Odisha Vigilance raid

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ବିଏମସିର ୨ ଟ୍ଯାକ୍ସ କଲେକ୍ଟର

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ବିଏମସିର ୨ ଟ୍ଯାକ୍ସ କଲେକ୍ଟର

Bartanews

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ବିଏମସିର ୨ ଟ୍ଯାକ୍ସ କଲେକ୍ଟର । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଧରାପଡ଼ିଥିବା ୨ ଟ୍ଯାକ୍ସ କଲେକ୍ଟର ହେଲେ ୨୩ ନମ୍ବର ୱାର୍ଡର ଟ୍ଯାକ୍ସ କଲେକ୍ଟର ହେମନ୍ତ ସାହୁ  ଓ ବିଏମସିର ପୂର୍ବତନ ଟ୍ଯାକ୍ସ କଲେକ୍ଟର ଯୋଗେନ୍ଦ୍ର ପ୍ରଧାନ। ହୋଲ୍ଡିଂ ଟ୍ଯାକ୍ସ ହ୍ରାସ ପାଇଁ ୧୫ ହଜାର ଟଙ୍କା ନେଉଥିଲେ। ଉଭୟଙ୍କ ନାଁରେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନରେ ମାମଲା ରୁଜୁ କରାଯାଇଛି। ୨ ଜଣଙ୍କୁ ଭିଜିଲାନ୍ସ […]

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ‘ମୋ ଗୁହାଳ’ର ବିଲ୍ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ‘ମୋ ଗୁହାଳ’ର ବିଲ୍ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ

Bartanews

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଗଞ୍ଜାମ ଜିଲାର ବେଗୁନିଆପଡ଼ା ବ୍ଲକରେ କାର୍ଯ୍ଯରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକଙ୍କୁ  ବ୍ରହ୍ମପୁର ଭିଜିଲାନ୍ସ ଧରିଛି। ‘ମୋ ଗୁହାଳ’ର ବିଲ୍ କରାଇଦେବା ପାଇଁ ଜଣଙ୍କ ଠାରୁ ୭ ହାଜର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସେ ଏହି ବ୍ଲକର ବୁରୁଝୁରୀ ପଞ୍ଚାୟତ ଦାୟିତ୍ବରେ ଥିଲେ। ଏହା ପରେ ଦୁଇଟି ଜାଗାରେ ଚଢାଉ ଚାଲିଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇ […]

ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଦୁଇ କିରାଣୀ

ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଦୁଇ କିରାଣୀ

Bartanews

ବ୍ରହ୍ମପୁର: ଜଣେ ଅବସରପ୍ରାପ୍ତ ଲ୍ୟାବ୍‌ ଆଟେଣ୍ଡାଣ୍ଟ୍‌ଙ୍କ ପେନ୍‌ସନ୍‌ ଟଙ୍କା କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ଜିଲ୍ଳା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଦୁଇ ଜଣ କିରାଣୀ ସୁଶିଲ କୁମାର ପଟ୍ଟନାୟକ ଓ ଆସିକାସ୍ଥିତ ଜୟପୁର ନୋଡାଲ୍‌ ଉଚ୍ଚ ବିଦ୍ୟାଳୟର କନିଷ୍ଠ ସହାୟକ ପ୍ରଦୀପ କୁମାର ମହାନ୍ତି ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି । ସେମାନଙ୍କଠାରୁ ନଗଦ ଟଙ୍କା ଜବତ ହେବା ପରେ ଉଭୟଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ଗିରଫ କରି ପଚରା ଉଚରା କରୁଛି । ଉଭୟଙ୍କ ବାସଭବନରେ […]

ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢାଉ

ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ ଏପିଓ, ବିଲ୍ କରାଇବା ପାଇଁ ନେଉଥିଲେ ଲାଞ୍ଚ

Bartanews

କଣ୍ଟାବାଞ୍ଜି: ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକର ଏପିଓ ସୁଶାନ୍ତ ଦାସ । ଜଣଙ୍କ ବିଲ କରିବାକୁ ୪୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରପଡିଛନ୍ତି ସୁଶାନ୍ତ। ଏହାପରେ ବଙ୍ଗୋମୁଣ୍ଡା ଅସୁଲ୍ହା ଗାଁରେ ଥିବା ତାଙ୍କର ବାସଭବନ ଓ ମୁରିବାହାଲ ବ୍ଲକ କାର୍ଯ୍ୟଳୟରେ ବରଗଡ଼ ଭିଜିଲାନ୍ସ ଟିମର ଚଢାଉ କରିଛି। ବରଗଡ଼ ଭିଜିଲାନ୍ସ ଡିଏସପି ସତ୍ୟବାନ୍ ମହାନନ୍ଦଙ୍କ ନେତୃତ୍ବରେ ଭିଜିଲାନ୍ସ ଟିମର ଚଢାଉ ଜାରି ରହିଛି।

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତମଣ୍ଡୋ ଥାନା SI ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ

କେସକୁ ଚାପି ଦେବା ପାଇଁ ବ୍ୟବସାୟୀଙ୍କ ଠାରୁ ନେଉଥିଲେ ଲାଞ୍ଚ, ପୁଲିସବାବୁଙ୍କୁ ମାଡିବସିଲା ଭିଜିଲାନ୍ସ

Bartanews

ବୌଦ୍ଧ: ଭିଜିଲାନ୍ସ ହାବୁଡ଼ରେ ପଡିଲେ ପୁଲିସ୍ ଅଧିକାରୀ । ଜହ୍ନପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନଙ୍କୁ ଭିଜିଲାନ୍ସ ଗିରଫ କରିଛି। ସେ ଜଣେ ବସାୟୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତଙ୍କୁ ଗିରଫ କରିଛି । ପୂର୍ବ କେସକୁ ଚାପି ଦେବାପାଇଁ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ଏହି ଚଢାଉରେ ବ୍ରହ୍ମପୁର, ଫୁଲବାଣୀ ଏବଂ ବୌଦ୍ଧ ଭିଜିଲାନ୍ସ ଟିମ୍ ସମିଲଥିଲେ।

ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଥାନା ଅଧିକାରୀ, ମାମଲାକୁ ରଫାଦଫା କରିବାକୁ ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଥାନା ଅଧିକାରୀ, ମାମଲାକୁ ରଫାଦଫା କରିବାକୁ ନେଉଥିଲେ ଲାଞ୍ଚ

Bartanews

କଣ୍ଟାବାଞ୍ଜି: ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା।  ଏକ ମାମଲାକୁ ରଫାଦଫା କରିବାକୁ ୨୫ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଥାନା ଅଧିକାରୀକୁ ଧରିଲା ବରଗଡ଼ ଭିଜିଲାନ୍ସ ଟିମ୍। ବ୍ୟାଙ୍କ କର୍ମଚାରୀ ଅଜିତ କୁମାର ଘଡେଇଙ୍କ ଏକ ପୁରୁଣା ମାମଲା ଚାର୍ଚସିଟରୁ ନାମ କଟାଇବା ପାଇଁ ଥାନା ଅଧିକାରୀ ଟଙ୍କା ମାଗିଥିଲେ। ଏନେଇ ଅଜିତ ଭିଜିଲାନ୍ସକୁ ଅଭିଯୋଗ କରିଥିବା ବେଳେ ଆଜି ଭିଜିଲାନ୍ସ ଟିମ୍ ପୂର୍ବରୁ ଛକି ରହି ଟଙ୍କା ନେଲା ବେଳେ […]

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୭ଟି ସ୍ଥାନରେ ଚଢାଉ

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୭ଟି ସ୍ଥାନରେ ଚଢାଉ

Bartanews

ଭୁବନେଶ୍ବର: ଭଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ଦାସ। । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି। ଖୋର୍ଦ୍ଧାରେ ତାଙ୍କ ସରକାରୀ କାର୍ଯ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ଇନ୍ସପେକ୍ଟର ମମିତା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଫାଇଲ ଏବଂ ଅନ୍ୟାନ୍ୟ ଆସବାବପତ୍ର ଯାଞ୍ଚ କରୁଥିବା ସୂଚନା ।

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ, ଜମି କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ, ଜମି କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ

Bartanews

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟର ବରିଷ୍ଠ ରାଜସ୍ବ ସହାୟକ ଜିତୁ ରଞ୍ଜନ ଛାଟୋଇ। ଚନ୍ଦନପୁରର ଜଣେ ବ୍ୟକ୍ତିଙ୍କଠାରୁ ଜମି କିସମ ପରିବର୍ତ୍ତନ ପାଇଁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ। ଏଥିସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ଜିତୁ ରଞ୍ଜନଙ୍କ ଘର ସମେତ ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। କିଛି ଦିନ ତଳେ ସେ ଡେଲାଙ୍ଗରୁ ବଦଳି ହୋଇ ଆସିଥିଲେ।

ଭିଜିଲାନ୍ସ ଜାଲରେ ଜଗତସିଂହପୁରର ଡେପୁଟି କଲେକ୍ଟର, ଏକକାଳୀନ ୯ଟି ସ୍ଥାନରେ ଚଢାଉ

ଭିଜିଲାନ୍ସ ଜାଲରେ ଜଗତସିଂହପୁରର ଡେପୁଟି କଲେକ୍ଟର, ଏକକାଳୀନ ୯ଟି ସ୍ଥାନରେ ଚଢାଉ

Bartanews

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଜଗତସିଂହପୁରର ଡେପୁଟି କଲେକ୍ଟର । ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ  ରେଡ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି। ଏକକାଳୀନ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ  ଟିମ୍। ଭୁବନେଶ୍ବର, ବାଲେଶ୍ବର, ସୋନପୁର, ଜଗତସିଂହପୁର, ଅଫିସ ସମେତ , ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ଚାଲିଛି ଚଢାଉ । ଏହିଚଢାଉରେ ୨ଜଣ ଡିଏସପି, ୧୪ ଜଣ ଇନିସପେକ୍ଟର, ୬ଜଣ ଏଏସଆଇ ସାମିଲ ଅଛନ୍ତି। ସୂଚନା […]

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଏଆର୍‌ଆଇ

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଏଆର୍‌ଆଇ

Bartanews

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ଏଆର୍‌ଆଇ)  ଜଗଦୀଶ ବେହେରା। ସେ ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ତହସିଲ ଅନ୍ତର୍ଗତ ସାନମସିଗାଁ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) କାର୍ୟ୍ୟାଳୟରେ କାର୍ଯ୍ଯରତ। ସାନମସିଗାଁର ବୈଜୟନ୍ତୀ ଭତରା ତାଙ୍କ ମାଆ କମଳା ଭତରାଙ୍କ ମୃତ୍ୟୁ ପରେ ୩ ମାସ ହେବ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ନବରଙ୍ଗପୁର ତହସିଲ ଅଫିସ୍‌ରେ ଆବେଦନ କରିଥିଲେ। ଏହାର ତଦନ୍ତ କରିବାକୁ ସାନମସିଗାଁ ଆରଆଇ ଅଫିସକୁ ଚିଠି କରାଯାଇଥିଲା। ଜଗଦୀଶ ବେହେରା ସେଠାରେ ଆରଆଇ ଦାୟିତ୍ୱରେ […]

12 Next