କଟକ

ହାଇକୋର୍ଟରେ କୁଷ୍ଠ ନିରାକରଣ ମାମଲା: ପ୍ରତିବର୍ଷ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି

ହାଇକୋର୍ଟରେ କୁଷ୍ଠ ନିରାକରଣ ମାମଲା: ପ୍ରତିବର୍ଷ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି

Bartanews

କଟକ: ରାଜ୍ୟରେ ବିଗତ ଦୁଇ ଦଶନ୍ଧି ମଧ୍ୟରେ ନୂତନ କୁଷ୍ଠ ରୋଗୀ ଚିହ୍ନଟ ସଂଖ୍ୟା ହ୍ରାସ ପାଇଛି। ଏହି ସଂଖ୍ୟା ପ୍ରାୟ ୮୯ ପ୍ରତିଶତ ହ୍ରାସ ପାଇଛି। ହାଇକୋର୍ଟରେ ରାଜ୍ୟ ସରକାରଙ୍କ ତରଫରୁ ଉପସ୍ଥାପନ କରାଯାଇଥିବା ନଭେମ୍ବର ୨୩ର କୁଷ୍ଠ ନିରାକରଣ ସଂକ୍ରାନ୍ତୀୟ ମନିଟରିଂ କମିଟି ‌ବୈଠକର ବିବରଣୀରୁ ଏଭଳି ତଥ୍ୟ ସାମନାକୁ ଆସିଛି। ନଭେମ୍ବର ୨୩ରେ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟି ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଉପସ୍ଥାପନ କରିଥିବା ତଥ୍ୟ […]

ଏସ୍‌ସିବିରେ ଅଭାବନୀୟ ସ୍ଥିତି: ଶବବ୍ୟବଚ୍ଛେଦ ଗୃହରେ ଲହଡ଼ି ଭାଙ୍ଗିଲା ନର୍ଦ୍ଦମା ପାଣି

ଏସ୍‌ସିବିରେ ଅଭାବନୀୟ ସ୍ଥିତି: ଶବବ୍ୟବଚ୍ଛେଦ ଗୃହରେ ଲହଡ଼ି ଭାଙ୍ଗିଲା ନର୍ଦ୍ଦମା ପାଣି

Bartanews

କଟକ: କଟକ ବଡ଼ ଡାକ୍ତରଖାନାରେ ଆଜି ଅତ୍ୟନ୍ତ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିନା ବର୍ଷାରେ ଶବ ବ୍ୟବଚ୍ଛେଦ ଗୃହରେ ନର୍ଦ୍ଦମା ପାଣି ଲହଡ଼ି ଭାଙ୍ଗିଥିବା ‌ବେଳେ ଶବ ବ୍ୟବଚ୍ଛେଦ ନ ହୋଇ ପାରି ଘଣ୍ଟା ଘଣ୍ଟା ପଡି ରହିଛି। ଆଜି ସକାଳୁ ବ୍ୟବଚ୍ଛେଦ ବନ୍ଦ ହୋଇଯିବାରୁ ବ୍ୟବଚ୍ଛେଦ ଗୃହ ବାହାରେ ଶବବୁହା ଟ୍ରଲିରେ ମୃତଦେହ ଶବୁ ପଡି ରହିଥିଲା। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଆଉ ଅସନ୍ତୋଷ ବଢିବାରୁ ଦିନ ୧୨ଟା ପରେ ଆନାଟୋମୀ ବିଭାଗରେ […]

ଜେଲରୁ ମୁକୁଳି ପାରନ୍ତି ଅର୍ଚ୍ଚନା ନାଗ, ହାଇକୋର୍ଟରୁ ମିଳିଲା ଜାମିନ୍‌

ଜେଲରୁ ମୁକୁଳି ପାରନ୍ତି ଅର୍ଚ୍ଚନା ନାଗ, ହାଇକୋର୍ଟରୁ ମିଳିଲା ଜାମିନ୍‌

Bartanews

କଟକ: ବହୁଚର୍ଚ୍ଚିତ ବ୍ଲାକମେଲର ଲେଡି ଅର୍ଚ୍ଚନା ନାଗ ଖୁବଶୀଘ୍ର ଜେଲରୁ ମୁକୁଳି ପାରନ୍ତି। ହାଇକୋର୍ଟରୁ  ଅର୍ଚ୍ଚନାଙ୍କୁ ଜାମିନ ମିଳିଛି। ଇଡି ପକ୍ଷରୁ କରାଯାଇଥିବା ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଛି। ପୂର୍ବରୁ ସେ ଅନ୍ୟ ଦୁଇଟି ମାମଲାରେ ଜାମିନ ପାଇଛନ୍ତି। ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିସାରିଥିଲା। ଏବେ ଇଡି ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିବାରୁ ଅର୍ଚ୍ଚନା ଖୁବଶୀଘ୍ର ଜେଲରୁ ମୁକୁଳିପାରନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୧୩ ତାରିଖରେ ପ୍ରିଭେନସନ […]

ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ ବାଲିଯାତ୍ରା

ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ ବାଲିଯାତ୍ରା

Bartanews

ଭୁବନେଶ୍ବର: କଟକର ପ୍ରସିଦ୍ଧ ବାଲିଯାତ୍ରା ଗୋଟିଏ ଦିନ ବଢ଼ିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରାକୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆସନ୍ତାକାଲି ଅର୍ଥାତ ଡିସେମ୍ବର ୪ ତାରିଖରେ ସରିବ ବୋଲି ଘୋଷଣା ହୋଇଥିଲା। ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ ରଘୁବର ଦାସ […]