କଟକ

ଘରୋଇ ସଂସ୍ଥା ସହ ଚୁକ୍ତି ଅବଧି ବି ଶେଷ: ୧୦ମାସ ହେଲା ଏସ୍‌ସିବିରେ ହୋଇପାରୁନି ଚକ୍ଷୁଦାନ

ଘରୋଇ ସଂସ୍ଥା ସହ ଚୁକ୍ତି ଅବଧି ବି ଶେଷ: ୧୦ମାସ ହେଲା ଏସ୍‌ସିବିରେ ହୋଇପାରୁନି ଚକ୍ଷୁଦାନ

Bartanews

କଟକ: ରାଜ୍ୟର ସର୍ବବୃହତ ସରକାରୀ ହସ୍ପିଟାଲରେ ଗଲା ୧୦ ମାସ ହେଲା ବନ୍ଦ ପଡ଼ିଛି ଚକ୍ଷୁ ପ୍ରତିରୋପଣ ବ୍ୟବସ୍ଥା। ଫଳରେ ମୃତ୍ୟୁ ପରେ ଚକ୍ଷୁଦାନ କରୁଥିବା ଲୋକଙ୍କ ଶେଷ ଇଚ୍ଛା ଅନେକ ସମୟରେ ପୂରଣ ହୋଇ ପାରୁ ନଥିବା ବେଳେ ଚକ୍ଷୁ ପାଇବାକୁ ଆଶା ରଖିଥିବା ବ୍ୟକ୍ତି ବି ନିରାଶ ହେଉଛନ୍ତି। ନିଜସ୍ବ ବ୍ୟବସ୍ଥା ନ କରି ବର୍ଷ ବର୍ଷ ହେଲା ଘରୋଇ ସଂସ୍ଥା ଭରସାରେ ଏସ୍‌ସିବି ଚକ୍ଷୁ ବ୍ୟାଙ୍କ ଓ ଚକ୍ଷୁ ସଂରକ୍ଷଣ ବ୍ୟବସ୍ଥା। ଏସ୍‌ସିବିର […]

ସରିଗଲା ବାଲିଯାତ୍ରା: ୧୦୦ କୋଟିର ବେପାର

ସରିଗଲା ବାଲିଯାତ୍ରା: ୧୦୦ କୋଟିର ବେପାର

Bartanews

କଟକ: ଐତିହାସିକ କଟକ ବାଲିଯାତ୍ରା ଆଜି ଶେଷ ହୋଇଛି। କିନ୍ତୁ ଚଳିତ ବର୍ଷ ବାଲିଯାତ୍ରାରେ ବ୍ୟବସାୟ ପୂର୍ବର ସବୁ ରେକର୍ଡକୁ ଟପିଯାଇଛି। ଲୋକ ବିଭିନ୍ନ ଷ୍ଟଲରୁ ଛୋଟବଡ଼ ସାମଗ୍ରୀ ଏକପ୍ରକାର ବୋହି ନେଇଛନ୍ତି। ଆଜି ବାଲିଯାତ୍ରାରେ ଅନେକ ଷ୍ଟଲର ସବୁ ସାମଗ୍ରୀ ସରି ଯାଇଥିବା ବେଳେ ବ୍ୟବସାୟୀ ଦିନ ୧୨ଟା ବେଳକୁ ପଡ଼ିଆ ଛାଡ଼ି ଚାଲି ଯାଇଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ବାଲିଯାତ୍ରା ୯ ଦିନ ଧରି ଆୟୋଜିତ ହୋଇଥିବା ବେଳେ ଏହି ୯ ଦିନର […]

ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତକୁ ଏନ୍‌କାଉଣ୍ଟର୍‌: ବାଲେଶ୍ବରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଅପରାଧ ସାମ୍ରାଜ୍ୟ, ରହିଛି ୬୬ରୁ ଅଧିକ ମାମଲା

ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତକୁ ଏନ୍‌କାଉଣ୍ଟର୍‌: ବାଲେଶ୍ବରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଅପରାଧ ସାମ୍ରାଜ୍ୟ, ରହିଛି ୬୬ରୁ ଅଧିକ ମାମଲା

Bartanews

କଟକ/ନିଶ୍ଚିନ୍ତକୋଇଲି: ଅନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଓରଫ୍‌ ଲିପୁ(୩୨)କୁ ଗତକାଲି ରାତିରେ କଟକ ଗ୍ରାମାଞ୍ଚଳ ପୁଲିସ ଏନ୍‌କାଉଣ୍ଟର୍‌ କରିଛି। ଲିପୁର ବାମଗୋଡ଼ରେ ଗୁଳି ବାଜିଛି। ତାକୁ ଚିକିତ୍ସା ପାଇଁ ପ୍ରଥମେ ନିଶ୍ଚିନ୍ତକୋଇଲି ଓ ପରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଛି। ତେବେ ଏନ୍‌କାଉଣ୍ଟର୍‌ ସମୟରେ ଲିପୁର ସହଯୋଗୀ ଖସି ପଳାଇ ଯିବାକୁ ସକ୍ଷମ ହୋଇଛି। ଏହି ଘଟଣାରେ ଦୁଇଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି ମିହିର କୁମାର ପଣ୍ଡା ସାମ୍ବାଦିକ […]

ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଜଣେ ମୃତ

ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଜଣେ ମୃତ

Bartanews

କଟକ: କଟକ ଚଣ୍ଡି ମନ୍ଦିର ସମ୍ମୁଖରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଚଣ୍ଡି ମନ୍ଦିର ପୁଲିସ ଫାଣ୍ଡି ଠାରୁ ମାତ୍ର ୪୦ ମିଟର ଦୂରତାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏହି ମାରପିଟରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରୁ ଅନ୍ୟ ଜଣେ ଅଟୋ ଚାଳକ ଫେରାର ହୋଇଯାଇଛି। […]

ଶୂନ ସଡ଼କମୃତ୍ୟୁ ସପ୍ତାହ: ୪ ଦିନରେ ୪୫ ଜଣଙ୍କ ମୃତ୍ୟୁ, ଚତୁର୍ଥ ଦିନରେ ୮ ମୃତ, ୧୮ ଆହତ

ପୁଲିସ କର୍ମଚାରୀଙ୍କ ଉପରେ ଚଢ଼ିଗଲା ହାଇୱା; ଗୋଡ଼ ଛିଣ୍ଡି ଦୁଇ ଖଣ୍ଡ

Bartanews

କଟକ-ସିଡିଏ: ତ୍ରିଶୂଳିଆ ଓଭର ବ୍ରିଜ ନିକଟରେ ରବିବାର ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଜଣେ ପୁଲିସ କନଷ୍ଟେବଳଙ୍କୁ ହାଇଵା ଧକ୍କା ଦେବା ଫଳରେ ତାଙ୍କ ଗୋଡ଼ ଦୁଇ ଖଣ୍ଡ ହୋଇଯାଇଛି। ଆହତ କନଷ୍ଟେବଳ ହେଉଛନ୍ତି ରେବା ମାରାଣ୍ଡି(୪୨)। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସିଡିଏର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଚୁର ରକ୍ତସ୍ରାବ ହୋଇଥିବାରୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସୂଚନା […]

ଶୂନମୃତ୍ୟୁ ସପ୍ତାହ: ତୃତୀୟ ଦିନରେ ୬, ତିନି ଦିନରେ ୩୨ ମୃତ

ଶୂନମୃତ୍ୟୁ ସପ୍ତାହ: ତୃତୀୟ ଦିନରେ ୬, ତିନି ଦିନରେ ୩୨ ମୃତ

Bartanews

ଭୁବନେଶ୍ବର/କୋମନା/ଲାଠିକଟା/ବାଲେଶ୍ବର/କଟକ-ସିଡିଏ/ନିମାପଡ଼ା: ଡିସେମ୍ବର ପ୍ରଥମ ସପ୍ତାହକୁ ଶୂନ ମୃତ୍ୟୁ ସପ୍ତାହ ଭାବେ ପାଳନ କରାଯାଉଛି। କିନ୍ତୁ ସାରା ଓଡ଼ିଶାରେ ପ୍ରତିଦିନ ଜାରି ରହିଛି ସିରିଜ୍ ଦୁର୍ଘଟଣା। ସପ୍ତାହର ପ୍ରଥମ ଦିନରେ ୨୦, ଦ୍ବିତୀୟ ଦିନରେ ୬ ସହ ବେସରକାରୀ ଭାବେ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ତୃତୀୟ ଦିନରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ପ୍ରଥମ ତିନି ଦିନରେ ଦୁର୍ଘଟଣାରେ ଅନ୍ୟୁନ ୩୨ ଜଣଙ୍କ ଜୀବନ ଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାପ୍ତ […]

ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ, ଏବେ ବାହା ହୋଇପାରିବେନି ବିଧାୟକ

ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ, ଏବେ ବାହା ହୋଇପାରିବେନି ବିଧାୟକ

Bartanews

କଟକ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ ହୋଇଛି। ବିଧାୟକ ଶ୍ରୀ ଦାସଙ୍କ ଆବଦେନକୁ କଟକ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟର ବିବାହ ପଞ୍ଜୀକରଣ ଅଧିକାରୀ ଖାରଜ କରିଥିବା ମଙ୍ଗଳବାର ଜଣାପଡ଼ିଛି। ବିବାହ ଆବେଦନରେ ତ୍ରୁଟି ଦର୍ଶାଇ ଅଧିକାରୀ ଏଭଳି ପଦକ୍ଷେପ ନେଇଛନ୍ତି। ଫଳରେ ବିଧାୟକ ବିଜୟ ଶଙ୍କର ଏବେ ବାନ୍ଧବୀ ପ୍ରତ୍ୟୁଷାଙ୍କୁ ବିବାହ କରିପାରିବେ ନାହିଁ। ସୂଚନା ଅନୁସାରେ ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ବିବାହ ପାଇଁ […]

କଟକ ବାଲିଯାତ୍ରାର ସପ୍ତମ ସଂଧ୍ୟା: କମାଲ୍‌ କଲା ଏ କାଲି କାଲି ଆଖେଁ…

କଟକ ବାଲିଯାତ୍ରାର ସପ୍ତମ ସଂଧ୍ୟା: କମାଲ୍‌ କଲା ଏ କାଲି କାଲି ଆଖେଁ…

Bartanews

କଟକ: ରବିବାର ଛୁଟି ସାଙ୍ଗକୁ ବାଲିଯାତ୍ରା ପଡ଼ିଆରେ ବଲିଉଡ୍‌ର ବିଶିଷ୍ଟ ସଂଗୀତକାର ଅନୁ ମଲ୍ଲିକଙ୍କ ସୋ। ଦିନ ୧୨ଟାରୁ ବାଲିଯାତ୍ରା ପଡିଆରେ ଭିଡ଼ ଜମିବା ସହିତ କଟକର ରାସ୍ତାଘାଟ ଜାମ୍ ହୋଇଯାଇଥିଲା। ସୂଚନା ଅନୁଯାୟୀ ଆଜି ଗୋଟିଏ ଦିନରେ ୧୦ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲିଛନ୍ତି। ବାଲିଯାତ୍ରା ଆଜି ସପ୍ତମ ଦିନରେ ପହଞ୍ଚିଥିବା ବେଳେ ଆଜି ସବୁଠୁ ଅଧିକ ଭିଡ଼ ଦେଖିବାକୁ ମିଳିଛି। ଶୁକ୍ରବାର ଠାରୁ ବାଲିଯାତ୍ରା ଭିଡ଼ ଜମିବା ସହିତ ଆଜି ସବୁ ରେକର୍ଡ […]

ଦିନେ ବଢିଲା କଟକ ବାଲିଯାତ୍ରା: ଆଜି କେବଳ ବୈଷ୍ଣବ ପାଣି ମଞ୍ଚରେ କାର୍ଯ୍ୟକ୍ରମ

ଦିନେ ବଢିଲା କଟକ ବାଲିଯାତ୍ରା: ଆଜି କେବଳ ବୈଷ୍ଣବ ପାଣି ମଞ୍ଚରେ କାର୍ଯ୍ୟକ୍ରମ

Bartanews

କଟକ: ବାଲିଯାତ୍ରା ଉତ୍କଳୀୟ କଳା, ସଂସ୍କୃତି, ନୈବାଣିଜ୍ୟ ପରମ୍ପରାର ପ୍ରତୀକ। ଓଡ଼ିଶାର ସାଧବ ପୁଅ ନୌବାଣିଜ୍ୟ ମାଧ୍ୟମରେ ଓଡ଼ିଶାର ଆର୍ଥିକ ବିକାଶ କରିବା ସହିତ ଓଡ଼ିଶାର କଳା, ସଂସ୍କୃତିକୁ ଅନ୍ତର୍ଜାତୀୟସ୍ତରରେ ପ୍ରଚାରପ୍ରସାର କରୁଥିଲେ। ମହାନଦୀ ତଟରେ ଚାଲିଥିବା ବାଲିଯାତ୍ରା ଏହି ଗୌରବର ସ୍ମୃତିଚାରଣ କରୁଛି ବୋଲି କହିଛନ୍ତି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ ବାଲିଯାତ୍ରା କଟକ ଉତ୍ସବର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ କହିଥିଲେ […]

ହାଇକୋର୍ଟରେ କୁଷ୍ଠ ନିରାକରଣ ମାମଲା: ପ୍ରତିବର୍ଷ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଂଗ: ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଦାଖଲ, ୧୮ରେ ପରବର୍ତ୍ତୀ ଶୁଣାଣି

Bartanews

କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଗତ ଅକ୍ଟୋବର ୧୭ରୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ଆରମ୍ଭ କରିଛି ବୋଲି ଆମିକସ୍ କ୍ୟୁରିଙ୍କ ରିପୋର୍ଟରେ ଦର୍ଶାଯାଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଦାଖଲ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଡିସେମ୍ବର ୩ରେ ଆମିକସକ୍ୟୁରି ନାଟମଣ୍ଡପ ପରିଦର୍ଶନ […]