ଅପରାଧ

ଟିଟିଇଙ୍କ ଧକ୍କାରେ ଚଳନ୍ତା ଟ୍ରେନରୁ ଖସି ଯାତ୍ରୀ ମୃତ

ଟିଟିଇଙ୍କ ଧକ୍କାରେ ଚଳନ୍ତା ଟ୍ରେନରୁ ଖସି ଯାତ୍ରୀ ମୃତ

Bartanews

ନୂଆଦିଲ୍ଲୀ: ବିହାରରେ ରେଳବାଇର ଟିଟିଇ ଜଣେ ଯାତ୍ରୀଙ୍କୁ ଧକ୍କା ଦେଇଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଟିଟିଇଙ୍କ ଧକ୍କ‌ାରେ ଯାତ୍ରୀ ଜଣକ ଟ୍ରେନରୁ ତଳକୁ ଖସି ପଡ଼ିଥିଲେ। ଫଳରେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସ୍ଥାନୀୟଲୋକେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହି ଘଟଣା ଡିସେମ୍ବର ୩ ତାରିଖରେ ସମସ୍ତିପୁର-ବରୋନି ରେଳବାଇର ମିଥିଲା ଏକ୍ସପ୍ରେସ ଟ୍ରେନରେ ଘଟିଥିଲା। ଏହି ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଓ […]

ଲାଞ୍ଚ ନେଇ ଧରାପଡ଼ିଲେ କିରାଣି

ଲାଞ୍ଚ ନେଇ ଧରାପଡ଼ିଲେ କିରାଣି

Bartanews

ଅନୁଗୁଳ/କି‌ଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ର ବରିଷ୍ଠ ସହାୟକ ନିତ୍ୟାନନ୍ଦ ଗାଇଗରିଆ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଛି। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ପରେ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ଉ କରାଯାଇଛି। ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ପୂର୍ବରୁ ପିଅନ ଥିବା ପୂର୍ଣ୍ଣଚନ୍ଦ୍ର ଭୁକ୍ତା ଏବେ ପଦୋନ୍ନତି ପାଇ ଅନୁଗୁଳ ଜିଲ୍ଲା କ୍ରୀଡ଼ା ବିଭାଗରେ କନିଷ୍ଠ ସହାୟକ ଭାବେ କାମ କରୁଛନ୍ତି। ୨୦୨୧ରୁ […]

ଶିକ୍ଷାନୁଷ୍ଠାନରେ ବଢ଼ି ଚାଲିଛି ଆତ୍ମହତ୍ୟା: କଟକଣା ମାନୁନାହାନ୍ତି ଘରୋଇ ହଷ୍ଟେଲ

ଶିକ୍ଷାନୁଷ୍ଠାନରେ ବଢ଼ି ଚାଲିଛି ଆତ୍ମହତ୍ୟା: କଟକଣା ମାନୁନାହାନ୍ତି ଘରୋଇ ହଷ୍ଟେଲ

Bartanews

ଭୁବନେଶ୍ବର: ଆଖିରେ ଆଖିଏ ସ୍ବପ୍ନ ନେଇ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ଭୁବନେଶ୍ବର ଆସୁଛନ୍ତି। ସେମାନଙ୍କ ଭିତରୁ କିଛି ବିଭିନ୍ନ କଲେଜରେ ପଢୁଛନ୍ତି, ଆଉକିଛି ପ୍ରବେଶିକା ବା ଚାକିରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଅନେକ କଲେଜର ନିଜସ୍ବ ହ‌ଷ୍ଟେଲ ଥିବାବେଳେ ରାଜଧାନୀର ଗଳିକନ୍ଦିରେ ଆହୁରି ଅନେକ ଘରୋଇ ହଷ୍ଟେଲ ଗଢ଼ି ଉଠିଛି। କିନ୍ତୁ ସେଗୁଡ଼ିକରେ ଛାତ୍ରଛାତ୍ରୀ ରହୁଥିଲେ ହେଁ ଅଧିକାଂଶ ହଷ୍ଟେଲରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନାହିଁ କି କଟକଣା ପାଳନ ହେଉନାହିଁ। ଏହି କାରଣରୁ ଅନେକ ଅଘଟଣ […]

ଏନ୍‌ସିଆର୍‌ବି ରିପୋର୍ଟରେ ଓଡ଼ିଶା: ଶିଶୁ, ଅର୍ଥନୈତିକ ଅପରାଧ ଉପରମୁହାଁ

ଏନ୍‌ସିଆର୍‌ବି ରିପୋର୍ଟରେ ଓଡ଼ିଶା: ଶିଶୁ, ଅର୍ଥନୈତିକ ଅପରାଧ ଉପରମୁହାଁ

Bartanews

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅପରାଧିକ ମାମଲା ବଢ଼ିବାରେ ଲାଗିଛି। ଜାତୀୟ ଅପରାଧ ନଥି ସଂସ୍ଥା (ଏନ୍‌ସିଆର୍‌ବି)ର ତଥ୍ୟ ମୁତାବକ ୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ଟି ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ ଲକ୍ଷ ୭୮ ହଜାର ୧୯୦ରେ ପହଞ୍ଚିଛି। ଅର୍ଥାତ୍‌ ଅପରାଧ ପାଖାପାଖି ୧୫ ପ୍ରତିଶତ ବଢ଼ିଛି। ତେବେ ଏ ହିସାବରେ ଥିବା ଭଲଚିତ୍ରଟି ହେଉଛି, ପୂର୍ବ ବର୍ଷ ତୁଳନାରେ ରାଜ୍ୟରେ ମହିଳା ବିରୋଧୀ ଅପରାଧ […]

ରାଜଧାନୀରେ ମାତିଛନ୍ତି ବାଇକ୍‌ ଲୁଟେରା: ୩ ଗିରଫ, ୨୩  ବାଇକ୍‌ ଜବତ

ରାଜଧାନୀରେ ମାତିଛନ୍ତି ବାଇକ୍‌ ଲୁଟେରା: ୩ ଗିରଫ, ୨୩ ବାଇକ୍‌ ଜବତ

Bartanews

ଭୁବନେଶ୍ବର: ରାଜଧାନୀରେ ସକ୍ରିୟ ହୋଇଉଠିଛନ୍ତି ବାଇକ୍‌ ଲୁଟେରା ଗ୍ୟାଙ୍ଗ। ଆଖି ପିଛୁଳାକେ ବାଇକ୍‌ ତାଲା ଭାଙ୍ଗି ନେଇ ଫେରାର୍‌ ହୋଇଯାଉଛନ୍ତି। ଏଭଳି ଏକ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୁଲିସ ଠାବ କରିଛି। ଗ୍ୟାଙ୍ଗର ୩ଜଣଙ୍କୁ ପୁଲିସ ଗିରଫ କରିଛି। ସେମା‌ନେ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ପ୍ରଶାନ୍ତ କୁମାର ଭୋଇ(୨୮), ସୁନୀଲ କୁମାର ମଲ୍ଲ(୨୪) ଓ ଜଙ୍କିଆ ଅଞ୍ଚଳର ହରପ୍ରସାଦ ଦାସ(୨୩)। ପୁଲିସ ସେମାନଙ୍କ ଠାରୁ ୨୩ଟି ବାଇକ୍‌ ଜବତ କରିଛି। ସୂଚନା ମୁତାବକ, ଏହି […]

ଅର୍ଚ୍ଚନା ନାଗଙ୍କୁ ଜାମିନ: ଜେଲ୍‌ରୁ ବାହାରିବା ବାଟ ସଫା

ଅର୍ଚ୍ଚନା ନାଗଙ୍କୁ ଜାମିନ: ଜେଲ୍‌ରୁ ବାହାରିବା ବାଟ ସଫା

Bartanews

କଟକ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ପୂର୍ବରୁ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାର ଦୁଇ ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳି ସାରିଥିବା ବେଳେ ଇଡି ମାମଲାରେ ଜାମିନ ମଞ୍ଜୁର ପରେ ଜେଲରୁ ବାହାରିବା ପାଇଁ ତାଙ୍କ ପଥ ପରିଷ୍କାର ହୋଇଛି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଇଡି ମାମଲାରେ ଅର୍ଚ୍ଚନା ଦାୟର କରିଥିବା ଜାମିନ ଆବେଦନର ନଭେମ୍ବର ୨୦ରେ ଶୁଣାଣି ଶେଷ କରି ରାୟ […]

ଦୋକାନରୁ ଲୁଟିନେଲେ ୨୨ ଲକ୍ଷର ମୋବାଇଲ; ସିସି କ୍ୟାମେରାରେ ୨ ଚୋର କଏଦ

ଦୋକାନରୁ ଲୁଟିନେଲେ ୨୨ ଲକ୍ଷର ମୋବାଇଲ; ସିସି କ୍ୟାମେରାରେ ୨ ଚୋର କଏଦ

Bartanews

ରାଉରକେଲା: କୋଏଲନଗର ଝିରପାଣି ମାର୍କେଟସ୍ଥ ଏକ ମୋବାଇଲ ଦୋକାନରୁ ବଡଧରଣର ଚୋରି ହୋଇଛି। ଦୁଇ ଚୋର ଭେଣ୍ଟିଲେଟର ଭାଙ୍ଗି ଦୋକାନରୁ ୧୦ଟି କି ୨୦ ଟି ମୋବାଇଲ ନୁ‌ହେଁ ନାମୀଦାମୀ କମ୍ପାନିର ୯୭ଟି ମୋବାଇଲ ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଦୁଇ ଚୋରଙ୍କ ଚୋରିର ଦୃଶ୍ୟ ଦୋକାନରେ ଲାଗିଥିବା ସିସି କ୍ୟାମେରାରେ କଏଦ ହୋଇଛି। ରାତି ପ୍ରାୟ ୧ ଟାରୁ ୨ଟା ପର୍ଯ୍ୟନ୍ତ ଦୁଇ ଚୋର ଦୋକାନ ଭିତରେ ରହିଥିଲେ। ଏତେ ସମୟ ଚୋରି କରିଥିଲେ ହେଁ, […]

ଏଟିଏମ୍‌ରୁ ୧୪. ୮୦ ଲକ୍ଷ ଲୁଟ୍‌

ଏଟିଏମ୍‌ରୁ ୧୪. ୮୦ ଲକ୍ଷ ଲୁଟ୍‌

Bartanews

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ମିସନଛକଠାରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ କାଟି ଦୁର୍ବୃତ୍ତମାନେ ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କା ଲୁଟି ନେଇଛନ୍ତି। ଖଡ଼ିଆଳ ଏସ୍‌ବିଆଇର ଶାଖା ପରିଚାଳକଙ୍କ ଏତଲା ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି। ରବିବାର ରାତିରେ ଖଡ଼ିଆଳ ଥାନା ମିସନଠାରେ ଥିବା ଏସ୍‌ବିଆଇ ଏଟିଏମ୍‌ର ଟଙ୍କା ବାକ୍ସକୁ ଦୁର୍ବୃତ୍ତମାନେ ଗ୍ୟାସ୍‌ କଟର୍‌ରେ କାଟିଥିଲେ। ସେଥିରେ ଥିବା ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କାକୁ ଲୁଟି ନେଇ ଫେରାର୍‌ […]

ଡିପଫେକ ହେତୁ ବୃଦ୍ଧି ପାଉଛି ପର୍ଣ୍ଣ ବ୍ୟବସାୟ

ଡିପଫେକ ହେତୁ ବୃଦ୍ଧି ପାଉଛି ପର୍ଣ୍ଣ ବ୍ୟବସାୟ

Bartanews

ନୂଆଦିଲ୍ଲୀ: ଇଣ୍ଟରନେଟରେ ପାଖାପାଖି ୧ଲକ୍ଷ ଡିପଫେକ ପର୍ଣ୍ଣ ଭିଡିଓ ମହଜୁଦ ରହିଥିବା ବେଳେ କିଛିଦିନ ହେବ ପ୍ରତିଦିନ ଶହେରୁ ଅଧିକ ପର୍ଣ୍ଣ ଭିଡିଓ କ୍ଲିପ ଇଣ୍ଟରନେଟରେ ଅପଲୋଡ କରାଯାଉଛି। କେବଳ ଏତିକି ନୁହେଁ, ଏମିତି କିଛି ପ୍ଲାଟଫର୍ମ ରହିଛି ଯାହାକି ମାତ୍ର ୪୦ଟଙ୍କାରେ ଡିପଫେକ ଭିଡିଓ ପ୍ରସ୍ତୁତ କରି ଦେଉଛି। ଏହି କ୍ରମରେ ଖବର ଆସୁଛି କି ଲୋକେ କାହିଁକି ଏତେ ପରିମାଣର ଭିଡିଓ ଅପଲୋଡ କରୁଛନ୍ତି, ଏହା କ’ଣ ମଜାମସ୍ତି ପାଇଁ କରାଯାଉଛି କି? ପ୍ରକାଶିତ […]

ମଦ କିଣିବାକୁ ନେଇ ୧୦ ଟଙ୍କା ପାଇଁ ସେଲ୍ସମ୍ୟାନକୁ ପିଟିପିଟି ହତ୍ୟା, ଜେଲ ଗଲେ ୩ ଅଭିଯୁକ୍ତ

ମଦ କିଣିବାକୁ ନେଇ ୧୦ ଟଙ୍କା ପାଇଁ ସେଲ୍ସମ୍ୟାନକୁ ପିଟିପିଟି ହତ୍ୟା, ଜେଲ ଗଲେ ୩ ଅଭିଯୁକ୍ତ

Bartanews

ପାଟଣାଗଡ଼: ମାତ୍ର ୧୦ ଟଙ୍କା ପାଇଁ ହତ୍ୟାକାଣ୍ଡ। ବଲାଙ୍ଗୀର ଜିଲ୍ଲା ଖପ୍ରଖୋଲ ଥାନା ଅଞ୍ଚଳରେ ମଦ କିଣିବାକୁ ନେଇ ୧୦ ଟଙ୍କା ପାଇଁ‌ ସେଲ୍ସମ୍ୟାନଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖରଖରା ଗ୍ରାମ ଯୋଗୀନ୍ଦ୍ର ବରିହା (୨୮), ବିଶ୍ବନାଥ ନିଆଲ (୨୮) ଓ ଲକ୍ଷ୍ମଣ ଦାସ (୩୦)। ମୃତ ବ୍ୟକ୍ତିଙ୍କ ନାମ ଗୋପାଳ ପ୍ରସାଦ (୩୩)। ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ଯୋଗୀନ୍ଦ୍ର, ବିଶ୍ବନାଥ […]