ଅପରାଧ

ପ୍ରକାଶ ପାଇଲା ଏନସିଆରବି ରିପୋର୍ଟ: ଓଡ଼ିଶାରେ ବଢ଼ୁଛି ଅପରାଧିକ ମାମଲା

ପ୍ରକାଶ ପାଇଲା ଏନସିଆରବି ରିପୋର୍ଟ: ଓଡ଼ିଶାରେ ବଢ଼ୁଛି ଅପରାଧିକ ମାମଲା

Bartanews

ଭୁବନେଶ୍ବର: ୨୦୨୨ ଏନସିଆରବି ରିପୋର୍ଟ ପ୍ରକାଶ ପାଇଛି। ୨୦୨୧ ତୁଳନାରେ ଦେଶରେ ମହିଳା ବିରୋଧୀ ଅପରାଧ ୪% ବଢ଼ିଥିବା ବେଳେ ଶିଶୁ ବିରୋଧୀ ଅପରାଧ ୮.୭% ବଢ଼ିଛି। ତେବେ ଅର୍ଥନୈତିକ ଅପରାଧ, ଦୁର୍ନୀତି ଓ ସାଇବର ଅପରାଧ ଚିନ୍ତା ବଢ଼ାଇଛି। ୨୦୨୧ ତୁଳନାରେ ୨୦୨୨ରେ ଦେଶରେ ସାଇବର ଅପରାଧ ୨୪.୪% ବଢ଼ିଥିବା ବେଳେ ଅର୍ଥନୈତିକ ଅପରାଧ ୧୧.୧%, ଦୁର୍ନୀତି ୧୦.୫% ବଢ଼ିଛି। ଓଡ଼ିଶାରେ ୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିବା […]