯରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକଙ୍କୁ  ବ୍ରହ୍ମପୁର ଭିଜିଲାନ୍ସ ଧରିଛି। ‘ମୋ ଗୁହାଳ’ର ବିଲ୍ କରାଇଦେବା ପାଇଁ ଜଣଙ୍କ ଠାରୁ ୭ ହାଜର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସେ ଏହି ବ୍ଲକର ବୁରୁଝୁରୀ ପଞ୍ଚାୟତ ଦାୟିତ୍ବରେ ଥିଲେ। ଏହା ପରେ ଦୁଇଟି ଜାଗାରେ ଚଢାଉ ଚାଲିଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇ […]

ଘର ଭିତରୁ ଶୁଭଶ୍ରୀଙ୍କ ମୃତଦେହ ମିଳିବା ଘଟଣା : ମୃତ୍ୟୁ ପଛରେ ପୁରୁଷ ବନ୍ଧୁଙ୍କ ହାତ,ଖୋର୍ଦ୍ଧାରୁ ମିଳିଲା ଶୁଭଶ୍ରୀଙ୍କ ଓଢଣୀ

ଘର ଭିତରୁ ଶୁଭଶ୍ରୀଙ୍କ ମୃତଦେହ ମିଳିବା ଘଟଣା : ମୃତ୍ୟୁ ପଛରେ ପୁରୁଷ ବନ୍ଧୁଙ୍କ ହାତ,ଖୋର୍ଦ୍ଧାରୁ ମିଳିଲା ଶୁଭଶ୍ରୀଙ୍କ ଓଢଣୀ

Bartanews

ଭୁବନେଶ୍ବର : ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲାରେ ପୁଲିସ ହାତରେ ଲଗିଛି ବଡ଼ ପ୍ରମାଣ। ସେହି ଆଧାରରେ ପୁଲିସ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁଙ୍କ ଅଟକ ରଖି ଘଟଣାର ଛାନଭିନ୍‌ କରୁଛି। ମୃତ ଶୁଭଶ୍ରୀ ମହାପାତ୍ରଙ୍କ ପୁରୁଷବନ୍ଧୁ ଚିତ୍ତରଞ୍ଜନ ଜେନାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଥ୍ୟ ପ୍ରମାଣ ପାଇଁ ପୁରୁଷ ବନ୍ଧୁଙ୍କୁ ବିଭିନ୍ନ ଜାଗାକୁ ନେଇ ତଦନ୍ତ କରୁଛି ପୁଲିସ। ମୃତ ଶୁଭଶ୍ରୀଙ୍କ ଗାଁରେ ଚିତ୍ତରଞ୍ଜନଙ୍କ ଘର ହୋଇଥିବା ଜଣାପଡ଼ିଛି। ହତ୍ୟାଦିନ ଚିତ୍ତରଞ୍ଜନ ଏକାଧିକ […]

ଅନ୍ୟ ରାଜ୍ୟରେ ଅପରାଧ ଘଟାଇ ଭୁବନେଶ୍ୱରରେ ଆତ୍ମଗୋପନ କରୁଛନ୍ତି ଅପରାଧୀ

ଅନ୍ୟ ରାଜ୍ୟରେ ଅପରାଧ ଘଟାଇ ଭୁବନେଶ୍ୱରରେ ଆତ୍ମଗୋପନ କରୁଛନ୍ତି ଅପରାଧୀ

Bartanews

ଭୁବନେଶ୍ୱର: ବାହାର ରାଜ୍ୟର ଅପରାଧୀମାନେ ଏବେ ଭୁବନେଶ୍ୱରକୁ ସୁରକ୍ଷିତ ଅଞ୍ଚଳ ଭାବେ ବାଛି ନେଇଛନ୍ତି। ଅନ୍ୟ ରାଜ୍ୟରେ ଅପରାଧ ଘଟାଇ ଭୁବନେଶ୍ୱରରେ ଆତ୍ମଗୋପନ କରୁଛନ୍ତି ଅପରାଧୀ। ସହରରେ ଡେରା ପକାଇବା ସହ ସେମାନେ ପରିଚୟକୁ ଗୋପନ ରଖି ହୋଟେଲ୍‍ ଓ ବସ୍ତିରେ ରହୁଛନ୍ତି। ଆଉ ଚଳିବା ଲାଗି କିଏ ଫେରିବାଲା ପାଲଟିଗଲାଣି ତ ଆଉ କିଏ ଦୋକାନରେ ସେଲ୍ସମ୍ୟାନ୍‍ ଭାବେ ରହୁଛନ୍ତି। ଅନ୍ୟ ରାଜ୍ୟରେ ହତ୍ୟା, ଡକାୟତି, ଲୁଟ୍‍ପାଟ୍‍ ଓ ଠକେଇ ଭଳି ମାମଲାରେ ସମ୍ପୃକ୍ତ ରହୁଛନ୍ତି। […]

ପରକୀୟା ପ୍ରୀତି ପାଇଁ ଗଡୁଛି ମୁଣ୍ଡ: ୨ବର୍ଷରେ ରାଜ୍ୟରେ ଗଲାଣି ୫୦ ଜଣଙ୍କ ଜୀବନ

ପରକୀୟା ପ୍ରୀତି ପାଇଁ ଗଡୁଛି ମୁଣ୍ଡ: ୨ବର୍ଷରେ ରାଜ୍ୟରେ ଗଲାଣି ୫୦ ଜଣଙ୍କ ଜୀବନ

Bartanews

ଭୁବନେଶ୍ୱର: ରାଜଧାନୀରେ ଗତ କିଛିବର୍ଷ ହେବ ପରକୀୟା ପ୍ରୀତି ପାଇଁ ଏକାଧିକ ମୁଣ୍ଡ ଗଡ଼ିବାରେ ଲାଗିଛି। କେଉଁଠି ସ୍ତ୍ରୀର ଚରିତ୍ରକୁ ସନ୍ଦେହକରି ସ୍ୱାମୀ ହତ୍ୟା କଲାଣି ତ, ଆଉ କେଉଁଠି ସ୍ୱାମୀର ଅଗୋଚରରେ ସ୍ତ୍ରୀ ଅନ୍ୟ ପୁରୁଷକୁ ଭଲ ପାଇ ଆତ୍ମହତ୍ୟା କରୁଛନ୍ତି। ପରକୀୟା ପ୍ରୀତି ପାଇଁ ଗତ ୨ବର୍ଷରେ ରାଜ୍ୟରେ ୫୦ ଜଣଙ୍କ ଜୀବନ ଯାଇଛି। ୨୦୨୧ରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୦ରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ଏନ୍‍ସିଆରବି ରିପୋର୍ଟରୁ ଜଣାପଡ଼ିଛି। […]

ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା: ୩ବର୍ଷରେ ୨୬୮୨ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା: ୩ବର୍ଷରେ ୨୬୮୨ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

Bartanews

ଭୁବନେଶ୍ୱର: ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସଂଖ୍ୟା ଗତ କିଛି ବର୍ଷ ହେବ କ୍ରମଶଃ ବଢ଼ିବାରେ ଲାଗିଛି। ଛାତ୍ରୀଙ୍କ ଅପେକ୍ଷା ଛାତ୍ରମାନେ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି। ଏନ୍‍ସିଆର୍‍ବି ରିପୋର୍ଟ ଅନୁସାରେ ରାଜ୍ୟରେ ଗତ ୩ବର୍ଷରେ ୨୬୮୨ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ୨୦୧୯ରେ ୩୭୯ଜଣ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ୨୦୨୦ରେ ୧୪୬୯ ଜଣ ୨୦୨୧ରେ ୮୩୪ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏପରିକି ୨୦୨୦ରେ ଛାତ୍ର ଆତ୍ମହତ୍ୟା ମାମଲାରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୨୦ରେ […]

ଅଦୃଶ୍ୟ ଠକଙ୍କ କବ୍‍ଜାରେ ରାଜଧାନୀବାସୀ

ଅଦୃଶ୍ୟ ଠକଙ୍କ କବ୍‍ଜାରେ ରାଜଧାନୀବାସୀ

Bartanews

ଭୁବନେଶ୍ୱର: ସାଇବର୍‍ ଥାନା, ମାନବସମ୍ବଳ ଓ ସଚେତନତା ସତ୍ତ୍ବେ ସାଇବର୍‍ ଠକେଇ କମୁନି। ରାଜଧାନୀରେ ଦିନକୁ ଦିନ ସାଇବର୍‍ ଠକେଇ ବଢ଼ିବାରେ ଲାଗିଛି। ଉପକଣ୍ଠବର୍ତ୍ତୀ ଜଟଣୀଠାରୁ ଆରମ୍ଭ କରି ଭୁବନେଶ୍ୱର ସହରବାସୀ ସାଇବର୍‍ ଠକଙ୍କ ଦ୍ୱାରା ଶିକାର ହେଉଛନ୍ତି। ମଙ୍ଗଳବାର ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ବେଳେ ଅତିଚତୁରତାର ସହ ୨୨ହଜାର ଟଙ୍କା ଫେରାଇ ଆଣିଛନ୍ତି ଯୁବକ। ସାଇବର୍‍ ଠକଙ୍କୁ ପାଠ ପଢ଼ାଇଲେ ଯୁବକ ସାଇବର୍‍ ଠକଙ୍କୁ ଫସାଇଛନ୍ତି ଜଣେ ଚତୁର ଯୁବକ। ଆଉ ଠକେଇ […]

ରାଜଧାନୀରେ ପୁଣି ଚାଞ୍ଚଲ୍ୟ: ଫ୍ୟାନରେ ଓଢଣୀ ଲଗାଇ ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା

ରାଜଧାନୀରେ ପୁଣି ଚାଞ୍ଚଲ୍ୟ: ଫ୍ୟାନରେ ଓଢଣୀ ଲଗାଇ ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା

Bartanews

ଭୁବନେଶ୍ବର: ରାଜଧାନୀରେ ପୁଣି ଅଘଟଣ । ଜଣେ ବିଟେକ ପାସ ଆଉଟ ଛାତ୍ରୀଙ୍କ ଆତ୍ମହତ୍ୟା । ଚନ୍ଦ୍ରଶେଖରପୁର ଥାନା ରେଲୱେ କଲୋନୀ ଘଟଛି ଏଭଳି ଅଘଟଣ। ମୃତ ଛାତ୍ରୀଙ୍କ ନାଁ ଆର ଏନ ନିୟତି ନାୟକ । ବୟସ ୨୪ ବର୍ଷ  ବୋଲି ଜଣାପଡ଼ିଛି। ତେବେ ଆତ୍ମହତ୍ୟାର କାରଣ ଜଣା ପଡି ନାହିଁ । ଫ୍ୟାନରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଛାତ୍ରୀ । ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ […]

ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଦୁଇ କିରାଣୀ

ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଦୁଇ କିରାଣୀ

Bartanews

ବ୍ରହ୍ମପୁର: ଜଣେ ଅବସରପ୍ରାପ୍ତ ଲ୍ୟାବ୍‌ ଆଟେଣ୍ଡାଣ୍ଟ୍‌ଙ୍କ ପେନ୍‌ସନ୍‌ ଟଙ୍କା କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ଜିଲ୍ଳା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଦୁଇ ଜଣ କିରାଣୀ ସୁଶିଲ କୁମାର ପଟ୍ଟନାୟକ ଓ ଆସିକାସ୍ଥିତ ଜୟପୁର ନୋଡାଲ୍‌ ଉଚ୍ଚ ବିଦ୍ୟାଳୟର କନିଷ୍ଠ ସହାୟକ ପ୍ରଦୀପ କୁମାର ମହାନ୍ତି ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି । ସେମାନଙ୍କଠାରୁ ନଗଦ ଟଙ୍କା ଜବତ ହେବା ପରେ ଉଭୟଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ଗିରଫ କରି ପଚରା ଉଚରା କରୁଛି । ଉଭୟଙ୍କ ବାସଭବନରେ […]

ପାର୍ବଣ ପୂର୍ବରୁ ରାଜଧାନୀ ରକ୍ତରଞ୍ଜିତ : ପିଟିପିଟି ଯୁବକଙ୍କୁ ହତ୍ୟା

ପାର୍ବଣ ପୂର୍ବରୁ ରାଜଧାନୀ ରକ୍ତରଞ୍ଜିତ : ପିଟିପିଟି ଯୁବକଙ୍କୁ ହତ୍ୟା

Bartanews

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ରାଜଧାନୀ ମାଟି ହେଲା ରକ୍ତରଞ୍ଜିତ। ଜଣେ ଯୁବକଙ୍କୁ ସଂଘବଦ୍ଧଭାବେ ଆକ୍ରମଣ କରି ହତ୍ୟା କରିଛନ୍ତି। ଏଭଳି ଘଟଣା କ୍ୟାପିଟାଲ ଥାନା ନାରାୟଣୀ ବସ୍ତିରେ ଘଟିଛି। ଅଭିଯୁକ୍ତଙ୍କ ଆକ୍ରମଣରେ ପି.ସୁବ୍ରତ ରାଓଙ୍କ ମୃତ୍ୟୁ ଘଟିଛି। ଏଥିସହ ସାଥିରେ ଯାଇଥିବା ମିଥଲ୍‍ ନାମକ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପୁଲିସ ମୃତଦେହ ଜବତ କରି କ୍ୟାପିଟାଲ ଶବସଂରକ୍ଷଣ ଗୃହରେ ରଖାଯାଇଛି। ହତ୍ୟାକାଣ୍ଡ ପରେ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଖବର ପାଇ […]

ରାଉରକେଲାରୁ ନକଲି ନୋଟ ଜବତ କଲା ଏସଟିଏଫ୍, ଜଣେ ଗିରଫ

ରାଉରକେଲାରୁ ନକଲି ନୋଟ ଜବତ କଲା ଏସଟିଏଫ୍, ଜଣେ ଗିରଫ

Bartanews

ଭୁବନେଶ୍ୱର: ରାଉରକେଲା ସେକ୍ଟର ୧୫ ଥାନା ଅଞ୍ଚଳରୁ  ନକଲି ନୋଟ୍ ଜବତ କରାଯାଇଛି । ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ କରିଛି ଏସ୍‌ଟିଏଫ୍‌ । ଏହା ସହିତ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ନାଁ  ନାଁ ସେକ୍ ଅହମଦ। କୌଣସି ସୂତ୍ରରୁ ସୂଚନା ପାଇ ରାଉରକେଲା ପୁଲିସ ସହାୟତାରେ ଏସ୍‌ଟିଏଫ୍ ସେକ୍ଟର ୧୫ ଥାନା ଅଧୀନ ସେକ୍ଟର ୧୭ ସ୍ଥିତ ଏକ ଘରେ ଚଢ଼ାଉ କରିଥିଲା। ସେଠାରୁ ସେକ୍ […]