କଣ୍ଟାବାଞ୍ଜିରେ କାଠ ମାଫିଆର ଘର ଓ ଗୋଦାମରେ ବନ ବିଭାଗର ଚଢ଼ାଉ

Bartanews

କଣ୍ଟାବାଞ୍ଜିରେ କାଠ ମାଫିଆର ଘର ଓ ଗୋଦାମରେ ବନ ବିଭାଗର ଚଢ଼ାଉ

ତୁରେକେଲା: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ବନ ବିଭାଗ ଚଢ଼ାଉ। ଭୋର ସକାଳ ୬ ଟା ସମୟରେ ବନ ବିଭାଗ ପକ୍ଷରୁ ସହର ୱାର୍ଡ ୧ ରେ ଥିବା ବ୍ୟବସାୟୀ ମୋହନ ଟାଙ୍ଗ ଘରେ ଓ ଗୋଦର ରେ ଚଢ଼ାଉ ହୋଇଛି। ସେ ବେଆଇନ ମାନେ କାଠ ବେପାର କରି ଆସୁଥିଲେ । କୌଣସ ସୁତ୍ରରୁ ବନ ବିଭାଗ ଖବର ପାଇଁ ବର୍ତ୍ତମାନ ଚଢ଼ାଉ ଜାରି ରହିଛି। ବର୍ତ୍ତମାନ ଯାଏ ପାଖାପାଖି ୫ ଲକ୍ଷ ଉର୍ଦ୍ଧ୍ବ ଟଙ୍କା ସାମଗ୍ରୀ ଥିବା ଅନୁମାନ କରିଯାଉଛି। ଏହି ଚଢ଼ାଉ ସମୟରେ କଣ୍ଟାବାଞ୍ଜି ତହସିଲଦାର ମଧ୍ୟ ଉପସ୍ଥିତ ଅଛନ୍ତି।

Leave a Comment